ବିଚ୍ ରାସ୍ତାରେ ଭୁବନେଶ୍ୱରରେ ଜଣେ ମହିଳା ପୋଲିସ୍ଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।
ପ୍ରଥମେ ଅପହରଣ, ପରେ ଦୁଷ୍କର୍ମ। ଏହାକୁ ବିରୋଧ କରିବାରୁ ଯୁବତୀଙ୍କୁ ମାଡ଼ ମାରିବା ସହ ବିଷ ଦେଇଦେଲେ ପଡ଼ୋଶୀ।
ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଏକ ପ୍ଲେସ୍ମେଣ୍ଟ୍ ଏଜେନ୍ସି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
ବିଷକ୍ରିୟାରୁ ପ୍ରାଣହାନୀ ଚର୍ଚ୍ଚା, ପ୍ରେମିକ ଦିବ୍ୟରଂଜନଙ୍କ ନିଖୋଜକୁ ନେଇ ପ୍ରଶ୍ନ ।
କାହିଁକି ମୃତ୍ୟୁ ପୂର୍ବରୁ ଝଗଡ଼ା ହୋଇଥିଲା ଅଞ୍ଜଳିଙ୍କର ?
ଏକ ପାର୍ସଲରେ ୪ଟି ମଣିଷ ଖପୁରୀ ଥିବା ନେଇ କଷ୍ଟମ ବିଭାଗ ଜାଣିବା ପରେ ଏହାକୁ ଜବତ କରିଛି ।
ଗତ ସପ୍ତାହରେ ମହାରାଷ୍ଟ୍ରର ନାଗପୁର ସହର ଅନ୍ତର୍ଗତ ବାଜାରଗାଁରେ ଏହି ଘଟଣାଟି ଘଟିଛି ।
ବହୁତ ସୁନ୍ଦରୀ ଦେଖାଯାଉଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଯୁବତୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ, କାରଣ ସେମାନେ ତାଙ୍କ ଜୀବନରେ ଏପରି ସୁନ୍ଦରୀ ମହିଳାଙ୍କୁ କେବେ ଦେଖି ନଥିଲେ।
ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା।
ଅନ୍ୟ ଜଣେ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ହୋଇଥିବା ଏତଲା ସନ୍ଦେହ ବଢ଼ାଇଛି
ପାରାଦୀପ ପୋର୍ଟ ଆଙ୍କରେଜ୍ରେ ଥିବା ଏକ ଜାହାଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ମିଳିଛି।
ଜିରୋ ନାଇଟ୍କୁ ଜବରଦସ୍ତ ସେଲିବ୍ରେସନ କରିଥିଲେ ଶୁଭଶ୍ରୀ ।
ନୂଆବର୍ଷରେ ପ୍ରେମିକ ଗାନ୍ଧି ନିଜ ପ୍ରେମିକାକୁ ଭେଟିବାକୁ ଆସିଥିଲେ । କିନ୍ତୁ ସଂନ୍ଧ୍ୟାରେ ପ୍ରେମିକାର ଘର ସମ୍ମୁଖରେ ଗାନ୍ଧିର ଶବ ପଡିଥିବା ଦେଖାଯାଇଥିଲା ।
ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ରାଜଧାନୀ ଦିଲ୍ଲୀର ଲୋମଟାଙ୍କୁରା କାହାଣୀ . . ଝିଅକୁ ହରାଇଥିବା ପରିବାର ଲୋକ ଏବେ ସ୍ଥାଣୁ ପାଲଟି ଯାଇଛନ୍ତି ।
ନିଜର ହେଲାନି ମା’, ନିଜର ହୋଇଗଲା ଦୁଷ୍କର୍ମ କରିଥିବା ଯୁବକ
ଶବକୁ ଉଦ୍ଧାର କରି ମାମଲାର ତଦନ୍ତ କରୁଛି ପୋଲିସ।
ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।
ବିଭିନ୍ନ ଉପାୟରେ ଲୋକଙ୍କଠୁ ଲୁଟିଲେଣି ଶହେ କୋଟି, ବଢ଼ି ଚାଲିଥିବା ସାଇବର ଠକେଇକୁ ନେଇ ଚିନ୍ତାରେ ପୋଲିସ୍
ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ନିଜ ପଦରୁ ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ . .
ନିଶାଶକ୍ତ ହୋଇ ନିଜ ବାପାକୁ ହତ୍ୟା କଲେ ପୁଅ ।
ଜଣେ ଟେଲରଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବର୍ଷର ଶେଷ ଦିନରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ତଅଁଳା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।
କଟକ କନିକା ରାଜପରିବାରରେ ରକ୍ତର ଛିଟା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏଥିସହ ପକ୍ସୋ କୋର୍ଟ ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଖେଳିଯାଇଥିଲା ଚାଞ୍ଚଲ୍ୟ।
ଦାହ ସଂସ୍କାର ବିଧି ସମ୍ମତ ବୋଲି ସ୍ପଷ୍ଟ କଲେ ଋଷୀୟ ରାଷ୍ଟ୍ରଦୂତ । ସାମ୍ନାକୁ ଆସିଲା ଆଣ୍ଟୋଭଙ୍କ ଭୁବନେଶ୍ୱର ରହଣି ବେଳର ଫଟୋ ।
ରୁଷୀୟ ପର୍ଯ୍ୟଟକ ପାଭେଲ୍ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଥିବାବେଳେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।