• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Dhamnagar By-Poll
ଧାମନଗର ଟଙ୍କା ବଣ୍ଟା: ଆଟାକିଂ ମୋଡ୍‌ରେ ବିଜେପି

ଏସ୍ଏଚଜିମାନେ ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବା ଓ ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର୍ ଦିଆଯିବା ଅଭିଯୋଗକୁ ଧରି ଇସିଆଇ ପାଖରେ ଫେରାଦ ହୋଇଛି ବିଜେପି ।

Special story
ଭୋଟ୍ ପାଇଁ ନୋଟ୍ ମାମଲାରେ ହେଲା କାର୍ଯ୍ୟାନୁଷ୍ଠାନ, କଂଗ୍ରେସ କହିଥିଲା ଟଙ୍କା ବାଣ୍ଟିଲେ ଛଡ଼ାଇନେବ

୨ଟି ମାମଲା ରୁଜୁ କରାଯାଇଥିବା କହିଲେ ସିଇଓ ସୁଶିଲ ଲୋହାନି । ୨ ଜଣ ମହିଳାଙ୍କ ମଧ୍ୟରେ ଟଙ୍କା ଦିଆନିଆ ଅଭିଯୋଗ ପାଇଥିଲୁ କହିଲେ ।

BJP
ଅର୍ଚ୍ଚନା ନାଗ-ଧର୍ମେନ୍ଦ୍ର ସାହୁ ମାମଲାରେ ବିଜେପିର କଡ଼ା ଆଭିମୁଖ୍ୟ, ୫୮ ସବ୍‌ଡିଭିଜନ୍‌ରେ ହେବ ଆନ୍ଦୋଳନ

ତଦନ୍ତ ପ୍ରକ୍ରିୟାକୁ ନେଇ ପୋଲିସ ଉପରକୁ ପ୍ରଶ୍ନ ଉଠାଇଲା ବିଜେପି । ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ବିଜେପି  ।

kejriwals appeal to put lakshmi ganesha photo on currency
ଭାରତୀୟ ମୁଦ୍ରାରେ ରହୁ ଲକ୍ଷ୍ମୀ ଗଣେଶଙ୍କ ଫଟୋ; ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ କେଜ୍ରିୱାଲ

ଆମେ ଆମ ପରମ୍ପରାରେ, ବିଶ୍ୱାସରେ ଦୁଇ ଅଗ୍ର ଦେବଦେବୀ ଲକ୍ଷ୍ମୀ-ଗଣେଶଙ୍କୁ ଏତେ ଗୁରୁତ୍ୱ ଦେଉଛୁ ତେବେ ଭାରତୀୟ କରେନ୍ସିରେ ତାଙ୍କର ଫଟୋ ରଖାଯିବା ଉଚିତ ହେବନି କି ?

WhatsApp
ଧାମନଗରରେ କାଦୁଅ ଫିଙ୍ଗା ରାଜନୀତି; ଭୋଟ୍ ଫର୍ ନୋଟ୍ ଅଭିଯୋଗକୁ ନେଇ ମୁହାିଁମୁହିଁ ବିଜେପି-ବିଜେଡି

ଧାମନଗର ଉପନିର୍ବାଚନରେ ଭୋଟ୍ ଫର୍ ନୋଟ୍ ଅଭିଯୋଗକୁ ନେଇ ମୁହାିଁମୁହିଁ ବିଜେପି-ବିଜେଡି । SHGଙ୍କ ଦ୍ୱାରା ଟଙ୍କା ବଣ୍ଟା ଓ ବିଜେଡି କର୍ମୀଙ୍କ କୋଟିଏ ଟଙ୍କାର ଅଫର ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ନିଶାନରେ ବିଜେଡି । ଏନେଇ ଦଳ ସିଇଓଙ୍କ ନିକଟରେ ଫେରାଦ ହେବା ସହ ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନ ନେଲେ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହେବାକୁ ଚେତବାନୀ ଦେଇଛି ।

Dhamnagar Bypoll
ଧାମନଗରରେ କାଦୁଅ ଫିଙ୍ଗା ରାଜନୀତି; ଭୋଟ୍ ଫର୍ ନୋଟ୍ ଅଭିଯୋଗକୁ ନେଇ ମୁହାିଁମୁହିଁ ବିଜେପି-ବିଜେଡି

ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଯେତିକି ଜମୁଛି, ପରସ୍ପର ଉପରକୁ କାଦୁଅ ଫିଙ୍ଗା ରାଜନୀତି ସେତିକି ବଢୁଛି ।

Dhamnagar bypoll
ମୁଖ୍ୟମନ୍ତ୍ରୀଙ୍କ ନାଁରେ ନୋଟ୍ ଅଫର୍: ଅଧିକ ଭୋଟ୍ ଦେଇଥିବା ପଞ୍ଚାୟତକୁ କୋଟିଏ

ନିର୍ବାଚନର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

Dhamnagar bypoll
ପ୍ରତି ପଞ୍ଚାୟତକୁ ଶାସକ ଦଳର କୋଟିଏ ଅଫର୍‌!

ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଜେଡିର ଉଦ୍ୟମ ଅଭିଯୋଗ ଙୋଇଛି । ଭୋଟରଙ୍କୁ ଖୁଲମଖୁଲା ଟଙ୍କା ଲୋଭ ଦେଖାଇଲେ ବିଜେଡି କର୍ମୀ । କହିଲେ ବିଜେଡିକୁ ଅଧିକ ଭୋଟ ଦେଇଥିବା ପଂଚାୟତକୁ ମୁଖ୍ୟମନ୍ତ୍ରୀ ଦେବେ କୋଟିଏ ଟଙ୍କା ।

BJD
ପ୍ରତି ପଞ୍ଚାୟତକୁ ଶାସକ ଦଳର କୋଟିଏ ଅଫର୍‌!

ଧାମନଗରରେ ଚାଲିଥିଲା ନିର୍ବାଚନୀ ସଭା । ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା କାର୍ଯ୍ୟକ୍ରମରେ ଭାଷଣରେ ବିଜେଡି କର୍ମୀ ଜଣଙ୍କ ଭୋଟର୍‌ଙ୍କୁ ଦେଲେ ଲୋଭନୀୟ ଅଫର୍‌ ।

Pratap Chandra Sarangi
ନିର୍ବାଚନ ପ୍ରଚାରରେ ଯାଇଥିଲେ ପ୍ରତାପ ଷଡ଼ଙ୍ଗୀ, ଗାଡ଼ିରୁ ମିଳିଲା ଏହି ସବୁ ସାମଗ୍ରୀ

ବ୍ରହ୍ମଚାରୀଙ୍କ ଗାଡ଼ିରୁ ବାହାରିଲା ବ୍ରାହ୍ମୀ ପତ୍ର । ଗାଡ଼ି ଯାଞ୍ଚ ବେଳେ ସାଂସଦଙ୍କ ଗାଡ଼ିରୁ ମିଳିଲା ବ୍ରାହ୍ମୀପତ୍ର ସହ ଫଳ ଓ ବିସ୍କୁଟ

Dhamnagar
ଧାମନଗର ଭୋଟ୍ ପାଇଁ ଟଙ୍କା କାରବାର । ଟଙ୍କା ବାଣ୍ଟୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା

ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବଣ୍ଟା ଯାଇଥିବା ଅଭିଯୋଗ । 

Dhamnagar
ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟା ! ‘ରାଲିରେ ଯିଏ ଯିଏ ଯାଇଥିଲ ସେମାନଙ୍କ ପାଇଁ ଟଙ୍କା ପଠାଇଛନ୍ତି ଚେୟାରମ୍ୟାନ୍’

ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ । ସଂଖ୍ୟାଲଘୁ ଭୋଟ୍ ହୋଇପାରେ ନିର୍ଣ୍ଣାୟକ ।

Archana Nag - Jagabandhu Chand
ଜେଲ୍‌ରେ କ’ଣ ଥିଲା ଅର୍ଚ୍ଚନା-ଜଗବନ୍ଧୁର କଥାବାର୍ତ୍ତା ? ଜାଣନ୍ତୁ...

