• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

murder
ଚାଞ୍ଚଲ୍ୟ : ପୂର୍ବତନ ସରପଞ୍ଚଙ୍କୁ କାର୍ ମଡ଼ାଇ ହତ୍ୟା !

ବୁଲେଟରେ ଫେରୁଥିବା ବେଳେ ଜଣେ ସ୍ଥାନୀୟ ଯୁବକ ମାରିଥିବା ଅଭିଯୋଗ ।

Odisha Train Tragedy
ସିବିଆଇକୁ ମିଳିଛି କି ଗୁରୁତ୍ୱପୂର୍ଣ୍ଣ ସୁରାଗ ? ସିଗନାଲ JE ଅମୀର ଖାନଙ୍କୁ ୬ ଘଣ୍ଟାର ଜେରା

ଦୁର୍ଘଟଣା ପଛରେ ରହିଛି କି କାହା ଷଡ଼ଯନ୍ତ୍ର? କାରଣ ପୁଣି ଆକ୍ଟିଭ୍ ମୋଡ୍‌ରେ ସିବିଆଇ। ଏଥର ସ୍କାନରରେ ସୋର ରେଲୱେ ସେକ୍ସନର ସିଗନାଲ୍ ଜେଇ ଅମୀର ଖାନ୍ ।

Bahanaga Train Accident
ସିଗନାଲ୍ ଜେଇଙ୍କୁ ସିବିଆଇର ଘନ ଘନ ଜେରା

ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ରେଲୱେ ସିଗନାଲ୍ ଜେଇ ଅମୀର ଖାନଙ୍କୁ ସିବିଆଇର ଘନ ଘନ ଜେରା । ଗତକାଲି ସିଲ୍ କରିଥିବା ସୋରସ୍ଥିତ ଭଡ଼ାଘରେ ଆଜି ଅମୀରଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ସିବିଆଇ। ଏପଟେ ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନଗା ଗସ୍ତ କରି ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣଇବା ସହ ବାହାନଗାର ବିକାଶ ଲାଗି ୨ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

Minor Girl Allegedly Rape Inside Ashram In Andhra Pradesh
ଆଶ୍ରମ ଭିତରେ ରହୁଥିଲେ ସାଧୁ, ହେଲେ ଚାଲିଥିଲା ଅସାଧୁ କାମ...

ଆଶ୍ରମ ଭିତରେ ନାବାଳିକାକୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ ! ଆଶ୍ରମରୁ ନିଖୋଜ ଥିବା ଜଣେ ନାବାଳିକା ପୋଲିସ୍‌ ନିକଟରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

Man Slits Girlfriend Throat In Moving Autorickshaw
ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ

ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। ପ୍ରେମିକ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ପ୍ରେମିକାର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି।

Bhopal youth held on a leash, ordered to bark like a dog
ଅମାନବୀୟ ! ବିଚ୍‌ ରାସ୍ତାରେ ଯୁବକଙ୍କୁ ଆଣ୍ଠେଇଦେଲେ, କୁକୁର ପରି ଭୁକିବାକୁ କହିଲେ

'ମୁଁ କୁକୁର...' କୁକୁରଙ୍କ ପରି ଭୋ ଭୋ ଭୁକିବାକୁ ଆରମ୍ଭ କରିଥିଲେ ପୀଡିତ। 'ଭାଇ, ସରି ଭାଇ..' ବୋଲି କହୁଥିଲେ ବି କେହି ଶୁଣିନଥିଲେ।

  • Monday, 19 June 2023
Police arrest thieves from chhattisgarh
ଟ୍ରେନ୍‌ରେ ରାତିରେ ଆସି ଚୋରି କରୁଥିଲେ, ସକାଳେ ପଳାଉଥିଲେ...

ଚୋରି କରିବା ପାଇଁ ଟ୍ରେନ୍‌ରେ ରାତିରେ ଆସୁଥିଲା, ତା’ପରଦିନ ସକାଳେ ପୁଣି ଟ୍ରେନ୍‌ରେ ଘରକୁ ଚାଲି ଯାଉଥିଲା। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୮ରୁ ୧୦ ବର୍ଷ ଧରି ନିୟମିତ ଭାବେ ଏପରି କରୁଥିଲା ଗଣେଶ।

  • Monday, 19 June 2023
  • Loot
Husband Killed Wife
ନୃଶଂସ ସ୍ୱାମୀ; ସ୍ତ୍ରୀକୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଶବକୁ ପୋଡ଼ି ଦେଲା

ସଇତାନ ସ୍ୱାମୀ। ନିଜ ହାତରେ ନିଜେ ସ୍ତ୍ରୀକୁ ହତ୍ୟା କଲା।

Couple Killed By Family Bodies Found In River
ହତ୍ୟା କରି ପ୍ରେମୀ ଯୁଗଳଙ୍କୁ ପଥରରେ ବାନ୍ଧିଲେ, ପରେ କୁମ୍ଭୀର ମୁହଁକୁ ଫିଙ୍ଗିଦେଲେ...

୧୮ ବର୍ଷୀୟା ମହିଳା ଓ ତାଙ୍କର ୨୧ ବର୍ଷୀୟ ପ୍ରେମିକକୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ହତ୍ୟା ପରେ ସେମାନଙ୍କର ମୃତଦେହକୁ କୁମ୍ଭୀର ଥିବା ନଦୀକୁ ପରିବାର ଲୋକ ଫିଙ୍ଗି ଦେଇଥିଲେ।

Contractor shot dead by miscreants in Khordha
ଘରକୁ ଫେରୁଥିଲେ ଠିକାଦାର, ବାଇକ୍‌ରେ ଆସି ଫାୟାରିଂ କଲେ ଦୁର୍ବୃତ୍ତ...

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିପଡ଼ିଲେ ଠିକାଦାର। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୩ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Similipal
ଶିକାରୀ ଗୁଳିରେ ଦୁଇ ମୁଣ୍ଡ ଗଡ଼ିବା ପରେ ବନ କର୍ମଚାରୀ କ୍ଷୁବ୍ଧ, ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ

ସୁରକ୍ଷା ନମିଳିଲେ ଆନ୍ଦୋଳନ ପାଇଁ ସଂଘର ଧମକ । ୫ ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ ।

Boy blackmails
ପାଗଳ କରିଥିଲା ପ୍ରେମ : ଶାରୀରିକ ସମ୍ପର୍କ ଲାଗି କରୁଥିଲେ ବ୍ଲାକ୍‌ମେଲ୍‌

ପ୍ରେମରେ ପୂରା ପାଗଳ ଥିଲେ ପ୍ରେମିକ । ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ କରୁଥିଲେ ବାଧ୍ୟ : ବିରକ୍ତ ହେଲେ ପ୍ରେମିକା । ହୋଟେଲ୍‌କୁ ଯିବା ପାଇଁ ବ୍ଲାକ୍‌ମେଲ୍‌ କରିବାରୁ ପୋଲିସ୍‌ରେ ଅଭିଯୋଗ କଲେ ।

  • Sunday, 18 June 2023
DJ Ajex's last video
ଜୀବନ ହାରିବା ପୂର୍ବରୁ ଏଇଟା ଥିଲା ଶେଷ ଭିଡ଼ିଓ

କେମିତି ମଲେ ଡିଜେ ଆଜେକ୍ସ? କଣ ଥିଲା ପୂରା କାରଣ? ଏଇ ଭିଡ଼ିଓରେ ସବୁ ସତ କହିବା ପରେ ଜୀବନ ହାରିଥିଲେ ଆଜେକ୍ସ । ଦେଖନ୍ତୁ ଏହି ଭିଡିଓ

  • Sunday, 18 June 2023
Boy blackmails
ଦେହର ଭୋକ ମେଣ୍ଟାଇବାକୁ ପ୍ରେମିକାଙ୍କୁ କରୁଥିଲେ ବ୍ଲାକ୍‌ମେଲ୍‌ : ଆଉ ପ୍ରେମିକା ଏମିତି କାମ କଲେ ଯେ...

ପ୍ରେମରେ ପୂରା ପାଗଳ ଥିଲେ ପ୍ରେମିକ । ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ କରୁଥିଲେ ବାଧ୍ୟ : ବିରକ୍ତ ହେଲେ ପ୍ରେମିକା । ହୋଟେଲ୍‌କୁ ଯିବା ପାଇଁ ବ୍ଲାକ୍‌ମେଲ୍‌ କରିବାରୁ ପୋଲିସ୍‌ରେ ଅଭିଯୋଗ କଲେ ।

murder
ମଦ ନିଶାରେ ଅପରାଧର କାହାଣୀ ବଖାଣିଲା ହତ୍ୟାକାରୀ, ୩୦ ବର୍ଷ ପରେ ବନ୍ଧା ହେଲା ଅଭିଯୁକ୍ତ

ଯୁବା ବୟସରେ କରିଥିବା ମର୍ଡର ପାଇଁ ଏବେ ୩୦ ବର୍ଷ ପରେ ବନ୍ଧା ହେଲା ଅଭିଯୁକ୍ତ ।

2 women shot dead by unidentified assailants in delhi
ଭଉଣୀଙ୍କ ଉପରେ ଶୁଝାଇଲେ ଭାଇର ରାଗ ! ଜୋରଜବରଦସ୍ତ ଘରେ ପଶି ୨ ମହିଳାଙ୍କୁ ଗୁଳି କରି ହତ୍ୟା...

ଭଉଣୀଙ୍କ ଉପରେ ଶୁଝାଇଲେ ଭାଇର ରାଗ ! ଜୋରଜବରଦସ୍ତ ଘରେ ପଶି ୨ ଜଣ ମହିଳାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। 

Double Murder
ଘରେ ପଶି ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ

ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ।  ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। 

Forester shot dead
ରକ୍ତମୁଖା ଶିକାରୀ, ଗଡ଼ୁଛି ମୁଣ୍ଡ.. ଟାର୍ଗେଟରେ ବନ କର୍ମଚାରୀ

ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ।

Forester shot dead
ରକ୍ତମୁଖା ଶିକାରୀ, ଗଡ଼ୁଛି ମୁଣ୍ଡ.. ଟାର୍ଗେଟରେ ବନ କର୍ମଚାରୀ

ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ।

murder
ନୃଶଂସ କାଣ୍ଡ : ଧାଡ଼ିରେ ଠିଆ କରି ୩ ପୁଅକୁ ଗୁଳି ମାରିଦେଲା ବାପା

ନିଜ ବଂଶ ବୁଡ଼େଇଦେଲା ଅଭାଗା ବାପା । ତିନି ପୁଅକୁ ମାରି ଏବେ ଜେଲରେ ଅଭିଯୁକ୍ତ ।

car
VVIP ନମ୍ବର ଥିବା ଗାଡ଼ିରେ ଆସି ନେଇଗଲେ ଛେଳି, ସିସିଟିଭିରେ କଏଦ୍ ଦୃଶ୍ୟ

ଏମିତି ବି ଥାଆନ୍ତି ଚୋର...ସ୍ଥାନୀୟ ଅଞ୍ଚଳର ଯୁବକ ଅଭିଯୋଗ କରିବା ପରେ ପୋଲିସ୍‌ ଯାଞ୍ଚ ଆରମ୍ଭ କରିଛି

  • Saturday, 17 June 2023
Extra Marital Affairs
ପରକୀୟା ପ୍ରୀତି ! ଫସିଲେ ପୋଲିସବାବୁ, ରାତି ଅଧରେ ପ୍ରେମିକା ଘରେ ଚଢ଼ଉ କଲେ ପତ୍ନୀ

ମନରେ ସନ୍ଦେହ ଥିବାରୂ ସେ ସ୍ୱାମୀଙ୍କ ଗତି ବିଧି ଉପରେ ନଜର ରଖୁଥିଲେ ।

Nude Video Call
ବାପାଙ୍କ ସହ ବସିଥିଲା ପୁଅ, ହଠାତ୍‌ ଆସିଲା ନ୍ୟୁଡ୍‌ ଭିଡିଓ କଲ୍ ! ଯୁବତୀ ଖୋଲିଚାଲିଥିଲେ ପୋଷାକ...

କଲ ଆସିବା ମାତ୍ରେ ତାଙ୍କ ପୁଅ ଦେଖିଲେ ଯେ କଲ୍‌ କରିଥିବା ଝିଅଟି ଗୋଟିଏ ପରେ ଗୋଟିଏ ପୋଷାକ ଖୋଲୁଥିଲା ।

Youth body found on a swing hung for Raja celebrations in Banki
ରଜ ଦୋଳିରେ ଝୁଲୁଛି ଯୁବକଙ୍କ ମୃତଦେହ

ରଜ ଦୋଳିରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ଯୁବକ ଜଣକ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ।