• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fishing

ରାକ୍ଷସ ମାଛ
Monster Fish: ମହାନଦୀରୁ ମିଳିଲା ରାକ୍ଷସ ମାଛ...ପାଖକୁ ଗଲେ ଗିଳି ଦେବ, ଓଜନ...

ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବା ସମୟରେ ଏହି ୬ ଫୁଟ ଲମ୍ବ ଓ ୧ କୁଇଟାଂଲର ଓଜନର ବୋଦା ମାଛ ଜାଲରେ ପଡିଥିଲା। ଏହାକୁ ୪ଜଣ ମତ୍ସ୍ୟଜୀବୀ ଧରି ବହୁ କଷ୍ଟରେ କୂଳକୁ ଆଣିଥିଲେ। ବିଶାଳ ମାଛ ହୋଇଥିବାରୁ ଏହା ମଣିଷଙ୍କୁ ମଧ୍ୟ ମାରି ଦେବାର କ୍ଷମତା ରଖିଛି ବୋଲି କହିଛନ୍ତି ଏହାକୁ ଧରିଥିବା ମତ୍ସ୍ୟଜୀବୀ ।

Boat capsized
Deogarh Tragedy: ନିର୍ଦ୍ଦୟ ଦଇବ: ନେଇଗଲା ମା ଓ ୨ ପୁଅ

ମାଛ ଆଣିବା ପାଇଁ ସାଙ୍ଗରେ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇଥିଲେ ବାପା । କିନ୍ତୁ ସାଙ୍ଗରେ ସ୍ତ୍ରୀ କି ପୁଅ କେହି ଫେରି ନଥିଲେ । ଫେରିଥିଲା ତ ସେମାନଙ୍କ ମୃତଦେହ । ଆଖି ପିଛୁଳାକେ ଡଙ୍ଗା ଓଲଟିବା ଭଳି ନିଜ ଜୀବନ ବି ଓଲଟିଗଲା । 

Villagers in Chandabali catch fish and share equally, showing unity and harmony
ଗାଁ ଦାଣ୍ଡରେ ଲାଞ୍ଜ ପିଟୁଛନ୍ତି କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ

ଗାଁ ଦାଣ୍ଡରେ ଲାଞ୍ଜ ପିଟୁଛନ୍ତି କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ। ଡେକ୍ଚି ଡେକ୍ଚି ମାଛ ଢାଳି ଦିଆ ଯାଇଛି। ଗାଁ ପୋଖରୀ ମରା ହୋଇଛି। ଏବେ ଠା କୁ ଠା ଭାଗ ବଣ୍ଟା ଚାଲିଛି। କାହାକୁ ଅସମାନ ନାହିଁ। ଆରେ ଗାଁ ପୋଖରୀ ଗାଁ ଲୋକେ ଖାଇବେ। କାର୍ପଣ୍ୟ ନାହିଁ କି କମ୍ ବେଶି ନାହିଁ। ସାରା ଗାଁରେ ମାଛ ଧରାକୁ ନେଇ ଛୁଆଠୁ ବୁଢା ସମସ୍ତେ ଉତ୍ସାହିତ। ଦର୍ଶକ ବନ୍ଧୁ ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା ପଞ୍ଚାୟତ ଗୋବିନ୍ଦପୁର ଗାଁର ଦୃଶ୍ୟ। ଆପଣଙ୍କୁ ଏ ନିଆରା ଦୃଶ୍ୟ ଟିକେ ଅଜବ ଲାଗୁଥିବ ନିଶ୍ଚୟ। ଏଠି ଏମିତି କାହିଁକି ଚାଲିଛି। କଥା ହେଲା ବର୍ଷକରେ ଥରେ ଏ ଗାଁରେ ଏମିତି ହିଁ ମାଛ ବଣ୍ଟା କୁଣ୍ଟା ହୁଏ। ଗାଁ ସାରା ଲୋକେ ଏକାଠି ହୁଅନ୍ତି ଏବଂ ମିଳିମିଶି ମାଛ ଧରିଲା ପରେ ସମସ୍ତେ ବାଣ୍ଟି କୁଣ୍ଟି ନିଅନ୍ତି। 

Fishing
Odisha Fishing Ban: ଲାଗୁହେଲା କଟକଣା; ଆଜିଠୁ ସମୁଦ୍ରରେ ମାଛଧରା ନିଷେଧ

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ ଦିଆଯାଇଛି। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି। ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟ ବା ଓମ୍ଫ୍ରାର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Boost Fishing Exports
Boost Fishing Exports: ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବ କଇଁଛ ନିର୍ଗମନ ଯନ୍ତ୍ର; ଭାରତରୁ ସାମୁଦ୍ରିକ ଚିଙ୍ଗୁଡ଼ି ରପ୍ତାନୀ କରିବ ଆମେରିକା!

କେମିତି ଲାଭବାନ ହେବେ ଭାରତୀୟ ମତ୍ସ୍ୟଜୀବୀ। ଏଥିପାଇଁ ଆରମ୍ଭ ହୋଇଛି କସରତ। ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବ କଇଁଛ ନିର୍ଗମନ ଯନ୍ତ୍ର ବା TED।

Fish
୨୦ ଟଙ୍କାରେ ମିଳୁଛି ଚୂନା ମାଛ, ବୋହି ନେଉଛନ୍ତି ଲୋକେ

ଏମିତିକି ଦିନକୁ ୨୦ରୁ ୩୦ ଝୁଡ଼ି ଭଳିକି ଭଳି ଚୁନା ମାଛ ପଡୁଥିବାରୁ ମତ୍ସବୀଜୀ ତାକୁ ୨୦ରୁ ୩୦ଟଙ୍କାରେ କିଲୋ ପିଛା ବିକ୍ରି କରି ଦେଉଛନ୍ତି।

Millions of fish died at once
ଏକାସାଙ୍ଗରେ ମରିଗଲେ ଲକ୍ଷାଧିକ ମାଛ

କୁଢ କୁଢ ମଲା ମାଛରେ ଭର୍ତ୍ତି ହୋଇଗଲା ଜଳାଶୟ। ରହସ୍ୟମୟ ଭାବେ ମୃତ୍ୟୁବରଣ କଲେ ଦୁଇଲକ୍ଷରୁ ଅଧିକ ମାଛ। କାରଣ ଜାଣି ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ।

Sea Fish
ଏମିତି ବଢୁଛି ମାଛର ଓଜନ; ପ୍ରତିଦିନ ଖାଇଲେ ଚାଲିଯାଇପାରେ ଜୀବନ !!

ଦକ୍ଷିଣ ଭାରତର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟତଃ ସାମୁଦ୍ରିକ ମାଛ ସାରା ଦେଶକୁ ପଠାଯାଏ। ବର୍ତ୍ତମାନ ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ମାଛର ଓଜନ ଅଧିକ କରିବା ପାଇଁ ତାଙ୍କୁ ବିଷାକ୍ତ ପଦାର୍ଥ ଦିଆଯାଉଛି।

Fishing
ଆଜିଠୁ ଓଡିଶା ଉପକୂଳରେ ୬୧ ଦିନ ଯାଏଁ ମାଛଧରା ବନ୍ଦ

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ବର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି।

Paradeep Fishing
କଇଁଛଙ୍କ ସୁରକ୍ଷା ପାଇଁ ମାଛଧରା ଉପରେ ଲାଗିଲା କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ମେ ୩୧ ଯାଏ ମାଛଧରା ଉପରେ କଟକଣା ଲାଗିଛି । ଧାମରା, ଦେବୀ ଏବଂ ରୁଷିକୁଲ୍ୟା ନଦୀ ମୁହାଣ ଅଂଚଳ ସମେତ ସମୁଦ୍ର କୂଳରୁ ଭିତରକୁ ୨୦ କିଲୋମିଟର ଯାଏ ମାଛଧରିବାରେ କଟକଣା ଲଗାଇଛନ୍ତି ସରକାର।

Fishing
ଓଡ଼ିଶା ଉପକୂଳରେ ମାଛ ଧରିବା ମନା !

ଓଡିଶା ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ଅନୁମତି  ଦେଇଥିବାରୁ ଆପତ୍ତି ଉଠାଇଛନ୍ତି ଟ୍ରଲର ମାଲିକ ଓ କର୍ମଚାରୀ ।

Fishermen Return To Chilika For Fishing
ଚଳଞ୍ଚଚଞ୍ଚଳ ହୋଇଉଠିଛି ଚିଲିକା

୩ ଦିନ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ଚିଲିକା । ଜୱାଦ ପାଇଁ ବନ୍ଦ ଥିବା ମତ୍ସ୍ୟଜୀବୀ ପୁଣି ଥରେ ଆରମ୍ଭ କରିଛନ୍ତି ନିଜ ଜୀବିକା । ଶୁଣନ୍ତୁ କଣ ରହିଛି ମତ୍ସ୍ୟଜୀବୀଙ୍କର ପ୍ରତିକ୍ରିୟା ।