ଗୁରୁଦ୍ୱାରା ସାହେବ ବାବା ବୀର ସିଂହଙ୍କ ଧର୍ମ ଗ୍ରନ୍ଥକୁ ଯୁବକ ଜଣକ ଚିରି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସେଠାରେ ଉପସ୍ଥିତ ଲୋକେ ରାଗି ଯାଇ ଯୁବକଙ୍କୁ ଗୁରୁଦ୍ୱାର ଭିତରେ ହିଁ ପିଟିପିଟି ମାରି ଦେଇଥିବା କୁହାଯାଉଛି ।
ମୁସଲମାନ ସମ୍ପ୍ରଦାୟ ଗ୍ରହଣ ନ କଲେ ଦେଶ ଛାଡିବାକୁ ଧମକ୍ ଦେଇଛି ତାଲିବାନ୍ । ତାଲିବାନ୍ର ଆଫଗାନ୍ ଦଖଲ ପରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସଂମ୍ପ୍ରଦାୟର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଯଦି ସେମାନେ ମୁସଲମାନ ସମ୍ପ୍ରଦାୟ ନ ଆପଣାଇବେ ତେବେ ସେମାନଙ୍କୁ ଜୀବନକୁ ମାରିଦେବାକୁ ଧମକ୍ ଦିଆଯାଉଛି ।