• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kkr Vs Srh

kkr
KKR vs SRH: ଆଇପିଏଲ ୧୮- ଫାଇନାଲ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ସନରାଇଜର୍ସ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ ତମ ସଂସ୍କରଣ ଜାରି ରହିଥିବା ବେଳେ ଗୁରୁବାର ପରସ୍ପରକୁ ଭେଟିବେ ବିଗତ ସଂସ୍କରଣର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)। ଗତ ସଂସ୍କରଣର ଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ କେକେଆର ବିଜୟୀ ହୋଇଥିଲା। ଅନ୍ୟ ପକ୍ଷରେ ଆକ୍ରମଣାତ୍ମକ ବ୍ରାଣ୍ଡର କ୍ରିକେଟ ଖେଳୁଥିବା ହାଇଦ୍ରାବାଦ ପରାଜିତ ହୋଇଥିଲା। ୨୦୨୪ ସଂସ୍କରଣ ଫାଇନାଲ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ ହାଇଦ୍ରାବାଦ।

KKR vs SRH
IPL ଟ୍ରଫି ଜିତିଲା କୋଲକାତା, ଫାଇନାଲରେ ହାଇଦ୍ରାବାଦକୁ ହରାଇ ହାତେଇଲା ଟାଇଟଲ୍‌

ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର ଫାଇନାଲ୍‌ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ... ୱିକେଟ୍‌ରେ ପରାସ୍ତ କରି ତୃତୀୟ ଥର ପାଇଁ ହାତେଇଛି ଆଇପିଏଲ ଟାଇଟଲ ।

KKR vs SRH
IPL 2024: କିଏ ମାରିବ ବାଜି..ତୃତୀୟ ଟାଇଟଲ୍‌ ହାସଲ ଲକ୍ଷ୍ୟରେ କେକେଆର୍‌

ଆଜି ଆଇପିଏଲ୍‌ ଟ୍ରଫି ଟକ୍କର। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯିବ ଚଳିତ ଆଇପିଏଲ୍‌ ସିଜନ୍‌ର ଫାଇନାଲ ମୁକାବିଲା।

KKR Vs SRH
ରାଜସ୍ଥାନକୁ ମାତ୍ ଦେଲା ହାଇଦ୍ରାବାଦ; ୨୬ରେ କୋଲକାତା-ହାଇଦ୍ରାବାଦ ଫାଇନାଲ ଟକ୍କର

ଆଜି ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାଇଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ମାତ୍ ଦେଇଛି ହାଇଦ୍ରାବାଦ।

IPL 2024
IPL ଫାଇନାଲରେ କୋଲକାତା ନାଇଟ ରାଇଡର୍ସ

ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ ଜିତିଲା କୋଲକାତା । ହାଇଦ୍ରାବାଦକୁ ୮ ୱିକେଟ୍ ରେ ହରାଇ ଫାଇନାଲରେ କୋଲକାତା ।

IPL 2024
ଏକତରଫା ଭାବେ ଜିତିଲା ମ୍ୟାଚ, ହାଇଦ୍ରାବାଦକୁ ହରାଇ ଫାଇନାଲରେ କୋଲକାତା

ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ଏହା ସହ ଏକତରଫା ଭାବେ ଏହି ମ୍ୟାଚ ଜିତି ନେଇଛି KKR । ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଯାଇଛି କେକେଆର୍ ।

KKR Vs SRH
ଆଜି ଦୁଇ ବ୍ୟାଟିଂ ପାୱାର ହାଉସ୍ ଟକ୍କର; କିଏ ମାରିବ ଫାଇନାଲକୁ ଏଣ୍ଟ୍ରି ?

ଭଭୟ ଟିମ୍‌ ମଧ୍ୟରୁ ଆଜି ଯିଏ ବି ଜିତିବ, ସିଏ ସିଧା ଫାଇନାଲ୍‌ରେ ଏଣ୍ଟ୍ରି କରିବ। ପରାସ୍ତ ହୋଇଥିବା ଟିମ୍‌ କ୍ୱାଲିଫାୟାର୍‌-୨ରେ ଖେଳିବ।

Kolkata Knight Riders, Sunrisers Hyderabad
IPL 2023: ଆଜି ମୁହାଁମୁହିଁ ହେବେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ

କୋଲକାତା ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ।

KKR vs SRH
ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଜୋର ଲଗାଇବେ କେକେଆର୍‌ ଓ ହାଇଦ୍ରାବାଦ, ଟସ୍‌ ଜିତି କେକେଆର୍‌ର ବ୍ୟାଟିଂ

ପୁଣେର ଏମସିଏ ଷ୍ଟାଡିୟମରେ କେକେଆର୍‌ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଟସ୍‌ ଜିତି କେକେଆର୍‌ ବ୍ୟାଟିଂର ନିଷ୍ପତ୍ତି ନେଇଛି ।