ଯାହା ସମସ୍ୟା ରହିଛି ତାହାକୁ ଦୂର କରିବେ ସରକାରୀ ଅଧିକାରୀ । ବଣ୍ଡା ଘାଟିର ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇ ସାରିଛନ୍ତି ।
ଏଇ ଛତୁଆ ଫିମ୍ପି ମାରିଗଲାଣି, ବାଦାମ ଲଡୁରୁ ଗନ୍ଧ ବାହାରୁଛି। ୟାକୁ ପିଲାମାନେ ଖାଇବେ କେମିତି? ସେମାନଙ୍କ କଥା ଛାଡ ନିଜେ ଆଗେ ଖାଅ...ସଭା ମଝିରେ ବଡବାବୁଙ୍କୁ ଏମିତି ଛତୁଆ ଖୁଆଇଲେ ସମିତିସଭ୍ୟ
ଆମେ ରିପୋର୍ଟ ଦେବୁ, ତୁମେ ସଂଦେହ କରିବ? ଅଫିସ୍ରେ ଯାହା ହୁଏ ସବୁ ସତ...ମିଛର ପ୍ରଶ୍ନ ଉଠିଲା କେଉଁଠି?