• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

congress leader rahul gandhi
ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ପରେ ମା’ଙ୍କୁ ନେଇ ଭାବବିହ୍ୱଳ ହେଲେ ରାହୁଲ

ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠୁଛି ଜାତୀୟ କଂଗ୍ରେସ। ୨୫ ବର୍ଷ ପରେ ଗାନ୍ଧି ପରିବାର ହାତରୁ ଯାଇଛି ସଭାପତି ପଦ। ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୨ ଦଶକରୁ ଅଧିକ ସମୟ ଧରି ଦଳକୁ ସମ୍ଭାଳିବା ପରେ ସୋନିଆ ଗାନ୍ଧି ଏବେ ଏହି ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି।

Elephant
ହାତୀ କହୁଛି ‘ମୋତେ ବି ବସ୍‌ରେ ନିଅ, ମୁ ଯିବି’ ! ଦେଖନ୍ତୁ ମଜାଦାର ଭାଇରାଲ ଭିଡିଓ...

ଭାଇରାଲ ଭିଡିଓରେ ବସ୍‌ ଭିତରକୁ ଛୋଟିଆ ରାସ୍ତା ଦେଇ ଯିବାକୁ ଉଦ୍ୟମ କରୁଛି ହାତୀ ।

Joe Biden Trolled
ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ଙ୍କୁ ନେଇ ପୁଣି ଜବରଦସ୍ତ ଟ୍ରୋଲ ! ହସିଲେ ୟୁଜର୍ସ...

ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ହେଲା ଆମେରିକା । ଆଉ ଏହାର ହର୍ତ୍ତାକର୍ତ୍ତା ହେଉଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌ ।

Whatsapp
ମୋବାଇଲ୍‌ରେ ହ୍ୱାଟ୍ସଆପ୍‌ କାମ ନକଲେ କରିବେ କ’ଣ ? ଜାଣନ୍ତୁ ୫ଟି ଟ୍ରିକ୍‌..

ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍‌ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।

street vendor shows humanity
ମେହନତି ମଣିଷ ବୁଝିଲା ଭୋକର ଦୁଃଖ: ଆପଣାର ଭାବି ଭୋକିଲାକୁ ବଢାଇ ଦେଲେ ଖାଇବା ପ୍ଲେଟ

ଅଙ୍ଗେ ନିଭେଇଥିବା ମଣିଷ ହିଁ ବୁଝି ପାରେ ଭୋକର ଦୁଃଖ । ଏ ଭୋକ ବିଶେଷ କିଛି ଖୋଜେନି। ଖୋଜିଥାଏ ମୁଠାଏ ମାତ୍ର ଖାଦ୍ୟ। ତଥାପି ତାକୁ ସେତକ ମିଳି ନ ଥାଏ।

sweet smile has no price
୧୦ ଟଙ୍କା ଦେଲା, ଅର୍ଡର କଲା ୯୦ ଟଙ୍କା ବର୍ଗର, ତା‘ପରେ....

ନିର୍ଭେଜାଲ ହସ ପାଖରେ ଫିକା ପଡ଼ିଯାଏ ଟଙ୍କାର ମୂଲ୍ୟ। ମନଲୋଭା ହସ ପାଖରେ ଭୁଲ ହୋଇଯାଏ ଲାଭ କ୍ଷତିର ହିସାବ ।

Monkey Viral Video
ସେ ମାଙ୍କଡ଼ ସିନା, ହେଲେ ମଣିଷଠୁ ବଳି; ଦେଖନ୍ତୁ ଭିଡିଓ...

ମାଙ୍କଡ଼ର ମଣିଷ ପ୍ରତି ଭଲ ପାଇବା । ଯାହାକି ସାଧାରଣତଃ ଜୀବଶ୍ରେଷ୍ଠ ମଣିଷ ପାଖରେ ଅନେକ ସମୟରେ ଦେଖା ଯାଇନଥାଏ ।

Seed Crackers
ସିଡ୍ କ୍ରାକର ! ଏମିତି ବାଣ ଯାହା ଫୁଟିବା ପରେ ମାଟିରେ ପଡ଼ିଲେ ଉଠିବ ଗଛ

ବାଣ ଫୁଟିବା ପରେ ଗଛ ଉଠିବ ଆଉ ସବୁଜିମା ହେବ ପରିବେଶ । ସେଥିପାଇଁ ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି ।

shops name the cancer hub
ରାସ୍ତାକଡ଼ରେ ଖୋଲିଛି ଦୋକାନ, ଟଙ୍କା ଦେଇ ଲୋକ କିଣୁଛନ୍ତି କ୍ୟାନ୍ସର: ଫଟୋ ଭାଇରାଲ

ଗୁଟ୍‌ଖା ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ। ଏକଥା ସମସ୍ତେ ଜାଣନ୍ତି। ତଥାପି କାହିଁକି କେଜାଣି ଗୁଟ୍‌ଖାର ମୋହରେ ସମସ୍ତେ ଏମିତି ବାନ୍ଧି ହୋଇଥାନ୍ତି। କିଏ ଅଭ୍ୟାସ ବୋଲି କହି ଛାଡ଼ିପାରେନି, କିଏ ଏନର୍ଜି ବୁଷ୍ଟର କହି ଛାଡ଼ି ପାରେନି ।

Oldest Doctor
ଏବେ ରିଟାର୍ଡ ହେବାକୁ ଇଚ୍ଛା ନାହିଁ ! ବିଶ୍ୱର ସବୁଠୁ ବୟସ୍କ ଡାକ୍ତର, ରୋଗୀ ସେବାରେ ଗିନିଜ୍ ରେକର୍ଡ

ତାଙ୍କ ପତ୍ନୀଙ୍କୁ ଏବେ ୮୯ ବର୍ଷ ଛୁଇଁଲାଣି । ସେ ମଧ୍ୟ ଏବେ ବି ନିଜର ବୃତ୍ତି ଛାଡ଼ିନାହାନ୍ତି । ସେ ଏବେ ବି ସାଇକୋନାଲିଷ୍ଟ ଭାବେ କାମ କରୁଛନ୍ତି ।

Kshama Bindu
କରୱା ଚୌଥ୍‌ରେ ଉପବାସ ଭାଙ୍ଗିଲେ ନିଜକୁ ନିଜେ ବାହା ହୋଇଥିବା କ୍ଷମା ବିନ୍ଦୁ

ଆମେ କହୁଛୁ ସେହି କ୍ଷମା ବିନ୍ଦୁଙ୍କ କଥା, ଯେଉଁ ମହିଳା ଦିନେ ନିଜକୁ ନିଜେ ବିବାହ କରି ହନିମୁନ୍ ଯାଇଥିଲେ । ଆଉ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।

ATM In Bangalore
ଏଟିଏମ୍‌ରୁ ବାହାରୁଛି ଗରମାଗରମ୍‌ ଇଡଲି : ଲୋକଙ୍କୁ ମିଳିବ ୨୪ ଘଣ୍ଟିଆ ସେବା

ଯେତେବେଳେ ଇଚ୍ଛା କରିବେ ସେତେବେଳେ ମିଳିବ ଇଡଲି । ଦିନ ରାତି ମିଳିବ ସେବା ।

Lottery
ଭଗବାନ ଛପର ଫାଡ଼ କେ ଦେତା ହେ ! ଘର ନିଲାମ ନେଇ ଚିନ୍ତାରେ ଥିଲେ, ଅଚାନକ ଆସିଲା ଫୋନ୍‌.. ବଦଳିଗଲା ଭାଗ୍ୟ

ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ମାଛ ବିକାଳି ମାତ୍ର କିଛି ଘଣ୍ଟା ମଧ୍ୟରେ ସାଜିଛନ୍ତି ଲକ୍ଷପତି । ଯେତେବେଳେ ତାଙ୍କ ଘର ନିଲାମ ହେବାକୁ ବସିଥିଲା, ବ୍ୟାଙ୍କରୁ ନୋଟିସ ବି ଆସିଥିଲା ।

google meet
ଆହୁରି ୟୁଜର ଫ୍ରେଣ୍ଡଲି ହେବ ଗୁଗୁଲ ମିଟ୍, ଲୋଡ଼ା ନାହିଁ ଥାର୍ଡ ପାର୍ଟି ଆପ୍‌

ବହୁ ପୂର୍ବରୁ ଏହା ଆସିଥିଲେ ମଧ୍ୟ କେବଳ ଲକ୍‌ଡାଉନ-ସଟ୍‌ଡାଉନ୍‌ ବେଳେ ହିଁ ଏହା ବେଶ୍‌ ପ୍ରଚାରିତ ହେଲା । ଲୋକେ ଅଧିକରୁ ଅଧିକ ଏହାକୁ ବ୍ୟବହାର କଲେ ।

Crocodile In Bathroom
ଚମକି ପଡ଼ିଲେ ପରିବାର ଲୋକେ, ସକାଳୁ ବାଥ୍‌ରୁମ୍‌ ଗଲା ବେଳକୁ ଶୋଇଛି କୁମ୍ଭୀର ! ତା’ପରେ..

ବାଥ୍‌ରୁମ୍‌ ଭିତରେ କମ୍ଭୀର ଥିବା ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ । ଏହାର ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।

Elon Musk
ସୁଧୁରିବେନି ଏଲୋନ୍‌ ମସ୍କ ! ଦୁନିଆର ସବୁଠୁ ବଡ଼ ଧନୀ କିନ୍ତୁ କରୁଛନ୍ତି ଏମିତି ପୋଷ୍ଟ

କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍‌ ଚର୍ଚ୍ଚାରେ ରହିଥିଲେ । 

SDM
ଅଫିସରଙ୍କୁ ଦେଖି ସିଟ୍‌ରୁ ଉଠିଲେନି କି ଚେୟାର ଦେଲେନି ଡାକ୍ତର, ଗିରଫ ଧମକ ଦେଲେ SDM

SDM  ସ୍ୱାତୀ ଶୁକ୍ଳା ହାରଦୋଇର ଏକ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତର ନିଜ ଚେୟାରରୁ ଉଠି ଛିଡା ହେଲେନି କି ତାଙ୍କୁ ବସିବା ପାଇଁ ନିଜ ଚେୟାର ବି ଅଫର କଲେନି। ଏହି ଘଟଣାରେ ଦେଖି ଖୁବ ରାଗି ଯାଇଥିଲେ ଶୁକ୍ଳା ଯାହାର ଭିଡିଓ ଟୁଇଟରରେ ଭାଇରାଲ ହୋଇଛି।

Selfie With Tiger
ବାଘ ସହ ସେଲ୍‌ଫି ସାହସ ନୁହେଁ ଦୁଃସାହସ, ଦେଖନ୍ତୁ ଭିଡିଓ..

ବାଘ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ । ଖାଲି ସେଲ୍‌ଫି ନୁହେଁ ବାଘ ଯାଉଥିବାର ଭିଡିଓ ମଧ୍ୟ ମୋବାଇଲରେ ରେକର୍ଡ କରୁଥିଲେ ।

person delivers food by flying in the air
ଅନଲାଇନ ଖାଇବା ଅର୍ଡର କରିଥିଲେ ୫ରୁ ୧୦ ମିନିଟ ଅପେକ୍ଷା କରିବାକୁ ପଡ଼ିବ !

ଜଣେ ଡେଲିଭରି ବୟ ଗାଡିରେ ଖାଦ୍ୟ ଡେଲିଭରି କରିବାକୁ ଯାଉନାହାନ୍ତି। ସେ ଉଡି ଉଡି ଖାଦ୍ୟ ଡେଲିଭରି କରୁଛନ୍ତି। ଏପରିକି ସେ ବଡ ବଡ କୋଠା ଘର ଉପରେ ଉଡି ଉଡ଼ି ଯାଉଥିବା ଦେଖିବାକୁ ମିଳିଛି।

 professor sacked after students blame him
ଶିକ୍ଷକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲେ ପିଲା, ଚାକିରି ହରାଇଲେ ପ୍ରଫେସର

ଶିକ୍ଷକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲେ ପିଲା, ଚାକିରି ହରାଇଲେ ପ୍ରଫେସର। ହେଲେ କାରଣ ଜାଣିଲେ ଆପଣଙ୍କର ବି ହୋସ ଉଡ଼ିଯିବ।

mumbai police gave message on dussehra
ରାସ୍ତାରେ ଦଶ ମୁଣ୍ଡିଆ ରାବଣ, ପଢାଉଛନ୍ତି ସଡ଼କ ସୁରକ୍ଷା ପାଠ

ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ କଡାକଡି ହୋଇଛି ଟ୍ରାଫିକ ନିୟମ। ହେଲ୍‌ମେଟ ପିନ୍ଧିବାକୁ ବାଧ୍ୟ କରାଯାଉଛି। ଏସବୁ ସତ୍ତ୍ୱେ ଲୋକ ଖାମଖିଆଲ ଭାବେ ଗାଡ଼ି ଚଲାଉଛନ୍ତି। ହେଲମେଟ ନ ପିନ୍ଧି ଗାଡି ଚଲାଉଛନ୍ତି ଏବଂ ଦୁର୍ଘଟଣାରେ ପ୍ରାଣ ବି ହରାଉଛନ୍ତି। ଏମିତି ଅନେକ ଘଟଣା ସୋଶିଆଲ ମିଡିଆରେ ଦେଖିବାକୁ ମିଳୁଛି।

Snake House
ଡର ଲାଗୁନି ନା ଜୀବନକୁ ଭୟ ନାହିଁ..! ସାପ ଯୋଉଠି ରହୁଛି ମଣିଷ ବି ସେଇଠି..

ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ଯେଉଁମାନେ ନିଜ ବାସ ଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି ।

awanish sharan shared the video of success in life
ଜୀବନରେ କେମିତି ମିଳିବ ସଫଳତା ? ମନ୍ତ୍ର ଦେଲେ ଆଇଏଏସ ଅଫିସର

ଜୀବନରେ ସଫଳତା କିଏ ବା ନ ଚାହେଁ ? ସଫଳତାର ବାଟ ଅନେକ। ଏଥିପାଇଁ କିଏ ନିଜ ପ୍ରତିଭା ବନିଯୋଗ କରେ ତ କିଏ ପରିଶ୍ରମ। ଆଉ କିଏ କୌଶଳ। ଏମିତି ଦୌଡ ଭିତରେ କିଛି ଲୋକ ସଫଳତା ତ ପାଆନ୍ତି, ତଥାପି ଅନେକ ପଛରେ ପଡ଼ିଯାଆନ୍ତି।

Arun Govil at airport
ବିମାନ ବନ୍ଦରରେ ରାମଙ୍କୁ ଦେଖି ଆଶୀର୍ବାଦ ମାଗିଲେ ମହିଳା, ଦେଖନ୍ତୁ ଭିଡିଓ

ଧର୍ମ ପ୍ରତି ଭାରତୀୟଙ୍କ ଦୁର୍ବଳତା ସମସ୍ତେ ପ୍ରାୟ ଜାଣନ୍ତି। ବିଶେଷକରି ମହିଳାମାନେ ଧର୍ମ ପାଖରେ ଟିକେ ବେଶି ଭାବପ୍ରବଣ। ଟିଭି ପରଦାରେ ବା ଫିଲ୍ମରେ ରାମ, ଜଗନ୍ନାଥଙ୍କୁ ଦେଖିଲେ ମୁଣ୍ଡିଆ ମାରିବା, ମହାଭାରତ, ରାମାୟଣ ଧାରାବାହିକ ଆରମ୍ଭ ପୂର୍ବରୁ ଟିଭି ପରଦାକୁ ପୂଜା କରିବା ପରି ଅନେକ ସୁପର ନାଚୁରାଲ କାହାଣୀ ଶୁଣିଥିବେ।

Swiggy delivery agent working barefoot
ଖାଲି ପାଦରେ କାମ କରୁଥିଲେ ଡେଲିଭରୀ ବୟ, କାରଣ ଜାଣିଲେ ଭିଜିଯିବ ଆଖି

ଜୀବନ କାହାପାଇଁ କେମିତି। କାହାପାଇଁ ଅୟସ ତ କାହାପାଇଁ ସଂଘର୍ଷ। ସଂଘର୍ଷ କରୁଥିବା ମଣିଷଟି କେତେବେଳେ ଜୀବନ ଯୁଦ୍ଧରେ ହାରିଯାଏ କେହି ଜାଣନ୍ତିନି। ତାଙ୍କ ସଂଘର୍ଷର କାହାଣୀ କାହା ହୃଦୟକୁ ଛୁଇଁ ପାରେନି। ଖୁବ କମ୍‌ ଲୋକ ଅଛନ୍ତି ଯେଉଁମାନେ ଏଇ ମଣିଷମାନଙ୍କର ହୃଦୟକୁ ପଢିପାରନ୍ତି, ସେମାନଙ୍କ ଦୁଃଖ ବୁଝିପାରନ୍ତି। ଏମିତି ଜଣେ ସଂଘର୍ଷରତ ମଣିଷର କାହାଣୀ ଆଜି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ସାମ୍ନାକୁ ଆଣିଛନ୍ତି ସେମିତି ଜଣେ ହୃଦୟବାନ ମଣିଷ।