• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

parineet
ପରିଣୀତିଙ୍କ ଡ୍ରେସ୍‌କୁ ନେଇ ସୋଶାଲ୍‌ ମିଡିଆରେ ଝଡ଼

ମୁମ୍ବାଇ: ବିଲିଉଡ୍‌ର ବହୁ ପ୍ରତିକ୍ଷୀତ ସିନେମା ‘ନମସ୍ତେ ଲଣ୍ଡନ’ର ପ୍ରମୋଶନ ଜୋରଦାର ଚାଲିଛି। ଏହି ରୋମାଣ୍ଟିକ କମେଡି ଫିଲ୍ମରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଅର୍ଜୁନ କପୁର ନଜର ଆସିବେ। ଫିଲ୍ମର ପ୍ରମୋଶନକୁ ନେଇ ଉଭୟ ବେଶ୍‌ ଉତ୍ସାହିତ ଅଛନ୍ତି। ଫିଲ୍ମ ନିର୍ମାତାଙ୍କ ସହ ହିରୋ ହିରୋଇନ ସୋଶାଲ୍‌ ମିଡିଆରେ ମଧ୍ୟ ସିନେମାର ପ୍ରମୋଶନ କରୁଛନ୍ତି। କିନ୍ତୁ ଏହାରି ଭିତରେ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରମୋଶନ୍‌ ବେଳେ ପିନ୍ଧିଥିବା ବଡି ହଗିଙ୍ଗ୍‌ ଡ୍ରେସ୍‌କୁ ନେଇ ସୋଶାଲ୍‌ ମିଡିଆରେ […]

  • Tuesday, 20 July 2021
salman
ନୂଆ ଫର୍ମାଟ୍‌ରେ ଆସୁଛି ‘ବିଗ୍‌ ବସ୍‌’...ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ମୁମ୍ବାଇ: ରିୟଲିଟି ଶୋ ବିଗ୍‌ ବସ୍‌ ଏବେ ନୂଆ ଫର୍ମାଟ୍‌ରେ ଆସୁଛି। ଏହା ସଫଳତାର ସହ ୧୧ ତମ ସଂସ୍କରଣ ପୂରା କରିସାରିଲାଣି। ଏଥିସହିତ ଆଗାମୀ ୧୬ ସେପ୍ଟେମ୍ବଠାରୁ ଏହାର ୧୨ତମ ସଂସ୍କରଣ ଆରମ୍ଭ ହେବା ପାଇଁ ସବୁପ୍ରକାର ପ୍ରସ୍ତୁତି ସରିସାରିଛି। ଚଳିତ ବର୍ଷ ଏହି ‘ଶୋ’ ସାଧାରଣ ପ୍ରତିଯୋଗୀଙ୍କ ସହିତ ‘ବିଚିତ୍ର ଯୋଡ଼ି’ ଭାଗନେବେ। ଏହାଦ୍ୱାରା ‘ଶୋ’ ଆହୁରି ମଜାଦାର ହେବ ବୋଲି ନିର୍ମାତା ଆଶା ରଖିଛନ୍ତି। ଛୋଟ ପରଦାରେ ଯଦି କୌଣସି ସିରିୟଲ କଥା ଉଠେ […]

  • Tuesday, 20 July 2021
saharukh khan
ବାମନ ଚରିତ୍ରରେ ନଜର ଆସିବେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ୍ ଖାନ୍

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଆଗାମୀ ସିନେମା “ଜିରୋ”ର ଟ୍ରେଲର୍‌କୁ ନେଇ ଉତ୍ସାହିତ ଥିବା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଖୁବ୍‌ ଶୀଘ୍ର ଶାହାରୁଖ୍‌ଙ୍କ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର୍‌ ନଭେମ୍ବର ୨ରେ ରିଲିଜ ହେବ। କାହିଁକି ନା ଏହି ଦିନ ଶାହାରୁଖ୍‌ଙ୍କ ବର୍ଥଡେ’। ଏନେଇ ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟ ମଧ୍ୟ ସ୍ପଷ୍ଟ କରିଛନ୍ତି। ଏହି ଫିଲ୍ମର ପ୍ରଥମ ଟିଜର୍‌ […]

  • Tuesday, 20 July 2021
anuska
ଭିଡିଓ ଗେମ୍‌ରେ ଅନୁଷ୍କା ଶର୍ମାଙ୍କ ଏହି ଫଟୋ

ମୁମ୍ବାଇ: ବରୁଣ ଧାୱନ୍ ଓ ଅନୁଷ୍କା ଶର୍ମା ଅଭିନୀତ “ସୁଇ ଢାଗା” ସିନେମାଟି ଚଳିତ ବର୍ଷର ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ଏହି ସିନେମାଟି ଘୋଷଣା ହେବା ଦିନରୁ ହିଁ ଏହାର ଷ୍ଟୋରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହାରି ମଧ୍ୟରେ ଏହି ସିନେମାର ଟ୍ରେଲର୍‌ ରିଲିଜ୍‌ ହୋଇସାରିଛି। ଟ୍ରେଲର୍‌ଟି ଆସିବା ପରଠାରୁ ଏହି ସିନେମାକୁ ନେଇ ପ୍ରଚାର ଏକ ନୂଆ ସ୍ତରରେ ଚାଲିଛି। ବିଶେଷ କରି ସୋଶାଲ୍‌ ମିଡିଆରେ ଅନୁଷ୍କାଙ୍କ ମିମି ଫଟୋ ବେଶ୍‌ […]

  • Tuesday, 20 July 2021
parinitee
ନିକ୍‌ ଜୋନ୍‌ସଙ୍କ ଜୋତା ଚୋରି କରିବେ ପରିଣୀତି ଚୋପ୍ରା

ମୁମ୍ବାଇ: ବଲିଉଡ୍‌ରେ ହେବାକୁ ଯାଉଛି ଏକ ଗ୍ରାଣ୍ଡ ମ୍ୟାରେଜ୍‌ ସେରମନି। ସେ ପୁଣି କୌଣସି ମାମୁଲି କଳାକାରଙ୍କର ନୁହେଁ। ବଲିଉଡ୍‌ ତଥା ହଲିଉଡ୍‌ ଜଗତର ଚର୍ଚ୍ଚିତ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ଘରେ ବାଜିବ ସାହାନାଇ। ନିକ୍‌ ଜୋନ୍ସ ଓ ପ୍ରିୟଙ୍କା ଚୋପ୍ରାଙ୍କର ନିର୍ବନ୍ଧ ସରିବା ପରେ ଆରମ୍ଭ ହୋଇଯାଇଛି ତାଙ୍କ ବାହାଘରକୁ ନେଇ ଗସିପ୍‌। ଫ୍ୟାନ୍‌ମାନେ ବି ଚାତକ ପରି ଚାହିଁରହିଛନ୍ତି କେବେ ପକାହେବ ଦୁହିଁଙ୍କ ବାହାଘର ଡେଟ୍‌। ଚର୍ଚ୍ଚା ହେଉଛି ଯେ ବାହାଘରକୁ ନେଇ ଉଭୟ […]

  • Tuesday, 20 July 2021
ranveer-singh
ଇନ୍‌ଷ୍ଟାଗ୍ରାମ୍‌ରେ ପୂର୍ବତନ ବୟଫ୍ରେଣ୍ଡଙ୍କ ଫଟୋ ପୋଷ୍ଟ କରି ଟ୍ରୋଲ୍‌ ହେଲେ ଦୀପିକା

ମୁମ୍ବାଇ: ବଲିଉଡର ସୁପରହିଟ୍‌ ଯୋଡ଼ି ଭାବେ ଜଣାଶୁଣା ଦୀପିକା ଓ ରଣବୀର ସଂଙ୍କ ଯୋଡ଼ି। ସେମାନେ ଆଗାମୀ ନଭେମ୍ବର ମାସରେ ବିବାହ କରିବାକୁ ଯାଉଛନ୍ତି ଓ ଏହା ମଧ୍ୟ କୁହାଯାଉଛି ଯେ ସେମାନେ ଇଟାଲିରେ ବିବାହ କରିବେ। ଏହି ଖବର ପାଇବା ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ବହୁତ ଉତ୍ସୁକତା ଦେଖାଦେଇଛି। ନିକଟରେ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଦିପିକା ତାଙ୍କ ସୋଶାଲ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ, […]

  • Tuesday, 20 July 2021
jayiram samal
ସୁସ୍ଥ ଅଛନ୍ତି ହାସ୍ୟ ଅଭିନେତା ଜୟୀ

ଭୁବନେଶ୍ୱର: ଓଲିଉଡର କମେଡି କିଙ୍ଗ୍‌ ଜୟୀରାମ ସାମଲଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି। ତାଙ୍କର ଅସୁସ୍ଥତା ଖବର ପାଇ ଓଡ଼ିଆ ସିନେ କଳାକାରମାନେ ତାଙ୍କୁ ଭେଟିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା […]

