5G ସେବାକୁ ସାରା ଦେଶ ଅପେକ୍ଷା କରିଥିବାବେଳେ ଏହି ଅପେକ୍ଷାର ଅନ୍ତ ଘଟିଛି । ଦେଶରେ ଆରମ୍ଭ ହୋଇଛି 5G ସେବା । ଉପଭୋକ୍ତା ମାନଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦେଇଛି ଟେଲିକମ୍ ଅପରେଟର୍ JIO ।
ଆପଣଙ୍କ ଆଧାରକୁ ବ୍ୟବହାର କରି ଅନ୍ୟ କେହି ସିମ୍ କାର୍ଡ ବ୍ୟବହାର କରୁନାହାନ୍ତି ତ ? ଏହା ଜାଣିବା ପାଇଁ ସରକାର ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି।
ଦୁଇ ଦୁଇଟି ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ଫିଚର ଖୁବ୍ ସହାୟକ ହେବ । ଯାହା ଦ୍ୱାରା ଅନେକ ସମସ୍ୟା ଦୂର ହେବ ।
ବର୍ତ୍ତମାନେ ସମୟରେ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଜନକ ।
କେମିତି କରିବେ ନେଟଫ୍ଲିକ୍ସ (Netflix) ଆକ୍ଟିଭେଟ୍ . . .ଜାଣି ନିଅନ୍ତୁ ଉପାୟ . .
ପେନ୍ ଷ୍ଟେଟ୍ର ଗବେଷକମାନେ ଏପରି ନୂଆ ଟେକ୍ନୋଲୋଜି ତିଆରି କରିଛନ୍ତି
ମୋବାଇଲ୍ ହଜିଗଲେ କିମ୍ବା ଚୋରି ହୋଇଗଲେ . . .କିପରି ଫେରିପାଇବେ . . .
ବିଗତ ୧୮ ବର୍ଷର କମ୍ପାନୀ ଇତିହାସରେ ମେଟା ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ କର୍ମଚାରୀଙ୍କୁ ଏଇବର୍ଷ ଚାକିରିରୁ ଛଟେଇ କରିବାକୁ ଯାଉଛି ।
ଆପ୍ ଡାଉନ୍ଲୋଡ ପାଇଁ ଗୁଗଲ୍ ପ୍ଲେ ଷ୍ଟୋର୍ (Google Play Store) ହେଉଛି ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରୀଙ୍କ ପାଇଁ ସୁରକ୍ଷିତ ଡାଉନ୍ଲୋଡ ଆପ୍। କିନ୍ତୁ ବେଳେବେଳେ ପ୍ଲେ ଷ୍ଟୋର୍କୁ ମଧ୍ୟ ସାଇବର ଠକମାନେ ନିଜ କବ୍ଜାକୁ ନେଇ ୟୁଜର୍ସକୁ ନିଜ ଜାଲରେ ଫସାଇ ଥାନ୍ତି।
ପୋଲିସ ଭାଇ ଓ ଭଉଣୀମାନେ ରାତିରେ ଡ୍ୟୁଟି କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ମୁଁ ସ୍ମାର୍ଟ ଷ୍ଟିକ୍ ତିଆରି କରିଛି।
ଭାରତର ବଡ଼ ବଡ଼ ମିଡିଆ ହାଉସ୍ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏନେଇ ପୁରା ତଥ୍ୟ ସାମ୍ନାକୁ ଆସିଛି ।
ଗୁଗୁଲ ଯେଉଁ ନୂଆ ଭର୍ସନ ବଜାରକୁ ଛାଡ଼ିବ ବା ଲଞ୍ଚ କରିବ ତାକୁ ତୁରନ୍ତ ୱିଣ୍ଡୋଜ୍ ୟୁଜର ଏବଂ ଲିନକ୍ସ ୟୁଜର ଅପ୍ଡେଟ୍ କରିବାକୁ ହେବ ।
ଏହି ଜୋତା ହିଁ ଆପଣଙ୍କ ଚାଲିକୁ ଶିଖବ । ଆଉ ଅନୁଧ୍ୟାନ କରିବ । ଏହି ଜୋତା ପିନ୍ଧିଥିବା ଲୋକର ଚାଲି ଅନୁସାରେ ଜୋତା ନିଜକୁ ଆଡ୍ଜଷ୍ଟ କରିନେବ ଓ ଆବଶ୍ୟକ ଅନୁଯାୟୀ ସ୍ପିଡ୍ ବଢେଇବ।
ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବେ ସଂପୂର୍ଣ୍ଣ ଭାବେ ଏଲନ ମସ୍କଙ୍କ ନିୟନ୍ତ୍ରଣରେ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି।
ସବୁବେଳେ ପକେଟରେ କାର୍ଡ ରଖିବାକୁ ଭଲ ଲାଗୁନଥିଲା, ସେଥିପାଇଁ ହାତରେ ହିଁ ଚିପ୍ ଲଗାଇଦେଲେ ।
ସବୁ ତ ଠିକ୍ ଥିଲା, ହେଲେ କାହିଁକି ଡାଉନ୍ ହେଲା ହ୍ୱାଟ୍ସଆପ୍? ମେଟା ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା...
ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।
ଧିମେଇଲା ହ୍ୱାଟ୍ସ ଆପ୍, ବଢିଲା ଟେନ୍ସନ । ମାତ୍ର କିଛି ସମୟ ସର୍ଭର ଡାଉନ୍କୁ ନେଇ ବିଶ୍ୱବ୍ୟାପି ହଲଚଲ ।
ବିଜ୍ଞାପନ ନାଁରେ ବ୍ୟାକ୍ଗ୍ରାଉଣ୍ଡରେ ଅନେକ ୱେବ୍ସାଇଟ୍ ପେଜ୍ ଖୋଲୁଥିଲା । ଯାହାଫଳରେ ୟୁଜର୍ସମାନଙ୍କର ମୋବାଇଲରୁ ଅଧିକ ବ୍ୟାଟେରୀ ସରିବା ସହ ବିଭିନ୍ନ ଜରୁରୀ ଆପ୍ ଉପରେ ଏହାର ପ୍ରଭାବ ପଡ଼ୁଥିଲା ।
ଆପଣଙ୍କ ମୋବାଇଲ୍କୁ ବି ୪ଜିରୁ ୫ଜି ସିମ୍କୁ ଅପ୍ଲୋଡ୍ କରିବାକୁ ଏସ୍ଏମ୍ଏସ୍ଠୁ ନେଇ ହ୍ୱାଟ୍ସଆପ୍ ଓ ଇ ମେଲ୍ରେ ବି ମେସେଜ୍ ଆସିପାରେ । ଯେଉଁଥିରେ ଥିବା ଲିଙ୍କକୁ କ୍ଲିକ୍ କରିବାକୁ କୁହାଯାଇପାରେ । ଆଉ ଏ ଠକଙ୍କ କଥାରେ ପଡ଼ି ବିନା ଝିନ୍ଝଟ୍ରେ ତୁରନ୍ତ ୫ଜି ସେବା ପାଇବା ଆଶା ଆପଣଙ୍କୁ ନିମିଷକରେ କାଙ୍ଗାଳ କରି ଦେଇପାରେ ।
ବାରମ୍ବାର କାହାକୁ ମେସେଜ୍ ପଠାଉଛନ୍ତି କି, କିମ୍ବା ବିନା ଅନୁମତିରେ କାହାକୁ ଗ୍ରୁପରେ ଆଡ୍ କରୁଛନ୍ତି କି ? ସାବଧାନ୍
ବିକଶିତ ହେଲା ନୂଆ ଜ୍ଞାନକୌଶଳ, ବୈଦୁତିକ ଚାର୍ଜିଂ ପାଇଁ ଆଉ ଟେନସନ୍ ନେବାକୁ ପଡ଼ିବ ନାହିଁ ।
୨୦୨୩ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ୮୦% ଅଞ୍ଚଳରେ 5G ସେବା ମିଳିବ ।
ବହୁ ପୂର୍ବରୁ ଏହା ଆସିଥିଲେ ମଧ୍ୟ କେବଳ ଲକ୍ଡାଉନ-ସଟ୍ଡାଉନ୍ ବେଳେ ହିଁ ଏହା ବେଶ୍ ପ୍ରଚାରିତ ହେଲା । ଲୋକେ ଅଧିକରୁ ଅଧିକ ଏହାକୁ ବ୍ୟବହାର କଲେ ।