Advertisment

ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ

ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lord Balabhadra's 'Taladhwaja' Rath rolls on Badadanda

Lord Balabhadra's 'Taladhwaja' Rath rolls on Badadanda

ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ। ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି। 

Advertisment

ପୁରୀର କୋଣ ଅନୁକୋଣ ଉପରେ ପୋଲିସ୍ ନଜର ରଖିଛି।  ପ୍ରବେଶରୁ ପ୍ରସ୍ଥାନ ଯାଏ ସବୁ ପରିସ୍ଥିତି ଉପରେ ନଜର ରଖାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ସହ ଭିଡ଼କୁ ଏହାଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ। 

ରଥଯାତ୍ରା ଲାଇଭ ନ୍ୟୁଜ : ଗଳିକନ୍ଦିରେ କୁନି ରଥ, କୁନି ଭକ୍ତ କରୁଛନ୍ତି ସେବା

ସେପଟେ ରଥଯାତ୍ରା ବେଳେ ବଡ଼ଦାଣ୍ଡରେ ଗ୍ରୀନ୍ କରିଡର୍ ପ୍ରସ୍ତୁତ ହୋଇଥିଲା। ଅଗ୍ନିଶମ, ସ୍ପେଶାଲ୍ ଫୋର୍ସ ସହ ବିଭିନ୍ନ ସଂଗଠନ ଏଥିରେ ହାତ ବଢ଼ାଇଥିଲେ। ଭିଡ଼ରେ ଅସୁସ୍ଥ ଅନୁଭବ କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ସହ ଚିକିତ୍ସା ବ୍ୟବସ୍ଥା କରାଯାଉଛି।

Advertisment
Puri Rath Yatra Rath Jatra Rath Yatra 2022 Puri Rath Jatra
Advertisment
Advertisment