ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ଗୁରୁତର । ପୂର୍ବ ଶତ୍ରୁତାରୁ ଛୁରାମାଡ଼ ହୋଇଥିବା ଆଶଙ୍କା । ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା ।
ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ ସହ ବେଗୁନିଆ ଏବଂ ନୟାଗଡ଼ରେ ଗହଣା ଦୋକାନ ଲୁଟ ପଛର ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡିଛି ।
ଆଗେ ଆଗେ ପ୍ରେମିକ, ପଛେ ପଛେ ପ୍ରେମିକା । ପରସ୍ପରକୁ ନିବିଡ଼ ଭାବେ ଭଲ ପାଉଥିଲେ, ହେଲେ ଜଣେ ଜଣକୁ ଅଧା ରାସ୍ତାରେ ଛାଡ଼ି ଚାଲିଯିବାରୁ ଆର ଜଣକ ମଧ୍ୟ ବାଛିନେଲେ ସମାନ ରାସ୍ତା ।
ଠାକୁରଙ୍କ ଜମିରେ ପୋଲିସ କ୍ୱାର୍ଟର୍ସ, ବସଷ୍ଟାଣ୍ଡ, ପୌରପାଳିକା କାର୍ଯ୍ୟାଳୟ, ବ୍ୟାଙ୍କ, ବିବାହ ମଣ୍ଡପ, ହୋଟେଲ ସହ ମାର୍କେଟ୍ କମ୍ପ୍ଲେକ୍ସ ।
ଅତିଥି ଦେବତା ସଙ୍ଗେ ସମାନ । ପର୍ଯ୍ୟଟନ ଶିଳ୍ପରେ ଅତିଥି ବା ପର୍ଯ୍ୟଟକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ହେଲେ ଯଦି ସେହି ଅତିଥିମାନଙ୍କୁ ହତାଦର କରି ମାଡ ମରାଯାଏ ? ଏଭଳି କିଛି ଘଟଣା ଘଟିଛି ରାଜ୍ୟର ଏକମାତ୍ର ବଡ଼ ଚଢିଆଖାନା ନନ୍ଦନକାନନରେ ।
ଦ୍ରୁତ ଗତିରେ ମାଡ଼ି ଆସିଲା, ମଣିଷଙ୍କ ଉପରେ ଚଢ଼ିଗଲା, ସାମ୍ନା ପଟୁ ଟ୍ରକକୁ ପିଟିଲା । ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ମାମଲାର ଖୋଲୁଛି ମର୍ଡର ପ୍ଳଟର ଗହନ କଥା । କ୍ୟାମେରାରେ କଏଦ ହୋଇଛି ଅଭିଯୁକ୍ତର ଚେହେରା ଆଉ ହତ୍ୟା ଷଡଯନ୍ତ୍ରର ଚିତ୍ର । ଗ
ଏକ୍ସକ୍ଳୁସିଭ ଭିଜୁଆଲ ସହ ତଥ୍ୟ ଲାଗିଛି ଓଟିଭି ହାତରେ । ପୋଲିସ କହିଛି, ଗାଡି ଭିତରେ ୨ ଜଣ ଥିବାବେଳେ ଜଣେ ଧରାପଡ଼ିଛି ଆଉ ଜଣେ ଫେରାର ମାରିଛି ।
ଗତକାଲି ନନ୍ଦନକାନନରେ ଯାହା ଘଟିଲା ତାହା ରାଜ୍ୟ ପାଇଁ ଅପମାନ । ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହୋଇଛି । ଲୁହା ରଡ଼, କାଠ ଫାଳିଆ ଓ ବାଉଁଶ ବାଡିରେ ପର୍ଯ୍ୟଟକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।
ଔରଙ୍ଗାବାଦ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ରବିବାର ତାକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲା ୨୦ ବର୍ଷିୟ ସାରନ୍ସିଂହ ସେଠି ।
ଆଜି କୋର୍ଟରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ।
ଜାଣନ୍ତୁ କଣ ରହିଛି ଅଭିଯୋଗ
ନନ୍ଦନକାନନ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ୩ ଅଭିଯୁକ୍ତ...
ଭାରି ପଡିଲା ଅଜୟ ଦେବ୍ଗନ୍ ଷ୍ଟାଇଲ୍ ଷ୍ଟଣ୍ଟ୍ବାଜି । ଜେଲ୍ ଗଲେ ଯୁବକ ।
ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ପିଟି, ଲହୁ ଲୁହାଣ କଲେ ସଫାରୀ କର୍ମଚାରୀ ।
ଫୁଲ୍ ପ୍ରୁଫ୍ ପ୍ଲାନ୍ ଥିଲା ଘଟଣାକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବା ପାଇଁ ସବୁକିଛି ଯୋଜନା ମୁତାବକ ବି ହୋଇଥିଲା। କିନ୍ତୁ ସତ ଧରାଇଦେଲା ସିସିଟିଭି ଫୁଟେଜ୍।
IPC ଦଫା ୪୬୫, ୪୬୬, ୪୭୧, ୧୭୧-G ଏବଂ ୩୪ ରେ କାଗଜପତ୍ର ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ ଲାଗିଛି ।
ଜୋର ଜବରଦସ୍ତ ବିବାହ କରିବା ପାଇଁ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ଚାଲଣ ଅଭିଯୋଗ । ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି...
ବାଇକ୍ରେ ଯାଉଥିବା ବେଳେ ସିନାପାଲି ରାବଣ ଛକରେ ବାପପୁଅଙ୍କୁ ଉପରକୁ ଫାୟାରିଂ ହୋଇଛି ।
କେମିତି ହେଲା ବାଲେଶ୍ୱର ପ୍ରିନ୍ସ ରେସିଡେନ୍ସିଆଲ୍ କଲେଜ ଛାତ୍ରୀ ସାବିତ୍ରୀ ବେହେରାଙ୍କ ମୃତ୍ୟୁ ? ସତରେ କଣ ଦୁଇ ଶହ ଟଙ୍କା ଚୋରି ବିବାଦରୁ ଚାଲିଗଲା କି ମୟୁରଭଞ୍ଜ ଲୁହାକାନିର ପ୍ଲସଟୁ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଜୀବନ ? ଗୁରୁ ଯାଇ ଶୁକ୍ର ସରିଗଲା ସିନା ମୃତ୍ୟୁ ପଛର ପ୍ରମାଣ ଯୋଗାଡ଼ କରିପାରିନି ବାଲେଶ୍ୱର ପୋଲିସ ।
ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ ।
ବିଲ୍ ଦେଖିଲେ ଜଣାପଡ଼ୁଛି କେମିତି ଚାଲିଛି କାରସାଦି । ଅଧିକାଂଶ ଉପଭୋକ୍ତାଙ୍କୁ ୩୦ ଦିନ ବଦଳରେ ୨୫ରୁ ୨୭ ଦିନର ବିଲ୍ ଦିଆଯାଉଛି । ଫଳରେ ବର୍ଷକୁ ୧୨ଟି ବଦଳରେ ୧୩ରୁ ୧୪ଟି ବିଲ୍ ଆସୁଛି ।
ଯୁବ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ
ଖାଲି ଏତିକି ନୁହେଁ, ଲିଙ୍ଗରାଜ ଥାନାରେ ବି ରୁଜୁ ହୋଇଛି ନନ୍ଦିନୀଙ୍କ ନାଁରେ ମାମଲା ।
ପୋଲିସ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଆତ୍ମାହୂତି ଉଦ୍ୟମ କଲେ ମହିଳା।