କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ? ଡିଭୋର୍ସ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ ? ଆସିଲା ସାଂଘାତିକ ଅଭିଯୋଗ, କ’ଣ ରହିଛି ଏହା ପଛର ସତ୍ୟତା ?
କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ ? ଡିଭୋର୍ସ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ ? ଆସିଲା ସାଂଘାତିକ ଅଭିଯୋଗ, କ’ଣ ରହିଛି ଏହା ପଛର ସତ୍ୟତା ?
ଶାହରୁଖ୍ଙ୍କ ସହ ଫିଲ୍ମ କରିବାକୁ ସାଉଥ୍ ସୁନ୍ଦରୀଙ୍କ ଇଚ୍ଛା...
ସାମନ୍ଥା ଏବଂ ନାଗା ଚୈତନ୍ୟ ଶନିବାର ଛାଡପତ୍ର ଘୋଷଣା କରିଛନ୍ତି । ବିବାହର ୪ ବର୍ଷ ପରେ ସାଉଥ୍ ଷ୍ଟାର ନାଗା ଚୈତନ୍ୟ ପତ୍ନୀ ସାମନ୍ଥା ଅକ୍କିନେନୀଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ନେଇ ନାଗାଙ୍କ ପିତା ତଥା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ନାଗାର୍ଜୁନ ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନାଗାର୍ଜୁନ ଟ୍ୱିଟରରେ ନିଜର ବିବୃତ୍ତି ସେୟାର କରିଛନ୍ତି ।