/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680709908.jpg)
Krishna Patel
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680709908.jpg)
1/4
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କରୁଛନ୍ତି ପ୍ରସିଦ୍ଧ ରଙ୍ଗବତୀ ଗୀତର ଗାୟିକା ଡ. କ୍ରିଷ୍ଣା ପଟେଲ୍।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680709955.jpg)
2/4
ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସଫଳ ଚାଷୀ ଶ୍ରୀ ପଟାଏତ କୁମାର ସାହୁଙ୍କୁ 'ପଦ୍ମଶ୍ରୀ' ଉପାଧି ପ୍ରଦାନ କରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ରୀଯୁକ୍ତ ପଟାଏତ, ଔଷଧୀୟ ବୃକ୍ଷ ରୋପଣ ଏବଂ ୩୫୦ ପ୍ରକାର ଔଷଧୀୟ ବୃକ୍ଷ ଚିହ୍ନଟ କରି ଲୋକପ୍ରିୟ ହୋଇପାରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680710004.jpg)
3/4
ଶିକ୍ଷା ଓ ସାହିତ୍ୟ ପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କରୁଛନ୍ତି ଓଡ଼ିଶାର ଡ. ଅନ୍ତର୍ଯ୍ୟାମୀ ମିଶ୍ର
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680710056.jpg)
4/4
କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ ହେଲେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)