ଏହି ଘଟଣା ସାମନାକୁ ଆସିବା ପରେ ତେଲେଙ୍ଗାନା ରାଜ୍ୟ ବୋର୍ଡ ପୁନଃ ମୂଲ୍ୟାୟନ ପାଇଁ ଆପ୍ଲିକେସନ ପ୍ରୋସେସ୍ ଆରମ୍ଭ କରିଛି। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ସେମାନେ ଏଥିପାଇଁ ଆବେଦନ କରିପାରିବେ।
ଚଳିତ ବର୍ଷ, JEE ମେନ୍ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଉଭୟ ସେସନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ପାଇପାରିବେ।
UPSCରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଯୁବକଙ୍କ ନାଁ ହେଉଛି କ୍ଷିତିଜ୍ ଗୁରୁଭେଲେ । ଯିଏ କି ତାଙ୍କର ଏହି ଖୁସିର ମୂହୁର୍ତ୍ତର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଲ୍ ଇଣ୍ଡିଆ ରାଙ୍କରେ କ୍ଷିତିଜ୍ ୪୪୧ ସ୍ଥାନରେ ଅଛନ୍ତି ।
ଦ୍ବିତୀୟ ରାଙ୍କ ପାଇ ଅତ୍ୟନ୍ତ ଖୁସି। ଲାଗୁଛି ଜୀବନର ଲକ୍ଷ୍ୟ ପୂରଣ ହୋଇଛି, ଏକ ମାଇଲଷ୍ଟୋନ ଅତିକ୍ରମ କରିଛି। ମା’-ବାପା ସବୁବେଳେ ଏହି ସ୍ଥାନରେ ମୋତେ ଦେଖିବାକୁ ଚାହୁଁଥିଲେ।
ଏ ଜୀବନ କାହାଣୀ, ୨୦୨୨ରେ ଆଇଏଏସ୍ ପାଇଥିବା ଦିଲ୍ଲୀର ଯୁବକ ସମ୍ୟକ୍ ଜୈନଙ୍କର । ୨୮ ବର୍ଷୀୟ ସମ୍ୟକ୍ ଏବେ ପୁଡୁଚେରିରେ ଆସିଷ୍ଟାଣ୍ଟ କଲେକ୍ଟର ଅଛନ୍ତି । କିନ୍ତୁ ତାଙ୍କର ଲଢ଼େଇ ସେତେ ସହଜ ନଥିଲା । ଶୁଣନ୍ତୁ ତାଙ୍କଠାରୁ ଆଉକିଛି ସଂଘର୍ଷର କଥା ।
IAS Salary: IAS ବା ଭାରତୀୟ ପ୍ରସାଶନିକ ସେବା । ଆପଣ ଜାଣିଛନ୍ତି କି ଏଥିରେ ଯୋଗଦେବା ପରେ କେତେ ଟଙ୍କା ଦରମା ମିଳିଥାଏ ଅଧିକାରୀ ମାନଙ୍କୁ...ତେବେ ଜାଣନ୍ତୁ...
ସ୍ବପ୍ନ, ଆକାଶରେ ଉଡିବାକୁ ଡେଣା ସଞ୍ଚୁଥିଲା । ଦିନ ଗଡିଯାଉଥିଲା, ଏହାରି ଭିତରେ ବାପା ଚାଲିଗଲେ । ଘରର ମେରୁଦଣ୍ଡ ଦୋହଲିଗଲା । ମା’ ଏକା ଏକା ପୁରା ପରିବାରର ବୋଝ ସମ୍ଭାଳିଲା । ଜାଣନ୍ତୁ ଅନିମେଶଙ୍କ ସଂଘର୍ଷର କାହାଣୀ...
ୟୁପିଏସି ପରୀକ୍ଷାରେ ସଫଳତାର କାହାଣୀ ଅନେକ ଶୁଣିଥିବେ । ତେବେ ପ୍ରଥମ ପ୍ରୟାସରେ ସଫଳ ହେବାସହ ଆଇଏଏସ ବନିବାକୁ ଯାଉଥିବା ଏହି ୨୨ ବର୍ଷିୟା ଝିଅ ଅନନ୍ୟା ରେଡ୍ଡିଙ୍କ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦବ । କାରଣ ତାଙ୍କର ଆଦର୍ଶ ଜଣେ କିମ୍ବଦନ୍ତୀ କ୍ରିକେଟର।
UPSC Success Stories: ଏମିତି ଏକ ସଂଘର୍ଷ କାହାଣୀ ଯାହା ଶୁଣିଲେ ଆପଣଙ୍କ ଆଖି ବି ଝଳଝଳ ହୋଇଯିବ । ଦିନେ କନଷ୍ଟେବଳ ଭାବରେ କାମ କରୁଥିଲେ ଆଜି UPSC ରାଙ୍କ ନଂ ୭୮୦ ।
ସମସ୍ତେ ୟୁପିଏସସି ପରୀକ୍ଷାର୍ଥୀଙ୍କ ବ୍ୟକ୍ତିଗତ ଓ ଶିକ୍ଷାଗତ ଯୋଗ୍ୟତା ଆଦି ଜାଣିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରନ୍ତି। ତେବେ ଆସନ୍ତୁ ଜାଣିବା ଟପ୍ ୫ରେ ଥିବା ଟପ୍ପରଙ୍କ ବିଷୟରେ।
ତାପମାତ୍ରା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ।
ଘୋଷଣା ହୋଇଛି ୟୁପିଏସସି ଫଳାଫଳ । ଏଥିରେ AIR ୧ ରାଙ୍କ ପାଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଆଉ ଏହା ଜାଣିବା ପରେ ତାଙ୍କର ପ୍ରତିକ୍ରିୟା ଦେଖିବା ଭଳି ଥିଲା । ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ଯେପରି ଏଭଳି ତ୍ରୁଟି ନକରନ୍ତି ସେଥିପାଇଁ ହାଇକୋର୍ଟ ତାଗିଦ୍ ମଧ୍ୟ କରିଛନ୍ତି । କ୍ଷତିପୂରଣ ଅର୍ଥ ରାଶି କୋର୍ଟ ଆଦେଶ ପାଇବାର ତିନି ମାସ ମଧ୍ୟରେ ପ୍ରଦାନ କରାଯିବ ।
ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆଡମିଟ କାର୍ଡ ନେଉଥିବା ବେଳେ ସ୍କୁଲର ଶିକ୍ଷକ ପିଲାଙ୍କୁ ଟଙ୍କା ମାଗିବା କଥା ଭିଡିଓରେ କଏଦ ହୋଇଥିବା କୁହାଯାଉଛି । ତେବେ ଟଙ୍କା କଣ ପାଇଁ ମଗା ଯାଇଛି ପିଲାମାନେ ଜାଣିନଥିବା ବେଳେ, ୧୦୦ ଟଙ୍କା ଦେଇ ସେମାନେ ଆଡମିଟ କାର୍ଡ ନେଇଥିବା କହିଛନ୍ତି ।
ଲୋକସଭା ନିର୍ବାଚନ ପାଇଁ ଘୁଞ୍ଚିଲା ପରୀକ୍ଷା । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ଜାଣନ୍ତୁ କେଉଁ ସବୁ ପରୀକ୍ଷାର ବଦଳିଲା ତାରିଖ...
ଖରାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁଦିନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପାଣିପାଗ ବିଜ୍ଞାନରେ ବିଶେଷଜ୍ଞ ଥିବା ବୃତ୍ତିଗତମାନଙ୍କୁ ପାଣିପାଗ ବିଜ୍ଞାନୀ, ଜଳବାୟୁ ବିଶେଷଜ୍ଞ ଏବଂ ବାୟୁମଣ୍ଡଳୀୟ ବୈଜ୍ଞାନିକ କୁହାଯାଏ। ଯଦି ଆପଣ ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ଜାଣିବାକୁ ଆଗ୍ରହୀ, ତେବେ ଆପଣ ଏହି କ୍ଷେତ୍ରରେ କ୍ୟାରିୟର ମଧ୍ୟ କରିପାରିବେ।
ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ରହିଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି ।
ଘୁଞ୍ଚିଲା ୟୁପିଏସ୍ସି ପରୀକ୍ଷା । ବିଳମ୍ୱରେ ହେବ UPSC ସିଭିଲ୍ ସର୍ଭିସ୍ ପରୀକ୍ଷା । ମେ ୨୬ରେ ହେବନି ପ୍ରିଲିମନାରୀ ଟେଷ୍ଟ ।
ଶିକ୍ଷା ଲାଗି ଉତ୍ସର୍ଗ ଜୀବନ, ଏହାର ଜ୍ବଳନ୍ତ ଉଦାହରଣ ହେଲେ ବିଭୂତି ଭୁଷଣ ରଥ। ଶିକ୍ଷକ ପରିବାରରୁ ଆସିଥିବା ବିଭୂତି ସାର୍ ନିଜ ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ରାୟଗଡ଼ା ସହର JESCOସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ..ନିଜ ଖର୍ଚ୍ଚରେ ଯୋଗାଉଛନ୍ତି ଶିକ୍ଷା..
ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ରେ ଅନ୍ଲାଇନ୍ ମୋଡ୍ ରେ JEE ମେନ୍ ସେସନ୍ ୨ ପରୀକ୍ଷା ସିଟି ସ୍ଲିପ୍ ଜାରି ହେବ। ଏଠାରେ ଆବଶ୍ୟକ ବିବରଣୀ ସହିତ ଲଗ୍ ଇନ୍ କରି, ଆପଣ JEE ମେନ୍ ସେସନ୍ ୨ ପରୀକ୍ଷା ସିଟି ସ୍ଲିପ୍ ଡାଉନ୍ଲୋଡ୍ କରିବାକୁ ସମର୍ଥ ହେବେ।
ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ କରିଛନ୍ତି ଉଦ୍ଭାବନ । ୨୦୨୪ ଡିସେମ୍ବର ସୁଦ୍ଧା ଟ୍ରାଏଲ ରନ କରିବାକୁ ଯୋଜନା ।
ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ।
ନର୍ସିଂ ପରୀକ୍ଷାରେ ମୋଟ ମାର୍କ ଥିଲା ୩୦୦ । ଆଉ ଜଣେ ଛାତ୍ରଙ୍କୁ ମିଳିଛି ୩୦୦ ରୁ ୩୧୦ ମାର୍କ । ତେବେ ଏହା କିପରି ହେଲା ସମ୍ଭବ ? ସେନେଇ ଉଠିଛି ପ୍ରଶ୍ନ ।