• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

NAC Declaration
ପ୍ରତିଶ୍ରୁତି ଦେଇ ଭୁଲିଗଲେ କି ସରକାର; ଓଲଟ ଫଳ ଦେବ କି ନୂଆ NAC ଘୋଷଣା ଚାଲ୍ ?

କେଉଁଠି ପୋଡାଜଳା ତ କେଉଁଠି ରାସ୍ତାରୋକ। ଚକ ଅଖ ସବୁ ବନ୍ଦ। ଦୋକାନ ବଜାର ସବୁଠି ତାଲା ଝୁଲୁଛି। ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି ଆନ୍ଦୋଳନକାରୀ। ଆଉ ଏ ଆନ୍ଦୋଳନ ନିଜ ହକ୍ ପାଇଁ, ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ।

BJD Politics
BJDକୁ ବିଦ୍ରୋହୀ ଅଡୁଆ; ପାର୍ଟି ପାଇଁ ସଙ୍ଗୀନ ରାଜଧାନୀ ସ୍ଥିତି, ଘାରିଛି ଦଳ ଡିଆଁ ଡର

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ପୋଖରୀପୁଟରେ ବିଶାଳ ମହିଳା ସମାବେଶ କରିଛନ୍ତି । ଯେଉଁଥିରେ ଭୁବନେଶ୍ୱର ମେୟର ଓ ମଧ୍ୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ ।

Debasish Nayak
ଯାଜପୁରରେ ବଢ଼ିଲା BJP ବଳ; ପଦ୍ମ ଧରିଲେ ଦେବାଶିଷ ନାୟକ

ନିର୍ବାଚନ ଯେତେ ପାଖଉଛି ଶଙ୍ଖ ଛାଡ଼ୁଛନ୍ତି ଅସନ୍ତୋଷ ନେତା । ଦେବାଶିଷ ଦଳ ବିରୋଧରେ ସେପରି କିଛି ଆପତ୍ତି ଜନକ ମନ୍ତବ୍ୟ ନଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା BJD ଉପରେ ଭାରି ପଡ଼ିବ ବୋଲି କୁହାଯାଉଛି ।

Dharmendra Pradhan
ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ସମ୍ବଲପୁରରୁ ହେବେ କି ସାଂସଦ ପ୍ରାର୍ଥୀ ?

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟାଠାରେ ଆୟୋଜିତ ୩୧ ତମ ବିରାଟ ଧନୁଯାତ୍ରାର ଉଦଯାପନୀ ଦିବସରେ ଏଭଳି କହିଛନ୍ତି ରବି ନାରାୟଣ ନାୟକ ।

General election 2024
ଦୁର୍ବଳ ହେବ କି BJD ? ଦଳ ଛାଡ଼ିଲେ ଦେବାଶିଷ ନାୟକ

ଦେବାଶିଷ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ପତ୍ରରେ ସୁପ୍ରିମୋଙ୍କୁ ଦେବାଶିଷ ଧନ୍ୟବାଦ ଦେବା ସହ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ।

BJP
ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି !

ଆସନ୍ତା ୨୯ ତାରିଖ ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଆଉ ଏହି ବୈଠକ ପରେ ଦଳ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ତାଲିକା ଘୋଷଣା କରିପାରେ ।

AAP-Congress
ଦିଲ୍ଲୀରେ ଡିଲ୍‌ ଫାଇନାଲ, ଆପ୍‌ ୪ ଓ କଂଗ୍ରେସ ୩ ସିଟରେ ଲଢିବ ନିର୍ବାଚନ

ଆଜି ଦୁଇ ଦଳ ମଧ୍ୟରେ ହୋଇଥିବା ସିଟ୍‌ ବୁଝାମଣାରେ ଦିଲ୍ଲୀରେ ଆପ୍‌ ୪ଟି ଲୋକସଭା ଆସନରେ ଲଢ଼ିବାକୁ ଥିବାବେଳେ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଚୁଡ଼ାନ୍ତ ହୋଇଛି।

