• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

Tejasswi prakash talks about her relationship with karan kundra
କରଣ କୁନ୍ଦ୍ରାଙ୍କ ସହ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତେଜସ୍ୱୀ ପ୍ରକାଶ

ଇଣ୍ଟର୍‌ନେଟ୍‌ରେ ଭାଇରାଲ୍ ହେଉଛି କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶଙ୍କ ଭିଡିଓ। ଏହି ଭିଡିଓରେ କରଣଙ୍କ ସହ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ତେଜସ୍ୱୀ। ଏହି ସମୟରେ ସେ କାନ୍ଦି ପକଉଛନ୍ତି। ଆସନ୍ତୁ ଜାଣିବା ପୂରା ଘଟଣା କ’ଣ…

Wedding venue turns into battlefield
ବାହାଘର ବେଳେ ଖଣ୍ଡଯୁଦ୍ଧ: ଯିଏ ଯାହାକୁ ପାଇଲା ତାକୁ ଧରି ପିଟିଲା, କାହା ହାତରେ ବାସନ ତ ଆଉ କାହା ହାତରେ ଚେୟାର...

ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଠି ଯୌତୁକକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଛି। ପଞ୍ଜାବର ଫଜିଲ୍‌କା ଜିଲ୍ଲାରେ ଏହି ଘଟଣା ଘଟିଛି।

Athlete lost the race for giving water to a disabled runner
Viral: ଦିବ୍ୟାଙ୍ଗ ଧାବକଙ୍କୁ ପାଣି ପିଆଇବାରୁ ହାରିଗଲେ ରେସ୍; ଦୁନିଆ କହିଲା ସାବାସ୍!

ସୋସିଆଲ ମିଡିଆରେ ଆଜିକାଲି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏହା ଦେଖିବାକୁ ମିଳେ ଯେ, ଜଣେ ମହିଳା ରନର୍ସ ଦୌଡିବା ବେଳେ ତାଙ୍କ ସହିତ ଦୌଡୁଥିବା ଜଣେ ଦିବ୍ୟାଙ୍ଗ ପୁରୁଷ ରନର୍ସକୁ ପାଣି ଦେଉଛନ୍ତି। ଏହି କାରଣରୁ ମହିଳା ରନର୍ ରେସ୍ ହାରିଯାଉଛନ୍ତି।

Amitabh Bachchan Tweet ‘tu cheez badi hai musk musk’ as he thanks Elon Musk after getting back Twitt
ହାତ ଯୋଡ଼ିଲେ, ଦିନକ ପରେ ବ୍ଲୁ-ଟିକ୍‌ ପାଇଲେ ! କହିଲେ ‘ତୁ ଚିଜ୍‌ ବଡ଼ି ହେ ମସ୍କ ମସ୍କ...’

ଅମିତାଭଙ୍କ ଏହି ପୋଷ୍ଟଟି ଖୁବ୍‌ ଭାଇରାଲ ମଧ୍ୟ ହୋଇଛି । ତେବେ ତାଙ୍କ ଲେଖାରୁ ଏହା ସ୍ପଷ୍ଟ ଥିଲା ଯେ, ସେ ମଜାକ୍‌ରେ ଲେଖିଛନ୍ତି ।  

Girl Ate Raw Chicken Liver
ବାୟା କରିଛି ସୋସିଆଲ ମିଡିଆ ! ଭ୍ୟୁ ପାଇଁ କଞ୍ଚା ଚିକେନ୍‌ ଲିଭର ଖାଇଲେ ଯୁବତୀ...

କଥାରେ ଅଛି ନା, ଯୋ ଦିଖ୍‌ତା ହେ ୱ ବିକ୍‌ତା ହେ । ଆଜି ଆମେ ଆପଣ ଏମିତି ହିଁ କିଛି କାହାଣୀ କହିବୁ, ଯାହା ଆପଣଙ୍କୁ ଚମକେଇଦେବ ।

Amitabh bachchan reaction on removing blue tick on his twitter account
ଟ୍ୱିଟର୍‌ରୁ ବ୍ଲ୍ୟୁ ଟିକ୍ ହରେଇବା ପରେ ଏଲନ୍ ମସ୍କଙ୍କୁ ହାତ ଯୋଡ଼ିଲେ ଅମିତାଭ !

ଟ୍ୱିଟର୍‌ରୁ ବଲିଉଡର ଶେହଂଶାହ ଅମିତାଭ ବଚ୍ଚନଙ୍କ ଠାରୁ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ଏହାକୁ ନେଇ ବିଗ୍ ବି ଏକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏଲନ୍ ମସ୍କଙ୍କୁ ହାତ ଯୋଡି ବ୍ଲ୍ୟୁ ଟିକ୍ ଫେରେଇଦେବାକୁ କହିଛନ୍ତି।

TMC Mla distributed blanket in summer
ଗରମରେ ଆଉଟୁପାଉଟୁ ଲୋକେ, ବିଧାୟକ ବାଣ୍ଟିଲେ କମ୍ବଳ

ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଟ୍‌ ୱେଭ୍‌ ତଥା ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

 Lions Break Out Of Circus Enclosure In China
ସର୍କସବେଳେ ଏନକ୍ଲୋଜର ବାହାରକୁ ବାହାରି ଆସିଲା ସିଂହ; ଆଉ ତା’ ପରେ...

ସିଂହମାନଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶମାନେ ଦୌଡି ବାହାରକୁ ଚାଲିଯିବାକୁ ଚେଷ୍ଟା କରୁଛନ୍ତି । କିଛି ଦର୍ଶକ ନିଜ ପିଲାମାନଙ୍କୁ ଜାବୁଡ଼ି ଧରି ବାହାରିଯିବାକୁ ଉଦ୍ୟମ କରୁଥିବାବେଳେ ଚତ୍କାର ମଧ୍ୟ ଶୁଣିବାକୁ ମିଳୁଛି ।

IAS
ଦିବ୍ୟାଙ୍ଗ ହେଲେ ବି IAS ହେବାକୁ ଦେଖୁଛନ୍ତି ସ୍ୱପ୍ନ; ବୁଲିବୁଲି ବିକୁଛନ୍ତି ସିଙ୍ଗଡ଼ା

ଜଣେ ଭିନ୍ନକ୍ଷମ ହୋଇ IAS ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଖାଲି IAS ନୁହଁ ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଛି । ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସିଙ୍ଗଡ଼ା ବିକ୍ରିକରି ପାଠ ପଢ଼ୁଛନ୍ତି ।

Twitter Blue Tick
ଦେୟ ନଦେଲେ ଆଜିଠୁ ଆକାଉଣ୍ଟରୁ ହଟିଯିବ ବ୍ଲୁ ଟିକ୍‌ ମାର୍କ !

ଫେସବୁକ୍‌ ହେଉ ବା ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ସବୁଠି ବ୍ଲୁ ଟିକ୍‌ ମାର୍କ ପାଇବା ସମସ୍ତଙ୍କ ପାଇଁ ସ୍ୱପ୍ନ । ତେବେ ଯେଉଁମାନେ ଟ୍ୱିଟର୍‌ ବ୍ଲୁରେ ସବସ୍କ୍ରିପସନ୍‌ କରିନଥିବେ କିମ୍ବା ବ୍ଲୁ ଟିକ୍‌ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ଆଜିଠୁ ବ୍ଲୁ ଟିକ୍‌ ହଟିଯିବ । 

Township on bridge businessman harsh goenka share video
Viral Video: ପୋଲ ଉପରେ ସହର, ସମସ୍ତେ ଆଶ୍ଚର୍ଯ୍ୟ

ଏକ ସୁନ୍ଦର ଦୃଶ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଗୋଟିଏ ବ୍ରିଜ୍‌ ଉପରେ ଗୋଟିଏ ଲାଇନରେ ଅନେକ ଘର ଠିଆ ହୋଇଥିବା ଦେଖିବାକୁ ମିଳୁଛି।

World's 5 Most Dangerous River
World's Most Dangerous River: ଏହି ୫ ନଦୀ ମୁହୂର୍ତ୍ତକ ମଧ୍ୟରେ ନେଇପାରନ୍ତି ମଣିଷ ଜୀବନ

World's Most Dangerous River: ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲି ରହିଥାଏ । ଭୁଲ୍‌ରେ ସୁଦ୍ଧା ଲୋକେ ଏହି ନଦୀଗୁଡ଼ିକ ନିକଟକୁ ଯିବାକୁ ଚାହାଁନ୍ତି ନାହିଁ ।

Car Accident, Video Viral
Viral Video: କାର୍‌ ଡ୍ୟାସ୍‌ବୋର୍ଡ ଉପରେ ଗୋଡ଼ ରଖିଲେ ବଡ଼ ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ...

ଦୁର୍ଘଟଣା ବେଳେ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏମିତିକି ଗାଡ଼ିରେ ଲାଗିଥିବା ବେଲୁନ୍‌ ବି ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥାଏ ।

Roti collected for animals with the help of music
ମହାନତା; ସଂଗୀତ ମାଧ୍ୟମରେ ବୁଲା ପଶୁଙ୍କ ପାଇଁ ଖାଦ୍ୟ ସଂଗ୍ରହ

ନିକଟରେ ଗୁଜୁରାଟରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟିକେଟ୍ ନେବା ପାଇଁ ଲୋକଙ୍କୁ ଘରୁ ରୁଟି ଆଣିବାକୁ କୁହାଯାଇଥିଲା। ବୁଲା ପଶୁମାନଙ୍କ ପାଇଁ ଏହି ଖାଦ୍ୟ ସଂଗ୍ରହ କରାଯାଉଥିଲା।

Divorce
କି ଯୁଗ ହେଲା ! ବିଲେଇ ପାଇଁ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ମହିଳା

ସ୍ୱାମୀସ୍ତ୍ରୀ ସମ୍ପର୍କରେ କଣ୍ଟା ସାଜିଲା ପୋଷା ବିଲେଇ ।

Lover kneeling in the rain and cold for 21 hours
ପ୍ରେମିକାର ମାନଭଞ୍ଜନ ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଲେ

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ସଂପୂର୍ଣ୍ଣ ଅଲଗା। ପ୍ରେମୀ ତାଙ୍କ କ୍ରୋଧିତ ପୂର୍ବତନ ପ୍ରେମିକାକୁ ମନାଇବା ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଥିଲେ। ପ୍ରେମର ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ…

Shocking Video
Shocking Video : ବାହାବେଦୀରେ କନ୍ୟାକୁ ଚାପୁଡ଼ା ମାରିଲା ବର

ବିରୋଧ କରିବା ବଦଳରେ ହସିଲେ ଘର ଲୋକ । କନ୍ୟା ବି ଚୁପ୍‌ ରହିଲା ।

An enticing picture of Srikrushna was made on the river
Viral Video: ଭାରତର ପ୍ରତିଭା: ପାଣିରେ ବି ଆଙ୍କିଦେଲେ ଶ୍ରୀକୃଷ୍ଣଙ୍କ ଚିତ୍ର

ନଦୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର। ପାଣିରେ ଆସୁଛି ତରଙ୍ଗ କିନ୍ତୁ ଚିତ୍ରକୁ ପାରୁନି ବିଗାଡି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଚିତ୍ରକର ନିଜ କଳାର ଚାତୁରିରେ ଲୋକଙ୍କ ମନ ମୋହୁଥିବା ବେଳେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Humanity
ମରିନି ମାନବିକତା: ମା’ ପୁଅଙ୍କୁ ଦେଇଦେଲେ ଛତା, ନିଜେ ବର୍ଷାରେ ଭିଜିଲେ...ଦେଖନ୍ତୁ ଭିଡିଓ

ଏହି ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

special story
ଦିନେ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲି ପିଲାଙ୍କୁ ପଢ଼ାଉଥିଲେ, ଏବେ ୧୯୦୦୦ କର୍ମଚାରୀ ରଖିଛନ୍ତି

ଦେଶର ମାନ୍ଦାବସ୍ଥା ଅନେକଙ୍କୁ ଡୁବାଇ ଦେଇଥିବା ବେଳେ ଫିଜିକ୍ସ ୱାଲା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା ।

Viral Video
ଗୀତ ଗାଇଲା ବର, ଧୁମ୍ ନାଚିଲେ ବରଯାତ୍ରୀ...ଭାଇରାଲ ହେଲା ଭିଡିଓ

ବାଣ, ବାଜା ରୋଷଣୀର ତାଳେ ତାଳେ ଫୁଲ୍‌ ଜୋସ୍‌ରେ ନାଚୁଛନ୍ତି ବରଯାତ୍ରୀ । ନାଚଗୀତରେ ମସଗୁଲ୍‌ ବରଘର ଲୋକେ । କିନ୍ତୁ ଏଠି ଖୋଦ୍‌ ବର ବରଯାତ୍ରୀଙ୍କ ପାଇଁ ଗୀତ ଗାଇ ଖୁସି ହେଉଛନ୍ତି ।

Waitress mix own blood in customer cocktail
ଏ କ’ଣ କଲେ ! ମଦରେ ନିଜ ରକ୍ତ ମିଶାଇ ଗ୍ରାହକଙ୍କୁ ଦେଲେ ୱେଟର୍‌ !

ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଆଜିକାଲି ରେଷ୍ଟୁରାଣ୍ଟରେ ଅଜବ ପ୍ରକାରର କନ୍‌ସେପ୍ଟ ବ୍ୟବହାର କରାଯାଉଛି। କେଉଁଠି ଅଜବ ପ୍ରକାରର ଖାଦ୍ୟ ପରଷା ଯାଉଛି ତ ଆଉ କେଉଁଠି ରେଷ୍ଟୁରାଣ୍ଟ ଭିତରେ ଏମିତି ଡିଜାଇନ୍‌ କରାଯାଉଛି ଗ୍ରାହକ ଚକିତ ହୋଇଯାଉଛନ୍ତି।

Bhagwan sriram
୨୧ ବର୍ଷରେ ଅବିକଳ ଏମିତି ଦିଶୁଥିଲେ ଭଗବାନ ଶ୍ରୀରାମ ! AI ଜାରିକଲା ଫଟୋ

AI ଜାରି କରିଥିବା ରାମଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି ।

Mother Lover
ଛୁଆର ଜୀବନ ବଞ୍ଚାଇବା ଲାଗି ନିଜ ଜୀବନକୁ ବାଜିରେ ଲଗାଇଲା ମାଆ...ଭାଇରାଲ ହେଉଛି ଭିଡ଼ିଓ

ଲିଫ୍ଟରୁ ମାଆ ଓ ଛୁଆ ଉଭୟ ବାହାରିବା ପରେ ହଠାତ୍‌ ସିଢି ପାଖରେ ନିଜ ଭାରସ୍ୟାମ ହରାଇ ପଡ଼ିଯାଉଛି କୁନି ପିଲାଟି । ବାସ୍‌ ଏ ଦୃଶ୍ୟ ଦେଖିବା ପରେ ସାଙ୍ଗେ ସାଙ୍ଗେ ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି ମାଆ । ଖାଲି ଚେଷ୍ଟା କରୁଛି ତାହା ନୁହେଁ ବରଂ ନିଜ ଜୀବନକୁ ବାଜିରେ ଲଗାଇ ପିଲାକୁ ଉଦ୍ଧାର ବି କରୁଛି

Elon Musk
ଏଲନ୍‌ କାହିଁକି ଏମିତି କହିଲେ ? କ’ଣ ସତରେ ବିକି ଦେବେ ଟ୍ୱିଟର ?

ଗତ କିଛି ମାସ ଧରି ଏଲନଙ୍କ ସମୟ ଖୁବ ଖରାପ ଚାଲିଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ନିଷ୍ପତ୍ତି ସଠିକ୍ ଥିଲା ।