• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Archana Nag
ଆଇନ ଜାଲରେ ଅର୍ଚ୍ଚନା ! ଏବେ ହାଇକୋର୍ଟ ମୁହାଁ ମାମଲା

ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରି ନଥିଲା ।

Archana Nag
ଅର୍ଚ୍ଚନାର ନାଗଫାଶରେ ୨୫ ହାଇପ୍ରୋଫାଇଲ୍ ନେତା!

ବ୍ଲାକ୍‌ମେଲ୍ କ୍ୱିନ୍ ଅର୍ଚ୍ଚନାର ନାଗଫାସରେ ରାଜ୍ୟର ୨୫ ହାଇପ୍ରୋଫାଇଲ ନେତା ! ତା ଜାଲରେ ଫସିଛନ୍ତି ପ୍ରାୟ ୧୮ ବିଧାୟକ ! ରାଜ୍ୟର ବହୁ ବଡ଼ବଡ଼ିଆ ନେତା ଓ ଭିଭିଆଇପିଙ୍କୁ ନିଜ ହନିଟ୍ରାପରେ ଫସାଇ ଚର୍ଚ୍ଚାକୁ ଆସିଥିବା ଅର୍ଚ୍ଚନା ନାଗ ସମ୍ପର୍କରେ ଦୈନିକ ଆସୁଛି ନୂଆ ଓ ରୋଚକ ତଥ୍ୟ ।

Archana Nag
ଅର୍ଚ୍ଚନାଙ୍କ ଗୁପ୍ତ ରଙ୍ଗଶାଳାରେ ଏମିତି ହେଉଥିଲା ସିକ୍ରେଟ୍ ସୁଟିଂ

ରହୁଥିଲେ ପଳାଶୁଣିର ଆଲିସାନ ବଙ୍ଗଳାରେ । ତାଙ୍କ ବେପାର ଚାଲୁଥିଲା ଜାଗମରାସ୍ଥିତ ଭଡ଼ାଘରେ । ଯେଉଁଠି ଅର୍ଚ୍ଚନା ଖୋଲିଥିଲେ ଗୁପ୍ତ ରଙ୍ଗଶାଳା । ଖଣ୍ଡଗିରି ଥାନା ଜାଗମରା ସ୍ଥିତ ଏକ ଘରକୁ ଭଡ଼ା ସୂତ୍ରରେ ନେଇ ସେଇଠି ହିଁ ଅର୍ଚ୍ଚନା ଚଳାଇଥିଲେ ତାଙ୍କ ସେକ୍ସଟୋରେସନ୍ ସାମ୍ରାଜ୍ୟ ।

Archana Nag
ରଙ୍ଗଶାଳାକୁ ଡାକି ଚୋରାରେ ଅର୍ଚ୍ଚନା କରୁଥିଲା ଭିଡିଓ ସୁଟ୍, ଚାବି ରିଙ୍ଗ୍-ଭ୍ୟାନିଟି-ବଲ୍‌ବରେ ଲାଗୁଥିଲା ସ୍ପାଏ କ୍ୟାମେରା

ଅର୍ଚ୍ଚନାର ଜାଗମରା ଭଡ଼ାଘର ରଙ୍ଗଶାଳା । ଫସେଇବାକୁ ସ୍ପାଏ କ୍ୟାମେରାରେ ସୁଟ୍ ହେଉଥିଲା ଭିଡିଓ ।

Archana Nag
ନୂଆ ଫର୍ଦ୍ଦ; ଅଧିକାଂଶ ବିଜେଡି ନେତା ଅର୍ଚ୍ଚନା ଫାଶରେ, ସ୍ୱାମୀ କରୁଥିଲା ଡ୍ରଗ୍ସ କାରବାର !

ବିଜେଡିର ବହୁ ଯୁବ ନେତୃତ୍ୱ ବି ଅର୍ଚ୍ଚନାଙ୍କ ଘରକୁ ରୀତିମତ ଯାଆସ କରୁଥିଲେ । ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଡ୍ରଗ୍ସ କାରବାର ଭଳି ସାଂଘାତିକ ଅପରାଧରେ ସଂପୃକ୍ତ ଥିବା କହିଛନ୍ତି ବାବୁ ସିଂ ।

Archana Nag
‘ଅର୍ଚ୍ଚନାଙ୍କ ପାଇଁ ଅକଳରେ ଶାସକଦଳ’ : ସତ ସାମ୍ନାକୁ ଆସିଲେ ସରକାର ଭାଙ୍ଗିବ କହିଲେ ସାଲୁଜା

ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ‍‍ବୋଲି କଂଗ୍ରେସ କହିଛି ।

Archana Nag
ଲେଡି ବ୍ଲାକମେଲରଙ୍କ ନାଗଫାଶରେ ୧୮ଜଣ ବିଧାୟକ, ଅଧିକାଂଶ ଶାସକ ଦଳର

୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି କୁହାଯାଉଛି ।

Special Story
‘ସତ ସାମ୍ନାକୁ ଆସିଲେ ଭାଙ୍ଗିଯିବ ବିଜେଡି ସରକାର’

ଲେଡି ବ୍ଲାକ୍‌ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା ।

Crime Superstition
ସଦା ଯୌବନ ପାଇଁ ନର ବଳି ! ଶବକୁ ୫୬ ଖଣ୍ଡ; କାନ୍ଥରେ ଲଗାଇଲେ ରକ୍ତ ଛିଟା, ରାନ୍ଧି ଖାଇଲେ ମାଂସ

ସମ୍ପତ୍ତି ଲାଭ ଆଶାରେ ଦୁଇ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା  । ନରବଳି ପରେ ମାଂସ ରାନ୍ଧି ଖାଇଛନ୍ତି ଅନ୍ଧବିଶ୍ୱାସୀ ଦଂପତ୍ତି ।

Chit Fund
ଘନେଇଲାଣି ଚିଟ୍‌ଫଣ୍ଡ ବାତ୍ୟା ! ସରକାର ଟଙ୍କା ଆଦାୟ କରୁଛନ୍ତି ହେଲେ ଲୋକଙ୍କୁ ଦେଉ ନାହାନ୍ତି

ଯଦି ଆମେ ଦସ୍ତାବିଜ ସବୁ ଦେଖିବା ତେବେ, ଜମିର ମାଲିକାନା ରହିଛି ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାଁରେ । ଜାତୀୟ ରାଜପଥ କଡ଼ରେ ଥିବା ୨ ଏକର ଜମିକୁ କୋଟିଏ ଟଙ୍କାରେ ବିକ୍ରି କରିଛି କମ୍ପାନୀ ।

 Special storyial story
ଜୁନିୟରଙ୍କୁ ବାନ୍ଧିଥିଲେ ମଙ୍ଗଳସୂତ୍ର, ଭିଡିଓ ଭାଇରାଲ୍‌ ହେବାପରେ ବନ୍ଧାହେଲେ ନାବାଳକ

ସର୍ବସମ୍ମୁଖରେ ଜୁନିୟର ଗଳାରେ ମଙ୍ଗଳସୂତ୍ର ବାନ୍ଧିଥିବା ନାବାଳକ ଗିରଫ ।

Ruchika Death Case
ରୁଚିକା ଆତ୍ମହତ୍ୟା ମାମଲା; ରିପୋର୍ଟ ମାଗିଲେ ସଚିବ

ପୁଣି ଥରେ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ତନାଘନା ।

BJD Leader Dharmendra Sahoo Death Case: Police Questioning Bindas Chinu
ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା: ବିନ୍ଦାସ ଚିନୁଙ୍କୁ ଜେରା

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କୁ ଜେରା କରାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ ଫୋନ୍ କଲ୍ ରେକର୍ଡରେ ଥିଲା ଚିନୁଙ୍କ ନାଁ। 

Bhagwant Singh, Shafi
ରାତାରାତି ଧନୀ ହେବା ପାଇଁ ମଣିଷ ବଳି ଦେଇଦେଲେ ଦମ୍ପତି

ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା।

Allegation Against Police
ସୁନା ହାର ଜବତ କଲା ପୋଲିସ୍‌, ହେଲେ ଫେରାଇଲେ ଖାଲି ସୂତା !

