କୋଲକାତାର ସଳ୍ଟ ଲେକ୍ ଷ୍ଟାଡିମୟରେ ଖେଳାଯାଇଥିବା କୁଏତ ବିପକ୍ଷ ବିଶ୍ୱକପ ଯୋଗ୍ୟତା ମୁକାବିଲା ହୋଇଛି ସୁନିଲଙ୍କ ଶେଷ ମ୍ୟାଚ୍।
୩୯ ବର୍ଷୀୟ ଛେତ୍ରୀ ୨୦୦୫ରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଗତ ମାର୍ଚ୍ଚ ମାସରେ ଗୁଆହାଟୀରେ ଆଫଗାନିସ୍ତାନ ବିପକ୍ଷରେ ଛେତ୍ରୀ ତାଙ୍କ ୧୫୦ ତମ ଖେଳିଥିଲେ ।