ଦୁଲୁକୁଛି ବଡ଼ଦାଣ୍ଡ...ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ..ଝୁଲି ଝୁଲି ଆସୁଛି କାଳିଆ ସୁନା। ହସୁଛି ଭକ୍ତ ଆଉ ଭକ୍ତର ହସ ହସ ମୁହଁ ଦେଖି ମନେ ମନେ ହସୁଛି କାଳିଆ...କହୁଛି, ଆଉ ଘଡ଼ିଏ ରହରେ...ମୁଁ ଯାଉଛି ତୁମ ପାଖକୁ, ତୁମ ଗହଣରେ ହଜିଯିବି, ତୁମ ଗହଣରେ ମଜ୍ଜିଯିବି...ଆଉ କେଇ ମୁହୂର୍ତ୍ତ ମାତ୍ର। ଆଜି ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟା ତିଥି, କେତେ ପବିତ୍ର ଏ ତିଥି, କେତେ ଆନନ୍ଦମୟ ଏ ତିଥି..ଏଇ ତିଥିକୁ ଅନେଇ ଅନେଇ କେତେଯେ ଭକ୍ତ ପାଗଳ, ତା’ର କଳନା ନାହିଁ
08:28 AM(3 years ago )
ଶ୍ରୀକ୍ଷେତ୍ରରେ ପରମ୍ପରା ଯେତେ ପୁରୁଣା ସେତେ ଦିବ୍ୟ ଏହାର ମାହାତ୍ମ । ରଥଯାତ୍ରା ଦେଖିବାକୁ ଯାଉଥିବା ପୁରୀବାସୀ ମୁଣ୍ଡିଆ ମନ୍ଦିରକୁ ଯାଆନ୍ତି । ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଏହି ଦେଉଳରେ ଆଜି ବି ଏହି ବ୍ୟବସ୍ଥା ରହିଛି ।#RathaJatra #RathaJatra2022 #GhosaJatra #GhosaJatra2022 #OTV pic.twitter.com/DjpbwXhSM0
— ଓଟିଭି (@otvkhabar) July 2, 2022
08:27 AM(3 years ago )
ଶରଧା ବାଲିରେ ଶ୍ରୀଜିଉ । ଆଜି ଆଡ଼ପ ମଣ୍ଡପ ବିଜେ । ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି#RathaJatra #RathaJatra2022 #GhosaJatra #GhosaJatra2022 #OTV pic.twitter.com/IlQ8gQVGaz
— ଓଟିଭି (@otvkhabar) July 2, 2022
08:25 AM(3 years ago )
ଆଜି ରୂପା ଛାଉଣୀ ହେବ ଶ୍ରୀମନ୍ଦିର କଳାହାଟ ଦ୍ୱାର । ଶ୍ରୀମନ୍ଦିର ବାହାରକୁ ଯାଇଛି କଳାହାଟ ଦ୍ୱାରର ଫ୍ରେମ୍ । ନିଳାଦ୍ରି ଭକ୍ତ ନିବାସ ପରିସରରେ ତିଆରି ହେଉଛି ନୂଆ ଫ୍ରେମ୍ ।#Puri #OTV pic.twitter.com/uUbpLaGqPM
— ଓଟିଭି (@otvkhabar) July 2, 2022
20:34 PM(3 years ago )
କାଳିଆର ଦିବ୍ୟଲୀଳା । ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀ ଦୀର୍ଘ ଦୁଇବର୍ଷ ପରେ ପୁଣି ଭକ୍ତ ଗହଣରେ ବଡ଼ଦାଣ୍ଡରେ ଗଡ଼ିଲା ଭାବର ଠାକୁରଙ୍କ ଦିବ୍ୟରଥ । ସଅଳ ନୀତିକାନ୍ତିରୁ ନିର୍ଧାରିତ ସମୟର ଢେର ଆଗରୁ ରଥ ଟଣା ହୋଇ ସଂଧ୍ୟା ପୂର୍ବରୁ ଶରଧା ବାଲିରେ ଲାଗିଯାଇଛି ତିନି ରଥ ।
20:33 PM(3 years ago )
ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା, ସାବର ଶ୍ରୀକ୍ଷେତ୍ର କୋରାପୁଟ, ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର । ସବୁଠି ବିଧି ବିଧାନ ଓ ପରମ୍ପରା ସହ ଘୋଷଯାତ୍ରା ସାଙ୍ଗକୁ ଦେଉଳ ବାହାରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ରଥାରୁଢ଼ ଦିଅଁ । ମହାମାରୀ କରୋନା ପାଇଁ ୨ ବର୍ଷ ଧରି ଗଡ଼ିନଥିଲା ରଥ । ତେଣୁ ଆଜିର ଦିନକୁ ଅପେକ୍ଷା କରିଥିଲେ ଅସଂଖ୍ୟ ଭକ୍ତଗଣ । ସାବର ଶ୍ରୀକ୍ଷେତ୍ର କୋରାପୁଟରେ ସକାଳୁ ସମସ୍ତ ନୀତିକାନ୍ତି ପରେ ଗୋଟି ପହଣ୍ଡିରେ ରଥକୁ ବିଜେ କରିଥିଲେ ତିନି ଠାକୁର ।ପରେ ୩ ରଥରେ ୩ ଆଦିବାସୀ ଗାଁ ମୁଖିଆଙ୍କ ଛେରା ପହଁରା ଓ ଅନ୍ୟ ନୀତିି ପରେ ଆରମ୍ଭ ହୋଇଥିଲା ରଥଟଣା ।
