ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଜହ୍ଲାଦ ପ୍ରେମିକ ଅଫତାବ୍ ଶରୀରର ଅଙ୍ଗ ଗୁଡ଼ିକୁ ବ୍ୟାଗ୍ରେ ଭର୍ତ୍ତି କରି ଏହାକୁ ଫୋପାଡ଼ିବାକୁ ନେଉଥିଲା।
କେବଳ ରାନ୍ଧୁଣୀ ନୁହେଁ, ବିଭିନ୍ନ ସମୟରେ ଜଣେ ସାର ଆସି ବି ମାଡ଼ ମାରୁଛନ୍ତି ।
ଏଣ୍ଡେଭର କାରର ଆଗ ଓ ପଛ ପଟେ ନମ୍ବର ପ୍ଲେଟ ନାହିଁ।
ଶ୍ରୀମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ସେ ନେଇ ପ୍ରଶ୍ନ ଉଠିଛି।
ଅଭିଯୁକ୍ତ ଅଫତାବ୍ ଅମିନ ପୁନାଓ୍ୱାଲାର ଫ୍ଲାଟରୁ ଏକ ମାରଣାସ୍ତ୍ର ପୋଲିସ ଜବତ କରିଛି।
ଚଳନ୍ତା କାର୍ରେ ୧୯ ବର୍ଷୀୟ ମଡେଲ୍ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ କେରଳର କୋଚିରେ ଏହି ଘଟଣା ଘଟିଛି।
ଦ୍ୱିିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହେଇଛି ।
ଗୋଟିଏପଟେ ଶ୍ରଦ୍ଧା ହତ୍ୟା ମାମଲାର ଚର୍ଚ୍ଚା ଥମି ନଥିବାବେଳେ ଅନ୍ୟପଟେ ଶ୍ରଦ୍ଧାଙ୍କ ଭଳି ଆଉ ଜଣେ ଯୁବତୀଙ୍କ ଦୁଃଖଦ କାହାଣୀ ଏବେ ସାମ୍ନାକୁ ଆସିଛି। କେବଳ ଫରକ୍ ଏତିକି ଶ୍ରଦ୍ଧା ଜଣେ ସାଧାରଣ ଯୁବତୀ ଥିଲେ ହେଲେ ଏହି ଯୁବତୀ ଜଣକ ଜଣେ ଅଭିନେତ୍ରୀ।
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଅକ୍ଷୟ ଇଡିରେ ହାଜର ହେବା ସମ୍ଭାବନା ରହିଛି ।
ଶ୍ରଦ୍ଧା ଓ ଅଫତାବ୍ଙ୍କ ସମ୍ପର୍କକୁ ନେଇ ଗଡୱିନ୍ ରୋଡ୍ରିଗୁସ୍ ନାମକ ଜଣେ ବ୍ୟକ୍ତି ଅନେକ ରାଜ୍ ଖୋଲିଛନ୍ତି। ଶ୍ରଦ୍ଧାଙ୍କୁ ଅଫତାବ୍ ମାର୍ପିଟ୍ କରୁଥିଲେ ବୋଲି ଗଡୱିନ୍ ଦାବି କରିଛନ୍ତି।
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜେରେ ରାଗିଂ ପଛରେ ରହିଛି ବିଜେଡି ଲିଙ୍କ୍ । ରାଗିଂ ରିଂ ମାଷ୍ଟର ସାଜିଥିଲେ ଛାତ୍ର ବିଜେଡିର କଲେଜ ଆବାହକ, ବିବାଦ ପରେ ପଦରୁ ବିଦା କଲା ବିଜୁ ଛାତ୍ର ଜନତା ଦଳ..
ଏଇ ଛତୁଆ ଫିମ୍ପି ମାରିଗଲାଣି, ବାଦାମ ଲଡୁରୁ ଗନ୍ଧ ବାହାରୁଛି। ୟାକୁ ପିଲାମାନେ ଖାଇବେ କେମିତି? ସେମାନଙ୍କ କଥା ଛାଡ ନିଜେ ଆଗେ ଖାଅ...ସଭା ମଝିରେ ବଡବାବୁଙ୍କୁ ଏମିତି ଛତୁଆ ଖୁଆଇଲେ ସମିତିସଭ୍ୟ
ପୋକ୍ସୋ ଆକ୍ଟରେ ଗିରଫ କଲା ପୋଲିସ
ବାଙ୍ଗଲାଦେଶରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି ! ପାଞ୍ଚ ଦିନିଆ ପ୍ରେମର କରୁଣ ପରିଣତି । ନୂଆ ପ୍ରେମିକାକୁ ମାରି ପୁରୁଣା ସହ ଫେରାର୍ ।
ଶ୍ରଦ୍ଧାଙ୍କର ଗୁରୁତ୍ୱପୂର୍ଣ୍ଣ ହ୍ୱାଟ୍ସଆପ୍ ଚାଟ୍ ଏବେ ସାମ୍ନାକୁ ଆସିଛି । ଯାହା ସ୍ପଷ୍ଟ କରୁଛି ଯେ ଅଫତାବ୍ କିପରି ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ।
ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏହାପରେ କଟା ମୁଣ୍ଡକୁ ବ୍ୟାଗ୍ରେ ଭର୍ତ୍ତି କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିଲା ସ୍ତ୍ରୀ।
କାହା ବଳରେ ବଳିୟାନ୍ ଅଭିଯୁକ୍ତ ? ବିନାୟକ ଆଚାର୍ଯ୍ୟ କଲେଜର କନଭେନର୍ ଥିଲେ ଅଭିଷେକ
ଦୁର୍ବ୍ୟବହାରର ଶିକାର ହୋଇଥିବା ବ୍ୟାସନଗର ପୌରାଞ୍ଚଳର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକଙ୍କ ନାଁରେ ଏତଲା ।
ଦିଲ୍ଲୀରେ ଶ୍ରଦ୍ଧା ୱାକର୍ ମର୍ଡର କେସ୍ର ଅଭିଯୁକ୍ତ ଅଫତାବ୍ ଅମିନ୍ ପୁନାୱାଲା ଦିଲ୍ଲୀ ପୋଲିସ୍ର ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି।
ଟିକେଟ୍କୁ ନେଇ ଯବାନ ଓ TTEଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଚଳନ୍ତା ଟ୍ରେନ୍ରୁ ଟିଟିଇ, ଯବାନଙ୍କୁ ଠେଲି ଦେଇଥିଲେ।
ସତ ଓଗାଳେ ସେରମ୍ । ସେଥିପାଇଁ ତାକୁ ଟ୍ରୁଥ୍ ସେରମ୍ ମଧ୍ୟ କୁହାଯାଏ ।
ଜରୁରୀକାଳୀନ ସେବାକୁ ଖେଳ ଭାବୁଛନ୍ତି ଅସାମାଜିକ । ଆମ୍ବୁଲାନ୍ସ ସେବା ଯୋଗାଉଥିବା ୧୦୮ର ଧଜ୍ଜିଆ ଉଡ଼ାଉଛନ୍ତି ଜଣଙ୍କ ପରେ ଜଣେ । ଗୋଟିଏ ପରେ ଗୋଟିଏ ଫେକ୍ କଲ୍ ଆସୁଛି ଦିନ ତମାମ୍ । ଅଭଦ୍ରାମୀର ସୀମା ଲଂଘିଚାଲିଛନ୍ତି କିଛି ବିଶୃଙ୍ଖଳିତ ବ୍ୟକ୍ତି ।
ଅଫତାବକୁ ଫାଶିଦଣ୍ଡ ଦାବି କଲେ ଆଇନଜୀବୀ ।
୧୦୮କୁ ଦୈନିକ ଆସୁଛି ୭ ଶହରୁ ଅଧିକ ଫେକ୍ କଲ । ଏତଲା ସତ୍ତ୍ୱେ ଆକ୍ସନ ଶୂନ, ଚିନ୍ତାରେ ହେଲ୍ପ ଲାଇନ କର୍ମଚାରୀ ।
୫ ଗିରଫ, ୩ କୋର୍ଟ ଚାଲାଣ, ୨ ଗଲେ ସୁଧାର ଗୃହ । ଦେଖଣାହାରୀ ଝିଅ ବିରୁଦ୍ଧରେ ବି ହେବ କାଯର୍ୟାନୁଷ୍ଠାନ ।