ସାମାନ୍ୟ ଟଏଲେଟ୍ ବ୍ୟବହାର କଲେ ବୋଲି କ’ଣ ୬୦୦୦ ଟଙ୍କା ଖର୍ଚ୍ଚ ହେବ ? ଆଜ୍ଞ ହଁ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟିଛି । ଆଉ ଏଥିପାଇଁ ସେ ଅଭିଯୋଗ ମଧ୍ୟ କରିଛନ୍ତି ।
ଖାଲି ଖାଦ୍ୟ ନୁହେଁ ଭଲ ପିଇବା ପାଣି ମଧ୍ୟ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।
ଭାରତ ସରକାରଙ୍କ ନାଁରେ ଏଭଳି ମେସେଜ୍ କରି ଲୋକଙ୍କୁ ଠକିବାର ଯୋଜନା ମଧ୍ୟ ହୋଇପାରେ ।
୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ୍ ଯୋଗୁଁ ଭଲ ରୋଜଗାର ପାଇଛନ୍ତି । ୟୁଜର୍ସମାନେ ସେମାନଙ୍କର ପ୍ରତିଭା ଏବଂ ପାରଦର୍ଶିତା ପ୍ରଦର୍ଶନ ପାଇଁ ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି ।
ପ୍ରେମିକାର ବିଷଧର ଷଡ଼ଯନ୍ତ୍ର । ପୋଲିସ୍ର ବି ମୁଣ୍ଡ ଘୁରାଇଦେଲା । ପ୍ରେମିକକୁ ରାସ୍ତାରୁ ହଟାଇବାକୁ ଅମାନୁଷିକ କାଣ୍ଡ ।
କମ୍ପ୍ୟୁଟର ହେଉ କି ଲାପ୍ଟପ୍ ସହ ପ୍ରିଣ୍ଟର କେବୁଲ୍ ଲଗାଇ ଡକ୍ୟୁମେଣ୍ଟର ପ୍ରିଣ୍ଟ କରିବାର ସମୟ ଶେଷ ହୋଇଛି । କାରଣ ଆହୁରି ଟେକ୍ନୋଲଜି ଆଗକୁ ବଢ଼ିଛି । ଏବେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଇନ୍-ବିଲ୍ଟ ପ୍ରିଣ୍ଟିଙ୍ଗ୍ ସେବା ସହିତ ଆସୁଛି ।
କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସ୍ୱଳ୍ପ ସମୟ ଦେଇପାରିବୁ... ମଣିପୁର ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ।
ଇଏ କଣ? ରାସ୍ତାରେ ଯାଉଥିଲା କାର୍...ହଠାତ୍ ତା’ କାଚ ଭାଙ୍ଗି ପଶିଗଲା ଘୋଡ଼ା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଭିଡିଓ ଦେଖିଲେ ହୃଦୟ ଥରି ଉଠିବ । ଏ ଲୋକ ଏତେ ଭୟଙ୍କର କିପରି ହୋଇପାରେ.. । ସମ୍ବେଦନଶୀଳ ହୋଇଥିବାରୁ ଭିଡିଓକୁ ଲେଖାରେ ସଂଯୋଗ କରିବା ଠିକ୍ ମନେ କରାଯାଉ ନାହିଁ ।
ମାନସିକ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖେଳ ଚେସ୍ ହେଉଛି ବହୁ ପ୍ରାଚୀନ। ସମୟ ସହିତ ଏହାର ଲୋକପ୍ରିୟତା ବୃଦ୍ଧି ପାଉଛି। ଆଜି ଏହି ଦିବସ ପାଳନ ହେଉଥିବାରୁ ଆସନ୍ତୁ ଜାଣିବା ବିଶ୍ୱ ଚେସ୍ ଦିବସ କେବେ ଏବଂ କିପରି ଆରମ୍ଭ ହେଲା ।
ଅଭିଯୁକ୍ତକୁ ମଧ୍ୟ ଗୁଳି କରାଯାଇଛି । ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍ ଆରମ୍ଭ ନେଇ ସରକାରଙ୍କ ଘୋଷଣା ।
୨୧ ନୂଆ ଓ ୭ଟି ପୁରୁଣା ବିଲ୍ ପାସ୍ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା...ସୁରୁଖୁରୁରେ ଗୃହ ଚଳାଇବାକୁ ସର୍ବଦଳୀୟ ବୈଠକରେ ସରକାରଙ୍କ ଅପିଲ...ସେପଟେ ମଣିପୁର ଓ ଦରଦାମ ପ୍ରସଙ୍ଗରେ ଘେରିବେ ବିରୋଧୀ...
ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍ ମନ୍ଦିର ପାଖରେ ଦୁର୍ଘଟଣା । ଏହା ଏକ ହିଟ୍ ଆଣ୍ଡ ରନ୍ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ।
ଟମାଟୋ ମୂଲ୍ୟକୁ ନେଇ ଯେତିକି ଚର୍ଚ୍ଚା ହେଉଛି ଏହି ଅଟୋ ଡ୍ରାଇଭରଙ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ।
ହୀରା ବ୍ୟବସାୟର ପ୍ରମୁଖ କେନ୍ଦ୍ର, ୱାନ୍ ଷ୍ଟପ୍ ଡେଷ୍ଟିନେସନ୍। ବିଲଡିଂର ନାଁ ରଖାଯାଇଛି ଡାଇମଣ୍ଡ ବୋର୍ସ। ପ୍ରାୟ ୩ହଜାର କୋଟି ଟଙ୍କାରେ ନିର୍ମିତ ଏହି କମ୍ପ୍ଲେକ୍ସ ଆସନ୍ତା ନଭେମ୍ବର ୨୧ ତାରିଖରୁ କାର୍ଯ୍ୟକ୍ଷମ ହେବ।
ଉଭୟ ୧୯୮୬ରେ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦକ୍ଷିଣ ଭାରତର ଏକ ସହରରେ ରହିବାକୁ ଲାଗିଲେ। ତାଙ୍କର ଦୁଇ ବିବାହିତ ଝିଅ ବିଦେଶରେ ରୁହନ୍ତି।
ଖବର ପାଇ ପୋଲିସ ପହଞ୍ଚି ଘର ଭିତରକୁ ପ୍ରବେଶ କରିବା ସହ ୪ଟି ପୋଡ଼ା ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲା।
ପ୍ରିୟା ପ୍ରକାଶଙ୍କ ଷ୍ଟାରଡମ୍ ଦ୍ରୁତ ଗତିରେ ଫିକା ପଡିଯାଉଛି। ଏନେଇ ତାଙ୍କୁ ଇଣ୍ଡଷ୍ଟ୍ରିରେ ବଞ୍ଚିବା ପାଇଁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି। ପ୍ରିୟା ବର୍ତ୍ତମାନ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ପୱନ କଲ୍ୟାଣ ଏବଂ ସାଇ ଧର୍ମ ତେଜଙ୍କ ଅଭିନୀତ ତେଲୁଗୁ କମେଡି ଫିଲ୍ମ ‘ବ୍ରୋ’ ପାଇଁ ପ୍ରସ୍ତୁତ ହେଉଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ତାଜମହଲକୁ ଆସିଥିବା ପର୍ଯ୍ୟଟକ ତାଜମହଲର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଯମୁନା ନଦୀର ବନ୍ୟା ଜଳକୁ ବି ଉପଭୋଗ କରୁଛନ୍ତି ।
ବରୁଣ ଏବଂ ଜାହ୍ନଭୀଙ୍କ ଫିଲ୍ମ ପ୍ରମୋସନର ଏକ ଫଟୋସୁଟ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ, ବରୁଣ ଜାହ୍ନଭୀଙ୍କ କାନକୁ କାମୁଡି ଦେଉଥିବାର ନଜର ଆସିଛନ୍ତି। ଏହା ପରେ ଇଣ୍ଟରନେଟ୍ରେ ଟ୍ରୋଲ୍ର ବର୍ଷା ଆରମ୍ଭ ହୋଇଯାଇଛି।
କେତେ ନିର୍ଦ୍ଦୟ ... ବାପା ସହ ଶତ୍ରୁତା ଥିବାରୁ ପିଲାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା..
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୫ ଜଣଙ୍କର ମୃତ୍ୟୁ ଘଟିଛି ।
ଭାବୀ ସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ। ହତ୍ୟା ପରେ ନିଜ ମୁଣ୍ଡରେ ନିଜେ ବନ୍ଧୁକ ଲଗାଇ ଗୁଳି କରି ନିଜର ଜୀବନ ମଧ୍ୟ ନେବାକୁ ପଛାଇଲା ନାହିଁ।