• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Shubman Gill
ରୋହିତଙ୍କ ପରେ ଗିଲ୍‌ ହୋଇପାରନ୍ତି ଟିମ୍‌ ଇଣ୍ତିଆର ଅଧିନାୟକ, ଏମିତି କହିଲେ..

ଶୁବମନ୍‌ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ  ।

Virat Kohli
ଟେଷ୍ଟ କ୍ରିକେଟ୍‌ରେ କୋହଲିଙ୍କ ୧୨ ବର୍ଷ; ପ୍ରଶଂସକଙ୍କୁ ଜଣାଇଲେ କୃତଜ୍ଞତା

କ୍ରିକେଟ୍‌ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା କୋହଲି ୧୦୯ଟି ଟେଷ୍ଟରେ ୪୮.୭୨ ଷ୍ଟ୍ରାଇକ୍‌ ରେଟ୍‌ରେ ୨୮ ଶତକ ସହ ୮୪୭୯ ରନ୍‌ ସଂଗ୍ରହ କରିଛନ୍ତି ।

Virat Kohli
କୋହଲିଙ୍କ ବିରାଟ ସମ୍ପତ୍ତି: ଟପିଲା ୧୦୫୦ କୋଟି

ଏବେ ଫ୍ୟାନ୍ସଙ୍କ କ୍ରେଜ୍‌ ନୁହେଁ, ବରଂ ବିରାଟ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ...

Intercontinental Cup
ଭାରତ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ଚାମ୍ପିୟନ; ବିଜୟୀ ଟିମକୁ ୧ କୋଟିର ପୁରସ୍କାର

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କ୍ୟାପଟେନ ସୁନୀଲ ଛେତ୍ରୀ ୪୬ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଲାଲି ଅଞ୍ଜୁଆଲା ୬୬ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇଥିଲେ ।

  • Monday, 19 June 2023
Virat-Rohit-Cheteshwar time is over in Test cricket
ଟେଷ୍ଟ୍‌ କ୍ରିକେଟ୍‌ରେ ସରିଆସିଲାଣି କି ବିରାଟ-ରୋହିତ-ଚେତେଶ୍ୱରଙ୍କ ସମୟ

ଚର୍ଚ୍ଚା ହେଉଛି ଯେ ଟେଷ୍ଟ କ୍ରିକେଟ୍‌ରେ ଭାରତର ତିନି ପ୍ରମୁଖ ବ୍ୟାଟର୍ - ବିରାଟ କୋହଲି, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ସମୟ ସରିଆସିଲାଣି । ସେମାନଙ୍କ ବିକଳ୍ପ ଖୋଜିବା ଜରୁରୀ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ଅର୍ଥାତ୍ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲ୍‌କୁ ଆଖି ଆଗରେ ରଖି ଏବେଠାରୁ ଟିମ୍‌କୁ ପ୍ରସ୍ତୁତ କରିବାକୁ ହେବ।

Power goes off during India-Lebanon Intercontinental match in Kalinga stadium
ଚାଲିଥିଲା ମ୍ୟାଚ୍‌, ହଠାତ୍‌ ହେଲା ପାୱାରକଟ୍‌...ଅନ୍ଧାର ହୋଇଗଲା ଡ୍ରେସିଂ ରୁମ୍

ମ୍ୟାଚ୍‌ ଚାଲିଥିବା ବେଳେ ହଠାତ୍‌ ହେଲା ପାୱାରକଟ୍‌। ଆଉ ଅନ୍ଧାର ହୋଇଗଲା ଡ୍ରେସିଂ ରୁମ୍। ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଏଭଳି କିଛି ବିଦ୍ୟୁତ୍‌ ବିଭ୍ରାଟ ଘଟିଥିଲା। 

Asia Cup 2023
Asia Cup 2023: ୧୫ ବର୍ଷ ପରେ ପାକିସ୍ତାନରେ ଖେଳାଯିବ ଏସିଆ କପ୍‌

ଏସିଆ କପ ୨୦୨୩ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍‌ର ଆୟୋଜନ କରିବ।

TNPL 2023
ଲଜ୍ଜାଜନକ ରେକର୍ଡ: ଗୋଟିଏ ବଲ୍‌ରେ ଦେଲେ ୧୮ ରନ

ସେ ଇନିଂସର ଶେଷ ଓଭରର ଶେଷ ବଲ୍‌ରେ ୧୮ ରନ ଖର୍ଚ୍ଚ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।

Slum to Spain
ସାଲିଆ ସାହିରୁ ସ୍ପେନ୍ ଫୁଟବଲ୍ କ୍ଳବକୁ ଯିବେ ସୁଲେଖା ଓ ଶ୍ରୀଜଲ

ବସ୍ତିରୁ ବିମାନରେ ବସି ସ୍ପେନ ଯିବେ ସାଲିଆ ସାହିର ସୁଲେଖା ଓ ଶ୍ରୀଜଲ । ସ୍ପେନରେ ଫୁଟବଲ ଖେଳିବେ ସାଲିଆ ସାହିର ପ୍ରତିଭା ।

  • Tuesday, 13 June 2023
Shubman Gill fined
ଟିଭି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାରୁ ଗିଲ୍‌ଙ୍କୁ ୧୧୫% ଫାଇନ୍

WTC ଫାଇନାଲ୍‌ରେ ଭାରତର ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଛି ଡବଲ ଝଟକା

World Cup 2023: India Pakistan Match To Take Place On Oct 15
World Cup 2023: ଅକ୍ଟୋବର ୧୫ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ !

ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନ ବିଶ୍ୱକପ୍‌ ମୁକାବିଲା ହେବା ନେଇ ସୂଚନା ମିଳିଛି। ବିସିସିଆଇ ପକ୍ଷରୁ ICCକୁ ଦିଆଯାଇଥିବା ଡ୍ରାଫ୍ଟ ସିଡ୍ୟୁଲ୍‌ରୁ ଏହି ସୂଚନା ମିଳିଛି।

  • Monday, 12 June 2023
Australia won ICC World Test Champions with win over India
ଅଧୁରା ରହିଗଲା WTC ଚାମ୍ପିଅନ୍ ହେବାର ସ୍ୱପ୍ନ

ଓଭାଲରେ ଖେଳାଯାଇଥିବା WTC ଫାଇନାଲରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଥିଲା।

Can Rahane secure a place in the Test team
ଟେଷ୍ଟ୍‌ ଟିମ୍‌ରେ ସ୍ଥାନ ସୁରକ୍ଷିତ ରଖିପାରିବେ କି ରାହାଣେ...

ଦୀର୍ଘ ଦିନ ପରେ ଭାରତୀୟ ଟେଷ୍ଟ ଟିମ୍‌କୁ ଫେରିଥିବା ବ୍ୟାଟର୍ ଅଜିଙ୍କ୍ୟ ରାହାଣେଙ୍କୁ ଏବେ ଖୁବ୍ ଚର୍ଚ୍ଚା । ସେ ଡବ୍ଲ୍ୟୁଟିସି ଫାଇନାଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଉଲ୍ଲେଖନୀୟ ଇନିଂସ୍ ଖେଳି ଟିମ୍‌କୁ ଫଲୋଅନ୍ ସଙ୍କଟରୁ ବଞ୍ଚାଇଥିଲେ । ଏବେ ପ୍ରଶ୍ନ ଉଠିଛି, ଟେଷ୍ଟ ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ କି ରାହାଣେ?

Virat Kohli
Viral Post: କୋହଲିଙ୍କ ଖାଇବା ଫଟୋକୁ ନେଇ ଟ୍ରୋଲ୍ କରୁଥିଲେ, ଗୋଟିଏ ପୋଷ୍ଟରେ ସବୁ ସାବାଡ଼

ଏକ ରିଆକ୍ଟିଭ୍‌ ପୋଷ୍ଟ କରି ବିରାଟ ପୁଣି ଚର୍ଚ୍ଚାରେ । ଏହି ପୋଷ୍ଟରେ ସେ ତାଙ୍କ ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । 

WTC Final
WTC ଫାଇନାଲ: ବାହାନଗା ଟ୍ରେନ୍‌ ଟ୍ରାଜେଡି ପାଇଁ କଳା ବ୍ୟାଣ୍ଡ ପିନ୍ଧି ଖେଳୁଛନ୍ତି ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟର୍‌

ଆଜିର ମ୍ୟାଚରେ ଦୁଇ ଦଳର ଖେଳାଳି ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୃତକଙ୍କ ପାଇଁ ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦଳର ଖେଳାଳି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

Talented young batsman Shubman Gill play wtc final
ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲରେ ଚମତ୍କାର ଦେଖାଇବେ କି ଶୁଭମନ୍‌ ଗିଲ୍ ? 

ଶୁବମନ୍‌ ୧୫ଟି ଟେଷ୍ଟ ଖେଳିଥିବା ବେଳେ ଆଭରେଜ୍‌ ରନ୍‌ରେଟ୍‌ ୩୪.୨୩ ରହିଛି।  ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୫ଟି ଲେଖାଏଁ ଚେଷ୍ଟ ମ୍ୟାଚ ଖେଳିଛନ୍ତି।

Train Accident In Odisha: Did cricketer MS Dhoni donate Rs 60 crore to accident victims Know the fact
ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା: ପୀଡ଼ିତଙ୍କୁ ୬୦ କୋଟି ଟଙ୍କା ଦାନ କଲେ ଧୋନି ? ଜାଣନ୍ତୁ, ଏହା ପଛର ସତ...

ଚେନ୍ନାଇ ସୁପର କିଙ୍ଗସ୍‌ ଷ୍ଟାର ଓ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନି ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତଙ୍କୁ ୬୦ କୋଟି ଟଙ୍କା ଦାନ କରୁଥିବା ଏକ ଖବର ଭାଇରାଲ୍‌ ହେଉଛି। ଯାହାକି ଏକ ମିଥ୍ୟା ଖବର।

divyang female athlete
ଦିନେ ରାଜ୍ୟ ପାଇଁ ମାଳମାଳ ମେଡାଲ ଆଣୁଥିଲେ...ଆଜି ଭୋକ ଉପାସରେ

ରାଜ୍ୟଠୁ ଦେଶ...ସବୁଠି ଖେଳି ମାଳମାଳ ମେଡାଲ ଆଣିଥିଲେ । ହେଲେ ଆଜି ଭୋକ ଉପାସରେ ପଡିଛନ୍ତି ଦିବ୍ୟାଙ୍ଗ ଆଥଲେଟ୍‌ । ବାପା ଯିବା ପରେ ଜୀବନ ଏବେ ଦୁର୍ବିସହ

mayurbhanj defended the by winning final match against angul
ଦୃଷ୍ଟିବାଧିତ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ: ଟ୍ରଫି ଜିତିଲା ମୟୂରଭଞ୍ଜ

ବିଜୟ ଟିମ୍‌କୁ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା।  

Ruturaj Gaikwad and Utkarsha Pawar
ସରିଲା ମେହେନ୍ଦି; ମହିଳା କ୍ରିକେଟର୍‌ଙ୍କ ହାତ ଧରିବେ ଋତୁରାଜ ଗାଏକ୍ୱାଡ

କ୍ରିକେଟ ଖେଳିବା ସମୟରେ ଋତୁରାଜ ଗାଏକ୍ୱାଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Dhoni
ଧୋନିଙ୍କ ବାମ ଆଣ୍ଠୁରେ ସଫଳ ଅସ୍ତ୍ରୋପଚାର, ଖେଳିପାରନ୍ତି ଆଉ ଏକ ସିଜିନ୍

ସେ ବିସିସିଆଇ ମେଡିକାଲ ପ୍ୟାନେଲର ସଦସ୍ୟ ଥିବା ବିଶିଷ୍ଟ ସ୍ପୋର୍ଟସ୍ ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଦିନଶା ପାର୍ଦିୱାଲାଙ୍କ ସହ ପରାମର୍ଶ କରିଥିଲେ ।

King Kohli's dream of an IPL crown has been dashed again
ପୁଣି ଅଧୁରା ରହିଗଲା କିଙ୍ଗ୍ କୋହଲିଙ୍କ ଆଇପିଏଲ୍ ମୁକୁଟ ସ୍ୱପ୍ନ

ଆଇପିଏଲ୍ ୨୦୨୩ର ଲିଗ୍ ରାଉଣ୍ଡ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ଶତକ ହାସଲ କରିଥିଲେ, କିନ୍ତୁ ତାହା ଯଥେଷ୍ଟ ନ ଥିଲା। ମ୍ୟାଚ୍ ହାରିଯିବାରୁ ବାଙ୍ଗାଲୋର ଟିମ୍ ପ୍ଲେଅଫ୍‌ରୁ ବଞ୍ଚିତ ହୋଇଥିଲା। ଏହା ସହିତ ପୁଣି ଥରେ ଅଧୁରା ରହିଯାଇଥିଲା କିଙ୍ଗ୍ କୋହଲିଙ୍କ ଆଇପିଏଲ୍ ମୁକୁଟ ଜିତିବାର ସ୍ୱପ୍ନ।

MS Dhoni Strapping His Knee During IPL 2023 Video Goes Viral
ହାର୍‌ ମାନି ନଥିଲେ... ଆହତ ହୋଇ ବି ଆଣ୍ଠୁରେ ପଟି ବାନ୍ଧି ମ୍ୟାଚ୍‌ ଖେଳୁଥିଲେ ଧୋନି, ଭାଇରାଲ୍‌ ହେଉଛି ଭିଡିଓ

ଧୋନି ଚଳିତ ଆଇପିଏଲ୍‌ ସିଜନ୍‌ରେ ଆଣ୍ଠୁରେ ପଟି ବାନ୍ଧି ମ୍ୟାଚ୍‌ ଖେଳୁଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ତାଙ୍କର ୱିକେଟ୍‌କିପିଂରେ କୌଣସି ତ୍ରୁଟି ନଥିଲା, କିନ୍ତୁ ବ୍ୟାଟିଂ ବେଳେ ଦୌଡ଼ିକି ରନ୍‌ ସଂଗ୍ରହ ବେଳେ ସାମାନ୍ୟ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଥିଲା।

  • Thursday, 01 June 2023
'Obvious future leader'
‘ଧୋନିଙ୍କ ନେତୃତ୍ୱ ଦକ୍ଷତା ଭଲ, ସେ ରାଜନୀତିକୁ ଆସିବା ଉଚିତ୍‌’

ସେ ଟ୍ୱିଟ୍‌କରି ଲେଖିଛନ୍ତି, ଧୋନି IPLରେ ଆଉ ଗୋଟିଏ ବର୍ଷ ରହିବେ ବୋଲି ଜାଣିବା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଖୁବ୍‌ ଖୁସି ଓ ଆଶାବାଦୀ ।

MS Dhoni eyes filled with tears in IPL final
ଆଇପିଏଲ୍‌ ଟାଇଟଲ ବିଜୟ ପରେ କାନ୍ଦି ପକାଇଲେ ଧୋନି

ସମୟ ଗଡ଼ିଚାଲୁଥିଲା… ଫାଇନାଲ ମ୍ୟାଚ୍‌ର ପ୍ରତିଟି ବଲ୍‌ ଫ୍ୟାନ୍ସଙ୍କ ଛାତିକୁ ଧଡ଼ଧଡ଼ କରୁଥିଲା । ଚାମ୍ପିଅନ୍‌ କିଏ ହେବ, ଶେଷ ପର୍ଯ୍ୟନ୍ତ କହିବା ମୁସ୍କିଲ ଥିଲା। ଶେଷ ଓଭରର ଶେଷ ବଲ ହିଁ ନିର୍ଣ୍ଣାୟକ ହେଲା।