ମନ୍ତ୍ରୀଙ୍କ ଗୁହାଳରୁ ମଇଁଷି ହଜିବା ଓ ସାଂସଦଙ୍କ ବାଡ଼ିରୁ ପଣସ ହଜିବାର ପୋଲିସ ତଦନ୍ତ କଥା ତ ଶୁଣିଥିବେ । ହେଲେ ଏବେ ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ବାଟବଣା ହେବାର ସିଆଇଡି ତଦନ୍ତ ଭଳି ରୋଚକ ଘଟଣା। ଆଉ ଏହାକୁ ସରକାର ବିରୋଧୀ କାର୍ଯ୍ୟ ବୋଲି ରିପୋର୍ଟରେ ଦର୍ଶାଇଛି ସିଆଇଡି। ସୁରକ୍ଷାକର୍ମୀଙ୍କ ପେଟକୁ କେମିତି ଗଲା CMଙ୍କ ସିଙ୍ଗଡ଼ା ? ସୁଖୁଙ୍କ ସିଙ୍ଗଡ଼ା ଖୋଜିବାକୁ ହେଲା ରିତିମତ୍ ସିଆଇଡି ତଦନ୍ତ । ସତରେ କଣ ହିମାଚଳ ସମୋସା ବିବାଦ ପଛରେ-କୁଛ୍ ତୋ ଗଡ଼ବଡ଼ ହୈ !
Published By: Satyendu Shekher Mishra
Last updated: 08 November 2024, 10:18 PM IST
ଏ_ଜାତିର_ଜାତକରେ_ହାରିବା_ଲେଖା_ନାହିଁ\' \'ଏ ଦେଶ ଏ ମାଟି ଏ ଜାତିର ଜାତକରେ ହାରିବା ଲେଖା ନାହିଁ । ଗୋଟିଏ ହାତରେ ଶାସ୍ତ୍ର ଓ ଅନ୍ୟ ହାତରେ ଶସ୍ତ୍ର ଧରି ଏ ପାଶବିକ ଆକ୍ରମଣର ଜବାବ୍ ଭାରତମାତା ଖୁବଶୀଘ୍ର ଦେବ।\' - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