• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

5G Start In India
ଶହେ ଗୁଣା ସ୍ପିଡ୍‌ରେ ଚାଲିବ 5G, ଜାଣନ୍ତୁ କେଉଁ ୧୩ ସହରରେ ପ୍ରଥମେ

5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି ।

5G
5G ସେବା, ୧୦୦ ଗୁଣା ସ୍ପିଡ୍‌ ଇଣ୍ଟରନେଟ୍ ପାଇବେ ଉପଭୋକ୍ତା

ଇଣ୍ଡିଆନ ମୋବାଇଲ କଂଗ୍ରେସରେ ହେବ ଉଦ୍‌ଘାଟନ । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା ।

31 thousand years photo came to front
୩୧ ହଜାର ବର୍ଷ ତଳେ ରହୁଥିଲେ ପୃଥିବୀରେ, ଏବେ ସାମ୍ନାକୁ ଆସିଲା ଫଟୋ

ଇତିହାସ ଜ୍ଞାନର ଗନ୍ତାଘର। ଅତୀତର ଅନେକ ଅନାଲୋଚିତ କଥାକୁ ସାମ୍ନାକୁ ଆଣିଛି ଇତିହାସ। ତଥାପି ପ୍ରକୃତି କୋଳରେ ଅନେକ ରହସ୍ୟ ଏବେ ବି ଲୁଚି ରହିଛି । ସେହି ରହସ୍ୟ ଭିତରୁ ଗୋଟିଏ ଖିଅ ଆମେ ଆପଣଙ୍କ ସାମ୍ନାରେ ରଖିବୁ । ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ୩୧ ହଜାର ବର୍ଷ ତଳର ଏକ ଫଟୋ। ହୁଏତ ପ୍ରଶ୍ନ ଆସିପାରେ, ୩୧ ହଜାର ବର୍ଷ ତଳର ଏହି ଫଟୋ କେମିତି ସାମ୍ନାକୁ ଆସିଲା। ଯେଉଁ ସମୟରେ ମଣିଷର ମସ୍ତିଷ୍କର ବିକାଶ ହୋଇ ନ ଥିଲା, ଯେଉଁ ସମୟରେ ଟେକ୍ନୋଲଜି ନ ଥିଲା ସେ ସମୟର ଫଟୋ ପୁଣି ଏବେ ଭାଇରାଲ ? ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ ?

Taxi Helicoptor
ଆଉ ଫସିବେନି ଟ୍ରାଫିକ୍‌ରେ ! ହେଲିକପ୍ଟର ନେଇଯିବ ଏଇଠୁ ସେଠିକି..

ବିଜ୍‌ନେସ୍‌ ଇନ୍‌ସାଇଡର ରିପୋର୍ଟ ଅନୁଯାୟୀ, ବ୍ଳେଡ୍‌ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା ।

WhatsApp Call Links
ହ୍ୱାଟ୍ସଆପ୍‌ରେ ଆସୁଛି ନୂଆ ଫିଚର୍‌: ୩୨ଜଣଙ୍କୁ ନେଇ ହୋଇପାରିବ ଭିଡିଓ କଲ୍

WABetaInfo ରିପୋର୍ଟ ଅନୁସାରେ 'ଅବତାର୍' ହ୍ୱାଟ୍ସଆପ୍‌ରେ ଆସିବ।

I Phone -14 Made in India
ଭାରତରେ ତିଆରି ହେବ ଏଇ ମଡେଲର ଆଇଫୋନ; ବର୍ଷ ଶେଷରେ କରିବ ମାର୍କେଟ ଲଞ୍ଚିଂ

ଭାରତରେ ତିଆରି ହେବ ଆଇଫୋନ। ଆଇ ଫୋନ-୧୪ ମଡେଲର ପ୍ରଡକ୍ସନ ଭାରତରେ ପ୍ରଥମ ଥର ପାଇଁ ସମାନ ବର୍ଷ ଏବଂ ସମାନ ଦିନରେ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇ ଫୋନର ବିଶ୍ୱସ୍ତ ମାନୁଫାକ୍ଚରିଙ୍ଗ ପାର୍ଟନର ଫକ୍ସକମ୍‌ ଏହି ମଡେଲ ଭାରତରେ ପ୍ରସ୍ତୁତ କରିବ। ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ ଏହାର ୟୁନିଟ ରହିବ।

google introduced new feature
ଗୁଗୁଲ୍‌ରୁ ପର୍ସନାଲ ଡାଟା ରିମୁଭ କରିବା ପାଇଁ ଆସିଲା ନୂଆ ଟୁଲ୍‌

ଗୁଗୁଲ୍‌ ତା’ର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍‌ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି। ଏହି ଟୁଲ୍‌ର ନାଁ ‘ରେଜଲ୍ଟ ଆବାଉଟ ୟୁ’। ଏହି ନୂଆ ପ୍ରାଇଭେସି ଫିଚର ଦ୍ୱାରା ୟୁଜର୍ସ ସେମାନଙ୍କର ପର୍ସନାଲ ସର୍ଚ୍ଚ କଣ୍ଟେଣ୍ଟକୁ ରିମୁଭ କରିବା ପାଇଁ ଅନୁରୋଧ କରିପାରିବେ।

Panic Button - Tracking Device
ସରକାରଙ୍କ ଆଉ ଏକ ନୂଆ ନିୟମ ! ସବୁ ଗାଡ଼ିରେ ଲାଗିବ ଟ୍ରାକିଂ ସିଷ୍ଟମ, ପାନିକ୍‌ ବଟନ୍‌

ଯଦି ଟ୍ରାକିଂ ସିଷ୍ଟମ ଗାଡ଼ିରେ ଲାଗି ନଥିବ ତେବେ ଚୋରି ପରେ ଥାନାରେ ଅଭିଯୋଗ କଲେ ବି ତାକୁ ଗୁରୁତ୍ୱର ସହ ନିଆଯିବନି ବୋଲି ସୂଚନା ରହିଛି । ତେଣୁ ସମସ୍ତେ ସମସ୍ତଙ୍କ ଗାଡ଼ିରେ ଏହି ଦୁଇଟି ଯାକ ଡିଭାଇସ୍‌ ଲଗାଇବା ବାଧ୍ୟତା ମୂଳକ ।

Fastag
ସାବଧାନ ! ଫାସ୍‌ଟ୍ୟାଗ୍‌ ରିଚାର୍ଜ ବେଳେ ଧ୍ୟାନ ରଖନ୍ତୁ ନଚେତ୍‌ ଆକାଉଣ୍ଟରୁ ଗାୟବ ହେବ ଟଙ୍କା

କାରଣ ଏମିତି କିଛି ଭୁଲ ରହିଛି ଯାହା ଆପଣଙ୍କ ଅଜାଣତରେ ହେବ, ତେଣୁ ଆକାଉଣ୍ଟରୁ ଟଙ୍କା କଟୁଥିବ ହେଲେ ରିଚାର୍ଜ ହେଉନଥିବ ।

5 quick tips to know if you are blocked
ବ୍ଲକ ଲିଷ୍ଟରେ ପଡ଼ିଛି କି ଆପଣଙ୍କ ନମ୍ବର ? ଜାଣିବା ପାଇଁ ୫ଟି ଟିପ୍ସ

ୟୁଜର୍ସଙ୍କ ପ୍ରାଇଭେସି ରକ୍ଷା ପାଇଁ ହ୍ୱାଟ୍‌ସଅପ୍‌ ସବୁବେଳେ ଚେଷ୍ଟା କରିଆସୁଛି। ୟୁଜର୍ସ ଫ୍ରେଣ୍ଡଲି ହେବା ପାଇଁ ହ୍ୱାଟସ୍‌ଅପ ପ୍ରତି ମାସରେ କିଛି କିଛି ନୂଆ ଫିଚର ନେଇ ଆସୁଛି। ଏହି ସେପ୍ଟି ଫିଚର ମଧ୍ୟରୁ ଗୋଟିଏ ହେଉଛି ବ୍ଲକ ଅପ୍‌ସନ। ହ୍ୱାଟ୍‌ସଅପରେ ଆପଣ ଯେ କୌଣସି ନମ୍ବରକୁ ଚାହିଁଲେ ବ୍ଲକ କରିପାରିବେ। ହେଲେ ଯଦି କିଏ ଆପଣଙ୍କୁ ବ୍ଲକ କରିଛନ୍ତି ତେବେ ଆପଣ କେମିତି ଜାଣିବେ ?

Special story
ପାଞ୍ଚ ମିନିଟ୍‌ରେ କମାଲ କଲେ : ଇନଷ୍ଟାଗ୍ରାମ ପକ୍ଷରୁ ଯୁବକଙ୍କୁ ମିଳିଲା ୩୮ ଲକ୍ଷ

ବଗ୍‌ ବାହାର କରିବା ପରେ ଭାରତୀୟ ଯୁବକଙ୍କୁ ମିଳିଲା ପୁରସ୍କାର ।

Railway Minister Ashwini Vaishnaw
ଓଡ଼ିଶାରେ ଖୁବଶୀଘ୍ର 5G ସେବା, ରେଡିଏସନ ପ୍ରଭାବକୁ ଖଣ୍ଡନ କଲେ ମନ୍ତ୍ରୀ

ପୁରୀରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା । ରେଡିଏସନ ପ୍ରଭାବ ଆଦୌ ନାହିଁ, ଆଶ୍ୱସ୍ତ ରୁହନ୍ତୁ କହିଲେ ମନ୍ତ୍ରୀ ।

  • Thursday, 15 September 2022
  • 5G
Whatsapp
ହ୍ୱାଟ୍‌ସଆପ୍‌ ପାଇଁ ସିକ୍ରେଟ୍‌ ଟ୍ରିକ୍, ନମ୍ବର ସେଭ୍‌ ନକରି ମଧ୍ୟ ପଠାଇ ପାରିବେ ମେସେଜ୍ ! ଜାଣନ୍ତୁ..

ୟୁଜରଙ୍କୁ ସହଜ ଏବଂ ସରଳ ଉପାୟରେ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ।

ଏଣେତେଣେ ମୋବାଇଲ ଫୋନ୍ ଚାର୍ଜ କରନ୍ତୁନି, ନହେଲେ ଚୋରି ହୋଇଯିବ ସବୁ ଡାଟା
ଏଣେତେଣେ ମୋବାଇଲ ଫୋନ୍ ଚାର୍ଜ କରନ୍ତୁନି , ନହେଲେ ଚୋରି ହୋଇଯିବ ସବୁ ଡାଟା

ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ ନକରିବାକୁ କହିଛି ପୋଲିସ।

  • Thursday, 15 September 2022
Special story
5Gକୁ ନେଇ ରିଲାଏନ୍ସ ଜିଓର ବଡ ଘୋଷଣା : ପ୍ରଥମେ ମେଟ୍ରୋ ସହରରେ ମିଳିବ ସେବା

5G ସମ୍ବନ୍ଧରେ ମୁକେଶ ଆମ୍ବାନୀ ବଡ ଘୋଷଣା କରିଛନ୍ତି ।

WVN Mosquito Net
ମଶାରୀରେ ଶହେ କଣା, ହେଲେ ପଶିପାରିବନି ମଶା

ମଶାଙ୍କ କବଳରୁ ମିଳିବ ମୁକ୍ତି। ଇଏ ଏମିତି ସେମିତି ମଶାରୀ ନୁହେଁ ବଂର ଏଇ ମଶାରୀରେ ଥରେ ମଶା ପଡ଼ିଲେ ଆଉ ପଦାକୁ ଆସିପାରିବେନି। ବରଂ ଚାହୁଁ ଚହୁଁ ସବୁ ମଶାଙ୍କ ଜୀବ ପ୍ରାଣ...ଦାମ୍‌ ମାତ୍ର ଏତିକି ଟଙ୍କା

LED Bulb
LED ବଲବ୍‌ରେ କ୍ୟାମେରା, ଏଣିକି ଆଲୋକ ସାଙ୍ଗକୁ ମିଳିବ ସୁରକ୍ଷା

CCTV ର ଯୁଗ ଶେଷ !! ଏଣିକି LED ବଲବ୍‌ରେ ରେକର୍ଡ ହେବ ସବୁ ଭିଡ଼ିଓ। ଦାମ୍‌ ମାତ୍ର ଏତିକି ଟଙ୍କା...ଜାଣନ୍ତୁ କଣ କଣ ରହିଛି ଫିଚର୍ସ..

JIO Prepaid
ଆପଣ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି କି? JIO ଆଣିଲା ଦମଦାର ପ୍ଲାନ୍‌

ଯଦି ଆପଣ ଜିଓର ପ୍ରିପେଡ୍‌ ସିମ୍‌ ବ୍ୟବହାର କରୁଛନ୍ତି ଏବଂ ଏହାସହ ଅନ୍‌ଲିମିଟେଡ୍‌ ଡାଟା, ଭଏସ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌, ମାଗଣା OTT ସବସ୍କ୍ରିପସନ୍‌ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଜିଓ ଆଣିଦେଇଛି ଏକ ଭଲ ଅଫର୍‌ । ତେବେ ଜାଣନ୍ତୁ କଣ ରହିଛି ଜିଓର ବର୍ଷକର ପ୍ରିପେଡ୍‌ ପ୍ଲାନ୍‌ର ସୁବିଧା ।

Special story
ନୂଆ ନିୟମ ଆଣିବେ ମୋଦି ସରକାର : ଗୋଟିଏ ଚାର୍ଜରରେ ଚାର୍ଜ ହେବ ମା’,ବାପା, ପୁଅର ଫୋନ୍‌

One Nation, One Charger ନିୟମ ଲାଗୁ ହେଲେ ଲୋକଙ୍କୁ କି ପ୍ରକାର ସୁବିଧା ମିଳିବ ?

5g data price premium to 4g over all tariffs price rise vi Vodafone idea
5G ଲଞ୍ଚ ପରେ ମହଙ୍ଗା ହେବ ରିଚାର୍ଜ ପ୍ଲାନ୍‌ !

ମହଙ୍ଗା ହେବ ରିଚାର୍ଜ ପ୍ଲାନ୍‌ ! 5G ସହ 4G ପାଇଁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଟଙ୍କା....

Google Play Store
ଡାଟା ଚୋରି ସନ୍ଦେହରେ ପୁଣି ପ୍ଲେ-ଷ୍ଟୋରରୁ ବ୍ୟାନ୍‌ ହେଲା ୩୪୮ ବିଦେଶୀ ଆପ୍‌

ଏହି ଆପ୍‌ଗୁଡ଼ିକ ମାଧ୍ୟମରେ ଲୋକଙ୍କ ତଥ୍ୟ ଏକାଠି କରି ବିଦେଶୀ ସର୍ଭରକୁ ବେଆଇନ ଭାବେ ଦିଆଯାଉଥିଲା । ଯାହାକି ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

special report
ବଦଳିଲା ଫିଚର୍ସ...ପାୱାରଫୁଲ ହେବେ ଆଡମିନ୍...

ପୁଣି ନିଜ ଫିଚର୍ସ ବଦଳାଇଲା ହ୍ୱାଟ୍ସଆପ୍‌।

Whats app
ହ୍ୱାଟ୍ସଆପ୍‌ରେ ଆସୁଛି ନୂଆ ଫିଚର, ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ମିଳିବ ବଡ଼ କ୍ଷମତା

ଯେବେଠାରୁ ମେଟା ଏହି ମେସେଜିଂ ଆପ୍‌କୁ କିଣିଛି, ସେବେଠାରୁ ଏମିତି ଅନେକ ଛୋଟ ମୋଟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି ।

WhatsApp Feature
ମେସେଜ୍‌ ଡିଲିଟ୍‌ ଅପ୍ସନ୍‌ର ସମୟସୀମା ବଢାଇବ ହ୍ୱାଟ୍ସଆପ୍ !

ଆଗାମୀ ଫିଚରକୁ ନେଇ ସ୍କ୍ରିନ୍‌ସଟ୍ ସେୟାର କରିଛି WAବିଟାଇନ୍‌ଫୋ। 

whatssap
ହ୍ୱାଟସଆପ୍‌ରେ ଆସିବ ନୂଆ ଫିଚର୍‌ : ଏଡିଟ୍ ହୋଇପାରିବ ପଠାଇଥିବା ମେସେଜ୍‌

ଭୁଲ ଟାଇପ୍‌ କରି କାହାକୁ ମେସେଜ କଲେ ବି ଚିନ୍ତା କରିବାର ନାହିଁ । ଏବେ ହ୍ୱାଟସଆପରେ ଆସିବ ଏଡିଟ୍‌ ଫିଚର୍‌ ।