General Election
କେବେ ହେବ ସାଧାରଣ ନିର୍ବାଚନ ? ଏହି ଦିନ ତାରିଖ ଘୋଷଣା କରିପାରନ୍ତି ECI…

ସାଧାରଣ ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ।

Kantita Mahala
ଫେବ୍ରୁଆରୀ ୧୪ରେ ଗିରଫ ହୋଇଥିଲେ ସଂଯୁକ୍ତା; ଆଜି ବାହାରିଲେ ଜେଲ୍‌ରୁ

୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ ।

Baijayanta Panda
‘ବୁଥ୍‌କୁ ଯାଅ, ଏଥର ଟାର୍ଗେଟ୍ ୪୦୦ ପାର୍’ UPରେ ବୈଜୟନ୍ତଙ୍କ ଆହ୍ୱାନ୍

୭୦ ପ୍ରତିଶତ ଘରେ ବିଶୁଦ୍ଧ ପାନୀୟ ଜଳ । ଅଯୋଧ୍ୟାରେ ତିଆରି ହୋଇଛି ରାମ ମନ୍ଦିର ।

Kalia Scheme
ବଢିଲା କାଳିଆ ଯୋଜନା ଅବଧି; ତେଜିଲା ରାଜନୀତି

ବଢିଲା କାଳିଆ ଯୋଜନା ଅବଧି। ତେଜିଲା ରାଜନୀତି। ଭୋଟ ହାତେଇବା ଆଶାରେ ଏହା ସରକାରଙ୍କ ନିର୍ବାଚନୀ ଥୋପ ବୋଲି କହିଛନ୍ତି ବିରୋଧୀ। ତେଣେ କେନ୍ଦ୍ର ପରିସଂଖ୍ୟାନ ସଂସ୍ଥା- NSO ରିପୋର୍ଟରେ ଓଡ଼ିଶାର ଚାଷୀଙ୍କ ଆର୍ଥିକ ଅବସ୍ଥା ନେଇ ଯେଉଁ ରିପୋର୍ଟ ଆସିଛି ତାହା ଅତି ଚିନ୍ତାଜନକ।

Odisha Politics
ଓପିନିୟନ୍ ପୋଲ୍ ୱାର୍ ! ଛାନିଆ ହେଉଛନ୍ତି ଦଳ, ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଜନତା

ଏତେ ମାତ୍ରାର ଫରକକୁ ନେଇ ଦ୍ୱନ୍ଦ୍ୱରେ ମତଦାତା । ରାଜନୈତିକ ସମୀକ୍ଷକ କହିଲେ, ଭୋଟ୍ ପୂର୍ବରୁ ହଟଚମଟ ଚାଲ୍ ।

Kalia Scheme
‘କାଳିଆ’ ଅବଧି ବୃଦ୍ଧିକୁ ନେଇ ତେଜିଲା ରାଜନୀତି, ପୁଣି ନିର୍ବାଚନୀ ଥୋପ କହି ବର୍ଷିଲେ ବିରୋଧୀ

ଓଡ଼ିଶା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଜନକ ତଥ୍ୟ । ଜାତୀୟ ପରିସଂଖ୍ୟାନ ସଂସ୍ଥା ରିପୋର୍ଟରେ ଚିନ୍ତାଜନକ ତଥ୍ୟ ।

Election Commission
୨୦୨୪ ସାଧାରଣ ନିର୍ବାଚନ; ମାର୍ଚ୍ଚ ୧୩ ପରେ ହେବ ନିର୍ବାଚନ ତାରିଖ ଘୋଷଣା !

ବର୍ତ୍ତମାନ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ ସମୀକ୍ଷା କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି।

BMC
BMC ର କଡ଼ା ଚେତାବନୀ; କାନ୍ଥବାଡ଼ରୁ ଲିଭାଯିବ ଦଳୀୟ ପୋଷ୍ଟର ବ୍ୟାନର

ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

Pradeep Panigrahi
ପଦ୍ମ ଧରୁ ଧରୁ ପ୍ରଦୀପଙ୍କ ପାୱାର ସୋ'

ପ୍ରଦୀପଙ୍କ ପାୱାର ସୋ' । ପଦ୍ମ ଧରୁ ଧରୁ ଗଞ୍ଜାମରେ ଦମ୍ ଦେଖାଇଲେ ପ୍ରଦୀପ ପାଣିଗ୍ରାହୀ..

Rajnath Singh
ରାଜନାଥଙ୍କ 'ଡବଲ ଇଞ୍ଜିନ' ଦମ୍ଭୋକ୍ତି

ରାଜନାଥଙ୍କ 'ଡବଲ ଇଞ୍ଜିନ' ଦମ୍ଭୋକ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବିଜେପି ଭାରତବର୍ଷର ଏକମାତ୍ର ପାର୍ଟି, ଯିଏକି ଯାହା କହେ ସେୟା କରେ । ଓଡ଼ିଶାରେ ଆମ ସରକାର ନଥିଲେ ବି କେବେ ପାତରଅନ୍ତର କରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Voters
ନେତାଙ୍କ କଥା ଧୂଆଁବାଣ !

ରାସ୍ତା ନାହିଁ ତ ଭୋଟ୍ ନାହିଁ । ବିକାଶ ନାଁରେ ମିଛ ପ୍ରତିଶ୍ରୁତି ଦେଇଥିବା ସରକାରକୁ ଜବାବ ଦେବାକୁ ବଜ୍ର ଶପଥ ନେଉଛନ୍ତି ଗାଁ ଲୋକେ । ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଉଛନ୍ତି ।

Voters
ନିର୍ବାଚନ ପାଇଁ ଦଳର ପ୍ରତିଶ୍ରୁତି ପାହାଡ଼; ଏପଟେ ନେତାଙ୍କୁ ପାନେ ଦେବା ପାଇଁ ରେଡ୍ଡି ଲୋକେ

ଏବେ ରାଜ୍ୟ ସରକାରଙ୍କ ଢୋଲପିଟା ଯୋଜନାର ନଗ୍ନଚିତ୍ର ସହ ଦାଉ ଦାଉ ହୋଇ ବାରିହେଉଛି ନିର୍ବାଚନବେଳର ମିଥ୍ୟା ପ୍ରତିଶ୍ରୁତି।

Pradeep Panigrahi
ପଦ୍ମ ଧରୁ ଧରୁ ପ୍ରଦୀପଙ୍କ ପାୱାର ସୋ', ଦକ୍ଷିଣ ଓଡ଼ିଶାରେ ଦବଦବା ଦେଖାଇଲେ ଗୋପାଳପୁର ବିଧାୟକ

ହଜାର ହଜାର ସମର୍ଥକ, ବିଶାଳ ପଟୁଆର। ବିଜେପିରେ ଯୋଗ ଦେଉ ଦେଉ ବିଜେଡିର ଗଞ୍ଜାମ ଗଡ଼ରେ ପାୱାର ଶୋ‘ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Rajnath Singh
ଓଡ଼ିଶାରେ ରାଜନାଥ ସିଂଙ୍କ ଦମ୍ଭୋକ୍ତି, ‘ଆମେ କେନ୍ଦ୍ର ସହ ରାଜ୍ୟରେ ବି ଗଢ଼ିବୁ ସରକାର’

ନବରଙ୍ଗପୁର, ବ୍ରହ୍ମପୁର, ବାରିପଦା... ସବୁଠି ରାଜନାଥଙ୍କ ସେଇ ଗୋଟିଏ ହୁଂକାର... ଗୋଟିଏ ଦମ୍ଭୋକ୍ତି... 'ଓଡ଼ିଶାରେ ଏଥର ବନିବ ଡବଲ୍ ଇଞ୍ଜିନ ସରକାର'।

Rajnath Singh
‘ମୋଦି ତୃତୀୟ ଥର ନୁହେଁ, ଚତୁର୍ଥ ଥର ମଧ୍ୟ ପ୍ରଧାନମନ୍ତ୍ରୀ ହେବେ’: ରାଜନାଥ ସିଂ

କେହି କେବେ ଭାବିଥିଲେ କି ଜଣେ ଆଦିବାସୀ ଭଉଣୀ ଦେଶରେ ରାଷ୍ଟ୍ରପତି ହେବେ । ଏମିତି ଜଣେ ପ୍ରଧାନମନ୍ତ୍ରୀ ଆସିବେ ଆଉ ଆଦିବାସୀ ଭଉଣୀକୁ ରାଷ୍ଟ୍ରପତି କରିବେ।

Yuvraj Singh
ବିଜେପିରେ ମିଶିବେ ଯୁବରାଜ ସିଂ ! ଏହି ଆସନରୁ ଲଢ଼ିପାରନ୍ତି ଲୋକସଭା ନିର୍ବାଚନ...

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଖୁବଶୀଘ୍ର ଯୁବରାଜ ସିଂ ବିଜେପିରେ ଯୋଗ ଦେଇପାରନ୍ତି।

Rajnath Singh
ବ୍ରହ୍ମପୁରରୁ ବର୍ଷିଲେ ରାଜନାଥ; କହିଲେ, କେହି ବି ଅଟକାଇ ପାରିବେନି ‘ଡବଲ୍ ଇଞ୍ଜିନ ସରକାର’

ଏଥର ୪ ଶହରୁ ଅଧିକ ସିଟ୍ ହାସଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ରାଜନାଥ କହିଛନ୍ତି।

Pradeep Panigrahi
ବ୍ରହ୍ମପୁର ସମାବେଶରେ ପ୍ରଦୀପଙ୍କ ହୁଙ୍କାର; କହିଲେ, ‘ଏଥର ଲେଖା ଛିଡ଼େଇ ଦେବା’

ଗଞ୍ଜାମର ଲୋକ ଭାଷାରେ ‘ଲେଖା ଛିଡ଼େଇ ଦେବା’ ବୋଲି କହି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି।