Advertisment

ରାମଲୀଲାରେ କଏଦୀ କରୁଥିଲେ ଅଭିନୟ, ସୀତାଙ୍କୁ ଖୋଜିବାକୁ ଯାଇ ମାରିଲେ ଛୁ

ଜେଲରେ ଚାଲିଥିଲା ରାମଲୀଲା... ବାନର ଭୂମିକାରେ ଅଭିନୟ କରୁଥିଲେ କଏଦୀ । ନାଟକରେ ସୀତା ମାତାଙ୍କ ହରଣ ହେବା ପରେ ବାନର ସୀତା ମାତାଙ୍କୁ ଖୋଜିବାକୁ ଗଲେ ଯେ ଆଉ ଫେରିଲେନି । ପାଚେରି ଡେଇଁ ମାରିଲେ ଚମ୍ପଟ ।

author-image
Sonali Ojha

Prisoners
Advertisment
Advertisment