୪୮ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ । ଝାରପଡ଼ା ଜେଲ୍‌ରେ ନାଗ ଦମ୍ପତ୍ତିଙ୍କ ୨୦ ମିନିଟିଆ ଦେଖାସାକ୍ଷାତ ।

Minister Slaped Woman
ମନ୍ତ୍ରୀଙ୍କଠୁ ଚାପୁଡ଼ା ଖାଇବା ପରେ ବି ପାଦ ଛୁଇଁ ଆଶୀର୍ବାଦ ମାଗିଲେ

ରାଗିଗଲେ ମନ୍ତ୍ରୀ। ଦେଖାଇଲେ ଦବଙ୍ଗଗିରି ! ଗୁହାରି କହିବାକୁ ଆସିଥିବା ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ମାରିଲେ ଚାପୁଡା।

Dhanu Jatra
ରାଜେନ୍ଦ୍ରଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ରାଜୁ ଦାସଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନ। ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ହେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ପରେ ରାଜେନ୍ଦ୍ରଙ୍କ ଉପରେ ପଡିଥିବା ଚାପକୁ ନେଇ ଚାଂଚଲ୍ୟକର ଖୁଲାସା। କହିଛନ୍ତି, ଅବନ୍ତୀଙ୍କୁ ସେତେବେଳେ ସମର୍ଥନ କରିନଥିଲେ। ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଥାନ୍ତା। ଓଟିଭିର ଜନମଂଚ କାର୍ଯ୍ୟକ୍ରମରେ ଶୈଳେନ୍ଦ୍ର ମହାପାତ୍ର ନାମକ ବ୍ୟକ୍ତି ଆଣିଥିବା ଅଭିଯୋାଗକୁ ନେଇ ଏବେ ହଇଚଇ। ଶୈଳେନ୍ଦ୍ର ଖୋଲାଖୋଲି କହିଛନ୍ତି, ରାଜେନ୍ଦ୍ର ଦାସଙ୍କ ଉପରେ ସେଦିନ ପ୍ରବଳ ଚାପ ପଡିଥିଲା

Dhamnagar ByPoll
ରାଜେନ୍ଦ୍ରଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭଦ୍ରକରେ ପହଞ୍ଚିବାପରେ ୟୁଟର୍ଣ୍ଣ ନେଇଥିଲେ ରାଜୁ ଆଉ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଥିଲେ।

Dhamnagar bypoll
'ବିଜେଡି ପ୍ରସ୍ତାବରେ ରାଜି ନହୋଇଥିଲେ ଆଉ ଭଦ୍ରକ ଫେରିପାରି ନଥାନ୍ତେ ରାଜୁ ଦାସ'

ଧାମନଗରରେ ହେବାକୁ ଯାଉଛି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ! ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ନିର୍ବାଚନୀ ମୈଦାନ।

Dhamnagar By-Poll
ଧାମନଗର ଉପନିର୍ବାଚନ: ‘ବଢି ସମସ୍ୟାର ସମାଧାନ ନାହିଁ ତ ଭୋଟ୍ ବି ନାହିଁ’

କିଏ ଜିତିବ ଧାମନଗର ବାଜି? କାହାକୁ ବାଛିବେ ଜନତା ଜନାର୍ଦ୍ଦନ? କଣ ରହିଛି ଧାମନଗରର ନିର୍ବାଚନୀ ମୁଦ୍ଦା? ଧାମନଗରବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ନଈ ବଢି ।

State politice is in quandary for Raju and Archana
ରାଜନୀତିରେ ରାଜୁ ଓ ଅର୍ଚ୍ଚନାଙ୍କ ରଚନା

ରାଜ୍ୟ ରାଜନୀତିରେ ଏବେ ଦୁଇଟି ଘଟଣା କମ୍ପନ ସୃଷ୍ଟିକରିଛି। ଗୋଟିଏ ପଟେ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ସରକାର ଟଳମଳ ହେଉଥିବା ବେଳେ ଅନ୍ୟପଟେ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ନେଇ ରାଜନୈତିକ କମ୍ପନ ସୃଷ୍ଟିହୋଇଛି।

Mallikarjun Kharge
ଚ୍ୟାଲେଞ୍ଜର ଚକ୍ରବ୍ୟୁହରେ ଖଡଗେ ! କୂଳରେ ଲାଗିବ କି ବୁଡ଼ି ଯାଉଥିବା କଂଗ୍ରେସ ଡଙ୍ଗା ?

ଦଳୀୟ ନେତା ଓ କର୍ମୀଙ୍କ ଦୁର୍ବଳ ମନୋବଳ, ବରିଷ୍ଠ ନେତାଙ୍କ ଦଳତ୍ୟାଗ, ଉଗ୍ର ଗୋଷ୍ଠୀ ବିବାଦ, ବଢ଼ୁଥିବା ଦଳୀୟ ଫାଟ । ଚ୍ୟାଲେଞ୍ଜର ଚକ୍ରବ୍ୟୁହରେ କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ ।

BJD Corporators create ruckus at CMC meeting
CMC ମିଟିଂରେ ବିଜେଡି କର୍ପୋରେଟରଙ୍କ ହୋ ହାଲ୍ଲା, ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ...

ଗତ ବର୍ଷ ତୁଳନାରେ ଅହେତୁକ ଦର ବୃଦ୍ଧି ସହ ଟେଣ୍ଡର ପ୍ରକ୍ରିୟାକୁ କର୍ପୋରେଟରମାନେ ଦୃଢ ବିରୋଧ କରିଥିଲେ। ବ୍ୟବସାୟିକ ମନୋବୃତ୍ତି ନେଇ ପ୍ରଶାସନ ବାଲିଯାତ୍ରା ଆୟୋଜନ ନ କରୁ ବୋଲି କର୍ପୋରେଟରମାନେ କହିଥିଲେ।

ସାଂସଦ ଅପରାଜିତା ଷଡ଼ଙ୍ଗୀ
IPU ନିର୍ବାଚନରେ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟୀ ହେଲେ ଅପରାଜିତା, ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ-IPU ନିର୍ବାଚନରେ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟୀ ହେବା ପରେ ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

Jajpur BJD leaders\' campaign in Dhamnagar Bypolls creates political storm
ଧାମନଗର ଉପନିର୍ବାଚନରେ ଯାଜପୁର ବିଜେଡି ନେତାଙ୍କ ହାକିମାତି

ଭୋଟ୍ ଭଦ୍ରକ ଜିଲ୍ଲାରେ, ଦବଦବା କିନ୍ତୁ ଯାଜପୁର ବିଜେଡି ନେତାଙ୍କର। ଧାମନଗର ବାଇଇଲେକ୍ସନରେ ପଡ଼ୋଶୀ ଜିଲ୍ଲା ବିଜେଡି ନେତାଙ୍କ ମାମଲାତି। ପ୍ରାର୍ଥୀ ବାଛିବାଠାରୁ ପ୍ରଚାର ମୈଦାନ ସବୁଠି ଲିଡ୍ ରୋଲ୍। ଚତୁର୍ମୁଖୀ ଲଢେଇକୁ ନେଇ ସରଗରମ ଧାମନଗର ରାଜନୀତି ରାଜୁ ଦାସ ସ୍ବାଧୀନ ପ୍ରାର୍ଥୀ ହେବା ପରେ ରୋଚକ ମୋଡ଼ରେ ଲଢ଼େଇ।

 Dhamnagar Bypolls
ଧାମନଗର ଉପନିର୍ବାଚନରେ ଯାଜପୁର ବିଜେଡି ନେତାଙ୍କ ହାକିମାତି

ଯାଜପୁର ବିଜେଡି ନେତାଙ୍କ ଏଭଳି ଦବଦବାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ।

Mallikarjuna Kharge
ନେତା ହେବ ତ ଏମିତି, ଜିତିଛନ୍ତି ୧୧ଥର, ହାରିଛନ୍ତି ମାତ୍ର ଥରେ

ମାତ୍ର ୩୦ବର୍ଷ ବୟସରେ ସେ ହୋଇଥିଲେ ବିଧାୟକ। ତା ପରେ ୧୧ଥର ନିର୍ବାଚନ ଜିତିଛନ୍ତି, ମାତ୍ର ଥରୁଟିଏ ହାରିଛନ୍ତି। ଭାରତୀୟ ରାଜନୀତିରେ ସେ ପୂରଣ କଲେଣି ୫୦ ବର୍ଷ।