shree mandir
ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ୍। ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍ ହୋଇଛି। ଫେସବୁକ୍ରେ ପୋଷ୍ଟ କରିଛନ୍ତି ଆକାଶ ଚୌଧୁରୀ ନାମକ ବ୍ୟକ୍ତି। ଫଟୋ ପୋଷ୍ଟ ସହ ବଙ୍ଗାଳୀରେ ଆକାଶ ଶ୍ରୀଜଗନ୍ନାଥ ଲେଖିଛନ୍ତି।
Advertisment
ବଙ୍ଗଳାରେ ସେ ଉଲ୍ଲେଖ କରିଛନ୍ତି, ମୋ ଜୀବନର ଅାଜିର ଏହି ମୂହୁର୍ତ୍ତଟି କୌଣସି ଦିନ ଭୁଲିବି ନାହିଁ ପୁରୀରେ ଜଗନ୍ନାଥ ଦେବଙ୍କୁ ଦର୍ଶନ ପାଇଲି ଫଟୋ ଭାଇରାଲ୍ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ସେ ନେଇ ପ୍ରଶ୍ନ ଉଠିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)