• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Ramanujacharya’s valuable tableau
୧୦ ବର୍ଷ ତଳୁ ପ୍ରଭା ଚୋରି ଏବେ ଜଣା ପଡୁଛି..

ଚର୍ଚ୍ଚାରେ ଗାଏବ୍ ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ପ୍ରଭା। ୧୦ ବର୍ଷ ତଳୁ ପ୍ରଭା ଚୋରି ଏବେ ଜଣା ପଡୁଛି। ପ୍ରଭା ସୁନା ନା ପିତ୍ତଳ, କାହା ପାଖରେ ନାହିଁ ସ୍ପଷ୍ଟ ଉତ୍ତର ।

Fake loan app
ବେଆଇନ ଲୋନ୍ ଆପ୍ ଭାରି ମାରାତ୍ମକ

ବେଆଇନ ଲୋନ୍ ଆପ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଉତ୍ତରପ୍ରଦେଶର ଗାଜିଆବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ I ଗିରଫ ଅଭିଯୁକ୍ତ IWT ଇଣ୍ଡିଆ ସଂସ୍ଥାର ମୁଖ୍ୟ ମହମ୍ମଦ ଜାଭେଦ ସୟେଫ। କୋର୍ଟରେ ହାଜର ପରେ ଟ୍ରାନ୍ଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ରିମାଣ୍ଡରେ ଆଣି ଗୁମର ଖୋଲିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ

arrest
ବେଆଇନ ଲୋନ୍ ଆପ୍ ମାମଲାରେ ୟୁପିରୁ ଜଣେ ଗିରଫ

ପୂର୍ବରୁ ଏହି ମାମଲାରେ ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥାର ୬ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା କ୍ରାଇମବ୍ରାଞ୍ଚ ।

 Junior Engineer Dead Body Found
କପା କିଆରିରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ, ପାଖରେ ପଡ଼ିଛି ବାଇକ୍‌

କପା କିଆରିରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ମିଳିଛି। ତାଙ୍କୁ ହତ୍ୟା କରାଯାଇ ପିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

livestock inspector
ସରକାରୀ ବାବୁଙ୍କ ଦରମା କେତେ ଯେ ରଖିଛନ୍ତି ଏତେ ସମ୍ପତ୍ତି ! ୯୦ ପ୍ଲଟ୍- ୪ ବିଲ୍ଡିଂ- ୩ ଫ୍ଲାଟ୍ ..

ଆଲିସାନ୍ ବଙ୍ଗଳା ସାଙ୍ଗକୁ ଆଖି ଖୋସିହେଲା ଭଳି ଆସବାବ ଜିନିଷ । ଚାକିରିକୁ ଦେଖି ଅବିଶ୍ୱସନୀୟ ଥାଟବାଟ ଦେଖିବାକୁ ମିଳିଛି । ସଂପତ୍ତିର ତାଲିକା ଏତେ ଯେ ହିସାବ କରି କରି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ ।

livestock inspector
୪୦ ହଜାର ଦରମାରେ କୋଟିପତି, ହିସାବ କରି କରି ଭିଜିଲାନ୍ସ ହାଲିଆ

ଅତି ବେଶୀରେ ମାସକୁ ୪୫ ହଜାର ଦରମା ମିଳୁଥିବ.. ହେଲେ ଅଚଳାଚଳ ସମ୍ପତ୍ତିର ମାଲିକ ସେ.. ଭୁବନେଶ୍ୱର କଳାରାହାଙ୍ଗ LI ଜଗନ୍ନାଥ ରାଉଳଙ୍କ ଘରେ ଭିଜିଲାନ୍ସ ରେଡ୍.. ସମ୍ପତ୍ତିର ହିସାବ କରି କରି ହାଲିଆ ହେଲାଣି ଭିଜିଲାନ୍ସ

Duplicate Liquor Factory
ନକଲି ମଦ କାରଖାନା ଉପରେ ଚଢ଼ାଉ, ନାମି-ଦାମୀ କମ୍ପାନୀର ଲେବଲ ଜବତ

କାରଖାନାରୁ ବିପୁଳ ମାତ୍ରାର ନକଲି ମଦ ଜବତ କରାଯାଇଛି । ଏହାସହ ନାମିଦାମି ମଦ କମ୍ପାନୀର ଲେବଲ, ପ୍ୟାକିଂ ମେସିନ୍, ମଦ ପ୍ରସ୍ତୁତିର କେମିକାଲ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି ।

