• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Space X

Interesting facts about international space station and nasa astronaut Sunita Williams
International Space Station: ସ୍ପେସ୍ ଷ୍ଟେସନର ଭିତିରି କଥା, ଶୂନ୍ୟରେ ଝୁଲୁଥିବା କ୍ୱାର୍ଟର, କେମିତି କରନ୍ତି ରୋଷେଇ, କେମିତି ସାରନ୍ତି ନିତ୍ୟକର୍ମ

ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ କେଉଁଠି ଅଛି? ଯେହେତୁ ଏଠାରେ ମାଧ୍ୟାକର୍ଷଣ ଶକ୍ତି ନାହିଁ, ତେଣୁ ସବୁବେଳେ ଭାସମାନ ଅବସ୍ଥାରେ ରହିବାକୁ ପଡ଼େ। ମନରେ ପ୍ରଶ୍ନ ଉଠେ ଏହାର ଆକାର କେତେ ବଡ଼? ଏଥିରେ ମହାକାଶଚାରୀମାନେ କେମିତି ରୁହନ୍ତି? ରୋଷେଇ କେମିତି ହୁଏ? ଗାଧୁଆ ପାଧୁଆ କେମିତି କରନ୍ତି? ଟଏଲେଟ୍ କେମିତି ଯାଆନ୍ତି? କଫି ପିଇଲା ବେଳେ ଏହା ପାଣି ପରି ହାୱାରେ ଉଡ଼େ କି?

Sunita Williams
କ୍ରୁ-୮ ମିଶନ ସ୍ଥଗିତ, ଘୂର୍ଣ୍ଣିବଳୟ ପାଇଁ ଅଟକିଲା ସୁନୀତାଙ୍କ ଘର ବାହୁଡ଼ା

ମହାକାଶରୁ କେବେ ଫେରିବେ ସୁନୀତା ୱିଲିୟମ୍ସ ? ସୁନୀତା ଓ ତାଙ୍କ ସାଥିଙ୍କୁ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଅନେକ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଏଥିରେ ବିଳମ୍ୱ ଘଟୁଛି। ମାତ୍ର ଫ୍ଲୋରିଡାରେ ଭୀଷଣ ଝଡ଼ ତୋଫାନ ଓ ଘୂର୍ଣ୍ଣିବଳୟ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି।

SpaceX Dragon Spacecraft
କିପରି ଅନ୍ତରୀକ୍ଷରୁ ଫେରିବେ ସୁନୀତା ? ଦେଖନ୍ତୁ ଫଟୋରେ ଖବର...

ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଓ ଅନ୍ୟଜଣେ ସାଥୀ ବୁଚ୍ ବ୍ଲିମୋର। ତେବେ ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। ଏହାର ନାଁ ରହିଛି ସ୍ପେସ୍ ଏକ୍ସ ଡ୍ରାଗନ୍ ସ୍ପେସକ୍ରାଫ୍ଟ।

Spacewalk
ଭୂପୃଷ୍ଠରୁ ୭୩୭ କିଲୋମିଟର ଉପରେ ସ୍ପେସ୍‌ ୱାକ୍‌ କଲେ ୨ ମହାକାଶଚାରୀ

ସ୍ପେସ୍-ଏକ୍ସର ଏହି ମିଶନର ନାଁ ପୋଲାରିସ୍ ଡନ୍ ରଖାଯାଇଛି । ଏହି ମିଶନରେ ୪ ଜଣ ଯାତ୍ରୀ ମହାକାଶ ଯାନର କ୍ୟାପସୁଲ ଖୋଲି ଅନ୍ତରୀକ୍ଷରେ ପାଦ ରଖିଛନ୍ତି ।

Space X | 4 Space Tourists Return to Earth After 3 Days in Orbit
ଇତିହାସ ରଚିଲା ସ୍ପେସ୍ ଏକ୍ସ, ଫେରିଲେ ୪ ସାଧାରଣ ଲୋକ

ଇତିହାସ ରଚିଲା ସ୍ପେସ୍ ଏକ୍ସ। ପୃଥିବୀ ପରିକ୍ରମା ପରେ ଫେରିଲେ ୪ ସାଧାରଣ ଲୋକ। ସଫଳତାର ସହ ୪ ଜଣଙ୍କୁ ଧରି ଫେରିଲା ଡ୍ରାଗନ୍ କୃାପସୁଲ୍। ଫ୍ଲୋରିଡ଼ା ଉପକୂଳ ଆଟ୍ଲାଣ୍ଟିକ୍ ମହାସାଗରରେ କଲେ ଅବତରଣ।