/odishatv-khabar/media/post_attachments/uploadimage/library/16_9/16_9_0/JEE_Result_1714019755.jpg)
JEE Result
ପ୍ରକାଶ ପାଇଲା JEE ମେନ୍ ସେସନ୍ -୨ ରେଜଲ୍ଟ । NTA ପକ୍ଷରୁ ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ । jeemain.nta.ac.inରେ ରେଜଲ୍ଟ ଉପଲବ୍ଧ । ୫୬ ଜଣ ପରୀକ୍ଷାର୍ଥୀ ରଖିଛନ୍ତି ଶତପ୍ରତିଶତ ମାର୍କ । ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ଚଳିତ ବର୍ଷ, JEE ମେନ୍ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଉଭୟ ସେସନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ପାଇପାରିବେ ।
ଅଫିସିଆଲ ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ। ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ। ଭାରତର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା (JEE ମେନ୍) ଏଣ୍ଟ୍ରାନ୍ସ କରାଯାଏ ଏବଂ JEE ଆଡଭାନ୍ସ ପାଇଁ ଯୋଗ୍ୟତା ପରୀକ୍ଷା କରାଯାଏ।
ପ୍ରକାଶ ପାଇଲା JEE ମେନ୍ ସେସନ୍ -୨ ରେଜଲ୍ଟ। NTA ପକ୍ଷରୁ ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ।https://t.co/fZD9WrwGUOରେ ରେଜଲ୍ଟ ଉପଲବ୍ଧ। ୧୦ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।୫୬ ଜଣ ପରୀର୍କ୍ଷାଥୀ ରଖିଛନ୍ତି ଶତପ୍ରତିଶତ ମାର୍କ।#JEE#Result#OTVpic.twitter.com/GAZl8Yfn3J
— ଓଟିଭି (@otvkhabar) April 25, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)