Chanda and Bawaria gangs on prowl in Odisha’s capital city
ଭୁବନେଶ୍ବରରେ ମାତିଛନ୍ତି ଦୁଇ ଲୁଟେରା ଗ୍ୟାଙ୍ଗ। ରାଜରାସ୍ତାରେ ବାୱରିଆ ଗ୍ୟାଙ୍ଗ ଏକୁଟିଆ ମହିଳାଙ୍କୁ ଦେଖି ଗହଣା ଝାମ୍ପି ନେଉଥିବା ବେଳେ ଘର ଭିତରେ ପଶି କଳାକନା ବୁଲାଉଛନ୍ତି ଚନ୍ଦା ଗ୍ୟାଙ୍ଗ। ଗତ ୮ ଦିନ ମଧ୍ୟରେ ରାଜଧାନୀର ବଭିନ୍ନ ଅଞ୍ଚଳରୁ ୮ ଟି ଘରେ ଚନ୍ଦା ଗ୍ୟାଙ୍ଗ କଳାକନା ବୁଲାଇ ସାରିଲେଣି। ସେହିଭଳି ବାୱରିଆ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲେ ବି ଏକାକୀ ମର୍ଣ୍ଣିଂ ୱାକରେ ଯାଉଥିବା ଲୋକଙ୍କ ମନରେ ଏବେବି ଭୟ ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)