ପରୀକ୍ଷା ସ୍ୱାଭାବିକ ଭାବରେ ମାନସିକ ଚାପକୁ ବଢାଇଦେଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଅନିଶ୍ଚିତତା, ସାମାଜିକ ଚାପ ଏବଂ ଫଳାଫଳକୁ ଭୟ ମଧ୍ୟ ଅନେକାଂଶରେ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ପରୀକ୍ଷାରେ ଭଲ କରିବା ପାଇଁ ଜାଣନ୍ତୁ କେତେକ ଟିପ୍ସ।
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୃଙ୍ଖଳିତ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ।