• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Video Chatting
ଚତୁର୍ଥୀ ରାତିରେ ନ୍ୟୁଡ୍‌ ଭିଡିଓ କଲ୍‌ ମାମଲା, ନନ୍ଦିନୀଙ୍କ ନାଁରେ ଲାଗିଲା ୪୨୦ ଦଫା

ଖାଲି ଏତିକି ନୁହେଁ, ଲିଙ୍ଗରାଜ ଥାନାରେ ବି ରୁଜୁ ହୋଇଛି ନନ୍ଦିନୀଙ୍କ ନାଁରେ ମାମଲା ।

self immolation
ଥାନା ଆଗରେ କିରୋସିନ୍‌ ଢ଼ାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ପୋଲିସ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଆତ୍ମାହୂତି ଉଦ୍ୟମ କଲେ ମହିଳା।

Theft
ପୋଲିସକୁ ଭରସା ନାହିଁ, ଦାଣ୍ଡରେ କଳସ ରଖି ଅନ୍ଧବିଶ୍ୱାସକୁ ଆପଣାଇଲେ ଶିକ୍ଷକ ଦମ୍ପତି…

ନିଜେ ଶିକ୍ଷକତା କରୁଛନ୍ତି, କିନ୍ତୁ ଆଜିର ଦୁନିଆରେ ପୋଲିସ୍ ଉପରେ ବିଶ୍ୱାସ କରୁନାହାନ୍ତି। ଘରୁ ସୁନା ଓ ଟଙ୍କା ଚୋରି ହେବା ପରେ ଦାଣ୍ଡରେ କଳସ, ନଡ଼ିଆ ଓ ସିନ୍ଦୂର ରଖି ଚୋର ଧରିବାକୁ ଚେଷ୍ଟା କରୁଛନ୍ତି ଏଇ ଦମ୍ପତି । ସେପଟେ ପୋଲିସ କହିଲା…

cheating
ପ୍ରେମରେ ଧୋକା ଖାଇବା ପରେ…ଭିଡ଼ିଓ କରି ପ୍ରେମିକ କହିଲେ…ଏମିତି ଝିଅକୁ ଭଲପାଅନି କି ମୋ ପରି ପସ୍ତାଅନି

ପ୍ରେମରେ ଧୋକା ଖାଇବା ପରେ ଭିଡ଼ିଓରେ ସମାଜକୁ ବାର୍ତ୍ତା ଦେଲେ ପ୍ରେମିକ। କହିଲେ, ଏମିତି ଝିଅକୁ ଭଲପାଅନି କି ମୋ ପରି ପସ୍ତାଅନି। ୬ ବର୍ଷ ପ୍ରେମ ସମ୍ପର୍କ ପରେ ପ୍ରେମିକା ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖିବାରୁ ଥାନାରେ ମାମଲା ଦାୟର କରି ଏମିତି କହିଲେ ପ୍ରେମିକ, ଜାଣନ୍ତୁ କଣ ଥିଲା ପୂରା ଘଟଣା

killing husband
ରାଗ ବ୍ରହ୍ମ ଚଣ୍ତାଳ, ସ୍ୱାମୀକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ସ୍ତ୍ରୀ

ସାମାନ୍ୟ କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖା ଦେଇଥିଲେ । ଆଉ ତା’ପରେ ସାତ ଜନମର ସାଥୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ତ୍ରୀ।

Youth found half-burnt on Bhubaneswar Sikharchandi hill, dies
ଅନ୍ଧାର ରାତିରେ ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଯୁବକଙ୍କ ମୃତଦେହ, ଘଟଣାସ୍ଥଳରୁ ବାଇକ୍‌ ଜବତ

ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ଏକ ବାଇକ୍‌ ମିଳିଛି। ହତ୍ୟା ପରେ ମୃତଦେହକୁ ଜାଳି ଦେବାକୁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି।

Family Issue
ଏମିତି ବି ହୁଏ ! ଶ୍ୱଶୁର ଘରେ ନବ ବଧୂର ଉତ୍ପାତ, ଥାନାରେ FIR ଦେଲେ ସ୍ୱାମୀଙ୍କୁ ମାଡ଼ ଖୁଆଇଲେ

ସ୍ତ୍ରୀର ନିର୍ଯାତନାରେ ଅତିଷ୍ଠ ହେଲାଣି ସ୍ୱାମୀ । ମାମଲା ଏତେ ବଢିଗଲାଣି ଯେ, ଏମିତି ସ୍ତ୍ରୀ ସାଙ୍ଗରେ କେମିତି ରହିବେ ସେ କଥା ଚିନ୍ତା କରୁଛନ୍ତି ନିରଞ୍ଜନ ।

  • Wednesday, 18 May 2022
  • Crime
Student leader manages narrow escape in Bhubaneswar firing
ରାଜଧାନୀରେ ଫୁଟିଲା ଗୁଳି; ଅଳ୍ପକେ ବର୍ତ୍ତିଲେ ଛାତ୍ର କଂଗ୍ରେସ ନେତା

ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ...ଗୁଳିକାଣ୍ଡରେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ଅଳ୍ପକେ ବର୍ତ୍ତିଛନ୍ତି ।

Balaram Sahu
ଚଉଠି ରାତିରେ ବୟଫ୍ରେଣ୍ଡ ସହ ନ୍ୟୁଡ୍ ଭିଡ଼ିଓ ଚାଟିଂ, ନବବିବାହିତା ପତ୍ନୀଙ୍କୁ ସାଜିଲା କାଳ

ତା’ପରଦିନ ଘରୁ ସୁନା, ଟଙ୍କା ଧରି ଖସିଯାଇଛନ୍ତି ନିଜ ବାପଘରକୁ ।

  • Tuesday, 17 May 2022
  • Crime
Balaram Sahu
ଚଉଠି ରାତିରେ ବୟଫ୍ରେଣ୍ଡ ସହ ଚାଲିଥିଲା ନ୍ୟୁଡ୍ ଭିଡିଓ କଲ୍, ଦେଖିଦେଲେ ସ୍ୱାମୀ ! ତା’ପରେ..

ମେ’ ୧୨ ତାରିଖ । ବୈଦିକ ରୀତିନୀତି ଅନୁଯାୟୀ, ସଂପନ୍ନ ହୋଇଥିଲା ଉଭୟଙ୍କ ବିବାହ । ଅଗ୍ନିକୁ ସାକ୍ଷୀ ରଖି ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ବଳରାମ ।

Illegal Mining
ମାଫିଆଙ୍କ ଉତ୍ପାତ; ଖୋଳ କରିଦେଲେଣି କଳାପଥର, ବାଲି ଓ ମାଟି

ମାତିଛନ୍ତି ମାଫିଆ। କଳାପଥର, ବାଲି ଓ ମାଟି ସବୁକୁ ଲୁଟ୍‌ କରି ମାଲେ ମାଲ ହେଉଛନ୍ତି..କୋଟି କୋଟି ଟଙ୍କା ନିଜେ ରୋଜଗାର କରୁଛନ୍ତି..ଜିଲ୍ଲାର ରାଜସ୍ୱ କିନ୍ତୁ ଖାଲି। ଯିଏ ସାମ୍ନାକୁ ଆସୁଛି, ତାକୁ ଟଙ୍କା ଦେଉଛନ୍ତି ନହେଲେ ରାସ୍ତାରୁ ହଟାଇ ଦେଉଛନ୍ତି। ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ

ipl betting
ଆଇପିଏଲ୍ ବେଟିଂ ବେଳେ ୫ ଜଣ ଗିରଫ ,୪ ଲକ୍ଷ ୫୬ ହଜାର ଟଙ୍କା ଜବତ

ଆଇପିଏଲ୍କୁ ନେଇ ବ୍ରହ୍ମପୁରରେ ବେଟିଂ : ସୋସିଆଲ ମିଡିଆ ମାଧ୍ୟମରେ ଚାଲିଥିବା ବଡ଼ ରାକେଟକୁ ଧରିଲା ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ୫ ବୁକି ଗିରଫ, ସାଢ଼େ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ।

 81-Year-Old Held For 'Digital Rape'. Know What It Means And Punishment For The Crime
ନାବାଳିକାକୁ ‘ଡିଜିଟାଲ୍‌ ରେପ୍‌’ କରି ଜେଲ ଗଲେ ୮୧ ବର୍ଷୀୟ ବୃଦ୍ଧ

ଡିଜିଟାଲ୍‌ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଗଲେ ୮୧ ବର୍ଷୀୟ ବୃଦ୍ଧ...

minor girl kidnaped
ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା,ଅଭିଯୁକ୍ତ ବଡ଼ବାପାକୁ ଗିରଫ କଲା ସଦର ଥାନା ପୋଲିସ

ଦକ୍ଷିଣ ଉଷୁମାରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା । ଅଭିଯୁକ୍ତ ସମ୍ପର୍କୀୟ ବଡବାପାଙ୍କୁ ଗିରଫ କଲା ସଦର ଥାନା ପୋଲିସ । ଏହି ଘଚଟଣାରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କଲା ପୋଲିସ ।

Hanging sucide
ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା! ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଗଂଜାମ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଦୟାନିଧି ମହନ୍ତଙ୍କର ଝୁଲନ୍ତା ମୃତଦେହ ବୁଢ଼ାକେନ୍ଦୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।

 Kidnap Case In Cuttack
ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ; ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର

ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା ।

Barpada Murder Case
ପତ୍ନୀ ଓ ଦୁଇ ଛୁଆଙ୍କ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ପ୍ରମାଣ ଲୁଚାଇବାକୁ ଘରେ ଥିବା ଲୁଗା ଏବଂ ବହିଖାତାକୁ ଏକାଠି କରି ନିଆଁ ଲଗାଇ ଦେଇଥିଲା। 

 Odisha Vigilances crackdown
୧୫ ଦିନରେ ଧରାପଡ଼ିଲେଣି ପ୍ରାୟ ୧୦ ସରକାରୀ କର୍ମଚାରୀ

ଦୁର୍ନୀତିର ଚେର ଉପାଡ଼ିବାକୁ ପଣ କରିଛି ଭିଜିଲାନ୍ସ। ହେଲେ ସେହି ଭିଜିଲାନ୍ସ ବିଭାଗର ଅଧିକାରୀ ଏବେ ନିଜେ ପଡ଼ିଛନ୍ତି ଭିଜିଲାନ୍ସ ହାତରେ। ଏ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା। ହଜାରେ କି ଲକ୍ଷେ ନୁହେଁ, ଲାଞ୍ଚ ନେଉଥିଲେ ୧୦ ଲକ୍ଷ ଟଙ୍କା।

 Odisha Vigilance's crackdown
ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବଢ଼ିଚାଲିଛି ତାଲିକା

ସୁନା ବିସ୍କୁଟ, ସୁନା ଅଳଙ୍କାର, କିଛି ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଛି।

Loot Temple Mutts
ରାଜଧାନୀ ପରେ ମୂର୍ତ୍ତି ଚୋରଙ୍କ ଟାର୍ଗେଟ୍‌ରେ ପିପିଲି; ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ମୂର୍ତ୍ତି

ପିପିଲି ଥାନା ସମ୍ପୁର ପଞ୍ଚାୟତ ରାଜତଇ ସିଦ୍ଧେଶ୍ୱରୀ ମନ୍ଦିରରୁ ୧୦ଟି ମୂର୍ତ୍ତି ଚୋରି ହୋଇଥିବା ଅଭିୟୋଗ ହୋଇଛି । ଚୋରି ନେଇ ପିପିଲି ଥାନାରେ ଏତଲା ଦେଇଛନ୍ତି ପୂଜକ ଓ ଗ୍ରାମବାସୀ ।

 blast at mao camp
ମାଲକାନଗିରି ସୀମାନ୍ତରେ ମାଓ ତାଣ୍ତବ; ଚାଲିଗଲା ୨ ଯବାନଙ୍କ ଜୀବନ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଲାଲ୍ ତାଣ୍ଡବ। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।

Vigilance Raid
ଭିଜିଲାନ୍ସ ହାତରେ ଭିଜିଲାନ୍ସ ଇନିସ୍‌ପେକ୍ଟର ମାନସୀ ଜେନା ଗିରଫ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଗତକାଲି ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

Mahanga IIC
ଥାନାରେ ହାଜର ହେଲେ ମାହାଙ୍ଗା ଥାନା IIC, ପତ୍ନୀଙ୍କୁ ଗିରଫ କରିସାରିଛି ପୋଲିସ

ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ସେ ହାଜର ହୋଇଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶରେ ସେ ହାଜର ହୋଇଥିବା ଜଣାପଡିଛି ।

Saroj Padhi
ପୂର୍ବତନ ବିଧାୟକ ଉଭାନ୍‌ ! ୩ ଦିନ ହେଲା ପତ୍ତା ମିଳୁନି, ଅପହରଣ ସନ୍ଦେହ

ଗୁରୁବାର ସକାଳ ସାଢ଼େ ୮ଟାରେ ବାହାରିଥିଲେ ସରୋଜ । ତା’ରେ ସେ ଆଉ ଘରକୁ ଫେରିନାହାନ୍ତି ।

 brown sugar seized
BREAKING : ପୁରୀରୁ ୩ କେଜି ବ୍ରାଉନସୁଗାର ଜବତ, ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା

ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ନେଇ ପୁରୀ SP ସୂଚନା ଦେଇଛନ୍ତି ।