କେମିତି ଲାଭବାନ ହେବେ ଭାରତୀୟ ମତ୍ସ୍ୟଜୀବୀ। ଏଥିପାଇଁ ଆରମ୍ଭ ହୋଇଛି କସରତ। ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବ କଇଁଛ ନିର୍ଗମନ ଯନ୍ତ୍ର ବା TED।
ଏମିତିକି ଦିନକୁ ୨୦ରୁ ୩୦ ଝୁଡ଼ି ଭଳିକି ଭଳି ଚୁନା ମାଛ ପଡୁଥିବାରୁ ମତ୍ସବୀଜୀ ତାକୁ ୨୦ରୁ ୩୦ଟଙ୍କାରେ କିଲୋ ପିଛା ବିକ୍ରି କରି ଦେଉଛନ୍ତି।
କୁଢ କୁଢ ମଲା ମାଛରେ ଭର୍ତ୍ତି ହୋଇଗଲା ଜଳାଶୟ। ରହସ୍ୟମୟ ଭାବେ ମୃତ୍ୟୁବରଣ କଲେ ଦୁଇଲକ୍ଷରୁ ଅଧିକ ମାଛ। କାରଣ ଜାଣି ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ।
ଦକ୍ଷିଣ ଭାରତର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟତଃ ସାମୁଦ୍ରିକ ମାଛ ସାରା ଦେଶକୁ ପଠାଯାଏ। ବର୍ତ୍ତମାନ ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ମାଛର ଓଜନ ଅଧିକ କରିବା ପାଇଁ ତାଙ୍କୁ ବିଷାକ୍ତ ପଦାର୍ଥ ଦିଆଯାଉଛି।
କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ବର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି।
ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ମେ ୩୧ ଯାଏ ମାଛଧରା ଉପରେ କଟକଣା ଲାଗିଛି । ଧାମରା, ଦେବୀ ଏବଂ ରୁଷିକୁଲ୍ୟା ନଦୀ ମୁହାଣ ଅଂଚଳ ସମେତ ସମୁଦ୍ର କୂଳରୁ ଭିତରକୁ ୨୦ କିଲୋମିଟର ଯାଏ ମାଛଧରିବାରେ କଟକଣା ଲଗାଇଛନ୍ତି ସରକାର।
ଓଡିଶା ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ଅନୁମତି ଦେଇଥିବାରୁ ଆପତ୍ତି ଉଠାଇଛନ୍ତି ଟ୍ରଲର ମାଲିକ ଓ କର୍ମଚାରୀ ।
୩ ଦିନ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ଚିଲିକା । ଜୱାଦ ପାଇଁ ବନ୍ଦ ଥିବା ମତ୍ସ୍ୟଜୀବୀ ପୁଣି ଥରେ ଆରମ୍ଭ କରିଛନ୍ତି ନିଜ ଜୀବିକା । ଶୁଣନ୍ତୁ କଣ ରହିଛି ମତ୍ସ୍ୟଜୀବୀଙ୍କର ପ୍ରତିକ୍ରିୟା ।