18:35 PM(3 years ago )
18:24 PM(3 years ago )
18:24 PM(3 years ago )
18:16 PM(3 years ago )
18:16 PM(3 years ago )
18:14 PM(3 years ago )
ଭୁବନେଶ୍ୱରର ଇଏ ବଡ ରଥଯାତ୍ରା । ରୀତିନୀତି ଅନୁଯାୟୀ ହେଲା ପହଣ୍ଡି ଓ ଚେରାପହଁରା । ତା ପରେ ଟଣା ହେଲା ରଥ । ଭକ୍ତ କହିଲେ, ହୃଦୟର କଥା ।
18:13 PM(3 years ago )
18:13 PM(3 years ago )
18:12 PM(3 years ago )
ୟେ ଓଡ଼ିଶାର ଦୃଶ୍ୟ ନୁହେଁ.. ଏ ହେଉଛି ରାଜଧାନୀ ଦିଲ୍ଲୀର ଦୃଶ୍ୟ.. ଧୂମଧାମରେ ଭକ୍ତଗଣ ନାଚି ନାଚି ଠେଲି ଠେଲି ମାଉସୀ ଘରକୁ ନେଇଯାଉଛନ୍ତି ଜଗାକୁ ।
18:12 PM(3 years ago )
ମେଦିନାପୁରର ମୋହନପୁରରେ ପ୍ରାୟ 500 ବର୍ଷ ହେଲା ହେଉଛଇ ରଥଯାତ୍ରା । ପ୍ରଥମେ ଜଣେ ଜମିଦାର ଏହି ମନ୍ଦିର ତିଆରି କରି ରଥଯାତ୍ରା କରାଉଥିଲେ । ଏବେ କମିଟି ବୁଝୁଛି ।
18:11 PM(3 years ago )
18:01 PM(3 years ago )
ବଡ଼ଭାଇ ବଳଭଦ୍ରଙ୍କ ପଛେ ପଛେ ଗୁଣ୍ତିଚା ମନ୍ଦିର ପାଖରେ ପହଞ୍ଚିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ।
17:58 PM(3 years ago )
17:57 PM(3 years ago )
17:57 PM(3 years ago )
17:32 PM(3 years ago )
ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ପଛରେ ଗଡ଼ି ଚାଲିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ । ପଛେ ପଛେ ଗହଳି ଲଗାଇ ନନ୍ଦିଘୋଷରେ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ । ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ।
17:31 PM(3 years ago )
ଦୁଇ ବର୍ଷ ପରେ ବଡ଼ଦାଣ୍ତରେ ଲାଗିଛି ଭକ୍ତଙ୍କ ଗହଳି..ତିନି ଠାକୁର ସର୍ବଦା ଲୋକଙ୍କ ହିତରେ ରହିଥାନ୍ତି..ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶାର ପରିଚୟ#Sankaracharya #RathaJatra #RathaJatra2022 #GhosaJatra #GhosaJatra2022 #Puri #OTV pic.twitter.com/n8ZuaCcV3k
— ଓଟିଭି (@otvkhabar) July 1, 2022
17:29 PM(3 years ago )
ଜୟ ଶ୍ରୀରାମ..ଜୟ ଶ୍ରୀରାମ..ଦୁଲୁକୁଛି ବଡ଼ଦାଣ୍ତ..ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ.. ମହାପ୍ରଭୁଙ୍କ ସମ୍ମୁଖରେ ହନୁମାନ ନୃତ୍ୟ କରୁଛନ୍ତି ଶ୍ରଦ୍ଧାଳୁ
ଜୟ ଶ୍ରୀରାମ..ଜୟ ଶ୍ରୀରାମ..ଦୁଲୁକୁଛି ବଡ଼ଦାଣ୍ତ..ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ.. ମହାପ୍ରଭୁଙ୍କ ସମ୍ମୁଖରେ ହନୁମାନ ନୃତ୍ୟ କରୁଛନ୍ତି ଶ୍ରଦ୍ଧାଳୁ#RathaJatra #RathaJatra2022 #GhosaJatra #GhosaJatra2022 #Puri #OTV pic.twitter.com/1SHPmabShh
— ଓଟିଭି (@otvkhabar) July 1, 2022
17:28 PM(3 years ago )
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତାରେ ରଥଯାତ୍ରା ଅବସରରେ ଜଗନ୍ନାଥଙ୍କୁ ପୂଜା କରିଛନ୍ତି । ଦେଶବାସୀଙ୍କ ସକଳ ମଙ୍ଗଳ କାମନା କରିଛନ୍ତି । ସୁନ୍ଦର ଭାବେ ଶ୍ଲୋକ ବି ଗାଇଛନ୍ତି ।
17:25 PM(3 years ago )
17:24 PM(3 years ago )
ହେ ମହାପ୍ରଭୁ… ମୋର ଏ ବେଶ.. ମୋର ଏ ଠାଣି… ସବୁ ତମରି ପାଇଁ… ବଡ଼ଦାଣ୍ଡରେ କାଳିଆର ଜଣେ ସମର୍ପିତ ଭକ୍ତ #RathaJatra #RathaJatra2022 #GhosaJatra #GhosaJatra2022 #GundichaJatra #GundichaJatra2022 #ChariotFestival #ChariotFestival2022 #CarFestival #CarFestival2022 #RathYatra #RathYatra2022 pic.twitter.com/L5ZmK3LNvD
— ଓଟିଭି (@otvkhabar) July 1, 2022
17:13 PM(3 years ago )
17:12 PM(3 years ago )
17:11 PM(3 years ago )
17:10 PM(3 years ago )
16:55 PM(3 years ago )
16:54 PM(3 years ago )
16:54 PM(3 years ago )
16:53 PM(3 years ago )
16:52 PM(3 years ago )
16:52 PM(3 years ago )
16:51 PM(3 years ago )
16:51 PM(3 years ago )
16:50 PM(3 years ago )
16:47 PM(3 years ago )
16:46 PM(3 years ago )
16:46 PM(3 years ago )
ନିଆରା ଛେରାପହଁରା । ଶାବର ଶ୍ରୀକ୍ଷେତ୍ରରେ ଛେରାପହଁରା କଲେ ତିନି ଆଦିବାସୀ ଗାଁର ମୁଖିଆ । ଜଗନ୍ନାଥଙ୍କ ରଥରେ ରଙ୍ଗବାଲି କୁମ୍ଭାର ଦାସୀ ନାୟକ,ସୁଭଦ୍ରାଙ୍କ ରଥରେ ଲକ୍ଷ୍ମୀପୁର ବ୍ଲକର ଖଜୁରୀପୁଟ ଗ୍ରାମର ସାଧୁ ସାଉନ୍ତା ଓ ବଳଭଦ୍ରଙ୍କ ରଥରେ କୋଟିଆର ଦାନୁ ତାଡିଙ୍ଗି ଛେରା ପହଁରା କରିଛନ୍ତି
16:43 PM(3 years ago )
16:42 PM(3 years ago )
16:41 PM(3 years ago )
16:41 PM(3 years ago )
16:40 PM(3 years ago )
16:38 PM(3 years ago )
16:37 PM(3 years ago )
16:27 PM(3 years ago )
16:26 PM(3 years ago )
16:25 PM(3 years ago )
16:24 PM(3 years ago )
14:26 PM(3 years ago )
14:26 PM(3 years ago )
14:25 PM(3 years ago )
14:24 PM(3 years ago )
14:24 PM(3 years ago )
13:44 PM(3 years ago )
13:44 PM(3 years ago )
13:27 PM(3 years ago )
13:27 PM(3 years ago )
13:26 PM(3 years ago )
13:26 PM(3 years ago )
13:26 PM(3 years ago )
13:25 PM(3 years ago )
13:25 PM(3 years ago )
13:24 PM(3 years ago )
13:24 PM(3 years ago )
13:20 PM(3 years ago )
13:19 PM(3 years ago )
13:19 PM(3 years ago )
13:12 PM(3 years ago )
13:03 PM(3 years ago )
ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି।
13:02 PM(3 years ago )
13:01 PM(3 years ago )
ରଥ ଉପରେ କାଳିଆକୁ ଦେଖି... ଖୁସିରେ ମନ ନାଚି ଉଠୁଛି...#RathaYatra2022 #RathaJatra2022 #Puri #Odisha pic.twitter.com/hd1VuYi4D5
— ଓଟିଭି (@otvkhabar) July 1, 2022
12:50 PM(3 years ago )
ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ। ପ୍ରଥମେ ଗଡ଼ିବା ଆରମ୍ଭ କଲା ବଳଭଦ୍ରଙ୍କ ତାଳଧ୍ୱଜ। ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର।
12:49 PM(3 years ago )
12:49 PM(3 years ago )
12:48 PM(3 years ago )
12:48 PM(3 years ago )
12:47 PM(3 years ago )
12:47 PM(3 years ago )
12:46 PM(3 years ago )
12:46 PM(3 years ago )
12:45 PM(3 years ago )
12:45 PM(3 years ago )
12:44 PM(3 years ago )
12:44 PM(3 years ago )
12:43 PM(3 years ago )
12:43 PM(3 years ago )
12:43 PM(3 years ago )
12:42 PM(3 years ago )
12:38 PM(3 years ago )
ଛେରା ପହଁରା ନୀତି ପାଇଁ ଠାକୁର ରାଜା ଶ୍ରୀ ଶ୍ରୀ ଗଜପତି ମହାରାଜା ଆସୁଛନ୍ତି... #RathaJatra #RathaJatra2022 #GhosaJatra #GhosaJatra2022 #GundichaJatra #GundichaJatra2022 #ChariotFestival #ChariotFestival2022 pic.twitter.com/MSnyKzuMtK
— ଓଟିଭି (@otvkhabar) July 1, 2022
12:19 PM(3 years ago )
12:19 PM(3 years ago )
12:18 PM(3 years ago )
12:17 PM(3 years ago )
12:16 PM(3 years ago )
ହେ ମହାବାହୁ... ଆମେ ତ ନିମିତ୍ତ ମାତ୍ର... ତୁମ ରଥକୁ ଟାଣିବା ପାଇଁ ଆମେ ପ୍ରସ୍ତୁତ...#ଜୟ_ଜଗନ୍ନାଥ🙏🏻#RathaYatra2022 #RathaJatra2022 #Puri #Odisha pic.twitter.com/2v4e93L6Ov
— ଓଟିଭି (@otvkhabar) July 1, 2022
12:16 PM(3 years ago )
#ଗଜପତି_କରୁଛନ୍ତି_ଛେରା_ପହଁରା
— ଓଟିଭି (@otvkhabar) July 1, 2022
କାଳିଆର ଲୀଳା ବଡ଼ ବିଚିତ୍ର। ତା' ଦୁଆରେ ଧନୀ, ଗରିବ, ରଜା, ପ୍ରଜା ସମସ୍ତେ ସମାନ। ସେଇଥିପାଇଁ ପରା ସେ ଜଗତର ଠାକୁର...#RathaYatra2022 #RathaJatra2022 #Puri #Odisha pic.twitter.com/Mix6aG9Dz1
12:00 PM(3 years ago )
11:59 AM(3 years ago )
11:59 AM(3 years ago )
11:58 AM(3 years ago )
11:57 AM(3 years ago )
11:56 AM(3 years ago )
11:56 AM(3 years ago )
11:56 AM(3 years ago )
11:55 AM(3 years ago )
11:55 AM(3 years ago )
11:55 AM(3 years ago )
11:54 AM(3 years ago )
11:49 AM(3 years ago )
11:48 AM(3 years ago )
11:48 AM(3 years ago )
11:34 AM(3 years ago )
#ଫଟୋରେ_ଖବର:
— ଓଟିଭି (@otvkhabar) July 1, 2022
କୁନି କଳାକାରଙ୍କ କମାଲ...ଭୁବନେଶ୍ୱର ରେଣ୍ଟାଲ କଲୋନୀର ଜଣେ ୧୦ ବର୍ଷର ବାଳକ ତିଆରି କରିଛନ୍ତି ଏହି କୁନି ରଥ...#PhotoNews #RathaJatra #GhosaJatra #GhosaJatra2022 #GundichaJatra #GundichaJatra2022 #ChariotFestival2022 #CarFestival2022 #RathYatra2022 #Odisha #Bhubaneswar #OTV pic.twitter.com/NKLfTc6alL
11:33 AM(3 years ago )
ଆରମ୍ଭ ହେଲା ରଥଯାତ୍ରାର ଆକର୍ଷଣୀୟ ପରମ୍ପରା ଛେରାପହଁରା, ରଥ ଉପରେ ଛେରାପହଁରା ନୀତି କରୁଛନ୍ତି ଗଜପତି ଦିବ୍ୟସିଂହ ଦେବ, ସୁବର୍ଣ୍ଣଚାମର ଧରି ଛେରାପହଁରା କରୁଛନ୍ତି ଗଜପତି ମହାରାଜା।
11:26 AM(3 years ago )
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ#RathaJatra2022 #GhosaJatra #GhosaJatra2022 #Puri #OTV pic.twitter.com/rUUdptwkeZ
— ଓଟିଭି (@otvkhabar) July 1, 2022
11:23 AM(3 years ago )
11:23 AM(3 years ago )
11:23 AM(3 years ago )
11:19 AM(3 years ago )
ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି @rashtrapatibhvn #RathaYatra2022 #RathaJatra2022 pic.twitter.com/RhbZIc5Mpz
— ଓଟିଭି (@otvkhabar) July 1, 2022
11:13 AM(3 years ago )
ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ @Naveen_Odisha @CMO_Odisha #RathaYatra2022 #RathaJatra2022 pic.twitter.com/PB5SgGbDS4
— ଓଟିଭି (@otvkhabar) July 1, 2022
11:12 AM(3 years ago )
କିଛି ସମୟ ମଧ୍ୟରେ ହେବ ରଥଯାତ୍ରାର ଆକର୍ଷଣୀୟ ପରମ୍ପରା ଛେରାପହଁରା। ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବେ। ଛେରାପହଁରା ଲାଗି ଶ୍ରୀନଅରରୁ ଗଜପତି ମହାରାଜ ଆସୁଛନ୍ତି। ତାମଯାନରେ ବସି ୩ ରଥ ସମ୍ମୁଖକୁ ଆସୁଛନ୍ତି ଗଜପତି ମହାରାଜ।
11:09 AM(3 years ago )
11:06 AM(3 years ago )
11:06 AM(3 years ago )
11:01 AM(3 years ago )
#ଭାଇ_ଭଉଣୀଙ୍କୁ_ଦେଖିଲା_ଜଗତ
— ଓଟିଭି (@otvkhabar) July 1, 2022
ବଡ଼ ଭାଇ, ଗେହ୍ଲା ଭଉଣୀକୁ ସାଥୀରେ ନେଇ ଜନ୍ମବେଦୀକୁ ବାହାରିଲେ କାଳିଆ ସାଆନ୍ତ
(Pic Credit:SJTA)#RathaJatra #RathaJatra2022 #GhosaJatra #GhosaJatra2022 pic.twitter.com/Y8ASw5JIrm
10:59 AM(3 years ago )
ଦୀର୍ଘ ଦୁଇ ବର୍ଷର କୋଭିଡ୍ କଟକଣା ପରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଇଛି । ଏନେଇ ଭକ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା। କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ହିନ୍ଦୁ ଓ ବିଦେଶୀ ଭକ୍ତଙ୍କ ମନରେ ମଧ୍ୟ ଖୁସିର ଲହରୀ। ଦେଖନ୍ତୁ ଶ୍ରୀକ୍ଷେତ୍ରରେ କିପରି ପହଣ୍ଡି ବିଜେ ହେଉଛି...
10:57 AM(3 years ago )
10:56 AM(3 years ago )
10:46 AM(3 years ago )
10:43 AM(3 years ago )
10:43 AM(3 years ago )
10:42 AM(3 years ago )
10:42 AM(3 years ago )
10:41 AM(3 years ago )
10:41 AM(3 years ago )
10:41 AM(3 years ago )
10:41 AM(3 years ago )
10:41 AM(3 years ago )
10:40 AM(3 years ago )
10:40 AM(3 years ago )
10:35 AM(3 years ago )
10:19 AM(3 years ago )
ଭକ୍ତି ଆନନ୍ଦମୟ ପରିବେଶ ମଧ୍ୟରେ ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦେବଦଳନ ରଥକୁ ବିଜେ କରୁଥିବା ସମୟର ଦେଖନ୍ତୁ, ଏହି ସୁନ୍ଦର ଦୃଶ୍ୟ...
— ଓଟିଭି (@otvkhabar) July 1, 2022
(Pic Credit-SJTA)#RathaJatra #RathaJatra2022 #CarFestival #RathYatra #RathYatra2022 #RathaJatraWithOtv #OTV #Odisha #Puri pic.twitter.com/Q8nFgLDDlS
10:18 AM(3 years ago )
ମସ୍ତକରେ ଟାହିଆ ପିନ୍ଧି ପ୍ରଭୁ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବିଜେ କରୁଥିବା ସମୟର ଦୃଶ୍ୟ...
— ଓଟିଭି (@otvkhabar) July 1, 2022
(Pic Credit-SJTA)#RathaJatra #RathaJatra2022 #CarFestival #RathYatra #RathYatra2022 #RathaJatraWithOtv #OTV #Odisha #Puri pic.twitter.com/PiCcpZLCHm
10:18 AM(3 years ago )
ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥକୁ ବିଜେ କରୁଥିବାର କିଛି ମନମୋହକ ଦୃଶ୍ୟ...
— ଓଟିଭି (@otvkhabar) July 1, 2022
(Pic Credit-SJTA)#RathaJatra #RathaJatra2022 #CarFestival #RathYatra #RathYatra2022 #RathaJatraWithOtv #OTV #Odisha #Puri pic.twitter.com/hjRSijaASt
10:12 AM(3 years ago )
10:12 AM(3 years ago )
10:11 AM(3 years ago )