ଲୁଟ୍‌ ଗହଣା ଜବତ ପରେ ଏହାକୁ ନଦେଇ ନିଜ ପାଖରେ ରଖିଦେଲା ପୋଲିସ୍‌। ମନମୁଣ୍ଡା ପୋଲିସ୍‌ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି। 

  • Wednesday, 12 October 2022
  • Loot
Chitfund
ହରଡ଼ଘଣାରେ ପଡ଼ିବେ ସରକାର ! ଚିଟ୍‌ଫଣ୍ଡ ଟଙ୍କା ଫେରାଇବାକୁ କି ପଦକ୍ଷେପ ନେଇଛନ୍ତି ପଚାରିଲେ ସୁପ୍ରିମ୍‌କୋର୍ଟ

ଠକଙ୍କଠାରୁ ଟଙ୍କା ତ ଆଦାୟ ହୋଇଛି ହେଲେ କାହିଁକି ଟଙ୍କା ଫେରସ୍ତ ପାଉ ନାହାନ୍ତି ଜମାକାରୀ ?

Lady Blckmailer
ନିଶା ଦେଇ ସୁଟ୍ ହେଉଥିଲା ନଗ୍ନ ଭିଡ଼ିଓ ! ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଫାଶର ଏନ୍ତୁଡ଼ିଶାଳ

ଖୋଲୁଛି ଅର୍ଚ୍ଚନା ନାଗର ପାପ ପେଡ଼ି ! ଭିଡ଼ିଓ କନଫରେନ୍ସିଂରେ ହାଜର, ଲାଗିଛି ୧୬ ଦଫା ।

tragic story
ସ୍କୁଲ ଯିବା ପାଇଁ ଆକଟ କରିବାରୁ ନିଜକୁ ଜାଳିଦେଲା ସପ୍ତମ ଶ୍ରେଣୀ ଛାତ୍ର

ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି ।

cyber crime
‘ଅନଲାଇନ୍ କଲ୍ କରୁଛନ୍ତି, ରିସିଭ୍ କରିବା ମାତ୍ରେ ପୋଷାକ ଖୋଲି କରୁଛନ୍ତି ବ୍ଲାକମେଲିଂ’

ସାବଧାନ ! ଅନଲାଇନ୍‌ରେ କଲ୍‌ କରି ଯୁବପିଢିଙ୍କୁ ଫସାଉଛନ୍ତି ମାୟାବିନୀ। କଲ୍‌ ରିସିଭ୍‌ କଲା ମାତ୍ରେ ଖୋଲି ଦେଉଛନ୍ତି ପୂରା ପୋଷାକ।

archana nag
ବେଲ୍‌ ପାଇବେ ନା ଜେଲ୍‌ ଯିବେ ଲେଡି ବ୍ଲାକମେଲର୍‌ ?

ସୁରକ୍ଷା ଦୃଷ୍ଟିରୁ ଭିସିରେ ଚାଲିଛି ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ।

Lady Blackmailer
ବ୍ଲାକମେଲର କୁଇନଙ୍କ ସାଂଘାତିକ ଷଡ଼ଯନ୍ତ୍ର ! ପାନୀୟରେ ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା

ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଏଭଳି କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।

BJP
ଖୋଲିବ କି ଅର୍ଚ୍ଚନାଙ୍କ କଳାଧନ୍ଦାର ଗୁମର ? ସିବିଆଇ ତଦନ୍ତ ଦାବି କଲା ବିଜେପି

ତଦନ୍ତରେ ପୋଲିସ ବିଫଳ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାହିଁକି ଖୁଲାସା କରୁନି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

archana naga
ଆଜି କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର

ତଦନ୍ତର ଧାରା କେଉଁଆଡେ ଯାଉଛି ଏବଂ କେତେ ସଫଳତା ମିଳିଛି ସେ ନେଇ ପୋଲିସ ମୁହଁ ଖୋଲୁ ନ ଥିବାବେଳେ ଗତକାଲି ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ  ।

Archana Naag
ବଡବଡିଆଙ୍କ ସହ କେମିତି ଡିଲ୍‌ କରୁଥିଲେ ଅର୍ଚ୍ଚନା?

ବଡବଡିଆଙ୍କୁ କେମିତି ଫାଶରେ ପକାଇ କୋଟି କୋଟି ଡିଲ୍‌ କରୁଥିଲେ ଅର୍ଚ୍ଚନା?