ବିହାରରେ ଚାଲିଥିଲା ନକଲି ପୋଲିସ ଷ୍ଟେସନ । ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ, ପ୍ରଶାସନର ନାକ ତଳେ ଦୀର୍ଘ ୮ ମାସ ଧରି ଚାଲିଥିଲା ନକଲି ଥାନା । ଆଉ ଲୋକଙ୍କୁ ବି ଲୁଟୁଥିଲେ ଏହି ନକଲି ଥାନାର ନକଲି ଅଧିକାରୀମାନେ ।
ହତ୍ୟା ପୂର୍ବରୁ ସାଇଡ୍ ମରାକୁ ନେଇ ଡ୍ରାଇଭରଙ୍କ ସହ ହୋଇଥିଲା ବଚସା
ନକ୍ସଲଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ଉକ୍ତ ଯୁବକଙ୍କ ନାଁ ଅନନ୍ତରାମ ରାଉତ।
ଆରଟିଓଙ୍କ ଘର ନୁହେଁ ତ ରାଜପ୍ରାସାଦ । ଘରେ ସବୁ ସୁବିଧା ।
ଜଣେ ବିଲଡରଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି ।
ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ହତ୍ୟା ଧମକ ।
ପୁଅକୁ ବଞ୍ଚାଇବା ପାଇଁ ଯାଇ ମହିଳା ଜଣକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍ ତଦନ୍ତ ଆରମ୍ଭ କରିଛି।
ଝାରସୁଗୁଡ଼ାରେ ସେଲ୍ସମ୍ୟାନ୍ଙ୍କୁ ପିଟିପିଟି ହତ୍ୟା। ମିଳିମିଶି ମାରିଦେଲେ ଗହଣା ଦୋକାନୀଙ୍କ ପୁଅ ଓ କର୍ମଚାରୀ। ମାଲିକଙ୍କ ଅଭିଯୋଗ, ଚୋରି ସୁନା ବନ୍ଧକ ରଖିଥିଲେ ସେଲ୍ସମ୍ୟାନ୍।
ଉଭୟ ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କାଉନସେଲିଂ ପାଇଁ ଉଭୟ ଫ୍ୟାମିଲି କୋର୍ଟ ଆସିଥିବା ବେଳେ ସ୍ୱାମୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।
ଗୋଟିଏ ଜମିର ଦୁଇ ଦୁଇ ଜଣ ମାଲିକ । ଗୋଟିଏ ମ୍ୟୁଟେସନରେ ଉଭୟଙ୍କୁ ମିଳିଛି ଜମିପଟ୍ଟା । ଜମିର ପ୍ରକୃତ ମାଲିକଙ୍କ ଅଗୋଚରରେ ହୋଇଛି ବିକ୍ରି, ବାହାରିଛି ପଟ୍ଟା । କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲରେ ହୋଇଛି ଏଭଳି ଜାଲିଆତି ।
ଯେଉଁଥିରେ ତପନକୁ ପୁଣିଥରେ ଦୋଷୀ ସାବ୍ୟସ୍ତ କରିବା ସହିତ ତାର ବେଲବଣ୍ଡ୍ ଖାରଜ କରିଦେଇଛନ୍ତି ହାଇକୋର୍ଟ।
ସାବଧାନ ,କେତେବେଳେ ବି ଆପଣ ହୋଇପାରନ୍ତି ସାଇବର ଠକେଇର ଶିକାର । ଅଜଣା ନମ୍ବରରୁ ମୋବାଇଲକୁ କୌଣସି ମେସେଜ୍ କିମ୍ବା ଲିଙ୍କ୍ ଆସିଲେ, ତାହାକୁ ଆଦୌ କ୍ଲିକ୍ କରୁନ୍ତୁ ନାହିଁ ।
ଚୋରା ମୋବାଇଲ୍ରୁ ଫୋନ୍ ପେ’ରେ ୪୬୦ ଟଙ୍କାର ପେମେଣ୍ଟ ଗ୍ରହଣ କରିବା ଯୋଗୁ ବ୍ୟବସାୟୀଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି।
ନିଜ ଦେଢ଼ ମାସର ପୁଅକୁ ମାରିଦେଲା ବାପା । କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଶିଶୁ କାନ୍ଦଣା ଶୁଣି ଅଭିଯୁକ୍ତର ନିଦରେ ବ୍ୟାଘାତ ସୃଷ୍ଟି ହେଉଥିଲା, ଏଥିପାଇଁ ସେ ପୁଅକୁ ହିଁ ମାରି ପକାଇଲା ।
ପ୍ରେମ ଆଉ ଦାମୀ ଉପହାର ଲୋଭରେ ପଡ଼ି ବିଭିନ୍ନ ସମୟରେ ପାଖାପାଖି ୩୦ ଲକ୍ଷ ଟଙ୍କା ପଠାଇଦେଲେ ସଂପୃକ୍ତ ବ୍ୟକ୍ତି। ହେଲେ ନା ସାମଗ୍ରୀ ଆସିଲା ନା ଟଙ୍କା।
ବିବାହ ଭାଙ୍ଗିଯିବା ପରେ ବର ପକ୍ଷ ଲୋକ ଝିଅର ଜଣେ ସମ୍ପର୍କୀୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି ।
ଆଇଟି ରେଡ୍ରେ ପୁଳା ପୁଳା ଟଙ୍କା ଜବତ । ଏତେ ଟଙ୍କା ଜବତ ପରେ ଗଣି ପାରିଲେନି ଅଧିକାରୀ ।
ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା । ଦିବ୍ୟାଙ୍ଗ ଯୁବକଙ୍କୁ ପ୍ଲାଷ୍ଟିକ ପାଇପ୍ରେ ମାଡ । ଜୋର ଜବରଦସ୍ତ ପାଦ ଚଟାଇଲେ ମାଲିକ ।
ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ ।
ଜୁଏଲାରୀ ଦୋକାନରେ ଚଢ଼ଉ ବେଳେ ୨୩ ସୁନା ବିସ୍କୁଟ୍ ଜବତ । ମାମଲାରେ ଆୟକର ଓ ଜିଏସ୍ଟି ବିଭାଗର ଖୋଳତାଡ଼ ।
ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା CBI ।
ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ତାଲିବାନୀ ନିର୍ଯାତନାର ନଗ୍ନ ଚିତ୍ର। ଏକ ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବେ ଲୁହା ପାଇପରେ ପିଟୁଛନ୍ତି କେନ୍ଦ୍ରର ମାଲିକ ତଥା ତାଙ୍କ ସହଯୋଗୀ।
ବ୍ରହ୍ମପୁରରୁ କଟକ ଯାଉଥିବା ଏକ OSRTC ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଲାଞ୍ଜିପଲୀ ଛକରେ ବସ୍କୁ ଅଟକାଇ ଚେକିଂ ବେଳେ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବ୍ୟାଗ୍ ମିଳିଥିଲା । ସେହି ବ୍ୟାଗ୍ରେ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ରଖାଯାଇଥିଲା ।
ଦେବୀ ମାଆଙ୍କ ପାଖରେ ହାତ ଯୋଡ଼ି ପ୍ରଥମେ କ୍ଷମା ମାଗିଲା, ତା’ପରେ ଚୋରି କରିନେଲା ଚୋର ।
ଡିଜିଟାଲ୍ ଲୋନ ଆପ୍ ଜରିଆରେ ଆବେଦନ କରୁଛନ୍ତି କି ଲୋନ୍ ? ତେବେ ସାବଧାନ ! ଆପଣ ହୋଇପାରନ୍ତି ଲୁଟ୍ର ଶୀକାର । ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା, ଚାଲିଯାଇପାରେ ମାନ ମହତ ।