Elephant Tusks Seized
ହାତୀ ଦାନ୍ତ ଡିଲ୍‌ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌

ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୯ କେଜି ଓଜନର ୬ଟି ହାତୀଦାନ୍ତ ଜବତ କରାଯାଇଛି।

cyber fraud
ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଠକେଇ ଉଦ୍ୟମ; ୩ ଅଭିଯୁକ୍ତ ଗିରଫ

ସାଇବର ଠକଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ରାଜନେତା । ବାଚସ୍ପତି ଓମ୍ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଚାଲିଛି ଠକେଇ ଉଦ୍ୟମ ।

kendrapara
କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି : ଜଣେ ଆହତ

ଗତକାଲି ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର ପୋଟଳଡିହରେ ଗୁଳିମାଡ଼ ହୋଇଛି ।

murder to women
ଲର୍କିପାଲିରେ ମହିଳାଙ୍କୁ ବୀଭତ୍ସ ହତ୍ୟା

ବଲାଙ୍ଗିର ଲର୍କିପାଲିରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ରାତିରେ ହତ୍ୟା ହୋଇଥିବା ଜଣାପଡିଛି । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ, ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ କରାଯାଉଛି । ତେବେ ଏନେଇ ସାଇଣ୍ଟିଫିକ୍ ଟିମ୍ ଓ ଟାଉନ ଥାନା ପୋଲିସର ଛାନଭିନ୍ ଜାରି ରହିଛି ।

Sim Card
ପ୍ରି-ଆକ୍ଟିଭେଟେଡ୍ ସିମ୍ ମାମଲାରେ ସର୍ଭିସ ପ୍ରୋଭାଇଡର ସଂସ୍ଥା ମୁଖ୍ୟଙ୍କୁ କ୍ରାଇମ୍‌ବ୍ରାଞ୍ଚର ସମନ୍

ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍‌ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି ।

Custodial Death
ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ନୂଆ ମୋଡ଼

ଏସ୍‌ପିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ପୁଅର ମୃତ୍ୟୁ ଖବର ପାଇଲା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ସେମିତି କହି ଦେଇଥିଲେ ।

Loot In Bhubaneswar
ଭୁବନେଶ୍ୱର-ପୁରୀ-ରାୟଗଡ଼ା, ସବୁଠି ଲୁଟେରାଙ୍କ ଟାର୍ଗେଟ୍‌ରେ ସୁନା ଦୋକାନ

ଜୁଏଲାରୀ ଦୋକାନୀ ଓ ସେଲସମ୍ୟାନ୍‌ଙ୍କୁ ମିଶାଇ ଏପରି ୪ ଜଣ, ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ । ଏମାନଙ୍କ ପାଖରେ କିଛି ବ୍ୟାଗ୍ ଥିଲା । ଏହାକୁ ଦେଖି ତିନି ଜଣ ଲୁଟେରା ତାଙ୍କୁ ଲୁଟିବାକୁ ଉଦ୍ୟମ କରିଥିଲେ ।

  • Tuesday, 03 May 2022
  • Loot
Boyfriend of lady accountant brought to Bhubaneswar
ବୟଫ୍ରେଣ୍ଡ୍‌ ଉଡ଼େଇଛି ୫୦ ଲକ୍ଷ !

ହଡ଼ପ ଟଙ୍କାରୁ ୫୦ ଲକ୍ଷ ଟଙ୍କାରେ ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ଜୁଆ ଖେଳିଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି। 

Attack on IIC
କୋରାପୁଟରେ IIC ଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ୍ ମୁଡରେ ପୋଲିସ

କୋରାପୁଟ ଜିଲ୍ଲା ନନ୍ଦପୁର ଥାନା IIC ଙ୍କୁ ଆକ୍ରମଣ । ଆସାମୀଙ୍କୁ ଧରିବା ପାଇଁ ୩ ପ୍ଲାଟୁନ୍‌ ଫୋର୍ସ ମୂତୟନ।

Former Sarpanch Killed By Miscreant
ଘର ସାମ୍ନାରେ ପୂର୍ବତନ ସରପଞ୍ଚଙ୍କୁ ହାଣି ପକାଇଲେ

ଗୁଣିଗାରେଡ଼ି ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ଘର ସାମ୍ନାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା। ଏଥିରେ ତାଙ୍କ ବେକ ପାଖରେ ଗଭୀର ଆଘାତ ଲାଗିଥିଲା।

