• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Archana Nag
ଅର୍ଚ୍ଚନା ନାଗଫାଶକୁ ନେଇ ତେଜିଲା ରାଜନୀତି; ସିପି ଅଫିସ୍ ଆଗରେ ବିଜେପିର ଅହୋରାତ୍ର ଧାରଣା

ଅର୍ଚ୍ଚନା ନାଗଫାଶକୁ ନେଇ ତମ୍ବିତୋଫାନ ଯେତିକି, ତାକୁ ନେଇ ରାଜ୍ୟ ରାଜନୀତି ବି ସେତିକି ସରଗରମ । ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟଭିଚାରକୁ ଘଣ୍ଟ ଘୋଡ଼ାଇବା ଅଭିଯୋଗରେ ଆଜି ପୋଲିସ କମିଶନର ଅଫିସ୍ ଆଗରେ ଗର୍ଜିଛି ବିଜେପି । ଦଳ ଦେଇଛି ୨୪ ଘଂଟିଆ ଅହୋରାତ୍ର ଧାରଣା । ସେପଟେ ବର୍ତ୍ତମାନ ଝାରପଡ଼ା ଜେଲ୍‌ରେ ଅଛନ୍ତି ନାଗ ଦଂପତ୍ତି

Archana Nag
ଅର୍ଚ୍ଚନା ନାଗଫାଶକୁ ନେଇ ତେଜିଲା ରାଜନୀତି; ସିପି ଅଫିସ୍ ଆଗରେ ବିଜେପିର ଅହୋରାତ୍ର ଧାରଣା

ଅର୍ଚ୍ଚନା ହନିଟ୍ରାପରେ ନେତାଙ୍କ ସଂପୃକ୍ତି ନେଇ ତେଜିଲା ରାଜନୀତି । ପୋଲିସ କମିଶନରଙ୍କ ଅଫିସ ସାମ୍ନାରେ ବିଜେପିର ହଲ୍ଲାବୋଲ ।

Archana Nag
ଏବେ ଜେଲ୍‌ରେ ନାଗ-ଚାନ୍ଦ ଦମ୍ପତି, ୱାର୍ଡରଙ୍କ ଉପସ୍ଥିତିରେ ହେବ ଭେଟାଭେଟି

ମହିଳା ୱାର୍ଡର ଏବଂ ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଦେଖା କରିପାରିବେ ବୋଲି ସୂଚନା ମିଳିଛି ।

Archana Nag
ଜଗବନ୍ଧୁ ଡାଏରୀକୁ ନେଇ ବଢ଼ିଲାଣି ସସ୍‌ପେନ୍ସ, ପୋଲିସ କହିବ ତ କାହା ନାଁ ରହିଛି ସେଥିରେ..

ଜଗବନ୍ଧୁ ଘରୁ ଡାଏରୀ ସହ ମିଳିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ୪ଟି ମୋବାଇଲ, ଗୋଟିଏ ଲାପ୍‌ଟପ୍ ସହ ମିଳିଛି ଡାଏରୀ ।

Wife Kills Husband In Bolangir
ଅଧରାତିରେ ଘରେ ରକ୍ତ ନଦୀ ବୁହାଇଲା ସ୍ତ୍ରୀ, ସ୍ୱାମୀକୁ ହତ୍ୟା କରି ଫେରାର

ସ୍ୱାମୀ ଶୋଇଥିବା ବେଳେ ଅଧରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ସ୍ତ୍ରୀ ଫେରାର ଅଛି।

Archana Nag
ପୋଲିସ ହାତରେ ଜଗବନ୍ଧୁ ଡାଏରୀ, କାହାର ନାଁ ରହିଛି ବଢିଲା ଛନକା

ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି। ସେମାନେ କେଉଁଠୁ ଟଙ୍କା ଆଣୁଥିଲେ, କାହାକୁ ଦେଉଥିଲେ ସେସବୁର ତଦନ୍ତ ଚାଲିଛି