  • Tuesday, 20 July 2021
actor
ଏହି ଷ୍ଟାର୍‌ମାନେ ଫିଲ୍ମରେ କରିଥିଲେ ଖରାପ ଅଭିନୟ

ବଲିଉଡ୍‌ର ସିନେମା ଇଣ୍ଡଷ୍ଟ୍ରି ଦୁନିଆର ସବୁଠାରୁ ବଡ଼ ସିନେମା ଇଣ୍ଡଷ୍ଟ୍ରି ଭାବେ ଜଣାଶୁଣା। ଏହି ଇଣ୍ଡଷ୍ଟ୍ରିରେ ପ୍ରତି ବର୍ଷ ଅନେକ ସିନେମା ରିଲିଜ୍‌ ହୁଏ। କିଛି ସିନେମା  ହିଟ୍‌ ହୋଇ ଭଲ ରୋଜଗାର କରେ ଓ ଆଉ କିଛି ଫ୍ଲପ୍‌ ହୁଏ । ବେଳେବେଳେ ଅଭିନେତା ଓ ଅଭିନେତ୍ରୀମାନଙ୍କର ଖରାପ ଅଭିନୟ ଯୋଗୁ ବା ସେମାନଙ୍କର ବ୍ୟକ୍ତିତ୍ୱକୁ ଖାପ୍‌ ଖାଉ ନଥିବା ଅଭିନୟ ଯୋଗୁ ଅନେକ ସିନେମା ଦର୍ଶକଙ୍କୁ ପସନ୍ଦ ଆସେ ନାହିଁ। ଏମିତି କିଛି ସିନେମା […]

  • Tuesday, 20 July 2021
kapil
ଅକ୍ଟୋବର ୧୨ ରେ ରିଲିଜ୍‌ ହେଉଛି କମେଡି କିଙ୍ଗ୍‌ କପିଲ୍‌ ଶର୍ମା ପ୍ରଯୋଜିତ ଫିଲ୍ମ

ମୁମ୍ବାଇ: କିଛିଦନ ହେବ କପିଲ୍‌ ଶର୍ମାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳୁନି। ଅନେକ ବିବାଦରେ ଛନ୍ଦି ହେବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କ ‘ଶୋ’କୁ ମଧ୍ୟ ସେ ଛାଡ଼ିଛନ୍ତି। ଆଉ ଏହି ସବୁ ପରିବର୍ତ୍ତନ ସୁନୀଲ୍‌ ଗ୍ରୋଭରଙ୍କ ସହିତ ଝଗଡ଼ା ହେବାପରେ ହୋଇଛି। ଅନ୍ୟପଟେ କପିଲ୍‌ କେବେ ଟିଭି ପରଦାକୁ ଫେରିବେ ଓ ଦର୍ଶକଙ୍କୁ ହସେଇ ହସେଇ ବେଦମ୍‌ କରିବେ ତାକୁ ସମସ୍ତେ ଚାହିଁ ବସିଛନ୍ତି। କପିଲ୍‌ ସୋଶାଲ୍‌ ମିଡିଆଠାରୁ ମଧ୍ୟ ନିଜକୁ ଦୂରେଇ ରଖିଛନ୍ତି। […]

  • Tuesday, 20 July 2021
imran
ବଲିଉଡ୍‌ ଅଭିନେତା ଇମ୍ରାନ୍‌ ଖାନ୍‌ଙ୍କ ପାଖକୁ ପାକିସ୍ତାନରୁ ଇମେଲ୍‌

ମୁମ୍ବାଇ: ପୃଥିବୀରେ ଅନେକ ଲୋକ ଅଛନ୍ତି, ଯାହାଙ୍କ ନାମ ସମାନ ହୋଇଥାଏ। ହେଲେ ବହୁତ କମ୍‌ କ୍ଷେତ୍ରରେ ଦେଖାଯାଏ ସମାନ ନାମଧାରୀ ଉଭୟ ପବ୍ଲିକ୍‌ ଫିଗର ହୋଇଥିବେ। ସମସ୍ତେ ଜାଣନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ୍‌ ଖାନ୍‌ ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି। ସେହିପରି ବଲିଉଡ୍‌ରେ ଜଣେ ଜଣାଶୁଣା ଅଭିନେତା ଅଛନ୍ତି, ଯାହଙ୍କ ନାମ ମଧ୍ୟ ଇମ୍ରାନ୍‌ ଖାନ୍‌। ଯାହାକି ଉଭୟ ସମାନ ନାମଧାରୀ ଚର୍ଚ୍ଚିତ ଚେହେରା। ଏହି ଦୁଇ ସମାନ ନାମଧାରୀଙ୍କୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। […]

  • Tuesday, 20 July 2021
deepika-ranveer
ଦୀପିକା ରଣବୀରଙ୍କ ବାହାଘରରେ ଅତିଥି ହେବାକୁ ‘ସର୍ତ୍ତ ଲାଗୁ’

ମୁମ୍ବାଇ: ବଲିଉଡ୍‌ର ବହୁଚର୍ଚ୍ଚିତ ଯୋଡ଼ି ବାଜିରାଓ ମସ୍ତାନି ରଣବୀର ସିଂ ଓ ଦୀପିକା ପାଦୁକୋନ୍‌ଙ୍କ ବିବାହରେ ଅତିଥି ହେବାକୁ ଏକ ସର୍ତ୍ତ ଲାଗୁ ହୋଇଛି। ଯାହା ଗଣମାଧ୍ୟମ ପାଇଁ ଏକ ବଡ଼ ଖବର ହୋଇଯାଇଛି। ଇଟାଲିର ଲେକ୍‌ କୋମୋରେ ବହୁ ଆଡ଼ମ୍ବରର ସହ ଏହି ବାହାଘର ହେବ। କୁହାଯାଉଛି ଯେ, ତାଙ୍କ ବିବାହରେ ମୁଣ୍ଡଗଣତି ୩୦ଜଣକୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରେ ଅତି ନିକଟ ସମ୍ପର୍କୀୟ,ପରିବାର ତଥା ଉଭୟଙ୍କ ଘନିଷ୍ଠ ବନ୍ଧୁ ଅଛନ୍ତି। ସୋଶାଲ୍‌ ମିଡିଆରେ ଛାଇଯାଇଥିବା […]

  • Tuesday, 20 July 2021
Nick Jonas
କିଏ ଏହି ନିକ୍‌ ? ୧୦ ବର୍ଷ ସାନ ହୋଇ ବି ଧରିବେ ପ୍ରିୟଙ୍କାଙ୍କ ହାତ

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍ସଙ୍କୁ ନେଇ ଯେଉଁ ଗସିପ୍‌ ଚାଲିଥିଲା ସେଥିରେ ଉଭୟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଶନିବାର ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି। ଉଭୟ ପରିବାର ସଦସ୍ୟ ଓ ବନ୍ଧୁ ତଥା ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଉଭୟଙ୍କ ରୋକା ସେରିମନି ହୋଇଛି। ନିର୍ବନ୍ଧ ସରିବାପରେ ବର୍ତ୍ତମାନ ସେମାନଙ୍କ ବାହାଘର କେବେ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି କି ଆସନ୍ତା ଅକ୍ଟୋବରରେ ହିଁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। […]

  • Tuesday, 20 July 2021
priyinka nick 1
ସରିଲା ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ

ମୁମ୍ବାଇ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍ସ ତାଙ୍କ ସମ୍ପର୍କକୁ ବିଧିବଦ୍ଧଭାବେ ନୂଆ ନାମ ଦେଇଛନ୍ତି। ଶନିବାର ଏକ ଉତ୍ସବରେ ଉଭୟଙ୍କର ନିର୍ବନ୍ଧ ହୋଇଛି। ଏକ ହୋଟେଲ୍‌ରେ ନିକ୍‌ ଓ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ସଂପନ୍ନ ହୋଇଛି।  ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି ଯେ ଏହି ଉତ୍ସବ ପାଇଁ ଚୋପ୍ରା ପରିବାର ପକ୍ଷରୁ ଏକ ପଞ୍ଚତାରକା ହୋଟେଲ୍‌ରେ ୨୦୦ ରୁମ୍‌ ବୁକ୍‌ କରାଯାଇଥିଲା। […]

  • Tuesday, 20 July 2021
priyanka
ଆଜି ପ୍ରିୟଙ୍କାଙ୍କ ନିର୍ବନ୍ଧ! ଚାଲିଛି ପ୍ରସ୍ତୁତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ୍‌ କୁହାଯାଉଥିବା ଆମେରିକୀୟ ଅଭିନେତା ତଥା ପପ୍‌ ଷ୍ଟାର ନିକ୍‌ ଜୋନ୍ସଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ ବା ନିର୍ବନ୍ଧ ଖୁବ୍‌ ଶୀଘ୍ର ହେବାକୁ ଯାଉଛି। ତାହା ବି ପୁଣି ଆଜି। ବର୍ତ୍ତମାନର ତାଜା ଖବର ମୁତାବକ,  ଆଜି ସନ୍ଧ୍ୟାରେ ମୁମ୍ବାଇରେ ଏକ ରୋକା ସେରିମୋନିରେ ସେମାନଙ୍କ ନିର୍ବନ୍ଧ ହେବ। ଆଉ ଏଥିପାଇଁ ଦେଶୀଗର୍ଲ ପ୍ରିୟଙ୍କାଙ୍କ ଘରକୁ ସକାଳୁ ଲୋକଙ୍କ ଯାଆସ ଲାଗି ରହିଛି। ଏପରିକି ପ୍ରିୟଙ୍କାଙ୍କ କଜିନ୍‌ ପରିଣୀତି ଚୋପ୍ରାଙ୍କୁ […]

  • Tuesday, 20 July 2021
KRITI
ଫିଲ୍ମ ରିଲିଜ୍‌ ପୂର୍ବରୁ କ୍ରିତି ବାଣ୍ଟିଥିଲେ ଟିକେଟ୍‌ ଆଉ ହିଟ୍‌ ହେବା ପରେ...

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ଏବେ ନିଜର ଫିଲ୍ମ ‘ଲୁକା ଚୁପି’ର ସଫଳତାକୁ ନେଇ ବେଶ୍‌ ଖୁସି। ସେଥିପାଇଁ ସେ ଗତକାଲି ମହା ଶିବରାତ୍ରୀ ଅବସରରେ ମୁମ୍ବାଇର ଏକ ଶିବ ମନ୍ଦିରକୁ ଯାଇଥିଲେ। ରିଲିଜ୍‌ର ପ୍ରଥମ ଦିନରେ ତାଙ୍କ ଫିଲ୍ମ ୮.୦୧ କୋଟି ଟଙ୍କା ଆୟ କରି ସବୁଠୁ ଦମ୍‌ଦାର ଓପନିଙ୍ଗ୍‌ ଫିଲ୍ମ ସାବ୍ୟସ୍ତ ହୋଇଛି। ଏମିତିରେ ସେ ଅନେକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥାଇବି ସମୟ ବାହାର କରି ସାନ୍ତାକାଉଜ୍‌ ସ୍ଥିତ ଶିବ ମନ୍ଦିରରେ […]

  • Tuesday, 20 July 2021
amitab
ବାପାଙ୍କ କବିତା ସହ ସ୍ୱାଧୀନତା ଦିବସ ପାଳିଲେ ବିଗ୍‌ ବି

ମୁମ୍ବାଇ: ଦେଶକୁ ସ୍ୱାଧୀନତା ମିଳିବାର ୭୧ ବର୍ଷ ପୂରା ହୋଇଗଲା। ସ୍ୱାଧୀନତାର ଏହି ଉତ୍ସବରେ ବଲିଉଡ୍‌ ଅଭିନେତା ଅଭିନେତ୍ରୀମାନେ ନିଆରା ଢଙ୍ଗରେ ସ୍ୱତନ୍ତ୍ରତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ମହାନାୟକ ଅମିତାଭ ବଚ୍ଚନ ତାଙ୍କ ବାପା (ହରିବଂଶ ରାୟ ବଚ୍ଚନ)ଙ୍କ କବିତାକୁ ସେୟାର କରି ତାଙ୍କ ଫ୍ୟାନ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଗ୍‌ ବି ଏହି ପୋଷ୍ଟ ସହିତ ଲେଖିଛନ୍ତି “ ଆମେ ସ୍ୱାଧୀନ, ଓ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭକାମନା ଏବଂ ଏହି ଅବସରରେ ପୂଜ୍ୟ ପିତାଜୀଙ୍କର […]

