ରେଭ୍ ପାର୍ଟିରେ ସାପ ଭେନମ୍ ର ନିଶା । ଏଭଳି କିଛି ଚାଞ୍ଚଲ୍ୟକର ମାମଲାରେ ଏବେ ଫସିଛନ୍ତି ବିଗ୍ ବସ୍ ବିଜେତା ତଥା ଚର୍ଚ୍ଚିତ ୟୁଟ୍ୟୁବର୍ ଏଲଭିସ୍ ଯାଦବ । ନୋଏଡ଼ାରେ ଚାଲିଥିବା ଏକ ରେଭ୍ ପାର୍ଟିରେ ୧୧ଟି ସାପର ଅର୍ଡର୍ ଦେଇଥିଲେ ଏଲଭିସ।
Published By: Manoranjan Behera
Last updated: 03 November 2023, 10:58 PM IST
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ! ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ଥିବାରୁ ତେଜିଲା ରାଜନୀତି