ଗତ ୧୧ ତାରିଖରେ ସୁଡ୍ରା ପଂଚାୟତର ସିନ୍ଧି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ
ଗୁଣି କରିଥିବା ସନ୍ଦେହରେ ସ୍ୱାମୀକୁ ନିର୍ଧୁମ ଛେଚିଲେ, ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ପିଟି ପଟି ମାରିଦେଲେ ଗାଁ ଲୋକ ।
ମାତ୍ର ତିନି ଟଙ୍କା ନେଇଗଲା ଏକ ମୂଲ୍ୟବାନ୍ ଜୀବନ । ଅଭିଯୁକ୍ତ ଏବେ ଫେରାର୍ ।
ଖରସ୍ରୋତାର ଚୋରା ବାଲିରେ ନିର୍ମାଣ ହେଉଛି ଆଳି ପ୍ୟାଲେସର ନୂଆ ବିଲ୍ଡିଂ ।
ଏଥର ଆଉ ଭିଡିଓ କନ୍ଫରେନ୍ସ ନୁହେଁ ବରଂ ଅର୍ଚ୍ଚନାକୁ ସିଧାସଳଖ ସମସ୍ତଙ୍କ ସାମ୍ନାରେ କୋର୍ଟରେ ହାଜର କରାଇଛି ପୋଲିସ୍ ।
୨୨ ବର୍ଷର ସ୍ଥିର ସରକାର। ଚୋରା ବାଲିରେ ମହଲ ତୋଳୁଛନ୍ତି ଶିଳ୍ପମନ୍ତ୍ରୀ
ଅର୍ଚ୍ଚନାକୁ ନେଇ ଜାମ୍ ହେଲା କୋର୍ଟ ରାସ୍ତା...ମିଡିଆ ଉପରେ ବର୍ଷିଲା..କହିଲା, ମୋ ନାଁରେ ମିଛ ଖବର ପ୍ରସାରଣ କରୁଛି ଗଣମାଧ୍ୟମ
ବିଟେକ୍ ପାଠ ପଢିଛନ୍ତି ହେଲେ ମନ ପୂରା ବିକୃତ...ଗର୍ଲପ୍ରେଣ୍ଡକୁ ଖୁସି କରିବା ପାଇଁ ଚୋରି କରୁଥିଲେ ଲକ୍ଷଲକ୍ଷ ଟଙ୍କାର ଅଳଙ୍କାର। ଖାଲି ଏତିକି ନୁହେଁ ବରଂ ଝିଅଙ୍କ ଅଣ୍ଡର ଗାର୍ମେଣ୍ଟ ବି କରୁଥିଲେ ଚୋରି , ଏବେ ଧରାପଡିବା ପରେ....
ଆଉ କିଛି ଅଧିକ କହିବା ପୂର୍ବରୁ ପୋଲିସ ତାଙ୍କୁ ନେଇଗଲା ।
ସ୍ୱାମୀଙ୍କ ଭଡ଼ା ଘରେ ବୋହୂର ରହସ୍ୟଜନକ ମୃତ୍ୟୁ ମାମଲାରେ ଶାଶୂଙ୍କୁ ପୋଲିସ୍ ଗିରଫ କରିଛି। କିନ୍ତୁ ଏଯାଏ ସ୍ୱାମୀ ଏବଂ ଶ୍ୱଶୁର କେଉଁଠି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ପାର୍ବଣ ପୂର୍ବରୁ ସାଇବର ଫ୍ରଡ୍ରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂ ଭିଡିଓ ବାର୍ତ୍ତା ଜାରି କରିଥିଲେ। ହେଲେ ଏସବୁ ସତ୍ତ୍ୱେ ଲୋକମାନେ ସାଇବର ଠକଙ୍କ ପ୍ରଲୋଭନରେ ପଡ଼ି ଠକାମିର ଶିକାର ହୋଇଛନ୍ତି।
ଗୋଟିଏ ଛେଳି ପାଖରେ ବାପାଙ୍କର ମୂଲ୍ୟ କ’ଣ ଏତେ ତୁଚ୍ଛ ? ବାପାଙ୍କ ଠାରୁ ଛେଳି କ’ଣ ଏତେ ଆପଣାର ? ଛେଳି ପାଇଁ ବାପା କ’ଣ ଏମିତି ଅଦରକାରୀ ହୋଇଯାନ୍ତି ? ଘଟଣାଟି ଜାଣିଲେ ଏମିତି ଅନେକ ପ୍ରଶ୍ନ ମନରେ ଆସିବ।
ଆଲୋକର ପର୍ବ ଦୀପାବଳିର ଖୁସି ଭିତରେ ରାଜଧାନୀରେ ଜଣେ ବୋହୂର ରହସ୍ୟଜନକ ମୃତ୍ୟୁ, ଚହଳ ପକାଇଦେଇଛି ସାରା ସହରରେ। କିଏ କହୁଛନ୍ତି ଝିଅକୁ ହତ୍ୟା କରାଯାଇଛି ତ କିଏ କହୁଛନ୍ତି ବୋହୂ ଆତ୍ମହତ୍ୟା କରିଛି। ତେବେ ମୃତ୍ୟୁ ପଛରେ କାରଣ ଯାହା ବି ଥାଉନା କାହିଁକି, ପୋଲିସ ତଦନ୍ତ ପରେ ତାହା ସ୍ପଷ୍ଟ ହେବ
ପୋଲିସ ସଂଗୀତାଙ୍କ ମୋବାଇଲକୁ ଜବତ କରିବା ସହ ଏନେଇ ଖୋଳତାଡ଼ ଜାରି ରଖିଛି।
ଚୋରା ବେପାରୀଙ୍କର ଏବେ ଅକଲ ଗୁଡୁମ। ଯେତେ ଫନ୍ଦି ଫିକର କଲେ ବି କାମ କରୁନି। ସବୁ ଫସର ଫାଟି ଯାଉଛି। ଅବକାରୀ ଗୁଇନ୍ଦାଙ୍କ ବୁଦ୍ଧି ପାଖରେ ଫିକା ପଡ଼ି ଯାଉଛି କି ଚୋରା ବେପାରୀଙ୍କ ବୁଦ୍ଧି ?
ନୂଆଗାଁ ଗୋବିନ୍ଦପୁରରୁ ଏଭଳି ଅଭିଯୋଗ ଆସିଛି ।
ପିଶାଚ ପୁଅର ନାରକୀୟ କାଣ୍ଡ । ଛୁରି ଭୁସି ନିଜ ବାପାକୁ ହତ୍ୟା କରି ଫେରାର ହୋଇଯାଇଛି ।
କୁହାଯାଉଛି କି ସମ୍ପୃକ୍ତ ସରପଂଚ ଜଣକ କୁଆଡେ ବିଧାୟକଙ୍କ ଖାସ୍ ଲୋକ
ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଅଞ୍ଚଳରୁ ଦୀପାବଳି ଦିନ ଅନେକ ଅଘଟଣ ଖବର ସାମ୍ନାକୁ ଆସିଛି। ଦୀପାବଳି ଦିନ ଗୁଳିମାଡ଼ରେ ପୁରୀରେ ଜଣଙ୍କ ଜୀବନ ଚାଲି ଯାଇଛି।
ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁର ଅର୍ଥକାରବାର ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏନେଇ ଇଡି ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । କେଉଁଠୁ ଏହି ଦଂପତିଙ୍କ ପାଖକୁ ଆସିଛି ଟଙ୍କା ତାହାର ତଦନ୍ତ ହେବ । ଏଥିପାଇଁ ଇଡି ପକ୍ଷରୁ ଉଚ୍ଚ ଅଧିକାରୀ ସ୍ତରରେ ଆଲୋଚନା ହୋଇସାରିଛି ।
ଗିରଫ ଯୁବକର ଘର ଖୋର୍ଦ୍ଧାର ଅଟ୍ରୀ ଅଞ୍ଚଳରେ ।
ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର।
ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି।
ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ନେତା, ମନ୍ତ୍ରୀ ଏବଂ ବଡବଡିଆଙ୍କଠାରୁ ଆସିଛି କି ଟଙ୍କା ? ତେଣୁ କିଏ କାହିଁକି ଟଙ୍କା ଦେଇଛି, ସେନେଇ ତଦନ୍ତ କରିପାରେ ଇଡି ।
ଭଉଣୀ କରିଥିଲା ପ୍ରେମବିବାହ । ଏଥିପାଇଁ ସବୁବେଳେ ଭାଇକୁ ଅପମାନ ସହିବାକୁ ପଡ଼ୁଥିଲା,ଶେଷରେ ଅପମାନ କରୁଥିବା ଯୁବକଙ୍କୁ ଘରକୁ ଡକାଇ ୩୦ ଥର ଛୁରି ମାରି ହତ୍ୟା କରାଯାଇଛି ।