  • Tuesday, 20 July 2021
bajirao
ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ବାହାଘର ପକ୍କା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାହାଘର ପକ୍କା ହୋଇଛି। ଖୁବ୍‌ ଶୀଘ୍ର ରିଲ୍ ଲାଇଫ୍‌ର ଏହି ହିଟ୍ ଯୋଡ଼ି ଏବେ ରିୟଲ ଲାଇଫ୍‌ରେ ବାନ୍ଧି ହେବାକୁ ଯାଉଛନ୍ତି । ଆଉ ବେଶୀ ବିଳମ୍ବ ନୁହେଁ ନଭେମ୍ବର ୨୦ରେ ଦୁଇ ଜଣ ବାହା ହେବେ ବୋଲି ଟ୍ୱିଟ୍‌ କରିଛନ୍ତି। ତେବେ ଗଣମାଧ୍ୟମ ଚର୍ଚ୍ଚାରୁ ଦୂରେଇ ରହିବାକୁ ଉଭୟ ପରିବାର ତାରିଖକୁ ଗୋପନ ରଖିଥିଲେ। ବହୁ ଆଡ଼ମ୍ବରର ସହ ଏହି ବାହାଘର ହେଉଛି। କୁହାଯାଉଛି […]

  • Tuesday, 20 July 2021
shilpa shetty with her husband
ଗିରଫ ହେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍‌ନେସ୍‌ମ୍ୟାନ୍‌ ରାଜ୍‌ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ୍‌ ଗିରଫ କରିଛି। ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ପୋଲିସ୍‌ ଗତକାଲି ତାଙ୍କୁ ଗିରଫ କରିଛି।

susanta
ମାସେ ପୂରିଗଲା, ତଥାପି ଲାଗୁଛି ତୁ ଏଇଠି ଅଛୁ ମୋ ଭାଇ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲାଣି ମାସେ। ଜୁନ୍‌ ୧୪ରେ ସୁଶାନ୍ତଙ୍କ  ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କୁ ମନେ ପକାଇ ଏକ ଫଟୋ ସହିତ ଭାବପ୍ରବଣ ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ତାଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।   View this post […]

  • Monday, 19 July 2021
guri
ଶାହରୁଖ ଖାନ୍‌ଙ୍କ ପତ୍ନୀ ଆଙ୍କିଲେ ଏମିତି ଚିତ୍ର, ୟୁଜରସ୍ କଲେ ଟ୍ରୋଲ୍

ମୁମ୍ୱାଇ: ବଲିଉଡରେ ଅନେକ ସେଲିବ୍ରେଟ୍‌ ଅଛନ୍ତି ଯେଉଁମାନେ ପେଣ୍ଟିଂ କରିବାକୁ ବହୁତ ପସନ୍ଦ କରିଥାନ୍ତି। ସୁପରଷ୍ଟାର ସଲମାନ୍‌ ଖାନ୍‌ ମଧ୍ୟ ପେଣ୍ଟିଂକୁ ବହୁତ ଭଲ ପାଆନ୍ତି। ସେ ଅନେକ ପେଣ୍ଟିଂ ତିଆରି କରିଛନ୍ତି,ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି। ସେହିପରି ଲକ୍‌ଡାଉନ୍‌ ସମୟରେ ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ଘରେ ରହି ମଧ୍ୟ ପେଣ୍ଟିଂ କରିଛନ୍ତି। ସେହି ପେଣ୍ଟିଂକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କିଛି ୟୁଜର ପେଣ୍ଟିଂକୁ ପସନ୍ଦ କରିଥିବାବେଳେ , କିଛି ୟୁଜର […]

  • Monday, 19 July 2021
susanta
ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ମାସେ, ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କଲେ ଅଙ୍କିତା

  ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ପୂରିଲା ମାସେ। ଜୁନ୍‌ ୧୪ ଅର୍ଥାତ୍‌ ଆଜି ଦିନରେ ସୁଶାନ୍ତଙ୍କ  ମୃତଦେହ ନିଜ ବାନ୍ଦ୍ରା ସ୍ଥିତ ଘରେ ମିଳିଥିଲା। ଏନେଇ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ଭାଙ୍ଗି ପଡ଼ିଥିଲେ। ସେ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅଙ୍କିତା ଗତ ମାସେ ହେଲା କୌଣସି […]

  • Monday, 19 July 2021
bidya
ରିଲିଜ୍‌ ହେଲା ‘ଶକୁନ୍ତଳା ଦେବୀ’ର ଟିଜର୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ଟିଜର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କର ଚମତ୍କାର ପ୍ରତିଭା ଉପରେ ଆଧାରିତ। ଫିଲ୍ମଟି OTT ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ୍‌ କରାଯିବ। ଅସଂଖ୍ୟ ସଫଳତା ହାସଲ କରିଥିବା ଚିତ୍ତାକର୍ଷକ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ବିଦ୍ୟା ବାଲାନଙ୍କୁ ଦେଖିବାକୁ ମିଳିବ। ଶକୁନ୍ତଳା ଦେବୀଙ୍କୁ କାଲକୁଲେଟର ଠୁ ବି ଦ୍ରୁତ ବୋଲି କୁହାଯାଏ ଓ ତାଙ୍କର ମାଇଣ୍ଡ […]

  • Monday, 19 July 2021
kbc
‘ବିଗ୍‌ ବି’ଙ୍କ ଅରୋଗ୍ୟ କାମନା କଲେ ଏହି କୁନି ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ଚାରିଜଣ କରୋନା ପଜିଟିଭ ଜଣାପଡ଼ିବା ପରେ ସେମାନଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଏବେ ବିଗ୍‌ ବିଙ୍କ ଜଣେ କୁନି ପ୍ରଶଂସକ ମଧ୍ୟ ନିଆରା ଢଙ୍ଗରେ ତାଙ୍କ ସୁସ୍ଥ ହେବା ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମଧ୍ୟପ୍ରଦେଶର ପାନ୍ନାରେ ରହୁଥିବା  ତାଙ୍କର ସବୁଠୁ କନିଷ୍ଠ ପ୍ରଶଂସକ ନାଭେଲି ଗୀତଗାଇ ବିଗ୍‌ ବିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଖବର ଅନୁଯାୟୀ, ୨୦୧୪ ମସିହାରେ […]

  • Monday, 19 July 2021
prabash
‘ରାଧେ ଶ୍ୟାମ’ରେ ନୂଆ ଲୁକ୍‌ରେ ଆସିଲେ ପ୍ରଭାସ, ରିଲିଜ୍‌ ହେଲା ଫାଷ୍ଟଲୁକ୍‌

ମୁମ୍ୱାଇ: ‘ବାହୁବଳୀ’ ହିରୋ ତଥା ମେଗାଷ୍ଟାର ପ୍ରଭାସଙ୍କ ଏକ ଫିଲ୍ମର ଫାଷ୍ଟଲୁକ୍‌ ରିଲଜ୍‌ ହୋଇଛି। ଫିଲ୍ମଟିର ନାଁ ‘ରାଧେ ଶ୍ୟାମ’। ପ୍ରଭାସଙ୍କ ନୂଆ ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ପ୍ରଭାସ ସହ ଅଭିନେତ୍ରୀ ପୂଜା ହେଗଡେ ରୋମାନ୍ସ କରୁଥିବା ନଜର ଆସିଛନ୍ତି। UV କ୍ରିଏସନ୍‌ ପ୍ରଡକ୍ସନ୍‌ରେ ‘ରାଧେ ଶ୍ୟାମ’ ଫିଲ୍ମଟି ନିର୍ମିତ ହୋଇଛି। ଫିଲ୍ମର ପ୍ରଥମ ଲୁକ୍‌ ପ୍ରକାଶ ପାଇବା ମାତ୍ରେ ଏହା ଟ୍ୱିଟ୍‌ରରେ ଏକ ନମ୍ୱର ଟ୍ରେଣ୍ଡରେ […]

  • Monday, 19 July 2021
susantaiii
ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମର ଟ୍ରେଲର ଆଭେଞ୍ଜର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି। ଗୀତର ଟିଜର୍‌ ଏବେ ସୋସିଆଲ ମିଡିଆରେ ଧମାଲ୍‌ ମଚେଇବାରେ ଲାଗିଛି। ଏହି ଗୀତଟିକୁ ଡିଜନି+ ହଟଷ୍ଟାର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଭିଡିଓରେ ସୁଶାନ୍ତ ସିଂ ଡ୍ୟାନ୍ସକରି ଷ୍ଟେଜ୍‌ ଉପରକୁ ଏଣ୍ଟ୍ରି କରୁଛନ୍ତି।  ସୁଶାନ୍ତଙ୍କ ଷ୍ଟାଇଲିସ୍‌ ଲୁକ୍‌ ଓ ନିଆର ଅନ୍ଦାଜ ପାଇଁ […]

  • Monday, 19 July 2021