97 lakh embezzlement Case
୯୭ ଲକ୍ଷ ଟଙ୍କା ହଡ଼ପ ମାମଲା: ଟ୍ରାଞ୍ଜିଟ୍ ରିମାଣ୍ଡରେ ବୟଫ୍ରେଣ୍ଡ୍

ବିଭିନ୍ନ ସମୟରେ ନାନା ଆଳ କରି ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା।  

Loot In Bhubaneswar
ଗନ୍‌ ପଏଣ୍ଟରେ ଲୁଟ୍‌:ଫାୟାରିଂ କରି ସୁନା ଦୋକାନୀଙ୍କଠୁ ବ୍ୟାଗ୍‌ ଛଡ଼ାଇ ନେଲେ,ପରେ ଜଣାପଡ଼ିଲା ବ୍ୟାଗ୍‌ ଭିତରେ...

ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଟାର୍ଗେଟ୍‌ କରି ଲୁଟ୍ କରୁଛନ୍ତି ଦୁର୍ବୃତ୍ତ। ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଲଗାତାର ଭାବେ ଏଭଳି ଅପରାଧ ଘଟି ଚାଲିଛି।

Cyber Fraud
କେମିତି ବ୍ୟବହାର ହେଉଛି ଜାଲ ସିମ୍ କାର୍ଡ ? କେମିତି ହୁଏ ଠକେଇ ? କେମିତି ହୁଏ ସାଇବର ଫ୍ରଡ୍ ?

ବାୟର ସେଲର ଅଫ୍ ଓଟିପି ଗ୍ରୁପ୍ ସହ ସମ୍ପର୍କରେ ଥାଆନ୍ତି ପ୍ରିଆକ୍ଟିଭେଟେଡ୍ ସିମ୍ ଯୋଗାଉଥିବା ଦୋକାନୀ। 

Sand Mafia
ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ବାଲି ଚୋରାଚାଲାଣର ସାହାଣମେଲା

ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ବାଲି ଚୋରାଚାଲାଣର ସାହାଣମେଲା । ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ହେଉଛି ବୁଢ଼ାବଳଙ୍ଗ ନଦୀର ବାଲି । ଆଇନ ଓ ସରକାରୀ ବ୍ୟବସ୍ଥା ଆଖିରେ ଅଙ୍ଗୁଳି ଗେଞ୍ଜି ମାଫିଆ ଖୋଳ କରିବାରେ ଲାଗିଛନ୍ତି ଚୀରସ୍ରୋତା ନଦୀକୁ ।

Sand Mafia
ବାଲି ମାଫିଆଙ୍କ ସହ ତହସିଲଦାରଙ୍କ ମଧୁଚନ୍ଦ୍ରିକା, କାରନାମା ପଦାରେ ପଡ଼ିବା ପରେ ଉଭାନ୍‌

ପଡ଼ିଲା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ, ଫିଟିଲା ଖୋଦ୍ ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଥିବା ବାଲି ଚୋରାଚାଲାଣର ରହସ୍ୟ । ବନ୍ଧାହେଲେ ବହୁଚର୍ଚ୍ଚିତ ବାଲିଖାଦାନ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣି ।

CB busts pre-activated SIM card racket
ଅଜାଣତରେ କେମିତି ଆକ୍ଟିଭ୍ ହୋଇଥାଏ ଏକାଧିକ ସିମ୍ ?

ସିମକାର୍ଡ ଫ୍ରଡ୍ ମାମଲାରେ ପ୍ରତିଦିନ ଖୋଲୁଛି ଠକେଇର କଳାକାରନାମା।

Police
ପୋଲିସ୍ ଅଧିକାରୀଙ୍କୁ ଗାତକୁ ଠେଲିଲେ, ଗୋଇଠା ମାରିଲେ !

ଚିନା ମାଟି ଖଣିକୁ ଅନୁଧ୍ୟାନ କରିବାକୁ ପୁରା ପୋଲିସ୍ ଟିମ୍‌ ପହଞ୍ଚିଥିଲା ।

Fake LS speaker
ଲୋକସଭା ବାଚସ୍ପତିଙ୍କ ନମ୍ବର କହି ଟଙ୍କା ମାଗୁଥିଲେ ସାଇବର ଠକ

ସୁରାକ ମିଳିବା ପରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ।