ଛୋଟ ଝିଅ ବେକରେ ସାପ । ଦେଖିଲେ ହେବେ ଆଶ୍ଚର୍ଯ୍ୟ । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି ।
ଦର୍ଶକବନ୍ଧୁ ଦେଖନ୍ତୁ ଏଇ କୁନି ଝିଅକୁ... ବଡ଼ ବଡ଼ ବାବୁଙ୍କ ଆଗରେ ନିଜ ଗାଁ ସମସ୍ୟାକୁ କେମିତି ନେହୁରା ହୋଇ ଜଣାଉଛି...ଆଉ ଅଭିନବ ଢଙ୍ଗରେ ସାହସର ସହ ଅଭିଯୋଗ ବି କରୁଛି। ଏଇ ଭିଡିଓ କିଛି ଦିନ ତଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ... ପ୍ରଶାସନିକ ଅଧିକାରୀ ଏବଂ ନେତା ଏଇ ଗାଁକୁ ଆସିଥିଲେ, ପ୍ରତିଶ୍ରୁତି ବି ଦେଇଥିଲେ... କିନ୍ତୁ ଏଯାଏଁ ଗାଁକୁ ଭଲ ରାସ୍ତା କି ପିଇବା ପାଣି ବ୍ୟବସ୍ଥା ହୋଇ ପାରିଲାନି...
ପ୍ରଥମେ ଭାଇକୁ କ୍ଷମା ମାଗୁଛି ଭଉଣୀ...ଭାଇ କିଛି ଉତ୍ତର ନଦେବାରୁ ମାଡ ମାରିବାର ଧମକ ବି ଦେଉଛି କୁନି ଭଉଣୀ । ଏମିତି ମଜାଳିଆ ଭିଡିଓ ଇନଷ୍ଟାରେ ସେୟାର କଲେ ପିଲାଙ୍କ ମାଆ...
୮ ବର୍ଷର କୁନି ଝିଅ ପିହୁ ବି ଶେଷରେ ଅନୁଭବ କଲା ଏ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ପାଇଁ କିଛି ଧ୍ୟାନ ଦିଆଯାଉନି.. ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା ଖବର ଶୁଣି ଅତିଷ୍ଟ ହୋଇଯାଇଛି ଏ କୁନି ଝିଅ..
ଯେଉଁ ଫ୍ଲାଇଟରେ ବାପା ପାଇଲଟ୍, ସେହି ଫ୍ଲାଇଟରେ କୁନି ଝିଅ ଯାତ୍ରୀ.. ଉଡ଼ାଜାହାଜରେ ଝିଅଟି ପାଇଲଟ ବାପାଙ୍କୁ ଦେଖିବା ପରେ କେତେ ଖୁସି ହେଇଯାଇଛି ଦେଖନ୍ତୁ