Archana Nag Husband Jagabandhu
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ ମାମଲା; ସ୍ୱାମୀ ଜଗବନ୍ଧୁଙ୍କୁ କୋର୍ଟ ଚାଲାଣ

ଆଜି ସକାଳେ ୪ ଘଣ୍ଟାର ଅପରେସନ ପରେ ଭୁବନେଶ୍ୱର ସତ୍ୟ ବିହାର ଘରୁ ଜଗବନ୍ଧୁକୁ ଧରିଥିଲା ପୋଲିସ ।

Archana Nag
ପୋଲିସ୍‌ ଫାଶରେ ଲେଡି ବ୍ଲାକମେଲରଙ୍କ ସ୍ୱାମୀ, ଜଗବନ୍ଧୁଙ୍କୁ ଗିରଫ କଲା ପୋଲିସ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ୱାମୀକୁ ଗିରଫ ପୋଲିସ୍ ଗିରଫ କରିଛି ।

Lady blackmailer case: Accused Archana Nag's husband Jagabandhu Chand picked up by police
ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। କମିଶନରେଟ୍ ପୋଲିସ୍‌ ଏକ ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

crime
କପି କାଗଜ ପାଇଁ ହତ୍ୟା ! ଲଭ୍‌ ଲେଟର୍‌ ଦେଇଥିବା ଭାବି ନାବାଳକକୁ ଟିକ୍‌ ଟିକ୍ କରି କାଟିଦେଲେ

ବିନା ଦୋଷରେ ନାବାଳକକୁ ଟିକ୍‌ ଟିକ୍‌ କରି କାଟିଦେଲେ । ଭୁଲ ନକରି ଦୋଷୀ ହୋଇଗଲା ନୀରିହ, ଚାଲିଗଲା ଜୀବନ ।

  • Friday, 21 October 2022
  • Murder
crime
ଦୁଇ ସାବତ ଭାଇଙ୍କ ଭଲପାଇବା ସହିପାରିଲାନି ବାପା, ବଡ଼ ପୁଅକୁ ମାରିଲା ଗୁଳି

ବାପା ସାଜିଲା ବଇରୀ । ଦୁଇ ପୁଅଙ୍କ ମଧ୍ୟରେ ଭଲ ସମ୍ପର୍କ ଆଖିରେ ଗଲାନି । ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ବଡ଼ ପୁଅକୁ ଗୁଳି ।

  • Friday, 21 October 2022
  • Crime
Archana Nag
ସପ୍ତମ ପଢିବାବେଳେ ୨ ଯୁବକଙ୍କ ବିରୋଧରେ ଅର୍ଚ୍ଚନା ଆଣିଥିଲା ଦୁଷ୍କର୍ମ ଅଭିଯୋଗ

ଅର୍ଚ୍ଚନାର କେଳେଙ୍କାରୀ ଏତିକି ନୁହେଁ। ଚର୍ଚ୍ଚାକୁ ଆସିଛି କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠା। 

FAKE FARMER
ଏକାସଙ୍ଗେ ଗୋଟିଏ ବାଇକ୍‌ରେ ୧୨୫୦ କିଲୋମିଟର ବୁଲିଲେ ୨୫ ଚାଷୀ !

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଯେଉଁଠି କଲମ ଚାଷରେ ସବୁ ଅସମ୍ଭବ ସମ୍ଭବ କେମିତି ? ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ହାତଲେଖା ଏ ତଥ୍ୟ ଉପରେ ନଜର ପକାନ୍ତୁ: ୨୦୧୬ ଆର୍ଥିକ ବର୍ଷରେ କୃଷିକ୍ଷେତ୍ର ପରିଭ୍ରମଣ ପାଇଁ ଖୋର୍ଦ୍ଧା ଜିଲ୍ଲା ଆତ୍‌ମା ପକ୍ଷରୁ, ବାଣପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରକୁ ଆସିଥିଲା ୩୦ ହଜାର ଟଙ୍କା। ଯେଉଁ ଟଙ୍କାରେ ୧୦୦ ଚାଷୀ ବୁଲି ଯାଇଥିଲେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷିମେଳା

  • Thursday, 20 October 2022
Archana
ଦିନକୁ ଦିନ ଖୋଲୁଛି ଅର୍ଚ୍ଚନାଙ୍କ ଗୁମର

ଅର୍ଚ୍ଚନାର କେଳେଙ୍କାରୀର ଫର୍ଦ୍ଦ ସରିବାରେ ନା ନେଉନି। କାରଣ କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠାଟି ବୁଢାଡଙ୍ଗର ପାଦଦେଶରେ ଅଛି। ଆଉ ଏହି କୋଠାରେ ରୁହନ୍ତି ଅର୍ଚ୍ଚନାର ବାପା, ମା । ହେଲେ ଅଭିଯୋଗ ହୋଇଛି, ଏହି ୨ ମହଲା ଘର ହୃଷିକେଶ ମହଲା ନାମକ ଜଣେ ଟେଲର ଦୋକାନୀଙ୍କ ଦୋକାନ ଉପରେ ଛିଡ଼ା ହୋଇଛି

  • Thursday, 20 October 2022
murder
ମନର ମଣିଷ ନୁହେଁ ପିଶାଚ ! ସ୍ତ୍ରୀକୁ ହତ୍ୟା କରି ପୋତିଦେଲା ସ୍ୱାମୀ, ୪୫ ଦିନ ପରେ ମୃତଦେହ ଉଦ୍ଧାର

ସ୍ତ୍ରୀକୁ ମାରି ଅଗଣାରେ ପୋତିଦେଲା ମଦ୍ୟପ ସ୍ୱାମୀ । ୪୫ ଦିନ ପରେ ପୋଲିସ ଆସି ଖୋଳିଲା ମାଟି ମୃତଦେହ ଉଦ୍ଧାର କରିଛି ।

  • Thursday, 20 October 2022
  • Murder
Special story
ଚଳନ୍ତା ଟ୍ରେନ୍‌ରେ ବଚସା : ଯୁବକଙ୍କୁ ଠେଲିଦେଲେ ସହଯାତ୍ରୀ

ସୋସିଆଲ ମିଡିଆରେ ସେହି ସମୟର ଲୋମହର୍ଷଣକାରୀ ଭିଡିଓ ଭାଇରାଲ୍‌ ହେଉଛି ।

Crackers
ବେଆଇନ ଭାବେ ରଖିଥିଲା ବାଣ, ପୋଲିସ କଲା ଚଢ଼ାଉ

ବାଣ ବ୍ୟବସାୟୀଙ୍କ ଅନ୍ୟ ଗୋଦାମରେ ବିପୁଳ ପରିମାଣର ବାଣ ଗଛିତ ଥିବା ସନ୍ଦେହ କରୁଛି ପୋଲିସ ।

Aryan Khan
ଆର୍ୟ୍ୟନ ଖାନ୍‌ଙ୍କୁ ନେଇ ବଡ଼ ଖୁଲାସା ! ଫସାଇବା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

NCB ଭିଜିଲାନ୍ସ ଟିମ୍‌ର ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । ୮ NCB ଅଧିକାରୀ ଜାଣିଶୁଣି ଆର୍ୟନଙ୍କୁ ଫସାଇଥିଲେ  ।

Mohammed Moquim, Congress
ରହିଲା ମୋକିମଙ୍କ ବିଧାୟକ ପଦ, ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶରେ ହାଇକୋର୍ଟଙ୍କ ରୋକ୍

ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ।

tragic story
ରକ୍ତ ଜୁଡ଼ୁବୁଡ଼ୁ ଝିଅକୁ ଧରି ରାତି ସାରା ବୁଲିଲା ମା, ଅଭିଯୋଗ ରଖିବା ପରିବର୍ତ୍ତେ ଥାନାରୁ ଥାନା ଦୌଡ଼ାଇଲା ପୋଲିସ୍‌

