ଯାଜପୁରକୁ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା । ୪ ବର୍ଷରେ ୧୧ ସାଂସଦ ଗୋଟିଏ ଜିଲ୍ଲାକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ଟଙ୍କା ।
ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚ କେଉଁଠୁ ଆସିଛି । କିଏ ବହନ କରିଛି ଏତେ ଟଙ୍କା ?
ଖୋଲୁଛି ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଯାଜପୁର ବିକାଶର ମଡେଲ୍ । ଖାଲି ମମତା ନୁହଁନ୍ତି ଗତ ୪ ବର୍ଷରେ ୧୧ ସାଂସଦ ଯାଜପୁରକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ।
ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ ।
କଟାକ୍ଷ କରି ବିଜେପି କହିଛି, ପୂର୍ବରୁ ଦଳୀୟ ନେତାଙ୍କୁ ପଚାରୁ ନଥିବା ନବୀନ ଏବେ ଗଡ ଭୁଶୁଡୁଥିବା ଦେଖି ଘନ ଘନ ବୈଠକ କରୁଛନ୍ତି।
ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।
ଅନୁମୋଦନ ପରେ ପାଣ୍ଠିକୁ କ୍ୟାନ୍ସଲ କରିଦେଇଥିଲେ ମମତା।
ତଳାବିରା-୧ କୋଇଲା ଖଣି ପାଇଁ ପରିବେଶ ମଞ୍ଜୁରୀ ହାତେଇବାକୁ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ହିଣ୍ଡାଲକୋ ମୋଟା ଅଙ୍କର ଲାଞ୍ଚ ଦେବା ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ସିବିଆଇ।
'ମମତାଙ୍କ ସାଂସଦ ପାଣ୍ଠିକୁ ନିଜ ଜିଲ୍ଲାରେ ଖର୍ଚ୍ଚ କରିବାକୁ ଯୋଜନା କରିଥିଲେ ବବି । ହେଲେ ମମତା କ୍ୟାନସଲ କରିବା ପରେ ବଢ଼ିଥିଲା ବିବାଦ ।'
ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ।
ଭୁବନେଶ୍ୱର ମହାନଗର ନିଗମର ଟାଣୁଆ କର୍ପୋରେଟର ଅମରେଶ ଜେନା ଖୋଲାଖୋଲି ଭାବେ କହିଛନ୍ତି, ଯେ କମିଟିରେ ଯୁବ ବର୍ଗଙ୍କୁ ଅଧିକ ସୁଯୋଗ ମିଳିବାର ଥିଲା ।
୨ଟି ବିଧାନସଭା ଆସନରୁ ଲଢିଥିବା ସୁପ୍ରିମୋ ନବୀନ ପଟନାୟକ ନେଇଥିଲେ ୬୦ ଲକ୍ଷ ଟଙ୍କା।
ECIଙ୍କ ନିକଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଛି ଦଳ । କୌଣସି ପ୍ରାର୍ଥୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ ଦେଇନି କଂଗ୍ରେସ ।
ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି । ଯୁବ ବର୍ଗଙ୍କ ପ୍ରତିନିଧିତ୍ୱ ନଗଣ୍ୟ ଥିବାରୁ ଦଳ ଭିତରୁ ଆସିଲା ଅସନ୍ତୋଷର ସ୍ୱର ।
ମମତାଙ୍କ ଅଭିଯୋଗ ନେଇ ପ୍ରଣବ ପ୍ରକାଶ ଦାସ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ମୁଖ୍ୟମନ୍ତ୍ରୀ ଥିଲା ବେଳେ ନବୀନଙ୍କ କ୍ରେଜ ଯେମିତ ଥିଲା, ଆଜି ବି ସେମିତି ଅଛି। ଏ କଥା ଆମେ ନୁହେଁ ଖୋଦ୍ ତାଙ୍କ ଦଳର ଲୋକେ ହିଁ କହୁଛନ୍ତି। କିନ୍ତୁ ନବୀନଙ୍କ କାଟ୍ ତି କମିବା ପରେ କଂଗ୍ରେସ ଏବେ ତାଙ୍କୁ ବି କଟାକ୍ଷ କରିବା ଆରମ୍ଭ କରିଛି। ଦର୍ଶକବନ୍ଧୁ ନିକଟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଗୋଟିଏ ଟୁଇଟ୍ ନବୀନଙ୍କ ପ୍ରତି ଏହି କଟାକ୍ଷକୁ ସ୍ପଷ୍ଟ କରିଛି। ଜୟରାମ ଖୋଲାଖୋଲି ଲେଖିଛନ୍ତି, ‘ବିଚରା ନବୀନ ବାବୁ ଚିନ୍ତା କରୁଥିବେ, ‘ମମତାଙ୍କ ପରେ ପୁଣି କିଏ ଦଳ ଛାଡିବ’।
୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଥିବାରୁ ଏବେ ସରପଞ୍ଚ ଓ ସମିତିସଭ୍ୟ କ୍ଷମତାରେ ଥିବା ବିଜେପି ଆଡକୁ ସ୍ୱତଃପ୍ରବୃତ୍ତ ଭାବେ ଦଳରେ ସାମିଲ ହେଉଛନ୍ତି ।
ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ବିଜେପି ଆଡକୁ ଢଳୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ ।
ବିଧାନସଭାରେ ଓ ଲୋକସଭାରେ ସବୁ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟାସ୍କ ।
ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦ । ଅଧ୍ୟକ୍ଷ ନୁହେଁ ବରଂ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ ।
ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ । ଯେଉଁମାନେ କି ନେଇ ପାରନ୍ତି ଚରମ ନିଷ୍ପତ୍ତି । ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବାରୁ ସୁପ୍ରିମୋ ନବୀନ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ନେତାଙ୍କୁ ଡାକି ବୈଠକ କରିଛନ୍ତି। ଗଡ ଭୁଶୁଡିଥିବା ଗଞ୍ଜାମ ନେତାଙ୍କ ସହ ବି ଆଲୋଚନା କରିଛନ୍ତି ।
ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ। ଯେଉଁମାନେ କି ନେଇ ପାରନ୍ତି ଚରମ ନିଷ୍ପତ୍ତି। ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବାରୁ ସୁପ୍ରିମୋ ନବୀନ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ନେତାଙ୍କୁ ଡାକି ବୈଠକ କରିଛନ୍ତି।
‘ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରୀ ଭିତରେ ଅଛନ୍ତି । ଅମ୍ଳଜାନ ମିଳୁନି, ଅଣନିଶ୍ବାସୀ ହୋଇଗଲେଣି । ନିଶ୍ବାସ ନେବାକୁ ସେମାନେ ବନ୍ଦ କୋଠରୀ ବାହାରକୁ ଆସୁଛନ୍ତି’ ।
ନବୀନଙ୍କୁ ଝଟକା ପାଇଁ ଅନେକ ବିଜେଡି ନେତା ଲାଇନରେ ଥିବା ଚର୍ଚ୍ଚା । ବିଜେଡି ବସା ଖାଲି ହୋଇଯିବ କହି ନିଆଁ ଲଗାଇଲେ ଢାଲି । ସଂଗଠନ ପରିବର୍ତ୍ତନ ଲୋଡ଼ା ଦର୍ଶାଇ ଘିଅ ଢାଳିଲେ ଅମର ।
ଏହି ଚର୍ଚ୍ଚା ଭିତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ ।