ଅଭିନେତା ସିଜାନ ଖାନ୍ ପୋଲିସକୁ ସହଯୋଗ କରୁନଥିବା ଅଭିଯୋଗ
ମହିଳାଙ୍କୁ ଏପରି ନୃଶଂସ ଭାବରେ ହତ୍ୟା କରାଯାଇଛି, ଶୁଣିଲେ ଲୋମ ଟାଙ୍କୁରି ଉଠିବ ।
ରୁଷୀୟ ପର୍ଯ୍ୟଟକ ପାଭେଲ୍ ଆନ୍ତୋଭଙ୍କ ମୃତ୍ୟୁ ବିବାଦୀୟ ଜାଣିବା ସତ୍ତ୍ୱେ ସଂରକ୍ଷିତ ରଖାଗଲା ନାହିଁ ତାଙ୍କର ଭିସେରା। ସନ୍ଦେହଜନକ ଭାବେ ତରତର ହୋଇ ପୋଡ଼ି ଦିଆଗଲା ତାଙ୍କ ମୃତଦେହ, ଏନେଇ ଏବେ ନାନା ପ୍ରଶ୍ନ ଉଠିଛି।
ତୁନିଶା ଶର୍ମାଙ୍କ ମୃତ୍ୟୁ ଆଘାତ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ଦୁଃଖ ଖବର ଆସିଛି। ଏବେ ଏଭଳି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୨୨ ବର୍ଷ ବୟସ୍କ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଆସିଛି।
ଗତ ୮ ମାସ ହେବ ନିଜ ବାପ ଘରେ ରହି ଆସୁଛନ୍ତି ସ୍ତ୍ରୀ ।
ବିଦେଶରୁ ମେଡିକାଲ୍ ଡିଗ୍ରି, ଭାରତରେ ସ୍କ୍ରିନିଂ ଟେଷ୍ଟ ପାସ୍ ନକରି ପ୍ରାକ୍ଟିସ୍ । ରୁଷିଆ, ୟୁକ୍ରେନ୍ ଓ ଚୀନରୁ ପାସ୍ କରିଥିବା ୭୩ ଜଣଙ୍କ ବିରୋଧରେ ମାମଲା ସହ ତଦନ୍ତ କରୁଛି ସିବିଆଇ...
ଜଣେ କହୁଛନ୍ତି ଫୋଡ଼ା ଶିଖିଛି, ଯଦି କେହି ଇଞ୍ଜେକସନ୍ ଆଣୁଛି ମୁଁ ଫୋଡି ଦେଉଛି, ନ ହେଲେ ସେମିତି କିଛି ନାହିଁ । ଆଉ ଜଣେ କହୁଛନ୍ତି, ବାହାରୁ ନେଇ ଆସେ, ଥଣ୍ଡା କାଶ ହେଲେ ପାରାସିଟାମଲ ଦେଇ ଦିଏ । ଆମର ଏଠି ଡାକ୍ତର ନାହାନ୍ତି । ତେଣୁ ମୁଁ ଜାଣିଛି ବୋଲି ସାଧା ସିଧା ଔଷଧ ଦେଇ ଦେଉଛି ନ ହେଲେ ମୋର ସେମିତିି କିଛି ଶିକ୍ଷାଗତ ଯୋଗ୍ୟତା ନାହିଁ ।
ନିରୀହ ଆଦିବାସୀଙ୍କୁ ମନଇଚ୍ଛା ଔଷଧ ଦେଉଛନ୍ତି ନକଲି ଡାକ୍ତର । ରାଇରଙ୍ଗପୁର ମେଡିକାଲରେ ୩୭ ଡାକ୍ତରରୁ ଅଛନ୍ତି ମାତ୍ର ୮ ଜଣ ।
ଜଣେ ୨୦ ବର୍ଷର ଯୁବତୀଙ୍କୁ ୫୧ ଥର ଆଘାତ କରାଯାଇ ହତ୍ୟା କରାଯାଇଛି। ଯୁବତୀ ଜଣକ ଯୁବକ ସହ କଥାବାର୍ତ୍ତା ନ କରିବାରୁ ସେ ଏପରି କାଣ୍ଡ କରିଛି ବୋଲି ଜଣାଯାଇଛି। ଉଭୟ କିଛି ଦିନ ପୂର୍ବରୁ ପରସ୍ପରକୁ ଜାଣିଥିଲେ।
ରାୟଗଡ଼ାରେ ରୁଷୀୟ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ । ଗୋଟିଏ ହୋଟେଲ୍ରେ ୨ ଦିନରେ ୨ ରୁଷୀୟ ବନ୍ଧୁଙ୍କ ମୃତ୍ୟୁକୁ ନେଇ ହଲ୍ଚଲ୍ ।
ମହିଳା ଜଣଙ୍କ ପୂର୍ବ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିବାରୁ ଏଭଳି କ୍ରୋଧର ଶିକାର ହୋଇଛନ୍ତି ।
ଜଗତସିଂହପୁର ଡେପୁଟି କଲେର ଚିତ୍ତରଂଜନଙ୍କ ବିପୁଳ ସଂପତ୍ତି ଠାବ ହୋଇଛି ।
ଘର ଲୋକଙ୍କ ଠାରୁ ଲୁଚି ନିରୋଳା ମୁହୂର୍ତ୍ତ ବିତାଇବା ପାଇଁ ଯାଇଥିଲେ । ହେଲେ ସେଠାରେ ଜୀବନ ନେଇଗଲା ପ୍ରେମିକ ।
୨୦ ତାରିଖରେ ଗୋବିନ୍ଦର ମୃତ୍ୟୁ ପରେ ୨୧ ତାରିଖରୁ କ୍ରାଇମବ୍ରାଞ୍ଚ ଟିମ୍ କଣ୍ଟାବାଞ୍ଜିରେ ଡେରା ପକାଇଛି ।
ଧାମରାରୁ ବାଲେଶ୍ୱର ଅସୁଥିବା ଏକ ଘରୋଇ ବସ୍ ଭିତରେ ଲୁଟ୍ ।
ନୟାପଲ୍ଲୀ ଥାନା ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ ।
ସାତ ଦରିଆ ଡେଇଁ ସାଥି ହୋଇ ଆସିଥିଲେ ବୁଲିବା ପାଇଁ...ଦେଖିଥାନ୍ତେ ଓଡ଼ିଶାର ସୌନ୍ଦର୍ଯ୍ୟକୁ, ସାଉଁଟିଥାନ୍ତେ ରୋମାଞ୍ଚ ଅନୁଭୂତିା ହେଲେ ଭାଗ୍ୟର ବିଡ଼ମ୍ବନା ଦୁଇ ବନ୍ଧୁ ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ ।
ଟଙ୍କା ନମିଳିବାରୁ ତାତିଲେ ଚିଟ୍ଫଣ୍ଡ ଜମାକାରୀ। ଶେଷରେ ଆଇନକୁ ନେଲେ ହାତକୁ...
ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ହାତୀ ମୃତ୍ୟୁ ହେବା ପରେ ବି ହାତ ପାହାନ୍ତାରେ ଝୁଲୁଛି ବିଦ୍ୟୁତ ତାର ଆଉ ମୁକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର । ଏତେ ସବୁ ଘଟଣା ହେବା ପରେ ବି ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ । ନିୟମ ଅନୁଯାୟୀ ବିଦ୍ୟୁତ ଖୁଂଟ ମଧ୍ୟରେ ଯେତିକି ଦୂରତା ରହିବାର କଥା ହେଲେ ଦେବଗଡରେ ତାହା ହୋଇ ନାହିଁ । ତେଣୁ ତାର ଗୁଡିକ ଓହଳି ପଡିଛି। ହେଲେ ବିଦ୍ୟୁତ ବିଭାଗ ଉପରେ ଏବେ ଆଙ୍ଗୁଳି ଉଠିବାରୁ ନିଜ ଦୋଷ ଲୁଚାଇବା ପାଇଁ ତରବରିଆ ଭାବରେ ନୂଆ ବିଦ୍ୟୁତ ଖୁଂଟ ପକାଉଛି ବିଭାଗ ।
ହାତୀ ମୃତ୍ୟୁ ହେବା ପରେ ବି ହାତ ପାହାନ୍ତାରେ ଝୁଲୁଛି ବିଦ୍ୟୁତ ତାର ଆଉ ମୁକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର । ଏତେ ସବୁ ଘଟଣା ହେବା ପରେ ବି ନିଦାବିଷ୍ଣୁ ସାଜିଛି ବିଦ୍ୟୁତ ବିଭାଗ । ନିୟମ ଅନୁଯାୟୀ ବିଦ୍ୟୁତ ଖୁଂଟ ମଧ୍ୟରେ ଯେତିକି ଦୂରତା ରହିବାର କଥା ହେଲେ ଦେବଗଡରେ ତାହା ହୋଇ ନାହିଁ । ତେଣୁ ତାର ଗୁଡିକ ଓହଳି ପଡିଛି। ହେଲେ ବିଦ୍ୟୁତ ବିଭାଗ ଉପରେ ଏବେ ଆଙ୍ଗୁଳି ଉଠିବାରୁ ନିଜ ଦୋଷ ଲୁଚାଇବା ପାଇଁ ତରବରିଆ ଭାବରେ ନୂଆ ବିଦ୍ୟୁତ ଖୁଂଟ ପକାଉଛି ବିଭାଗ ।
ଘଟଣା ଦିନ କୋର୍ଟରେ ଥିବାବେଳେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସଂପର୍କରେ ମୁଁ ଖବର ପାଇଥିଲି। ତୁରନ୍ତ ମୁଁ ଜେଲ୍ରେ ପହଞ୍ଚିଥିଲି। ସେତେବେଳେ ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ବ୍ୟବସ୍ଥା ହେଉଥିଲା। ସେତେବେଳକୁ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହା ଆତ୍ମହତ୍ୟା ବୋଲି ଆଦୌ ବିଶ୍ୱାସ ହେଉ ନାହିଁ..
ବେକର ଚିହ୍ନକୁ ନେଇ ଆଶଙ୍କା ଭିତରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ସେଜାନ୍ ଖାନଙ୍କୁ ଗିରଫ କଲା ଓ୍ୱାଲିଭ୍ ପୋଲିସ ।
ସେଜାନ୍ ଖାନଙ୍କ ବିରୋଧରେ ତୁନିଶାଙ୍କ ମା’ ଆଣିଲେ ଗମ୍ଭୀର ଅଭିଯୋଗ ।