ଏ ଜୀବନ କାହାଣୀ, ୨୦୨୨ରେ ଆଇଏଏସ୍ ପାଇଥିବା ଦିଲ୍ଲୀର ଯୁବକ ସମ୍ୟକ୍ ଜୈନଙ୍କର । ୨୮ ବର୍ଷୀୟ ସମ୍ୟକ୍ ଏବେ ପୁଡୁଚେରିରେ ଆସିଷ୍ଟାଣ୍ଟ କଲେକ୍ଟର ଅଛନ୍ତି । କିନ୍ତୁ ତାଙ୍କର ଲଢ଼େଇ ସେତେ ସହଜ ନଥିଲା । ଶୁଣନ୍ତୁ ତାଙ୍କଠାରୁ ଆଉକିଛି ସଂଘର୍ଷର କଥା ।
ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ରହୁଛନ୍ତି ଏ ଲୋକଟି। ନିଜେ ଜଙ୍ଗଲରେ ରହୁଛନ୍ତି। ପୁଅକୁ ବି ଜଙ୍ଗଲରେ ରଖିଛନ୍ତି। ପୋକଯୋକ ଯାହାକୁ ଦେଖିଲେ ଖାଉଛନ୍ତି। ଆଉ ପାଣିରୁ ଯୋକ ଆଣି ତାହାର ରକ୍ତ ପିଉଛନ୍ତି। ଏମିତି ନିଆରା ବିଷୟରେ ଜାଣନ୍ତୁ ଆହୁରି ଅନେକ କଥା...
କାହାର ଗୋଡ-ହାତ ଅକାମୀ ତ ଆଉ କିଏ ଜନ୍ମରୁ ଅକ୍ଷମ । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।