ହଠାତ୍ ଅଫତାବ୍ଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା ଯୋଗୁ ଓ ଶ୍ରଦ୍ଧାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଙ୍କୁ ଲାଗୁଥିଲା ଯେ ଅଫତାବ୍ ତାଙ୍କୁ ଧୋକା ଦେବା ପାଇଁ ଚେଷ୍ଟା କରୁଛନ୍ତି।
ହୃଦୟର ସବୁତକ କୋହ, ଅଭିମାନକୁ ଧଳାକାଗଜରେ ଲେଖିଦେଇ ଚରମ ନିଷ୍ପତ୍ତି ନେଇଗଲେ.. ଅଫେରା ଦୁନିଆକୁ ଯିବା ପୂର୍ବରୁ ଏ ଥିଲା ଅଞ୍ଜଳିଙ୍କ ଶେଷ ଚିଠି..
ଶ୍ରଦ୍ଧା(Shraddha murder case)ଙ୍କୁ ମାରିବା ପରେ ଘରକୁ ନୂଆ ପ୍ରେମିକା ନେଇ ଆସିଥିଲା ଅଭିଯୁକ୍ତ ।
କେମିକାଲରେ ରକ୍ତଭିଜା ଚଟାଣର ଦାଗ ସଫା କରିଥିଲା ଅଭିଯୁକ୍ତ
ଅଭିଯୁକ୍ତ ଅଫତାବ୍ ଦେଖିଥିଲା କ୍ରାଇମ ସୋ । ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ହତ୍ୟାକାଣ୍ଡ ଘଟାଇବାକୁ ଉତ୍ସାହିତ ହୋଇଥିଲା ।
୧୦ ମହଲାରୁ ଡେଇଁ ଓଡ଼ିଆ RAW ଅଫିସର୍ଙ୍କ ଆତ୍ମହତ୍ୟା
ପୁଣି ଜଣେ ବୃଦ୍ଧ ସାଇବର ଠକେଇର ଶିକାର ହୋଇ ଅବସର ପରେ ମିଳିଥିବା ଜମାପୁଞ୍ଜି ହରାଇଛନ୍ତି ।
ଭିଜିଲାନ୍ସ ଜାଲରେ RWSSର ପୁଣି ଜଣେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର । ମୟୂରଭଂଜ ଉଦଳାରେ କାର୍ଯ୍ୟରତ ଇଂଜିନିୟର ରବି ନାରାୟଣ ପଣ୍ଡାଙ୍କ ଘରୁ ତ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି । ତେବେ ଚର୍ଚ୍ଚା ରହିଛି ତାଙ୍କ ଘରୁ ମିଳିଛି ଅନେକ ନାମୀ ବ୍ରାଣ୍ଡର ରିଷ୍ଟ ଓ୍ୱାଚ୍ । ତାଛଡ଼ା ରବିନାରାୟଣଙ୍କ ସମୁଦିଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ମିଳିବା ନାନା ସନ୍ଦେହ ସୃଷ୍ଟି କରିଛି ।
ଭୟଙ୍କର.. ବୀଭତ୍ସ.. ବର୍ବର । ଯେଉଁ ପ୍ରେମିକାଟି ଜୀବନ ଦେଇ ଭଲ ପାଉଥିଲା, ସେହି ପ୍ରେମିକା ଯେ ପ୍ରେମିକ ହାତରେ ଖଣ୍ଡ ଖଣ୍ଡ ହୋଇଯିବ, କେହି କେବେ କଳନା ହିଁ କରିନଥିବେ । କିନ୍ତୁ ଦୁର୍ଭାଗ୍ୟ, ରାଜଧାନୀ ଦିଲ୍ଲୀର ଛାତି ଉପରେ ପ୍ରେମିକା ହୋଇଛି ୩୫ ଖଣ୍ଡ । ଯାହା ଆପଣଙ୍କୁ ହୁଏତ ବିଚଳିତ କରୁଥାଇପାରେ । କିନ୍ତୁ ଏହା ସତ ।
ହତ୍ୟା ପରେ ୩୫ ଖଣ୍ଡ କରି ଫିଙ୍ଗିଦେଲା ବୟଫ୍ରେଣ୍ଡ । ଲିଭ୍ ଇନ୍ରେ ଥିବା ପ୍ରେମିକାକୁ ମାରି ୩୫ ଖଣ୍ଡ କଲା ବୟଫ୍ରେଣ୍ଡ ।
ବାର ଦେଖି ପିନ୍ଧୁଥିଲେ ଦାମୀ ଘଣ୍ଟା, ରୁପା ଗ୍ଳାସରେ ପିଉଥିଲେ ପାଣି...ସମୁଦି ଘରୁ ଜବତ ହେଲା ୨୫ଲକ୍ଷ...
ଶିକ୍ଷାର ମନ୍ଦିରରେ ପିଲାଙ୍କ ଉପରେ ଅତ୍ୟାଚାର । ମଧ୍ୟାହ୍ନ ଭୋଜନ ନେଇ ଅଭିଯୋଗ କରିବା ପରେ ଛାତ୍ରଙ୍କ ହାତ ଭାଙ୍ଗିଦେଲେ . . .
ଏହି ଘଟଣାରେ ମୋଟ୍ ୧୨ଜଣ ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ଆଠ ଜଣଙ୍କୁ ଗିରଫ କରାଯାଇଛି
ଘରୁ ଅଧିକ ଟଙ୍କା ପଇସା ନମିଳିବାରୁ ଡକାୟତଙ୍କ ନାରକୀୟ କାଣ୍ଡ ।
ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଯୁବକ ଜଣକ ପ୍ରେମିକାକୁ ହତ୍ୟା କରି ଶରୀରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍ରେ ରଖିଥିଲା। ପରେ ଏହାକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା।
ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ରେଡ୍ ହୋଇଛି।
ରୁଦ୍ଧଦ୍ୱାରରେ EDର ୨ ଅଫିସରଙ୍କ ଦ୍ୱାରା ଚାଲିଲା ଜେରା।
ହନିଟ୍ରାପ୍ କୁଇନର କ୍ୟାପିଟାଲ୍ ଲିଙ୍କ୍ ଏବଂ ବ୍ଲାକମେଲିଂ କରି ବ୍ଲାକମନି ଅର୍ଜନ ପ୍ରସଙ୍ଗରେ ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରକୁ ସରୁନି ଜେରା।
ଗଞ୍ଜେଇ ବ୍ୟବସାୟ କରୁଥିବା ମାଫିଆଙ୍କ ପାଖରେ ଶ୍ରମିକ ଭାବରେ କାମ କରୁଥିଲେ । ପୋଲିସ୍ ଜାଣିଶୁଣି ଫେକ୍ ଏନକାଉଣ୍ଟର କରି ଏମାନଙ୍କୁ ନକ୍ସଲ ଆଖ୍ୟା ଦେଇଥିବା ଅଭିଯୋଗ କରିଛନ୍ତି ଗାଁଲୋକେ ।
ସୋସିଆଲ୍ ମିଡିଆରେ ଶିକାର ଖୋଜି ପ୍ରେମ ଜାଲରେ ଫସାଉଥିଲା
ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଇଡିର ଖୋଳତାଡ଼
ନେଲ କଟରରେ ସାପ ଦାନ୍ତ ଉପାଡୁଥିବା ଭିଡିଓ ହୋଇଥିଲା ଭାଇରାଲ
ଚିରଞ୍ଜିତ ଖିଲାର, ଘର ସୋର ଥାନା ଅନ୍ତର୍ଗତ ମୂଳିସିଂ ଗାଁ । ରହୁଥିଲେ ଗୁଜରାଟର ସୁରତ ସହରରେ । ପତ୍ନୀ ଆଗରେ ନିଜକୁ ଦର୍ଶାଇଥିଲେ ଇଞ୍ଜିନିୟର ବୋଲି । ସୁରତରେ କିନ୍ତୁ ରାତି ହେଲେ ନିଜକୁ ସଜାଉଥିଲେ ଦେହଜୀବୀ ଆଉ ପୁରୁଷଙ୍କ ବନୁଥିଲେ ଶଯ୍ୟା ସଙ୍ଗିନୀ, ଦେଖନ୍ତୁ ରିପୋର୍ଟ...
ହେତୁବାଦୀ କହିଛନ୍ତି, ଯେଉଁମାନେ ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି ସେମାନଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ।
ଭିଡିଓ ଭାଇରାଲ ହେବା ପରେ ଏବେ ଘଟଣା ସାମ୍ନାକୁ ଆସିଛି।