ପୋଲିସ୍‌ର ଗୋଡ଼ ଧରିଲେ, ତଥାପି ଦୁଷ୍କର୍ମ ପୀଡ଼ିତାଙ୍କ ଅଭିଯୋଗ ରଖିଲେନି

  • Wednesday, 19 October 2022
  • Rape
Crime
ସଂସାର ଉଜାଡ଼ିଦେଲା ସ୍ୱାମୀ ! ପତ୍ନୀ ବାପ ଘରୁ ଆସିଲାନି ବୋଲି ଶାଶୁ-ଶଶୁର-ଦୁଇ କୁନି ଛୁଆଙ୍କୁ ଜିଅନ୍ତା ଜାଳିଦେଲା

ପଞ୍ଜାବ ଲୁଧିଆନା ଖୁର୍ସିଦପୁର ଗାଁର ଅମାନବୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ କୁଲଦୀପ ସିଂହଙ୍କୁ ଗିରଫ କଲା ପୋଲିସ ।

farmer
ଅଫିସ୍‌ ଡାକିନେଇ ନିର୍ଧୁମ ମାରିଲେ ! ବନ ବିଭାଗର ଅତ୍ୟାଚାର ସହିନପାରି ଜୀବନ ହାରିଲେ ଚାଷୀ

ଅସହ୍ୟ ହେଲା ବନ ବିଭାଗର ଅତ୍ୟାଚାର,ଆତ୍ମହତ୍ୟା କରିଛନ୍ତି ଅନୁଗୁଳର ଜଣେ ଚାଷୀ ।

tragic story
‘ଦାମିକିଆ ମୋବାଇଲ୍‌ ମାଗିଥିଲେ ’ . . ହେଲେ ଫାଇନାନ୍ସରେ କିଣିବାରୁ ବିଷ ପିଇଦେଲା ସ୍ତ୍ରୀ

ଫୋନ୍‌ ପାଇଁ ପାଟିତୁଣ୍ଡ । ସ୍ତ୍ରୀର ମନ ରଖି ଦାମିକିଆ ମୋବାଇଲ୍‌ ଆଣି ଦେଇଥିଲେ ଯୁବକ । ହେଲେ ଟଙ୍କା ନଥିବାରୁ ଫାଇନାନ୍ସ କରି ମୋ‍ବାଇଲ କଣିଥିଲେ । ଅନ୍ୟପଟେ ଫାଇନାନ୍ସ ସମ୍ପର୍କରେ ସ୍ତ୍ରୀକୁ ଲୁଚାଇଥିଲେ । ଆଉ ଏତିକିରେ . . .

crime in capital
ପୋଲିସ ମିତ୍ର କହି ମାଗଣା ଖାଉଥିଲେ, ଟଙ୍କା ମାଗିବାରୁ ମାରି ଗୋଡ଼ାଇଲେ

କ୍ରାଇମର ହଟସ୍ପଟ ପାଲଟି ଗଲାଣି ରାଜଧାନୀ । ଅପରାଧ ନିୟନ୍ତ୍ରଣ ନେଇ କମିଶନରେଟ ପୋଲିସ ବାହାସ୍ପୋଟ ମାରୁଥିଲେ ହେଁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। କଥା କଥାକେ ଏଠି ବୁଲୁଛି ଖଣ୍ଡାକାତି। 

Archana Nag
ଅର୍ଚ୍ଚନାର ନାଗଫାଶରେ ମାଳମାଳ ନେତା

ମାୟାବିନୀ ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ରାଜନେତା ଛନ୍ଦି ହେବା ବୋଧହୁଏ ରାଜ୍ୟରେ ପ୍ରଥମ । ୩୦ ବର୍ଷିୟା ଯୁବତୀର ମାୟାଜାଲରେ ପଡ଼ି ବାବୁ ଭାୟା ପ୍ରମାଦ ଗଣୁଥିବାବେଳେ ପାୱାର କରିଡ଼ର୍‌ରେ ସୃଷ୍ଟି ହୋଇଛି କମ୍ପନ ।