• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Siblings

teen murders parents and siblings
ପୂରା ପରିବାରକୁ ସଫା କରିଦେଲା ୧୮ ବର୍ଷର ପିଲା, କହିଲା- 'ମୋତେ ଖାଇଯାଇଥାନ୍ତେ... ସମସ୍ତଙ୍କୁ ସଫା କରିଦେଲି'

ସେମାନେ 'ମାଂସାଶୀ'... ଯଦି ସେମାନେ ମରିନଥାନ୍ତେ... ତାହାହେଲେ ସେମାନେ ମୋତେ ମାରିଦେଇଥାନ୍ତେ।

Kartarpur Corridor
ସାହାରା ହେଲା ସୋସିଆଲ ମିଡିଆ, ୭୫ ବର୍ଷ ପରେ ହଜି ଯାଇଥିବା ଭାଇକୁ ପାଇଲେ ଭଉଣୀ

ପାକିସ୍ତାନର ଜଣେ ମୁସଲମାନ ମହିଳା ୭୫ ବର୍ଷ ପରେ ଭାରତରେ ରହୁଥିବା ଜଣେ ଶିଖ ଭାଇଙ୍କୁ ଭେଟିଛନ୍ତି । ଭାରତ-ପାକିସ୍ତାନ ବିଭାଜନ ସମୟରେ, ମମତାଜ ବିବି ଛୋଟ ପିଲା ଥିଲେ ।

Ganjam Girl Seeks Financial Help To Educate Her Siblings
କୁନି ଭାଇଭଉଣୀଙ୍କ ମୁହଁରେ ଆହାର ଦେବାକୁ ଦିନରେ ମୂଲ ଲାଗୁଛନ୍ତି, ସନ୍ଧ୍ୟାରେ ଖଲି ଟିପୁଛନ୍ତି ନାବାଳିକା ଲକ୍ଷ୍ମୀ

ଅଧା ରାସ୍ତାରେ ଛାଡ଼ିଦେଇ ଚାଲିଗଲେ ବାପା-ମାଆ। ତିନି ଭାଇଭଉଣୀଙ୍କର ସବୁ ଦାୟିତ୍ୱ ଏବେ ଲକ୍ଷ୍ମୀଙ୍କ ଉପରେ। କୁନି ଭାଇଭଉଣୀଙ୍କ ମୁହଁରେ ଆହାର ଦେବାକୁ ଦିନରେ ମୂଲ ଲାଗୁଛନ୍ତି, ସନ୍ଧ୍ୟାରେ ଖଲି ଟିପୁଛନ୍ତି। ଯେତିକି ରୋଜଗାର ହେଲା ସେଇଥିଲେ ପାଠପଢାଠୁ ଖାଇବା ଖର୍ଚ୍ଚ ସବୁ ତୁଲାଉଛନ୍ତି। ସରକାରୀ ସାହାଯ୍ୟ ଅପେ‌କ୍ଷାରେ ଏବେ ପୂରା ପରିବାର

Dreams Of Siblings From Redhakhol Comes True After Drawing Attention Of CM & PM For Bridge Construction
ଭାଇଭଉଣୀ ଚିଠି ଲେଖି ଗାଁରେ କରିଦେଲେ ପୋଲ, ମିଳୁଛି ପ୍ରଶଂସା

ଭାଇଭଉଣୀଙ୍କ ପାଇଁ ଧନ୍ୟ ହୋଇଗଲା ଗାଁ । ଚିଠି ଲେଖି ସରକାରଙ୍କ ଉପରେ ଚାପ ପକାଇଦେଲେ । ଛୋଟ ଛୁଆ ଥିବା ବେଳେ ଗାଁର ସମସ୍ୟା ନେଇ ପୋଲ ତିଆରି କରିବାକୁ ଲେଖିଥିଲେ ଚିଠି । ଏବେ ପୋଲ ତିଆରି କାମ ସରିଲାଣି । ଗାଁ ଲୋକ ଏଇ ଭାଇଭଉଣୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ।