• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

JP Nadda
ବିଜେପିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ, ଯୋଗ ଦେବେ ଜେପି ନଡ୍ଡା

ପୁରୀ ବଳିଆପଣ୍ଡାରେ ବୈଠକକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।

Key Positions in BJP Government
କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ?

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ ।

Key Positions in BJP Government
ବିଜେପି ସରକାରରେ କିଏ କେଉଁଠି ହେବେ ଥଇଥାନ ? କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ? 

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ ।

Deepali Das
ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲେ ଦୀପାଳି ଦାସ

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ ।

BJD
ବିଜେଡିରେ ଏବେ ସବୁ ଗୋଳମାଳିଆ

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ।

BJD
ବିଜେଡିରେ ଏବେ ସବୁ ଗୋଳମାଳିଆ, ପରାଜୟ ପରଠୁ ଦଳରେ ତେଜୁଛି ବିରୋଧର ସ୍ବର

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ।

Debi Mishra
ବିଜେଡିରେ ଫାଟ; ନୃସିଂହଙ୍କ ପରେ ଦେବୀ ମିଶ୍ର ଓଗାଳିଲେ ବିଷ

ନୃସିଂହଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ସୁଧୀର ସାମଲ। ସେ କହିଛନ୍ତି, ଢୋଲ ଭିତରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ ଦେଉଛନ୍ତି ତାହା ବ୍ୟକ୍ତିଗତ। ଗଛ ଅଛି, ପତ୍ର ଝଡ଼ିଛି। ପାଣି ଦେଲେ ପୁଣି କଅଁଳିବ।

  • Saturday, 13 July 2024
  • BJD
Odisha Politics
ତେଜିଲା ରାଜନୀତି, ରାଜଭବନ ଆଗରେ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ

ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଅଭିଯୋଗରେ ତେଜିଲା ରାଜନୀତି ।

FAO Election
କ୍ରୀଡ଼ା ରାଜନୀତିରେ ବି ବଡ଼ ପଟ୍ଟ ପରିବର୍ତ୍ତନ, FAO ସଭାପତି ହେଲେ ସମୀର ଦେ’..!

ଫାଓ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ଦେବାଶିଷ । OCA ସଭାପତି ବବି ଦାସଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।

Odisha Politics, BJD
BJD କଳି, କେତେବେଳେ ବରିଷ୍ଠ ତ କେତେବେଳେ ବର୍ଷିଲେଣି ଯୁବ ନେତା

 ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଢୋଲ ଭିତରେ ମୂଷା ପାଇଁ ଦଳ ଶୋଚନୀୟ ପରାଜୟର ଶିକାର ହେଲା ବୋଲି କହିଛନ୍ତି।

Odisha Politics, BJD
ବଢ଼ୁଛି ବିଜେଡି କଳି, ଆଗକୁ ବିସ୍ଫୋରଣ ସମ୍ଭାବନା !

ବିଜେଡି ବିପର୍ଯ୍ୟୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁଙ୍କ ମନ୍ତବ୍ୟ । ବିଭିନ୍ନ ଜାଗାରେ ଥିବା ମୂଷାଙ୍କ ପାଇଁ ହାରିଲୁ: ନୃସିଂହ ସାହୁ ।

 Nrusingha Charan Sahu
‘ବିଭିନ୍ନ ଜାଗାରେ ମୂଷା ଥିଲେ, ସେଥିପାଇଁ ବିଜେଡି ହାରିଲା’ 

ଅନେକ ଜାଗାରେ ବିଜେଡି ହିଁ ବିଜେଡିକୁ ହରାଇବାକୁ ଲାଗିଥିଲା । ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ କିଛି ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ।

mp kangana ranaut
ଲୋକଙ୍କ ସମସ୍ୟା ବୁଝୁଛନ୍ତି କଙ୍ଗନା; ଭେଟିବାକୁ ହେଲେ ଦରକାର ଆଧାର କାର୍ଡ଼, କିନ୍ତୁ କାହିଁକି...

ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ଅଜବ ନିୟମ । ତାଙ୍କୁ ଭେଟିବାକୁ ହେଲେ ଆଧାର କାର୍ଡ଼ ନେଇ ଆସିବାକୁ ପଡ଼ିବ ବୋଲି କହିଛନ୍ତି କଙ୍ଗନା । ଯାହା ସସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

Key Achievements of New BJP Govt
ମାସକର ମୋହନ ସରକାର

୨୫ ବର୍ଷ ପୁରୁଣା ନବୀନ ସରକାରର ପତନ ପରେ ଅଢ଼େଇ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଦେଖିଥିଲା ନୂଆ ନେତୃତ୍ୱ। ବିଜେଡିକୁ ହଟାଇ ଶପଥ ନେଲା, ବିଜେପି ସରକାର । ଆଉ ଏହି ନୂଆ ସରକାରକୁ ଦେଖୁ ଦେଖୁ ମାସେ ପୂରି ଗଲାଣି । ଅନେକ ଆଶା ଆକାଂକ୍ଷା ଭିତରେ ଏଇ ମାସକ ଭିତରେ ଏହିସବୁ ବଡ଼ ଉପଲବ୍ଧି ହାସଲ କରିଛି ମୋହନଙ୍କ ସରକାର ।

Mines
ପରିବେଶବିତଙ୍କୁ ଚିନ୍ତାରେ ପକାଇଛି ଆଉ ୧୭ଟି କୋଇଲା ଖଣି ନିଲାମ ଘୋଷଣା

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ମୋହନ ସରକାର ଖଣି ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଛନ୍ତି। ପୂର୍ବରୁ ଖଣିସଚିବ ଥିବା ମନୋଜ ଆହୁଜା ଏବେ ରାଜ୍ୟ ମୁଖ୍ୟ ଶାସନ ସଚିବ। ତେଣୁ ଆଗକୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତା’ ଉପରେ ନଜର।

Mohan Majhi
ନବୀନଙ୍କ ଚିଠିର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିଲାଗି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Teacher Recruitment
ଯୋଜନା ଭିତ୍ତିକ ଶିକ୍ଷକ ନିଯୁକ୍ତିକୁ ନେଇ ତେଜିଲା ରାଜନୀତି

ଆଗରୁ ବିରୋଧ କରି ଏବେ କେମିତି କାର୍ଯ୍ୟକାରୀ କରୁଛି ବିଜେପି ଅଭିଯୋଗ ଆଣିଲା ବିଜେଡି ।

  • Thursday, 11 July 2024
Mohan Majhi
ଚାରମାଳରେ ବଡ଼ ଠାକୁର ପଡ଼ିବା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ସ୍ପର୍ଶକାତର ବିଷୟରେ କିଛି ମନ୍ତ୍ରୀଙ୍କ ମନ୍ତବ୍ୟ, ଦୁଃଖକୁ ଦ୍ବିଗୁଣିତ କରିଛି । ଯେମିତି ଏହାର ପୁନରାବୃତ୍ତି ନହେବ, ଏହା ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି ।

IAS Reshuffle
ସଚିବ ସ୍ତରରେ ଅଦଳବଦଳ; ହଟିଲେ ଇଡକୋର ଚେୟାରମ୍ୟାନ୍ ହେମନ୍ତ ଶର୍ମା

ରାଜ୍ୟର ନୂଆ ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଇଡକୋର ଚେୟାରମ୍ୟାନ୍ ଥିବା ହେମନ୍ତ ଶର୍ମାଙ୍କୁ ଏହି ପଦରୁ ହଟାଯାଇଛି।

Minimum Wages
ରାଜ୍ୟ କ୍ୟାବିନେଟରେ ୫ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି। ବଢିଲା ସର୍ବନିମ୍ନ ମଜୁରୀ। ଫୋକସ୍ ରେ ଚାଷୀ। ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି 5 ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି।

Minimum Wages
କ୍ୟାବିନେଟର ବଡ଼ ନିଷ୍ପତ୍ତି; ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି ୫ ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି। ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ପୂର୍ବରୁ ଥିଲା ୩୫୨ ଟଙ୍କା। ଏବେ ତାହା ୪୫୦ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି କରାଯାଇଛି।

BJD
ବିଜେଡିରେ ତେଜିଲା ଦେବାଶିଷ ସମ୍ବିତ୍ କଳି

ବିଜେଡି ହରିବାର କାରଣ କଣ, ତାକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। କଳି ଏମିତି ବଢିଛି ଯେ, ମିଡିଆ ଆଗରେ ଚାଲିଛି ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ। ଗତକାଲି ପାଣ୍ଡିଆନ ଏବଂ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ବିଶ୍ୱାଳ ଏବଂ ସମ୍ବିତ ରାଉତରାୟଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଜି ତାର କଡ଼ା ଭାଷାରେ କାଉଣ୍ଟର କରିଛନ୍ତି ସମ୍ବିତ ।

  • Tuesday, 09 July 2024
  • BJD
BJD
ବିଜେଡିରେ 'ପାଣ୍ଡିଆନ' କଳି; ତେଜୁଛି ସମ୍ବିତ-ଦେବାଶିଷ କଥା କଟାକଟି

ଗତକାଲି ପାଣ୍ଡିଆନ ଓ ବବିଙ୍କ ସପକ୍ଷରେ ବାହାରି ପ୍ରଭାତ ଆଉ ସମ୍ବିତଙ୍କୁ ଆଟାକ୍ କରିଥିଲେ ଦେବାଶିଷ। ଆଉ ଆଜି ଦେବାଶିଷଙ୍କୁ କାଉଣ୍ଟର ଆଟକ କରିଛନ୍ତି ସମ୍ବିତ ରାଉତରାୟ।

Sambit Routray & Debasish Samantray
‘୨୦୧୯ ରେ ଗୋଡ଼ିମାଟି ଜିତିଲେ କିନ୍ତୁ ବାରବାଟୀରେ ଦେବାଶିଷ ହାରିଲେ’

ତେଜିଲା ବିଜେଡି କଳି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ।

Narendra Modi
ଋଷରେ ଶୁଭିଲା 'ଜୟ ଜଗନ୍ନାଥ', ମୋଦି ବଖାଣିଲେ ବିକାଶର ଗାଥା

ଋଷରେ ଗୁଞ୍ଜରଣ ହେଲା ଜୟ ଜଗନ୍ନାଥ । ମୋସ୍କୋରେ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି ।