ପକ୍କା ସୈତାନ ସନ୍ଦୀପ ଘୋଷ ! ଅପରାଧର ପୃଷ୍ଠ ଭୂମିରେ କରିଥିଲା ଘର । ଡେଲି ଡେଲି ସୁନ୍ଦରୀଙ୍କ କରୁଥିଲା ସଉଦା । ହେଲେ କିଏ ଏ ସନ୍ଦୀପ ଘୋଷ ? କେମିତି କଲା ଏତେ ବଡ଼ ଅପରାଧର ସାମ୍ରାଜ୍ୟ ?
ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ସୁନ୍ଦରୀ ଦେହଜୀବୀ ।
ଜେଲରେ ଜୋରଦାର ହେଉଛି ଚଢାଉ। ବଲାଙ୍ଗୀର ଗ୍ୟାଙ୍ଗୱାର ଖବର ସାମନାକୁ ଆସିବା ପରେ ଏବେ କଡ଼ାକଡ଼ି ଚେକିଂ ଚାଲିଛି। ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ବାହାରିଲା ମୋବାଇଲ।
କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ।ତାଙ୍କ ଘରେ ଆଜି ରେଡ୍ କରିଛି ସିବିଆଇ।
ଆଇଏଲ୍ଏସ୍ ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନନ ମୃତ୍ୟୁ। ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଂଜୟର ଆଜି ପଲିଗ୍ରାଫ ଟେଷ୍ଟ । ପ୍ରେସିଡେନ୍ସି ଜେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ସିବିଆଇ ।
ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ । ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି ।
ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଚାଲିଛି ଅନବରତ ଆନ୍ଦୋଳନ । ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ରାଜନୀତି ।
କୋଲକାତା ଲଜ୍ଜା । ଆର୍ .ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ CBI ପକ୍ଷରୁ ଏତଲା ।
ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତା’ ଭିତରେ ଚାଲିଥିଲା ଦେଶୀ ମଦ କାରବାର ।
ଆସାମ ଢିଙ୍ଗ ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜନୀତି ଜୋର୍ ଧରିଛି। ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତାପଜୁଲ ଇସ୍ଲାମର ମୃତ୍ୟୁ ହୋଇଥିବା ଜଣାପଡିଛି।
ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁ ପଡିଥିବା ସୂଚନା। ଛାତ୍ରୀଜଣକ ହାଇସ୍କୁଲରେ ପଢୁଥିବା ସୂଚନା ମିଳିଛି।
ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି ।
ଦିନ ଯେତେ ଗଡୁଛି ପ୍ରତିବାଦ ସେତେ ବଢୁଛି । ନ୍ୟାୟ ଦାବିରେ କି ଦିନ କି ରାତି ପ୍ରତିବାଦ ଦିନକୁ ଦିନ ବ୍ୟାପକ ହେଉଛି । କୋଲକାତା ଆରଜି କର ମେଡିକାଲ କାଣ୍ଡର ଅଭିଯୁକ୍ତକୁ କଠୋରରୁ କଠୋର ଶାସ୍ତି ଏବଂ ପୀଡିତାଙ୍କୁ ନ୍ୟାୟ ଦାବିରେ କୋଲକାତା ରାଜରାସ୍ତାରେ ଅଭୟା ପାଇଁ ନ୍ୟାୟ ଯାତ୍ରା କରାଯାଇଛି ।
କୋଲକାତା ମେଡିକାଲ କଲେଜ ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତ ସଞ୍ଜୟ ବିଷୟରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ସେ ଥିଲା ପଶୁ ପ୍ରବୃତ୍ତିର ବ୍ୟକ୍ତି ଓ ପର୍ଣ୍ଣ ଭିଡିଓ ଦେଖିବାରେ ଥିଲା ଅଭ୍ୟସ୍ତ ।
ସଫ୍ଟୱେର କମ୍ପାନୀ କରି ସ୍ମାର୍ଟ ସୁଇଚ ସହାୟତାରେ ସେ କିଭଳି ଚଳାଇଥିଲା ଆତଙ୍କୀ କାରବାର, ତା ଉପରେ ଖୋଳତାଡ଼ କରିବ ପୋଲିସ ।
ଆୟ ବହିର୍ଭୁତ ଅସତ୍ ଅର୍ଜନ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବନ ବିଭାଗ ଅଧିକାରୀ-ଢେଙ୍କାନାଳର ରେଞ୍ଜ ଅଫିସର ବିଭୁଦାନନ୍ଦ ମିଶ୍ର।
ରେଡ୍ ବେଳେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଦେଖି ତାଜୁବ ଭିଜିଲାନ୍ସ ।
ଅଭିଯୁକ୍ତ ସଞ୍ଜୟର ପରିବାର ବି ଛାରଖାର । ଦୋଷୀକୁ ଫାଶି ଦେବାକୁ ଦାବି କଲେ ସୋନାଗାଛି ଦେହଜୀବୀ ।
ବାଂଲାଦେଶରେ ରିମୋଟ୍, ଭୁବନେଶ୍ୱର ଓ ରାଞ୍ଚିରେ କଣ୍ଟ୍ରୋଲ । ସ୍ମାର୍ଟ ସୁଇଚ ଧରି ସିମ୍ ବକ୍ସ ଚଳାଉଥିଲା ଅସାଦ୍ଦୁର । NIA ସହ CBI ଓ ଇଣ୍ଟରପୋଲ କରିବ ତଦନ୍ତ ।
ବେଆଇନ ଭାବରେ କାଠ ମାଫିଆ ମାନେ ନିକଟରେ ଥିବା ଜଙ୍ଗଲ କାଟି ସଫା କରିଦେଉଛନ୍ତି । ଆଉ ବନବିଭାଗ କାଠ ମାଫିଆମାନଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି।
କୋଲକାତା ଯାଇ ଗ୍ରାଉଣ୍ଡରୁ ଆକ୍ରୋଶ ପରଖିଲା ଓଟିଭି । ଲାଗିଲା ଅଭିଯୁକ୍ତ ସଂଜୟ ସୈତାନୀକାଣ୍ଡର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।
ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଘାଣ୍ଟୁଛି ସିବିଆଇ । ସନ୍ଦୀପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଲେ ସନ୍ଦୀପଙ୍କ ପୂର୍ବତନ ସହଯୋଗୀ ।
ଅବକାରୀ ବିଭାଗର ଅତିରିକ୍ତ କମିଶନରଙ୍କ କହିବା କଥା, ବେଆଇନ ମଦ କାରବାର ଅଭିଯୋଗରେ ସୁରେନ୍ଦ୍ର ପୂର୍ବରୁ ବି ଜେଲ୍ ଯାଇଛି। ଜେଲରୁ ମୁକୁଳି ପୁଣି ଚଳାଇଥିଲା ମଦ ବେପାର।