• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Live Updates : From The News Room

ପୁରୀ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ଭକ୍ତ ବି ପ୍ରସ୍ତୁତ...

Odisha

ଦୁଲୁକୁଛି ବଡ଼ଦାଣ୍ଡ...ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ..ଝୁଲି ଝୁଲି ଆସୁଛି କାଳିଆ ସୁନା। ହସୁଛି ଭକ୍ତ ଆଉ ଭକ୍ତର ହସ ହସ ମୁହଁ ଦେଖି ମନେ ମନେ ହସୁଛି କାଳିଆ...କହୁଛି, ଆଉ ଘଡ଼ିଏ ରହରେ...ମୁଁ ଯାଉଛି ତୁମ ପାଖକୁ, ତୁମ ଗହଣରେ ହଜିଯିବି, ତୁମ ଗହଣରେ ମଜ୍ଜିଯିବି...ଆଉ କେଇ ମୁହୂର୍ତ୍ତ ମାତ୍ର। ଆଜି ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟା ତିଥି, କେତେ ପବିତ୍ର ଏ ତିଥି, କେତେ ଆନନ୍ଦମୟ ଏ ତିଥି..ଏଇ ତିଥିକୁ ଅନେଇ ଅନେଇ କେତେଯେ ଭକ୍ତ ପାଗଳ, ତା’ର କଳନା ନାହିଁ

puri jagannath ratha jatra 2022

08:28 AM(2 years ago )

ରଥଯାତ୍ରା ଦେଖିବାକୁ ଯାଉଥିବା ପୁରୀବାସୀ ମୁଣ୍ଡିଆ ମନ୍ଦିରକୁ ଯାଆନ୍ତି

Posted by: Prangyan Parimita

08:27 AM(2 years ago )

ଶରଧା ବାଲିରେ ଶ୍ରୀଜିଉ । ଆଜି ଆଡ଼ପ ମଣ୍ଡପ ବିଜେ । ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

Posted by: Prangyan Parimita

08:25 AM(2 years ago )

ଆଜି ରୂପା ଛାଉଣୀ ହେବ ଶ୍ରୀମନ୍ଦିର କଳାହାଟ ଦ୍ୱାର

Posted by: Prangyan Parimita

20:34 PM(2 years ago )

ଘୋଷଯାତ୍ରାରେ ମହାବାହୁ, ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

Posted by: Satyendu Shekher Mishra

କାଳିଆର ଦିବ୍ୟଲୀଳା । ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀ ଦୀର୍ଘ ଦୁଇବର୍ଷ ପରେ ପୁଣି ଭକ୍ତ ଗହଣରେ ବଡ଼ଦାଣ୍ଡରେ ଗଡ଼ିଲା ଭାବର ଠାକୁରଙ୍କ ଦିବ୍ୟରଥ । ସଅଳ ନୀତିକାନ୍ତିରୁ ନିର୍ଧାରିତ ସମୟର ଢେର ଆଗରୁ ରଥ ଟଣା ହୋଇ ସଂଧ୍ୟା ପୂର୍ବରୁ ଶରଧା ବାଲିରେ ଲାଗିଯାଇଛି ତିନି ରଥ ।

ଅଧିକ ପଢ଼ନ୍ତୁ..

20:33 PM(2 years ago )

ରାଜ୍ୟ ଓ ରାଜ୍ୟ ବାହାରେ ବି ଗଡ଼ିଲା ରଥ, ଅହମ୍ମଦାବାଦ-କୋଲକାତା-ହାଇଦ୍ରାବାଦରେ ରଥଟଣା

Posted by: Satyendu Shekher Mishra

ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା, ସାବର ଶ୍ରୀକ୍ଷେତ୍ର କୋରାପୁଟ, ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର । ସବୁଠି ବିଧି ବିଧାନ ଓ ପରମ୍ପରା ସହ ଘୋଷଯାତ୍ରା ସାଙ୍ଗକୁ ଦେଉଳ ବାହାରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ରଥାରୁଢ଼ ଦିଅଁ । ମହାମାରୀ କରୋନା ପାଇଁ ୨ ବର୍ଷ ଧରି ଗଡ଼ିନଥିଲା ରଥ । ତେଣୁ ଆଜିର ଦିନକୁ ଅପେକ୍ଷା କରିଥିଲେ ଅସଂଖ୍ୟ ଭକ୍ତଗଣ । ସାବର ଶ୍ରୀକ୍ଷେତ୍ର କୋରାପୁଟରେ ସକାଳୁ ସମସ୍ତ ନୀତିକାନ୍ତି ପରେ ଗୋଟି ପହଣ୍ଡିରେ ରଥକୁ ବିଜେ କରିଥିଲେ ତିନି ଠାକୁର ।ପରେ ୩ ରଥରେ ୩ ଆଦିବାସୀ ଗାଁ ମୁଖିଆଙ୍କ ଛେରା ପହଁରା ଓ ଅନ୍ୟ ନୀତିି ପରେ ଆରମ୍ଭ ହୋଇଥିଲା ରଥଟଣା ।

ଅଧିକ ପଢ଼ନ୍ତୁ..

18:35 PM(2 years ago )

ଶରଧା ବାଲିରେ ତିନି ରଥ

Posted by: Satyendu Shekher Mishra
Ratha JatraRatha Jatra

18:24 PM(2 years ago )

ଗଞ୍ଜାମ ଅଲାରିଗଡରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି ରଥଯାତ୍ରା । ଜିଲ୍ଲାପାଳ କରିଥିଲେ ଛେରାପହଁରା

Posted by: Satyendu Shekher Mishra

18:24 PM(2 years ago )

ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଲା, ପଛକୁ ପଛ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ

Posted by: Satyendu Shekher Mishra

18:16 PM(2 years ago )

ଅପେକ୍ଷାରେ ଗୁଣ୍ଡିଚା ମାଆ , ଘର ଘର ନାଦ କରି ମାଡି ଚାଲିଛି ରଥ

Posted by: Satyendu Shekher Mishra

18:16 PM(2 years ago )

