• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

India-Pakistan
T20 World Cup: ସଟ୍ଟା ବଜାର ଗରମ; ଭାରତ-ପାକ୍‌ ମ୍ୟାଚ୍‌ରେ ୧୦୦୦ କୋଟିର ସଟ୍ଟା, ଅଣ୍ଡରୱାର୍ଲ୍ଡର ବି ନଜର

ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମଇଦାନକୁ ଓହ୍ଲାଇବ ଭାରତ । ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ବିଶ୍ୱକପ୍‌ ଅଭିଯାନ । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।

Vastu for Tree
ଏହି ୩ଟି ଗଛକୁ ଶୁଖିବାକୁ ଦିଅନ୍ତୁ ନାହିଁ,ସୁଖ ଶାନ୍ତିରେ ଆସିବ ବାଧା

ଆମ ଜୀବନରେ ଗଛ ବୃକ୍ଷର ଅନେକ ମହତ୍ୱ ରହିଛି । ଏଗୁଡିକ ବିନା ଜୀବନର କଳ୍ପନା କରିବା ଅସମ୍ଭବ ଅଟେ । ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ବିଭିନ୍ନ ବୃକ୍ଷ ଆମ ପାଇଁ ବରଦାନ ଅଟେ । ବାସ୍ତୁ ଅନୁସାରେ ବିଭିନ୍ନ ଗଛର ଅନେକ ଗୁରୁତ୍ୱ ରହିଛି । ଜାଣିବା ବାସ୍ତୁ ଅନୁଯାୟୀ ବୃକ୍ଷର ମହତ୍ତ୍ୱ ।

South asia Sikhs in Afghanistan under threat to either convert to islam or leave country
‘ମୁସଲମାନ ସମ୍ପ୍ରଦାୟକୁ ଗ୍ରହଣ କର ନଚେତ୍‌ ଦେଶ ଛାଡ’: ଶିଖ୍ ସମ୍ପ୍ରଦାୟଙ୍କୁ ତାଲିବାନ୍‌ର ଧମକ୍

ମୁସଲମାନ ସମ୍ପ୍ରଦାୟ ଗ୍ରହଣ ନ କଲେ ଦେଶ ଛାଡିବାକୁ ଧମକ୍‌ ଦେଇଛି ତାଲିବାନ୍‌ । ତାଲିବାନ୍‌ର ଆଫଗାନ୍‌ ଦଖଲ ପରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସଂମ୍ପ୍ରଦାୟର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଯଦି ସେମାନେ ମୁସଲମାନ ସମ୍ପ୍ରଦାୟ ନ ଆପଣାଇବେ ତେବେ ସେମାନଙ୍କୁ ଜୀବନକୁ ମାରିଦେବାକୁ ଧମକ୍‌ ଦିଆଯାଉଛି ।

Minoo Mumtaz passed away
ଆଉ ନାହାନ୍ତି ଅଭିନେତ୍ରୀ ମିନୁ ମୁମତାଜ୍

ସିନେ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଆମ ଗହଣରେ ଆଉ ନାହାନ୍ତି ଡ୍ୟାନ୍ସର ତଥା ଅଭିନେତ୍ରୀ ମିନୁ ମୁମତାଜ୍। କାନାଡାରେ ତାଙ୍କର ପରଲୋକ ହୋଇଛି। ସେ ଜଣାଶୁଣା କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ଥିଲେ। ମୁମତାଜ୍‌ଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ଅନ୍‌ୱର୍‌ ଅଲୀ ଦେଇଛନ୍ତି। ୫୦ ଦଶକର ଜଣାଶୁଣା ଏହି ସହ କଳାକାରଙ୍କର ମୃତ୍ୟୁ ଖବର ଆସିବା ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

Simi Singh
T20 World Cup: ଗୋଟିଏ ବଲ୍‌ରେ ୩ ଥର ରନ୍‌ ଆଉଟ୍‌ରୁ ବର୍ତ୍ତିଲେ ‘ଭାରତୀୟ’ ବ୍ୟାଟ୍ସମ୍ୟାନ୍‌, ଦେଖନ୍ତୁ ଭିଡିଓ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ରେ ଅୟର୍ଲ୍ୟାଣ୍ଡ ଓ ନାମିବିୟା ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍‌ ସିମି ସିଂହ ଗୋଟିଏ ବଲ୍‌ରେ ୩ ଥର ରନ୍‌ ଆଉଟ୍‌ ହେବାରୁ ବର୍ତ୍ତିଛନ୍ତି ।

IAS Ashok Khemka
ଏମିତି ଜଣେ IAS ଅଧିକାରୀ; ଦିନେ ରବର୍ଟ ଭଦ୍ରାଙ୍କୁ କରିଥିଲେ ସାବାଡ଼, ଏବେ ଭୋଗୁଛନ୍ତି..

ହରିୟାଣାର ଜଣେ ଆଇଏସ୍‌ ଅଧିକାରୀ ଅଶୋକ ଖେମକା ପୁଣି ଥରେ ନିଜ ବଦଳିକୁ ନେଇ ଚର୍ଚ୍ଚାରେ । ନିଜ ଟ୍ୱିଟ୍ ଓ କାର୍ଯ୍ୟଶୈଳିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଖେମ୍‌କାଙ୍କର ଏହା ହେଉଛି ୫୪ ତମ ବଦଳି ।

Beneficiary of pm ujjwala yojana selling lpg cylinder in junk in bhind mp
ଉଜ୍ଜଳା ଯୋଜନା ବାଟବଣା; କବାଡିଆରେ ବିକ୍ରି ହେଉଛି ସିଲିଣ୍ଡର

କବାଡିଆରେ ବିକ୍ରି ହେଉଛି ସିଲିଣ୍ଡର । ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାର କବାଡି ଦୋକାନରେ ଗୋଟିଏ କିମ୍ୱା ଦୁଇଟି ନୁହେଁ ପଡି ରହିଛି ଅନେକ ସିଲିଣ୍ଡର ।

Petrol Price Hike
ଥମିବାର ନାଁ ଧରୁନି ତୈଳ ଦର ବୃଦ୍ଧି

ଆଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୨୪ ଟଙ୍କା ଓ ଡିଜେଲ୍ ୯୫.୯୭ ଟଙ୍କାରେ ବିକ୍ରି ହେଉଛି

Salim Abu-Ahmad killed in US strike
ସିରିଆରେ ଆମେରିକାର ଡ୍ରୋନ ଆକ୍ରମଣ; ଅଲକାଏଦାର ବରିଷ୍ଠ ନେତା ଅବଦୁଲ୍‌ ହାମିଦ୍‌ ଅଲ୍‌ ମାତରଙ୍କ ମୃତ୍ୟୁ

ସିରିଆର ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । ଏହି ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ସିରିଆର ବରିଷ୍ଟ ନେତା ଅବଦୁଲ୍‌ ହାମିଦ୍‌ ଅଲ୍‌ ମାତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଘଟଣାକୁ ନେଇ ସେଣ୍ଟ୍ରାଲ୍‌ କମାଣ୍ଡୋ ମୁଖପାତ୍ର ମେଜର ଜନ୍ ରିଗ୍ସବି କହିଛନ୍ତି, ଆମେରିକା କରିଥିବା ଏୟାର ଷ୍ଟ୍ରାଇକ୍‌ ଦ୍ୱାରା ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମତାରଙ୍କ ଦେହାନ୍ତ ହୋଇଛି ।

Cinematographer Dead
ଲାଇଟ୍‌-କ୍ୟାମେରା-ଆକ୍ସନ ମଧ୍ୟରେ ନକଲି ବନ୍ଧୁକରୁ ଫୁଟିଲା ଗୁଳି, କ୍ଷଣିକରେ ଟଳି ପଡ଼ିଲେ ଚର୍ଚ୍ଚିତ ସିନେମାଟୋଗ୍ରାଫର

ହଲିଉଡ୍‌ ଫିଲ୍ମ ଶୁଟିଂ ସେଟ୍‌ରେ ଅଘଟଣ। ଲାଇଟ୍‌-କ୍ୟାମେରା-ଆକ୍ସନ ମଧ୍ୟରେ ଫୁଟିଲା ଗୁଳି। କ୍ଷଣିକରେ ଟଳି ପଡ଼ିଲେ ଜଣେ ଚର୍ଚ୍ଚିତ ସିନେମାଟୋଗ୍ରାଫର। ନକଲି ବନ୍ଧୁକରୁ ଗୁଳି ଫୁଟିଲା। ଆଉ ଜଣଙ୍କ ଜୀବନ ବି ଚାଲିଗଲା।

Daily Horoscope, 21 Sept 2021
Daily Horoscope,23 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୨୩ ତାରିଖ, ଶନିବାର, ତୁଳା ୭ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ, ତୃତୀୟାତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

 Uttarakhand Rains
ଉତ୍ତରାଖଣ୍ଡ ବିତ୍ପାତ: ମିଳିଲା ୧୨ ଟ୍ରେକର୍‌ଙ୍କ ମୃତଦେହ

ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଟ୍ରେକର ଥିବା ସୂଚନା ମିଳିଛି। ଲାମ୍‌ଖାଗା ଗିରିପଥରେ ମୋଟ ୧୭ ଜଣ ଟ୍ରେକର ନିଖୋଜ ହୋଇଯାଇଥିଲେ।

TMC
TMC ସାଂସଦ ସୁସ୍ମିତା ଦେବଙ୍କୁ ଆକ୍ରମଣ, ପ୍ରଚାର ଗାଡ଼ି ଭାଙ୍ଗିଲେ ଦୁର୍ବୃତ୍ତ

ଟିଏମସର ରାଜ୍ୟସଭା ସାଂସଦ ସୁସ୍ମିତା ଦେବଙ୍କ ଉପରେ ଆଜି ତ୍ରିପୁରାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରୁ ସୁସ୍ମିତା ଦେବ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ତାଙ୍କ ସହ ଥିବା ଟିଏମସିର ପ୍ରଚାର ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ।

Supreme Court
୩୯ ମହିଳା ସେନାଧିକାରୀଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି

୩୯ ମହିଳା ସେନାଧିକାରୀଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି । ନ୍ୟାୟିକ ଲଢ଼େଇରେ ବିଜୟ ପରେ ମିଳିଲା ସ୍ଥାନୀୟ ନିଯୁକ୍ତି । ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇରେ ବିଜୟ ପରେ ୩୯ ଜଣ ମହିଳା ସେନାଧିକାରୀଙ୍କୁ ସେନା ବାହିନୀରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି ।

Forced Children to Beg
ପିଲାଙ୍କ ଚେହେରା ବିଗିଡାଇ ଭିକ ମଗାଉଛି ପାକିସ୍ତାନ୍

କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ପାକିସ୍ତାନରେ ଧିରେ ଧିରେ ଅର୍ଥ ଅଭାବର ସଙ୍କଟ ଦେଖିବାକୁ ମିଳିଛି । ଦେଶର ଏଭଳି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଚିନ୍ତାରେ ପଡିଛନ୍ତି । ତେବେ ଏହି ପରିସ୍ଥିତିରେ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପାକିସ୍ତାନ ଏକ ନୂଆ ପନ୍ଥା ଆପଣେଇଛି । ଛୋଟ ଛୁଆଙ୍କ ଚେହେରା ବିଗିଡାଇ ଭିକ ମାଗିବାକୁ ବାଧ୍ୟ କରୁଛି ପାକିସ୍ତାନ ।

Vaccination for Children
ଶିଶୁଙ୍କୁ କେମିତି ଦିଆଯିବ କରୋନା ଟିକା, ଶିଖିବେ ସ୍ୱାସ୍ଥ୍ୟକର୍ମୀ

ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଶିଶୁଙ୍କ ପାଇଁ ଥିବା କୋଭାକ୍ସିନ ଟିକାକୁ ପରୀକ୍ଷା କରାଯାଇ ଦିଆଯିବ। ଦେଶରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି। ଯଦି ଏକାସଙ୍ଗେ ଶିଶୁଙ୍କୁ ଟିକା ଦିଆଯିବ, ତାହେଲେ ଟିକାକରଣ କେନ୍ଦ୍ର ବଢ଼ାଇବାକୁ ପଡ଼ିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

imran-rekha
ଅଭିନେତ୍ରୀ ରେଖାଙ୍କ ସହ ଥିବା ସମ୍ପର୍କର ଖୁଲାସା କଲେ ଇମ୍ରାନ୍ ଖାନ୍

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ବ୍ୟକ୍ତିଗତ ଜୀବନ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । କ୍ରିକେଟ ଖେଳୁଥିବା ବେଳୁ ହିଁ ତାଙ୍କର ‘ପ୍ଲେ ବଏ’ ପ୍ରତିଛବି ରହି ଆସିଛି । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖାଙ୍କ ସହ ଇମ୍ରାନ ଖାନଙ୍କ ସମ୍ପର୍କ ଥିବା ନେଇ ବେଶ ଚର୍ଚ୍ଚା ଚାଲିଥିଲା ।

Tallest Woman
ଏହି ମହିଳାଙ୍କ ଉଚ୍ଚତା ଜାଣିଲେ ହୋସ୍‌ ଉଡ଼ିଯିବ ! ହେଲେ ୪ ମିନିଟ୍‌ ବି ଛିଡ଼ା ହୋଇପାରୁ ନାହାନ୍ତି ସେ..

ଆପଣଙ୍କ ଉଚ୍ଚତା କେତେ ? ୪ ଫୁଟ, ୫ ଫୁଟ୍, ଅତି ବେଶୀରେ ୬ ଫୁଟ୍ । କିନ୍ତୁ ଆମେ ଆଜି ଏମିତି ଜଣେ ମହିଳାଙ୍କ କଥା କହିବୁ ଯାହାର ଛଚ୍ଚାତା ୨୧୫ ଦଶମିକ ୧୬ ସେଣ୍ଟିମିଟର । ଫୁୁଟରେ ହିସାବ କଲେ ୭ ଫୁଟ୍ ୭ ଇଞ୍ଚ ।

Ananya pandey
ପୁଣି NCB ଅଫିସ୍‌ରେ ହାଜର ହେଲେ ଅନନ୍ୟା

ଅନନ୍ୟାଙ୍କୁ ପୁଣି ସମନ୍ । ମୁମ୍ବାଇ କ୍ରୁଜ୍ ଡ୍ରଗସ୍‌ ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଜି ୪ ଘଣ୍ଟା ଜେରା କରିଛି ଏନସିବି । ଆର୍ୟନଙ୍କ ସହ ଡ୍ରଗ୍ସ ଲିଙ୍କ ନେଇ ଅନନ୍ୟାଙ୍କୁ ମାରାଥନ ଜେରା କରିଥିଲେ NCB ଅଧିକାରୀ ।

Bunty aur Babli 2 teaser
‘ବଣ୍ଟି ଔର ବବ୍‌ଲି ୨’ର ଟିଜର ରିଲିଜ୍‌, ୧୨ ବର୍ଷ ପରେ ପରଦାରେ ଧୁମ୍ ମଚେଇବେ ରାନୀ-ସୈଫ୍

ରାନୀ ଓ ସୈଫ୍‌ଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ଫିଲ୍ମ 'ବଣ୍ଟି ଔର ବବ୍‌ଲି ୨'ର ଟିଜର ୟଶରାଜ୍‌ ଫିଲ୍ମସ ପକ୍ଷରୁ ରିଲିଜ୍ ହୋଇଛି । ଫିଲ୍ମରେ ୧୨ ବର୍ଷ ପରେ ପୁଣି ଏକାଠି ନଜର ଆସୁଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ରାନୀ ମୁଖାର୍ଜୀ । ଫିଲ୍ମରେ ରାନୀ ମୁଖାର୍ଜୀ ଓ ସୈଫ୍ ଅଲ୍ଲୀ ଖାନ୍ ଙ୍କ ବ୍ୟତୀତ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଓ ଅଭିନେତ୍ରୀ ଶରବରୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

people dead after eating fish
ଚୀନ୍‌ରେ ମାଛ ଖାଇବାକୁ ମନା ; ମାଛ ଖାଇ ୭ ମୃତ

ବିଶ୍ୱରେ କରୋନାର ଭୟାବହ କମିନଥିବା ବେଳେ ଦେଖା ଗଲାଣି ଅନେକ ଅଜଣା ରୋଗ । ଏଭଳି ଏକ ରହସ୍ୟମୟ ରୋଗ ଦେଖାଯାଇଛି ଚୀନର ହଂକଂ ସହରରେ । ଏହି ରୋଗରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

Gold rate today
ବଢିଲା ସୁନା ଓ ରୁପା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଲା ସୁନା ଦର । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ପୁଣି ଆଜି ସୁନା ଓ ରୁପାର ଦର ବୃଦ୍ଧି ପାଇଛି । ଆଜି ସୁନାର ମୂଲ୍ୟ ଗ୍ରାମ ପ୍ରତି ୫୪ ଟଙ୍କା ବଢି ଥିବା ବେଳେ ରୁପା ଦର ମଧ୍ୟ କିଲୋ ଗ୍ରାମ ପ୍ରତି ୧୧୮ ଟଙ୍କା ବୃଦ୍ଧି ପାଇଛି । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୫୫୪ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୪ ଟଙ୍କା ରହିଛି।

DRDO Apprentice Recruitment 2021
DRDO ଆପ୍ରେଣ୍ଟିସ୍ ନିଯୁକ୍ତି ୨୦୨୧: ଖାଲି ପଡିଛି ପଦବୀ, ତୁରନ୍ତୁ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (DRDO) ବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । DRDO ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରିଛି । ଆବେଦନ ପ୍ରକ୍ରିୟା ନଭେମ୍ବର ୧ରୁ ଆରମ୍ଭ ହେଉଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ନଭେମ୍ବର ୨୦୨୧ ରହିଛି ।

date rape medications in bars and nightclub
ନାଇଟ୍‌ କ୍ଲବରେ ମହିଳାଙ୍କୁ ଦିଆଯାଉଛି ‘ଡେଟ୍‌ ରେପ୍‌ ଡ୍ରଗ୍ସ’

ନାଇଟ୍‌ କ୍ଲବରେ ମହିଳାଙ୍କୁ ଦିଆଯାଉଛି ‘ଡେଟ୍‌ ରେପ୍‌ ଡ୍ରଗ୍ସ’ । ୟୁକେର ବିଭିନ୍ନ ସହରରୁ ଆସିଥିବା ରିପୋର୍ଟରୁ ଜଣାପଡିଛି ଯେ ନାଇଟ୍ କ୍ଲବ୍ ଏବଂ ପବ୍ ଗୁଡିକରେ ମହିଳାମାନଙ୍କୁ ‘ଡେଟ୍‌ ରେପ୍‌ ଡ୍ରଗ୍ସ’ ଦିଆଯାଉଛି ।

Oscar award
ଓସ୍କାର ପାଇଁ ମନୋନୀତ ହେଲା ଫିଲ୍ମ ‘ସର୍ଦ୍ଦାର ଉଧମ୍‌ ସିଂ’ ଓ ‘ଶେରନୀ’

ପ୍ରତିବର୍ଷ ଓସ୍କାର ପାଇଁ ଭାରତୀୟ ସିନେମା ମଧ୍ୟରୁ କିଛି ଫିଲ୍ମ ମନୋନୀତ ହୋଇଥାଏ । ବିଦ୍ୟା ବାଲନ ଅଭିନିତ ‘ଶେରନୀ’ ଏବଂ ଭିକ୍କି କୌଶଲ ଅଭିନିତ ଫିଲ୍ମ ‘ସର୍ଦ୍ଦାର ଉଧମ୍‌ ସିଂ’ ଓସ୍କାର ୨୦୨୨’ ପାଇଁ ମନୋନୀତ ହୋଇଛି । ଏନେଇ ୨ଟି ଫିଲ୍ମର କଳାକାର ବିଦ୍ୟା ବାଲନ ଓ ବିକି କୌଶଲ ନିଜର ଖୁସି ଜାହିର କରିଛନ୍ତି ।