• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Science Updates

Birth anniversary of CV Raman know some unknown fact about great scientist
CV Raman Birth Anniversary 2024: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପ୍ରଥମ ଭାରତୀୟ ନିର୍ଦ୍ଦେଶକ ଭାବରେ ଇତିହାସ ସୃଷ୍ଟି କରିଥିଲେ ସିଭି ରମଣ

ସିଭି ରମଣ ଭାରତର ସବୁଠାରୁ ବଡ ବୈଜ୍ଞାନିକ ଥିଲେ। ସେ ଜଣେ ପଦାର୍ଥ ବିଜ୍ଞାନୀ ଯିଏ ଆଧୁନିକ ବିଜ୍ଞାନରେ ଅନେକ ଆବିଷ୍କାର କରିଥିଲେ। ଆସନ୍ତୁ ଏହି ମହାନ ବୈଜ୍ଞାନିକଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିନେବା।

Scientists want to inject 5 million tons of diamond
ଦୂର ହେବ ଗ୍ଲୋବାଲ୍ ୱାର୍ମିଂ ସମସ୍ୟା, ପୃଥିବୀକୁ ଥଣ୍ଡା କରିବ ହୀରାଗୁଣ୍ଡ; ଜାଣନ୍ତୁ କେତେ ଖର୍ଚ୍ଚ ହେବ

ବଢୁଛି ବିଶ୍ୱ ତାପନ। ଯାହାକୁ ନେଇ ଚିନ୍ତାରେ ବୈଜ୍ଞାନିକ। ଜିଓଫିଜିକାଲ୍ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ବାୟୁମଣ୍ଡଳରେ ହୀରାଗୁଣ୍ଡ ଇଞ୍ଜେକ୍ଟ କରିବା ଦ୍ୱାରା ପୃଥିବୀ ଥଣ୍ଡା ହୋଇଯିବ।

Nobel Prize
ମେଡିସିନ୍‌ରେ ବିରଳ ସଫଳତା ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ମିଳିଲା ନୋବେଲ୍ ...

ମେଡିସିନ୍‌ରେ ଘୋଷଣା ହୋଇଛି ନୋବେଲ ପୁରସ୍କାର । ୨୦୨୪ର ଫିଜିଓଲୋଜି ଓ ମେଡିସିନ୍‌ରେ ନୋବେଲ ପୁରସ୍କାର ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍‌କୁନ୍‌ଙ୍କୁ ମିଳିଛି ।

Antarctica
ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣତି, ଧଳାରୁ ସବୁଜ ପାଲଟୁଛି ଆଣ୍ଟାର୍କଟିକା !

ଧଳା ଭୂମୀରୁ ସବୁଜ ପାଲଟୁଛି ଆଣ୍ଟାର୍କଟିକା । ଏଭଳି ହେବା ପଛରେ ବିଶ୍ୱ ତାପମାନ ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଇଛି ।

Venus mission
ପ୍ରଥମ ଶୁକ୍ର ମିଶନ୍ ପାଇଁ ତାରିଖ ଘୋଷଣା କଲା ଇସ୍ରୋ; ଜାଣନ୍ତୁ କେବେ ହେବ ଉତକ୍ଷେପଣ...

ବାହୁବଳୀ ରକେଟ୍ LVM-3ରେ ଶୁକ୍ରଯାନ-୧ ଉତକ୍ଷେପଣ କରାଯିବ। ଏହା ଶୁକ୍ର ଗ୍ରହର କକ୍ଷପଥରେ ପହଞ୍ଚିବା ପାଇଁ ୧୧୨ ଦିନ ଲାଗିବ ।

AI Treatment
ଲକ୍ଷଣ ଦେଖି ରୋଗର ଚିକିତ୍ସା କହିଦେବ AI, ହେବ ବାୟୋ AI ହବ୍

ଅଧିକ ଆକ୍ୟୁରେଟ୍ ହେବ ଚିକିତ୍ସା ସେବା । କେଉଁ ଲକ୍ଷଣ ପାଇଁ କେଉଁ ଉପଚାର ଅଧିକ ପ୍ରଜୁଯ୍ୟ, ତାହା କହିଦେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।

Sunita Williams
ସ୍ପେସ ଷ୍ଟେସନରେ ପହଞ୍ଚିଲା ‘କ୍ରିଉ-୯’; କିନ୍ତୁ ଏବେ ଫେରିବେନି ସୁନୀତା...ଜାଣନ୍ତୁ କାହିଁକି

ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି ‘କ୍ରିଉ-୯’। ଯାହାର ଭିଡିଓ ସେୟାର କରିଛି NASA। ତେବେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ISSରେ ସଫଳତାର ସହ ପହଞ୍ଚି ସାରିଥିଲେ ସୁଦ୍ଧା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିବେ ନାହିଁ।

  • Monday, 30 September 2024
  • NASA
Second Moon
ମହାକାଶରେ ଘଟିବ ବିରଳ ଘଟଣା, ଆଜିଠୁ ଆକାଶରେ ୨ଟି ଜହ୍ନ !

ଆଜିଠୁ ପୃଥିବୀ ଚାରିପଟେ ବୁଲିବ ଦ୍ୱିତୀୟ ଚନ୍ଦ୍ର । ମହାକାଶରେ ଘଟିବ ବିରଳ ଘଟଣା ।

  • Sunday, 29 September 2024
  • Earth
comet
୮୦ ହଜାର ବର୍ଷ ପରେ ଚମକିବ ଆକାଶ; ଦେଖାଯିବ ଦୁର୍ଲ୍ଲଭ ଧୂମକେତୁ

ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୮୦ହଜାର ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ। ସେପ୍ଟେମ୍ୱର ଶେଷ ଓ ଅକ୍ଟୋବର ଆରମ୍ଭରେ ପୃଥିବୀର ନିକଟତର ହେବ ଏକ ଧୂମକେତୁ।

  • Thursday, 26 September 2024
  • Comet
India's Pseudo-Satellite
ଲଗାତର ୯୦ ଦିନ ଆକଶରେ ଉଡ଼ିବ ସୌର ବିମାନ, ଶତ୍ରୁ ଛାତିରେ ପଶିବ ଛନକା

NAL ଅନୁଯାୟୀ, ଯୁଦ୍ଧ ସମୟରେ ଏହା ବହୁତ ଉପଯୋଗୀ ହୋଇପାରେ। ଦିନ-ରାତି କ୍ରମାଗତ ଭାବରେ ଆକାଶରେ ରହିବା ହେତୁ ଯେ କୌଣସି କ୍ଷେତ୍ର ଉପରେ ଏହା ନଜର ରଖିପାରିବ ।

Space
ରହସ୍ୟଜନକ ଶବ୍ଦ ! ୯ ଦିନ ଯାଏଁ ସାରା ବିଶ୍ୱ ଶୁଣିଲା

ଗତବର୍ଷ ସେପ୍ଟେମ୍ବରରେ ଶୁଣାଯାଇଥିଲା ଶବ୍ଦ  । ଏହା ଭୂକମ୍ପ ଭଳି କିନ୍ତୁ ଭୂକମ୍ପ ନୁହେଁ ।

  • Saturday, 14 September 2024
  • Space
Spacewalk
ଭୂପୃଷ୍ଠରୁ ୭୩୭ କିଲୋମିଟର ଉପରେ ସ୍ପେସ୍‌ ୱାକ୍‌ କଲେ ୨ ମହାକାଶଚାରୀ

ସ୍ପେସ୍-ଏକ୍ସର ଏହି ମିଶନର ନାଁ ପୋଲାରିସ୍ ଡନ୍ ରଖାଯାଇଛି । ଏହି ମିଶନରେ ୪ ଜଣ ଯାତ୍ରୀ ମହାକାଶ ଯାନର କ୍ୟାପସୁଲ ଖୋଲି ଅନ୍ତରୀକ୍ଷରେ ପାଦ ରଖିଛନ୍ତି ।

 Nuclear power plant on Moon
ଜହ୍ନରେ ହେବ କି ଜନବସତି ? ଚନ୍ଦ୍ରପୃଷ୍ଠରେ ବିଦ୍ୟୁତ ଉତ୍ପାଦନ ପାଇଁ ଚାଲିଛି ଯୋଜନା

ଜହ୍ନରେ ଜନବସତି ସ୍ଥାପନ ପାଇଁ ବଡ଼ ପଦକ୍ଷେପ । ଚନ୍ଦ୍ରପୃଷ୍ଠରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ହାତ ମିଳାଇବେ ରୁଷ, ଭାରତ ଓ ଚୀନ୍।

Flood
କାହିଁକି ବୁଡ଼ିଲା ଗୁଜରାଟ; ପାଣିପାଗ ବିଜ୍ଞାନୀ କହିଲେ ବଡ଼ କାରଣ...ଜାଣନ୍ତୁ

ଗୁଜରାଟ ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏଠାରେ ମୁଖ୍ୟତଃ ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ। ଏଠାରେ ସେତେ ପରିମାଣର ବର୍ଷା ହୋଇନଥାଏ। ମାତ୍ର ଚଳିତ ଥର ଅଚାନକ ବର୍ଷା ହେବା ଫଳରେ ଏଠାରେ ଜଳାର୍ଣ୍ଣବ ସ୍ଥିତି ଦେଖାଦେଇଛି।

Y chromosome is disappearing
ଲୋପ ପାଉଛି Y Chromosomes, ପୃଥିବୀରୁ ଶେଷ ହୋଇଯିବେ କି ପୁରୁଷ ? 

ମଣିଷ ଶରୀରରେ ଥିବା ଦୁଇଟି ସେକ୍ସ ଗୁଣସୂତ୍ର ମଧ୍ୟରୁ ସରି ସରି ଯାଉଛି Y ଗୁଣସୂତ୍ର । Y ଗୁଣସୂତ୍ରର ସଂପୂର୍ଣ୍ଣ ବିଲୋପ ଅର୍ଥ ପୃଥିବୀ ପୃଷ୍ଠରେ ଆଉ ପୁରୁଷ ଜନ୍ମ ସମ୍ଭବ ହୋଇନପାରେ । 

Solar Power at Night
ସାଟେଲାଇଟ୍ କମ୍ପାନୀର ବଡ଼ ଦାବି, ରାତିରେ ବିକ୍ରି କରିବ ସୂର୍ଯ୍ୟକିରଣ

ରିଫ୍ଲେକ୍ଟ ଅର୍ବିଟାଲ'ନାମକ ଏକ ସୌରଶକ୍ତି ଗବେଷଣା ସଂସ୍ଥା ଦାବି କରିଛି ଯେ, ଅନ୍ଧକାର ପରେ ପୃଥିବୀର ଯେକୌଣସି ସ୍ଥାନରେ କିଛି ସମୟ ପାଇଁ ଦିନଭଳି କିରଣ ଯୋଗାଇପାରିବ ।

Sunita Williams
ସପ୍ତାହେ ପାଇଁ ଯାଇଥିଲେ; ମହାକାଶରେ ୮ମାସ କିପରି ବଞ୍ଚିବେ ସୁନୀତା ?

ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା ନାସା।

  • Sunday, 25 August 2024
  • NASA
Chandrayaan 3
ଭାରତର ଚନ୍ଦ୍ର ବିଜୟକୁ ବର୍ଷେ ! ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩

ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ । ଜହ୍ନରାଇଜରେ ବିଚରଣ କରିଥିଲା ରୋଭର୍ ପ୍ରଜ୍ଞାନ ।

Rare Super Blue Moon
ଆଜି ରାକ୍ଷୀପୂର୍ଣ୍ଣିମାରେ ଝଲସିବ ନୀଳ ଜହ୍ନ; ରାତି ୧୧ଟା ୫୬ରେ ଦିଶିବ ବଡ଼ ଓ ଉଜ୍ଜଳ ଚନ୍ଦ୍ର...

 ଆକାଶରେ ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୁପର ବ୍ଲୁ ମୁନ୍। ଭାରତୀୟ ସମୟ ରାତି ୧୧ଟା ୫୬ରେ ଦିଶିବ ବଡ଼ ଓ ଉଜ୍ଜଳ ଚନ୍ଦ୍ର। 

ISRO
ଇସ୍ରୋର ଆଉ ଏକ ମାଇଲଖୁଣ୍ଟ, ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ

ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ । ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ କକ୍ଷ ପଥରେ ଅବସ୍ଥାପିତ କରିଛି ଇସ୍ରୋ ।

ISRO
ଇତିହାସ ରଚିବ ଇସ୍ରୋ, ଆଜି ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ ଉତକ୍ଷେପଣ

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । SSLV-D3 ରକେଟରେ ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 ।

ISRO
ଅଗଷ୍ଟ ୧୫ରେ ଇତିହାସ ରଚିବ ଇସ୍ରୋ, ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍

ସ୍ୱାଧୀନତା ଦିବସରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 ।

Chandrayan-3
ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର-୨୦୨୪ ତାଲିକାରେ ଚନ୍ଦ୍ରାୟନ-ଥ୍ରୀ ଟିମ୍

ବାଇଓଲୋଜିକାଲ ସାଇନ୍ସ ପାଇଁ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନଙ୍କୁ ମିଳିବ ବିଜ୍ଞାନ ରତ୍ନ । ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ ।

Surgery
ଅସମ୍ଭବକୁ ସମ୍ଭବ କଲା ବିଜ୍ଞାନ, ୫ ହଜାର କିଲୋମିଟର ଦୂରରୁ ହେଲା ଅପରେସନ୍

ଚୀନର ଜଣେ ରୋଗୀଙ୍କର ଫୁସଫୁସ ଟ୍ୟୁମର ହୋଇଥିଲା । ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅସ୍ତ୍ରୋପଚାର କରାଯିବାର ଥିଲା । ମାତ୍ର ସର୍ଜନ ରୋଗୀଠାରୁ ୫ହଜାର କିଲୋମିଟର ଦୂରରେ ରହିଥିଲେ । ଏପରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକକୌଶଳ ବ୍ୟବହାର କରି ଏକ ଡାକ୍ତରୀ ଟିମ୍‌ ସଂଘାଇରୁ ମେସିନ୍‌ ଅପରେଟ୍‌ କରି ଅସ୍ତ୍ରୋପତାର କରିଥିଲେ । ଯାହାକି ଘଣ୍ଟାଏ ମଧ୍ୟରେ ରୋଗୀଙ୍କର ଫୁସ୍‌ଫୁସ୍‌ରୁ ଟ୍ୟୁମରକୁ ବାହାର କରିଦେଇଥିଲା ।

  • Tuesday, 06 August 2024
Doctor removes patient’s lung tumor
ରୋଗୀଠାରୁ ୫ହଜାର କିମି ଦୂରରେ ଥିଲେ ଡାକ୍ତର, ମେସିନ୍‌ ଚଳାଇ କଲେ ଟ୍ୟୁମର ଅପରେସନ୍‌....ଦେଖନ୍ତୁ ଭିଡିଓ

ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଅପରେସନ୍ ବା ଅସ୍ତ୍ରୋପଚାର କରିବା କିଛି ନୂଆ କଥା ନୁହେଁ। ଡାକ୍ତର ଟେକ୍ନୋଲୋଜି ବ୍ୟବହାର କରି ଅନେକ ରୋଗର ଚିକିତ୍ସା କରିବାରେ ସକ୍ଷମ ହେଉଛନ୍ତି। ହେଲେ ଏହି ଚିକିତ୍ସା କ୍ଷେତ୍ରରେ ଆଉ ଦୁଇପାଦ ଆଗେଇଛି ଚୀନ।