ରଥଯାତ୍ରା ଏକ ପାବନ ଯ଼ାତ୍ରା ଏମିତି ଏକ ପାବନ ଯ଼ାତ୍ରା ଯ଼ାହାକୁ ଦେଖିବା ପାଇଁ ଭକ୍ତ ସତେ ଯ଼େମିତି ଚାହିଁ ବସିଥାଏ

Posted by: Satyendu Shekher Mishra

 

18:14 PM(2 years ago )

ଭୁବନେଶ୍ୱରର ଇଏ ବଡ ରଥଯାତ୍ରା

Posted by: Satyendu Shekher Mishra

ଭୁବନେଶ୍ୱରର ଇଏ ବଡ ରଥଯାତ୍ରା । ରୀତିନୀତି ଅନୁଯାୟୀ ହେଲା ପହଣ୍ଡି ଓ ଚେରାପହଁରା । ତା ପରେ ଟଣା ହେଲା ରଥ । ଭକ୍ତ କହିଲେ, ହୃଦୟର କଥା ।

18:13 PM(2 years ago )

ଦେଖନ୍ତୁ..ଏ ଅପୂର୍ବ ଦୃଶ୍ୟ.. କେମିତି ଭକ୍ତମୟ ହୋଇପଡ଼ିଛି ବଡ଼ଦାଣ୍ଡ.. ୟେ ଦୁଇ ବର୍ଷର ଦୁଃଖଦ ପ୍ରତୀକ୍ଷାର ଅନ୍ତ..

Posted by: Satyendu Shekher Mishra

18:13 PM(2 years ago )

ରଥ ଚକ ବୁଲୁଛି I କାଳଚକ୍ର ସହ ତାକୁ ତୁଳନା କରାଯାଇଛି କଣ ପାଇଁ

Posted by: Satyendu Shekher Mishra

18:12 PM(2 years ago )

ଦେଖନ୍ତୁ.. ୟେ ଓଡ଼ିଶାର ଦୃଶ୍ୟ ନୁହେଁ.. ଏ ହେଉଛି ରାଜଧାନୀ ଦିଲ୍ଲୀର ଦୃଶ୍ୟ

Posted by: Satyendu Shekher Mishra

ୟେ ଓଡ଼ିଶାର ଦୃଶ୍ୟ ନୁହେଁ.. ଏ ହେଉଛି ରାଜଧାନୀ ଦିଲ୍ଲୀର ଦୃଶ୍ୟ.. ଧୂମଧାମରେ ଭକ୍ତଗଣ ନାଚି ନାଚି ଠେଲି ଠେଲି ମାଉସୀ ଘରକୁ ନେଇଯାଉଛନ୍ତି ଜଗାକୁ ।

 

18:12 PM(2 years ago )

ମେଦିନାପୁରର ମୋହନପୁରରେ ପ୍ରାୟ 500 ବର୍ଷ ହେଲା ହେଉଛଇ ରଥଯାତ୍ରା

Posted by: Satyendu Shekher Mishra

ମେଦିନାପୁରର ମୋହନପୁରରେ ପ୍ରାୟ 500 ବର୍ଷ ହେଲା ହେଉଛଇ ରଥଯାତ୍ରା । ପ୍ରଥମେ ଜଣେ ଜମିଦାର ଏହି ମନ୍ଦିର ତିଆରି କରି ରଥଯାତ୍ରା କରାଉଥିଲେ । ଏବେ କମିଟି ବୁଝୁଛି ।

 

18:11 PM(2 years ago )

ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ହେଲେ କଣ ପ୍ରଭୁ ପ୍ରାପ୍ତିର ମାର୍ଗ ଜାଣନ୍ତି ? କଣ କଲେ ଇଶ୍ୱର ପ୍ରାପ୍ତି ହୁଏ ?

Posted by: Satyendu Shekher Mishra

18:01 PM(2 years ago )

ବଡ଼ଭାଇ ବଳଭଦ୍ରଙ୍କ ପଛେ ପଛେ ଗୁଣ୍ତିଚା ମନ୍ଦିର ପାଖରେ ପହଞ୍ଚିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ।

Posted by: Satyendu Shekher Mishra

ବଡ଼ଭାଇ ବଳଭଦ୍ରଙ୍କ ପଛେ ପଛେ ଗୁଣ୍ତିଚା ମନ୍ଦିର ପାଖରେ ପହଞ୍ଚିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ।

Ratha JatraRatha Jatra

17:58 PM(2 years ago )

ରାଉରକେଲାରେ ଏମିତି ପାଳିତ ହେଉଛି ଘୋଷଯାତ୍ରା..

Posted by: Satyendu Shekher Mishra

17:57 PM(2 years ago )

ସବୁ ତିର୍ଥର ସଙ୍ଗମ ହୋଇଛି ବୋଲି କୁହାଯାଏ ରଥ ଯ଼ାତ୍ରାରେ ବଡ ଦାଣ୍ଡରେ ଏହା କଣ ସତ?

Posted by: Satyendu Shekher Mishra

17:57 PM(2 years ago )

କେଉଁ ଲୋକ ମାନଙ୍କ ଠାରୁ ପ୍ରଭୁ ଦୂରେଇ ଯାଆନ୍ତି ଜାଣନ୍ତୁ

Posted by: Satyendu Shekher Mishra

17:32 PM(2 years ago )

ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ

Posted by: Satyendu Shekher Mishra

ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ପଛରେ ଗଡ଼ି ଚାଲିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ । ପଛେ ପଛେ ଗହଳି ଲଗାଇ ନନ୍ଦିଘୋଷରେ ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ । ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ।

17:31 PM(2 years ago )

ଦୁଇ ବର୍ଷ ପରେ ବଡ଼ଦାଣ୍ତରେ ଲାଗିଛି ଭକ୍ତଙ୍କ ଗହଳି..ତିନି ଠାକୁର ସର୍ବଦା ଲୋକଙ୍କ ହିତରେ ରହିଥାନ୍ତି..ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶାର ପରିଚୟ

Posted by: Satyendu Shekher Mishra

17:29 PM(2 years ago )

ଜୟ ଶ୍ରୀରାମ..ଜୟ ଶ୍ରୀରାମ..ଦୁଲୁକୁଛି ବଡ଼ଦାଣ୍ତ

Posted by: Satyendu Shekher Mishra

 ଜୟ ଶ୍ରୀରାମ..ଜୟ ଶ୍ରୀରାମ..ଦୁଲୁକୁଛି ବଡ଼ଦାଣ୍ତ..ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ.. ମହାପ୍ରଭୁଙ୍କ ସମ୍ମୁଖରେ ହନୁମାନ ନୃତ୍ୟ କରୁଛନ୍ତି ଶ୍ରଦ୍ଧାଳୁ 

17:28 PM(2 years ago )

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତାରେ ରଥଯାତ୍ରା ଅବସରରେ ଜଗନ୍ନାଥଙ୍କୁ ପୂଜା କରିଛନ୍ତି

Posted by: Satyendu Shekher Mishra

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତାରେ ରଥଯାତ୍ରା ଅବସରରେ ଜଗନ୍ନାଥଙ୍କୁ ପୂଜା କରିଛନ୍ତି । ଦେଶବାସୀଙ୍କ ସକଳ ମଙ୍ଗଳ କାମନା କରିଛନ୍ତି । ସୁନ୍ଦର ଭାବେ ଶ୍ଲୋକ ବି ଗାଇଛନ୍ତି ।

17:25 PM(2 years ago )

ଏପଟେ ବଡ଼ଦାଣ୍ଡରେ ଭକ୍ତମୟ ପରିବେଶ.. ସେପଟେ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼..ଆକର୍ଷଣ ସାଜିଛି ଭଳି କି ଭଳି ଶଙ୍ଖ..

Posted by: Satyendu Shekher Mishra

17:24 PM(2 years ago )

ହେ ମହାପ୍ରଭୁ… ମୋର ଏ ବେଶ.. ମୋର ଏ ଠାଣି… ସବୁ ତମରି ପାଇଁ… ବଡ଼ଦାଣ୍ଡରେ କାଳିଆର ଜଣେ ସମର୍ପିତ ଭକ୍ତ

Posted by: Satyendu Shekher Mishra

17:13 PM(2 years ago )

ଧନ୍ୟ ସେ ରଥ.. ଧନ୍ୟ ସେ ପଥ.. ତହିଁ ବିଜୟ ଶ୍ରୀ ଶ୍ରୀ ଜଗନ୍ନାଥ..ଯୁଆଡ଼େ ଦେଖିଲେ ଭକ୍ତ ହିଁ ଭକ୍ତ.. ଆଖି ପାଉନାହିଁ.. ବିଶାଳ ଜନସମୁଦ୍ର ସମ ଭକ୍ତଙ୍କ ସମାଗମ

Posted by: Satyendu Shekher Mishra

17:12 PM(2 years ago )

ତିନି ରଥରେ ୧୨ଟି ଘୋଡା ଲାଗିଛନ୍ତି । କଣ ଏହି ୧୨ଟି ଘୋଡା ପଛର କାରଣ...

Posted by: Satyendu Shekher Mishra

17:11 PM(2 years ago )

ରଥ ଯାତ୍ରାରେ ତିନିରଥରେ ସବୁ ଚକ ମିଶି ୪୨। ଯାଏ ୪୨ ଆସେ ୪୨ କଣ ଏହା ପଛର ରହସ୍ୟ

Posted by: Satyendu Shekher Mishra

17:10 PM(2 years ago )

ଆଜି ଶ୍ରୀଜିଉ ମାନଙ୍କର ରଥ ଗଡି ଗଡି ଚାଲିଛି I ଏହି ରଥ ଉପରେ ଯେଉଁ ଧ୍ବଜା ଲାଗିଛି ତା ପଛର କାରଣ କଣ

Posted by: Satyendu Shekher Mishra

16:55 PM(2 years ago )

ନୂଆଦିଲ୍ଲୀର ସର୍ବପୁରାତନ ଜଗନ୍ନାଥ ମନ୍ଦିର ତ୍ୟାଗରାଜଠାରେ ପାଳନ ହେଉଛି ପବିତ୍ର ରଥଯାତ୍ରା..

Posted by: Satyendu Shekher Mishra

16:54 PM(2 years ago )

ଗୁଣ୍ଡିଚା ଘରକୁ ଯାଉଛନ୍ତି ଶ୍ରୀଜୀଉ, ହେଲେ କିଏ ଏ ଗୁଣ୍ଡିଚା ? ଆଉ ସେଦିନ ବଲରାମ ଦାସର ବାଲିରଥରେ କାହିଁଙ୍କି ବସିଲେ ଜଗନ୍ନା

Posted by: Satyendu Shekher Mishra

16:54 PM(2 years ago )

ଯୁଗେ ଯୁଗେ ପ୍ରଭୁ ନେଇଛନ୍ତି ଅବତାର , ଏଯୁଗରେ ସେ କରୁଛନ୍ତି ମାନବିୟ ଲୀଳା। ରଥ ରଢି ଭକ୍ତ ଗହଣରେ ସେ କରୁଛନ୍ତି ଯାତ୍ରା

Posted by: Satyendu Shekher Mishra

16:53 PM(2 years ago )

ହରିବୋଲ ହୁଳହୁଳିରେ ପଡ଼ୁଛି ଉଠୁଛି ଶ୍ରୀକ୍ଷେତ୍ର

Posted by: Satyendu Shekher Mishra

16:52 PM(2 years ago )

ବଡ଼ଦାଣ୍ଡରେ ଅପୂର୍ବ ଦୃଶ୍ୟ..ଏକାଠି ହେଲେ ଭକ୍ତ ଓ ଭଗବାନ.. ଦୁଇବର୍ଷ ପରେ ହେଉଛି ମହାମିଳନ

Posted by: Satyendu Shekher Mishra

16:52 PM(2 years ago )

ନନ୍ଦିଘୋଷ ରଥ ଗଡି ଚାଲିଛି ତା ପାଖେ ପାଖେ ଗଡି ଚାଲିଛି ସାନ ରଥ ଟିଏ

Posted by: Satyendu Shekher Mishra

16:51 PM(2 years ago )

ଗିନିଜ୍ ବୁକରେ ରେକର୍ଡ କରିବା ପାଇଁ ପୁରୀର ରଥ ନିର୍ମାଣ ପରମ୍ପରାକୁ ଭଙ୍ଗ କରାଗଲା । ଏହା କଣ ଏକ ଅପରାଧ କି ?

Posted by: Satyendu Shekher Mishra

16:51 PM(2 years ago )

ସେ ଭାବକୁ ନିକଟ ଅଭାବକୁ ଦୂର। ମହା ଭାବରେ ବନ୍ଧା କାଳିଆ ଠାକୁର, ଆଜି ତାଙ୍କ ଘୋଷ ଯାତ୍ରା। ତାଙ୍କୁ ପାଇବାକୁ ହେଲେ ପ୍ରଥମେ କଣ କରିବାକୁ ପଡେ ଜାଣନ୍ତୁ

Posted by: Satyendu Shekher Mishra

16:50 PM(2 years ago )

ପାବନ ଯାତ୍ରା ମଧ୍ୟରେ ରଥଯାତ୍ରା ଏକ ଶ୍ରେଷ୍ଠ ଯାତ୍ରା ରଥ ଯାତ୍ରା, କଣ ଏହାର ମାହାତ୍ମ୍ୟ

Posted by: Satyendu Shekher Mishra

16:47 PM(2 years ago )

ନନ୍ଦିଘୋଷ ରଥରେ ସାରଥି ହେଉଛି ଦାରୁକ, କିଏ ଏହି ଦାରୁକ ? ଦାରୁକଙ୍କ ପଛରେ କଣ ରହିଛି ପୌରାଣିକ କାହାଣୀ । ନନ୍ଦିଘୋଷ ରଥରେ କିପରି ହେଲେ ସେ ସାରଥି ?

Posted by: Satyendu Shekher Mishra

16:46 PM(2 years ago )

କାଙ୍କଣ ଶିଖରୀରେ ରଥଯାତ୍ରା, ଡଙ୍ଗାରେ ଗଲେ ମହାପ୍ରଭୁ

Posted by: Satyendu Shekher Mishra

16:46 PM(2 years ago )

ନିଆରା ଛେରାପହଁରା । ଶାବର ଶ୍ରୀକ୍ଷେତ୍ରରେ ଛେରାପହଁରା କଲେ ତିନି ଆଦିବାସୀ ଗାଁର ମୁଖିଆ

Posted by: Satyendu Shekher Mishra

ନିଆରା ଛେରାପହଁରା । ଶାବର ଶ୍ରୀକ୍ଷେତ୍ରରେ ଛେରାପହଁରା କଲେ ତିନି ଆଦିବାସୀ ଗାଁର ମୁଖିଆ । ଜଗନ୍ନାଥଙ୍କ ରଥରେ ରଙ୍ଗବାଲି କୁମ୍ଭାର ଦାସୀ ନାୟକ,ସୁଭଦ୍ରାଙ୍କ ରଥରେ ଲକ୍ଷ୍ମୀପୁର ବ୍ଲକର ଖଜୁରୀପୁଟ ଗ୍ରାମର ସାଧୁ ସାଉନ୍ତା ଓ ବଳଭଦ୍ରଙ୍କ ରଥରେ କୋଟିଆର ଦାନୁ ତାଡିଙ୍ଗି ଛେରା ପହଁରା କରିଛନ୍ତି

16:43 PM(2 years ago )

ଜନ ସମୁଦ୍ରକୁ ଚିରି ଘର ଘର କରି ମାଡିଚାଲିଛି ରଥ

Posted by: Satyendu Shekher Mishra

16:42 PM(2 years ago )

ମୁଁ ମଲେ ମୋତେ ତୁ ପାଇବୁ ! ହେଲେ କେମିତି ?

Posted by: Satyendu Shekher Mishra

16:41 PM(2 years ago )

୧୨ବର୍ଷ ନଖାଇ ନପିଇ ନଶୋଇ ପ୍ରଭୁ ଶ୍ରୀରାମଙ୍କ ପାଖେ ପାଖେ କିପରି ରହିପାରିଥିଲେ ଭ୍ରାତା ଲକ୍ଷ୍ମଣ। କଣ ଏହାର ରହସ୍ୟ

Posted by: Satyendu Shekher Mishra

16:41 PM(2 years ago )

ଘରେ ବସି ପବିତ୍ର ଘୋଷଯାତ୍ରା ୨୦୨୨ର ସାକ୍ଷୀ ହୁଅନ୍ତୁ.. ଆଉ ଲେଖନ୍ତୁ ଜୟ ଜଗନ୍ନାଥ..

Posted by: Satyendu Shekher Mishra

16:40 PM(2 years ago )

ଝୁଲି ଝୁଲି ଆସିଲେ କଳାଠାକୁର । ରଥକୁ ଯିବା ପରେ ଟଣାହେଲା ରଥ ।

Posted by: Satyendu Shekher Mishra

16:38 PM(2 years ago )

ମାଉସୀ ଘର ମୁହାଁ ମାଆ ସୁଭଦ୍ରାଙ୍କ ଦେବଦଳନ ରଥ

Posted by: Satyendu Shekher Mishra

16:37 PM(2 years ago )

ଅଷ୍ଟ୍ରେଲିଆରୁ ଆସିଥିବା ଜଣେ ଭକ୍ତ ସଂକୀର୍ତ୍ତନରେ ଭାଗନେଲେ । ବଡଦାଣ୍ଡରେ ଖାଲି ପାଦରେ ଚାଲିଲେ । ତାପରେ କହିଲେ, ନାଇସ୍ ନାଇସ୍ ।

Posted by: Satyendu Shekher Mishra

16:27 PM(2 years ago )

ଆଗେ ଆଗେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ, ପଛରେ ସାନ ଭାଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ.. ମଝିରେ ଗେହ୍ଲା ଭଉଣୀ ମାଆ ସୁଭଦ୍ରାଙ୍କ ଦେବଦଳନ ରଥ ଗଡ଼ି ଚାଲିଛି

Posted by: Satyendu Shekher Mishra

16:26 PM(2 years ago )

ଅଗଣିତ ଭକ୍ତଙ୍କ ଗହଣରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଗଡ଼ି ଗଡ଼ି ଚାଲିଛି.. ଆଗେ ଆଗେ ତାଳଧ୍ୱଜ ମଧ୍ୟ ଦେବଦଳନ ପଛରେ ନନ୍ଦିଘୋଷେ ଚାଲିଛନ୍ତି କାଳିଆ ସାଆନ୍ତ

Posted by: Satyendu Shekher Mishra

16:25 PM(2 years ago )

ରଥ ଟାଣିବାର ଆନନ୍ଦ କହିଲେ ସରେନା... କେତେ ଖୁସି ଲାଗୁଛି, ମୁଁ ନିଜେ ବିଶ୍ୱାସ କରିପାରୁନି

Posted by: Satyendu Shekher Mishra

16:24 PM(2 years ago )

ତାଳଧ୍ୱଜ ଓ ଦର୍ପଦଳନ ପଛେପଛେ ଗଡ଼ିଲା ନନ୍ଦିଘୋଷ

Posted by: Satyendu Shekher Mishra

14:26 PM(2 years ago )

ରଥଯାତ୍ରାରେ ଏଇଠି ମିଳୁଛି ମାଗଣା ମହାପ୍ରସାଦ ଓ ଟଙ୍କ ତୋରାଣୀ

Posted by: Otv Khabar Bureau

14:26 PM(2 years ago )

ଗଳିକନ୍ଦିରେ କୁନି ରଥ, କୁନି ଭକ୍ତ କରୁଛନ୍ତି ସେବା

Posted by: Otv Khabar Bureau

14:25 PM(2 years ago )

ରଥ ଆଗରେ ହନୁମାନ ବେଶଧାରୀ ଭକ୍ତ, କରୁଛନ୍ତି ନୃତ୍ୟ

Posted by: Otv Khabar Bureau

14:24 PM(2 years ago )

ତାଳଧ୍ୱଜ ରଥ ଚକ ପଛରେ ରହିଛି ଗୃଢ ରହସ୍ୟ

Posted by: Otv Khabar Bureau

14:24 PM(2 years ago )

କାହ୍ନୁ ନାମ ତୋତେ କିଏ ଦେଲାରେ, ବୃନ୍ଦାବନ ବିହାରୀ ହରି

Posted by: Otv Khabar Bureau

13:44 PM(2 years ago )

ଡାହୁକ ଡାକିଲା, ଖଣ୍ଡ ନଡିଆକୁ ଉଆ ଚାଉଳ ଟାଉ ଟାଉ କରି ଖାଉ...

Posted by: Otv Khabar Bureau

13:44 PM(2 years ago )

ରଥ ଦଉଡ଼ିକୁ ଟାଣି ନେଉଛନ୍ତି ଭକ୍ତ

Posted by: Otv Khabar Bureau

13:27 PM(2 years ago )

ଘର୍ଘର ନାଦରେ ଗଡିଲା ତାଳଧ୍ୱଜ ରଥ, କୋଟି କୋଟି ଦଣ୍ଡବତ

Posted by: Otv Khabar Bureau

13:27 PM(2 years ago )

ଝାଞ୍ଜ ମୃଦଙ୍ଗରେ କମ୍ପୁଛି ବଡଦାଣ୍ଡ. ଜୟ ଜଗନ୍ନାଥ

Posted by: Otv Khabar Bureau

13:26 PM(2 years ago )

ବଡ଼ ଦାଣ୍ଡରେ ଗଡ଼ୁଛି ତାଳଧ୍ୱଜ ରଥ

Posted by: Otv Khabar Bureau

13:26 PM(2 years ago )

ଜନ ସମୁଦ୍ର ବଡ଼ଦାଣ୍ଡ, ଭକ୍ତିରେ ନାଚୁଛନ୍ତି ଭକ୍ତ

Posted by: Otv Khabar Bureau

13:26 PM(2 years ago )

ରଜା ନଅର ସମ୍ମୁଖରେ ତାଳଧ୍ୱଜ ରଥ

Posted by: Otv Khabar Bureau

13:25 PM(2 years ago )

ରଜା ନଅରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ

Posted by: Otv Khabar Bureau

13:25 PM(2 years ago )

ଛେରାପହଁରା ରଜା ନଅରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ

Posted by: Otv Khabar Bureau

13:24 PM(2 years ago )

‘ପ୍ରତିବର୍ଷ ଆସୁଛି, ରଥରେ ଜଗନ୍ନାଥଙ୍କୁ ଦେଖୁଛି’

Posted by: Otv Khabar Bureau

13:24 PM(2 years ago )

ଛେରାପହଁରା କରୁଛନ୍ତି ଗଜପତି ଦିବ୍ୟସିଂହ ଦେବ

Posted by: Otv Khabar Bureau

13:20 PM(2 years ago )

ବଡ଼ଦାଣ୍ଡରେ ଦର୍ପରେ ଗଡ଼ିଲା ତାଳଧ୍ୱଜ ରଥ

Posted by: Otv Khabar Bureau

13:19 PM(2 years ago )

ଏମିତି ଆଡମ୍ୱରରେ ଯାଆନ୍ତି ଗଜପତି, ସ୍ୱତନ୍ତ୍ର ତାନଜାନରେ

Posted by: Otv Khabar Bureau

13:19 PM(2 years ago )

ରଥରେ ପ୍ରଣାମ କଲେ ଗଜପତି, ଦୁଃଖ ଦୂର କର

Posted by: Otv Khabar Bureau

13:12 PM(2 years ago )

ଦର୍ପଦଳନ ରଥ ଉପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ

Posted by: Otv Khabar Bureau

13:03 PM(2 years ago )

ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ

Posted by: Rajalaxmi Sahoo

ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି।

ଆହୁରି ପଢ଼ନ୍ତୁ...

13:02 PM(2 years ago )

ଦର୍ପଦଳନ ରଥ ଉପରେ ଛେରାପହଁରା କରୁଛନ୍ତି ଗଜପତି ଦିବ୍ୟସିଂହ ଦେବ

Posted by: Otv Khabar Bureau

13:01 PM(2 years ago )

ରଥ ଉପରେ କାଳିଆକୁ ଦେଖି... ଖୁସିରେ ମନ ନାଚି ଉଠୁଛି...

Posted by: Otv Khabar Bureau

12:50 PM(2 years ago )

ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ

Posted by: Chandan Shishu

ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ। ପ୍ରଥମେ ଗଡ଼ିବା ଆରମ୍ଭ କଲା ବଳଭଦ୍ରଙ୍କ ତାଳଧ୍ୱଜ। ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର। 

12:49 PM(2 years ago )

ଛେରାପହଁରାର ବିଧି, ରାଜଗୁରୁଙ୍କୁ ସୁବର୍ଣ୍ଣ ବେଣ୍ଟଯୁକ୍ତ ଚାମର ଦିଅନ୍ତି ଭଣ୍ଡାର ମେକାପ

Posted by: Otv Khabar Bureau

12:49 PM(2 years ago )

ସୁନା ଖଡିକାରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ

Posted by: Otv Khabar Bureau

12:48 PM(2 years ago )

ନନ୍ଦିଘୋଷ ରଥରେ ଛେରାପହଁରା କରୁଛନ୍ତି ଗଜପତି

Posted by: Otv Khabar Bureau

12:48 PM(2 years ago )

କପିଳେନ୍ଦ୍ର ଦେବଙ୍କ ସମୟରୁ ଛେରାପହଁରା ନୀତି ଆରମ୍ଭ

Posted by: Otv Khabar Bureau

12:47 PM(2 years ago )

ଅହୋ ଭାଗ୍ୟଶାଳୀ ଗଜପତି, କେବେଠୁ ଚାଲିଛି ଏହି ପରମ୍ପରା ?

Posted by: Otv Khabar Bureau

12:47 PM(2 years ago )

କିଏ ଗଡୁଛି, କିଏ ନାଚୁଛି..

Posted by: Otv Khabar Bureau

12:46 PM(2 years ago )

ଭାବକୁ ନିକଟ ଅଭାବକୁ ଦୂର, ଗଜପତିଙ୍କ ଦିବ୍ୟ ସେବା

Posted by: Otv Khabar Bureau

12:46 PM(2 years ago )

ନନ୍ଦିଘୋଷ ରଥକୁ ଯାଉଛନ୍ତି ମଦନମୋହନ

Posted by: Otv Khabar Bureau

12:45 PM(2 years ago )

ବଳଭଦ୍ରଙ୍କ ରଥରେ ଛେରା ପହଁରା କରୁଛନ୍ତି ପୁରୀ ଗଜପତି ମହାରାଜ

Posted by: Otv Khabar Bureau

12:45 PM(2 years ago )

ରଥ ଅଭିମୁଖେ ଆଗମନ କରୁଛନ୍ତି ଗଜପତି ମହାରାଜ

Posted by: Otv Khabar Bureau

12:44 PM(2 years ago )

ଗଜପତି କରନ୍ତି ଛେରା ପହଁରା ନୀତି

Posted by: Otv Khabar Bureau

12:44 PM(2 years ago )

ରଜା ନଅରରୁ ରଥ ଅଭିମୁଖେ ପୁରୀ ଗଜପତି ମହାରାଜ୍

Posted by: Otv Khabar Bureau

12:43 PM(2 years ago )

ୟେ କାଳିଆ ସାଆନ୍ତଙ୍କ ଆଟାଚି

Posted by: Otv Khabar Bureau

12:43 PM(2 years ago )

ବଡଦାଣ୍ଡରେ ସେବା କାର୍ଯ୍ୟ, ଚାଲ ଆମେ ଅଛୁ

Posted by: Otv Khabar Bureau

12:43 PM(2 years ago )

କଳିଯୁଗର ମଣିଷ କେମିତି ଜାଣିବ ଜଗନ୍ନାଥଙ୍କୁ ?

Posted by: Otv Khabar Bureau

12:42 PM(2 years ago )

ଦୁଇବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମହାମିଳନ

Posted by: Otv Khabar Bureau

12:38 PM(2 years ago )

ଛେରା ପହଁରା ନୀତି ପାଇଁ ଠାକୁର ରାଜା ଶ୍ରୀ ଶ୍ରୀ ଗଜପତି ମହାରାଜା ଆସୁଛନ୍ତି...

Posted by: Otv Khabar Bureau

12:19 PM(2 years ago )

ରଥ ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

Posted by: Otv Khabar Bureau

12:19 PM(2 years ago )

ରଥ ପ୍ରଦକ୍ଷଣ ପାଇଁ ଆଗମନ କରୁଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ

Posted by: Otv Khabar Bureau

12:18 PM(2 years ago )

ରଥ ପ୍ରଦକ୍ଷଣ କରୁଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ

Posted by: Otv Khabar Bureau

12:17 PM(2 years ago )

ମୁଁ ମନ୍ତ୍ର ଜାଣିନି, କେମିତି ପୂଜିବି ତୁମକୁ

Posted by: Otv Khabar Bureau

12:16 PM(2 years ago )

ହେ ମହାବାହୁ... ଆମେ ତ ନିମିତ୍ତ ମାତ୍ର... ତୁମ ରଥକୁ ଟାଣିବା ପାଇଁ ଆମେ ପ୍ରସ୍ତୁତ...

Posted by: Otv Khabar Bureau

12:16 PM(2 years ago )

#ଗଜପତି_କରୁଛନ୍ତି_ଛେରା_ପହଁରା

Posted by: Otv Khabar Bureau

12:00 PM(2 years ago )

ଚାଲିଛି ଶ୍ରୀଜିଉଙ୍କ ମାଲ୍ୟାର୍ପଣ

Posted by: Otv Khabar Bureau

11:59 AM(2 years ago )

ଖେଚୁଡ଼ି ଖାଇ ମନ୍ଦିର ଛାଡିଲେ ଶ୍ରୀଜିଉ

Posted by: Otv Khabar Bureau

11:59 AM(2 years ago )

ରଥାରୂଢ ତିନି ଠାକୁର

Posted by: Otv Khabar Bureau

11:58 AM(2 years ago )

ରଥରେ ଅନାଦି ପରମ ପୁରୁଷ, କାହିଁକି ଦାରୁବ୍ରହ୍ମ ହେଲେ ମହାପ୍ରଭୁ

Posted by: Otv Khabar Bureau

11:57 AM(2 years ago )

ବଡ଼ଦାଣ୍ଡରେ ୫ ଫୁଟିଆ ଧୂପ..

Posted by: Otv Khabar Bureau

11:56 AM(2 years ago )

ଗ୍ରୀନ କରିଡରରେ RSS ସ୍ୱେଚ୍ଛାସେବୀ

Posted by: Otv Khabar Bureau

11:56 AM(2 years ago )

ବଡଦାଣ୍ଡରେ ବିଦେଶୀ ଭକ୍ତ, ଜଗନ୍ନାଥ ରିଅଲି ଲଭ୍ ଏଭ୍ରିବଡି

Posted by: Otv Khabar Bureau

11:56 AM(2 years ago )

‘ଇଏ ଅଦ୍ଭୁତ, ଭାଷାରେ ବର୍ଣ୍ଣନା କିହେବନି’

Posted by: Otv Khabar Bureau

11:55 AM(2 years ago )

ବଡ଼ଦାଣ୍ଡରେ ଓଡ଼ିଶୀ ନୃତ୍ୟର ଆସର

Posted by: Otv Khabar Bureau

11:55 AM(2 years ago )

ବଡ଼ଦାଣ୍ଡରେ ଶଙ୍କରାଚାର୍ଯ୍ୟ

Posted by: Otv Khabar Bureau

11:55 AM(2 years ago )

ଭକ୍ତଙ୍କ ନାମ ସଂକୀର୍ତ୍ତନରେ କମ୍ପୁଛି ବଡଦାଣ୍ଡ

Posted by: Otv Khabar Bureau

11:54 AM(2 years ago )

ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ସବୁଠି ଭକ୍ତମୟ ପରିବେଶ

Posted by: Otv Khabar Bureau

11:49 AM(2 years ago )

ଜଗାକୁ ଦେଖି ଭକ୍ତଙ୍କ ମନ ଉତଫୁଲ୍ଲିତ

Posted by: Otv Khabar Bureau

11:48 AM(2 years ago )

ରଥ ଉପରେ ମହାପ୍ରଭୁଙ୍କ ମଥାରେ ଲାଗୁଛି ଚିତା...

Posted by: Otv Khabar Bureau

11:48 AM(2 years ago )

ଗୁଜରାଟରେ ରଥଯାତ୍ରା, ଯୋଗଦେଲେ ମୁଖ୍ୟମନ୍ତ୍ରୀ

Posted by: Otv Khabar Bureau

11:34 AM(2 years ago )

କୁନି କଳାକାରଙ୍କ କମାଲ...

Posted by: Otv Khabar Bureau

11:33 AM(2 years ago )

ଆରମ୍ଭ ହେଲା ଛେରାପହଁରା

Posted by: Chandan Shishu

ଆରମ୍ଭ ହେଲା ରଥଯାତ୍ରାର ଆକର୍ଷଣୀୟ ପରମ୍ପରା ଛେରାପହଁରା, ରଥ ଉପରେ ଛେରାପହଁରା ନୀତି କରୁଛନ୍ତି ଗଜପତି ଦିବ୍ୟସିଂହ ଦେବ, ସୁବର୍ଣ୍ଣଚାମର ଧରି ଛେରାପହଁରା କରୁଛନ୍ତି ଗଜପତି ମହାରାଜା।

11:26 AM(2 years ago )

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

Posted by: Chandan Shishu

11:23 AM(2 years ago )

ଅହମଦାବାଦରେ ଗଡିଲା ତିନି ରଥ, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

Posted by: Otv Khabar Bureau

11:23 AM(2 years ago )

ଭକ୍ତଙ୍କୁ ଅପଲକ ନୟନରେ ଅନେଇଛନ୍ତି କାଳିଆ ସାଆନ୍ତ

Posted by: Otv Khabar Bureau

11:23 AM(2 years ago )

ବଡ଼ଦାଣ୍ଡରେ ଠେଲାପେଲା

Posted by: Otv Khabar Bureau

11:19 AM(2 years ago )

ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

Posted by: Chandan Shishu

11:13 AM(2 years ago )

ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Posted by: Chandan Shishu

11:12 AM(2 years ago )

ଛେରାପହଁରା ଲାଗି ଶ୍ରୀନଅରରୁ ବାହାରିଲେ ଗଜପତି ମହାରାଜ

Posted by: Chandan Shishu

କିଛି ସମୟ ମଧ୍ୟରେ ହେବ ରଥଯାତ୍ରାର ଆକର୍ଷଣୀୟ ପରମ୍ପରା ଛେରାପହଁରା। ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବେ। ଛେରାପହଁରା ଲାଗି ଶ୍ରୀନଅରରୁ ଗଜପତି ମହାରାଜ ଆସୁଛନ୍ତି। ତାମଯାନରେ ବସି ୩ ରଥ ସମ୍ମୁଖକୁ ଆସୁଛନ୍ତି ଗଜପତି ମହାରାଜ।

11:09 AM(2 years ago )

ବଡ଼ଦାଣ୍ଡକୁ ରଙ୍ଗେଇ ଦେଲେ ସ୍ୱାମୀ-ସ୍ତ୍ରୀ

Posted by: Otv Khabar Bureau

11:06 AM(2 years ago )

ହେ ପ୍ରଭୁ ! ତୁମ ଆୟତ୍ତରେ ଅନନ୍ତ କାଳ..

Posted by: Otv Khabar Bureau

11:06 AM(2 years ago )

ରଥାରୁଢ କାଳିଆ ଠାକୁର

Posted by: Otv Khabar Bureau

11:01 AM(2 years ago )

#ଭାଇ_ଭଉଣୀଙ୍କୁ_ଦେଖିଲା_ଜଗତ

Posted by: Otv Khabar Bureau

10:59 AM(2 years ago )

ବଡ଼ଦାଣ୍ଡରେ ଲାଗିଛି ଗହଳିଚହଳି...ଆସୁଛନ୍ତି ମହାବାହୁ...ଭକ୍ତ ବିଭୋର...

Posted by: Otv Khabar Bureau

ଦୀର୍ଘ ଦୁଇ ବର୍ଷର କୋଭିଡ୍ କଟକଣା ପରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଇଛି । ଏନେଇ ଭକ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା। କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ହିନ୍ଦୁ ଓ ବିଦେଶୀ ଭକ୍ତଙ୍କ ମନରେ ମଧ୍ୟ ଖୁସିର ଲହରୀ। ଦେଖନ୍ତୁ ଶ୍ରୀକ୍ଷେତ୍ରରେ କିପରି ପହଣ୍ଡି ବିଜେ ହେଉଛି...

10:57 AM(2 years ago )

ଜନ ସମୁଦ୍ର ବଡ଼ ଦାଣ୍ଡ, କାଳିଆକୁ ଦେଖି ଭକ୍ତ ମନ ଉତଫୁଲ୍ଲୀତ

Posted by: Otv Khabar Bureau

10:56 AM(2 years ago )

କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ

Posted by: Otv Khabar Bureau

10:46 AM(2 years ago )

ରଥକୁ ପ୍ରବେଶ କରୁଛନ୍ତି ମହାପ୍ରଭୁ

Posted by: Otv Khabar Bureau

10:43 AM(2 years ago )

ଗୁଣ୍ଠୁଣି ହାତୀ ଭଳି ଝୁଲିଝୁଲି ରଥକୁ ଯାଉଛନ୍ତି ମହାପ୍ରଭୁ

Posted by: Otv Khabar Bureau

10:43 AM(2 years ago )

ନନ୍ଦିଘୋଷ ଚାରମାଳ ମଧ୍ୟେ କାଳିଆ ସାଆନ୍ତ

Posted by: Otv Khabar Bureau

10:42 AM(2 years ago )

ପାଟ ଡୋରୀକୁ ଧରି କାଳିଆ ଠାକୁରଙ୍କୁ ରଥ ଉପରକୁ ଭିଡ଼ି ନେଉଛନ୍ତି ସେବାୟତ

Posted by: Otv Khabar Bureau

10:42 AM(2 years ago )

ଚାରମାଳ ନିକଟରେ ଟିକେ ଅଟକି ଯାଇଛନ୍ତି କାଳିଆ ସାଆନ୍ତ

Posted by: Otv Khabar Bureau

10:41 AM(2 years ago )

ଝୁଲିଝୁଲି ହଲିହଲି ରଥକୁ ବିରାଜମାନ କରୁଛନ୍ତି କାଳିଆ ଠାକୁର

Posted by: Otv Khabar Bureau

10:41 AM(2 years ago )

ଝୁଲିଝୁଲି ହଲିହଲି ରଥକୁ ବିରାଜମାନ କରୁଛନ୍ତି କାଳିଆ ଠାକୁର

Posted by: Otv Khabar Bureau

10:41 AM(2 years ago )

ସବୁର ଆତ୍ମା ଜଗନ୍ନାଥ

Posted by: Otv Khabar Bureau

10:41 AM(2 years ago )

ସବୁର ଆତ୍ମା ଜଗନ୍ନାଥ

Posted by: Otv Khabar Bureau

10:41 AM(2 years ago )

ଦୂରରୁ ଟାହିଆ ଦେଖି ଭକ୍ତ ମନ କୃତ୍ୟକୃତ୍ୟ

Posted by: Otv Khabar Bureau

10:40 AM(2 years ago )

ସେ ଭାବକୁ ନିକଟ, ଅଭାବକୁ ଦୂର

Posted by: Otv Khabar Bureau

10:40 AM(2 years ago )

ଶ୍ରୀଜିଉଙ୍କ ପାଇଁ ମନୋଲୋଭା ଟାହିଆ ଯୋଗାଏ ରାଘବଦାସ ମଠ

Posted by: Otv Khabar Bureau

10:35 AM(2 years ago )

ରଥକୁ ଆଗମନ କରୁଛନ୍ତି କାଳିଆ ଠାକୁର...

Posted by: Otv Khabar Bureau

10:19 AM(2 years ago )

ଭକ୍ତି ଆନନ୍ଦମୟ ପରିବେଶ ମଧ୍ୟରେ ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦେବଦଳନ ରଥକୁ ବିଜେ କରୁଥିବା ସମୟର ଦେଖନ୍ତୁ, ଏହି ସୁନ୍ଦର ଦୃଶ୍ୟ...

Posted by: Otv Khabar Bureau

10:18 AM(2 years ago )

ମସ୍ତକରେ ଟାହିଆ ପିନ୍ଧି ପ୍ରଭୁ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବିଜେ କରୁଥିବା ସମୟର ଦୃଶ୍ୟ...

Posted by: Otv Khabar Bureau

10:18 AM(2 years ago )

ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥକୁ ବିଜେ କରୁଥିବାର କିଛି ମନମୋହକ ଦୃଶ୍ୟ...

Posted by: Otv Khabar Bureau

10:12 AM(2 years ago )

କଣେଇ କଣେଇ, ଟେରେଇ ଟେରେଇ ଅନାଉଛନ୍ତି କାଳିଆ ସାଆନ୍ତ

Posted by: Otv Khabar Bureau

10:12 AM(2 years ago )

କାଳିଆ ସାଆନ୍ତଙ୍କ ଚରଣାରବିନ୍ଦ ଯୁଗଳରେ ଅନନ୍ତକୋଟି ଦଣ୍ଡବତ

Posted by: Otv Khabar Bureau

10:11 AM(2 years ago )

କାଳିଆ ହାତୀକି କିଏ ବା ଧରିପାରେ..

Posted by: Otv Khabar Bureau

Load more...