ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଇଛା ଅନୁସାରେ କ୍ୟାରିୟର ବାଛି ପାରନ୍ତି ନାହିଁ। କାରଣ ସେମାନେ ଯେଉଁ କାମ ପାଇଁ ଆଗ୍ରହ ଦେଖାନ୍ତି ଘରେ ଅନୁମତି ଦିଅନ୍ତି ନାହିଁ। ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ପରିବାର ବିରୋଧରେ ଯାଇ ଏମିତି କିଛି କରନ୍ତି ଯାହା ପରିବାରର ମାନ ସମ୍ମାନକୁ ମାଟିରେ ମିଶେଇଦିଏ। ପିଲାମାନଙ୍କର ଏହି କାମ ନେଇ ବାପା ମାଆମାନେ ରାସ୍ତାରେ ମୁଣ୍ଡ ଟେକି ଚାଲିପାରନ୍ତି ନାହିଁ।
ପିଜା ବର୍ଗରରେ ମିଶୁଛି ସର୍ଫ ଗୁଣ୍ଡ । ଯଦି ଆପଣ ପିଜା-ବର୍ଗର୍ ଖାଇବାକୁ ପସନ୍ଦ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ।
ସୋସିଆଲ୍ ମିଡିଆ ହେଉକି ମୋବାଇଲ କଲର୍ ଟ୍ୟୁନ୍। ସାରା ଦୁନିଆ ଏବେ ଗୋଟିଏ ଗୀତରେ ହେଉଛି ଗୁଣୁଗୁଣୁ। ବାଥରୁମ୍ ସିଙ୍ଗର୍ରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ ମାନିକେ ମାଗେ ହିଥେ...
ସଡ଼କ ତିଆରି ହୋଇ ପାରିଲାନି ବୋଲି ଇସ୍ତଫା ଦେଲେ ବିଧାୟକ । ଲୋକଙ୍କ ସେବା ପାଇଁ ନିର୍ବାଚିତ ହୋଇଥିବା ବେଳେ ଲୋକଙ୍କ କାମରେ ନଲାଗିବାରୁ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଆପଣ ଅନଲାଇନ କାରବାର କରୁଛନ୍ତି କି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଏବେ ଅନଲାଇନ ପେମେଣ୍ଟ କଲେ ମିଳିବ ୫୧ ଟଙ୍କା କ୍ୟାସବ୍ୟାକ୍। କେମିତି ଉଠାଇବେ ଏହାର ଫାଇଦା। ଏ ଅଫର ବିଷୟରେ ଏବେ ହିଁ ଜାଣନ୍ତୁ।
‘ବିଗ୍ ବସ୍ ୧୫’ର ହୋଷ୍ଟ୍ ସଲ୍ମାନ୍ ଖାନ୍ ଶୋ’ରେ ପ୍ରତିଯୋଗୀମାନଙ୍କ ସହ ବହୁତ ଥଟ୍ଟା ମଜା କରନ୍ତି। ଖାଲି ଥଟ୍ଟା ମଜା ନୁହେଁ ବେଳେ ବେଳେ ସେ ନିଜର କ୍ରୋଧକୁ ମଧ୍ୟ ଦେଖାନ୍ତି। ସପ୍ତାହନ୍ତର ୱାର୍ରେ ଦବଙ୍ଗ ଖାନ୍ ପ୍ରତିଯୋଗୀମାନଙ୍କର ଜମେଇକି କ୍ଲାସ୍ ନିଅନ୍ତି ଓ ସେମାନଙ୍କୁ ଠିକ୍ ରାସ୍ତା ଦେଖେଇବା ନେଇ ନଜର ଆସନ୍ତି। ଏଥର ଶୋ’ ସମୟରେ ସଲମାନ ଖାନ ଉମର ରିୟାଜଙ୍କ ସହ କଥା ହେଉଥିଲେ। ଏହି ସମୟରେ ଶୋ’ର ଚୁଲ୍ବୁଲି ଗାର୍ଲ ତେଜସ୍ୱୀ ପ୍ରକାଶ ସେମାନଙ୍କ ଆଲୋଚନା ମଝିରେ କଥା କହିଥିଲେ। ଏହା ସଲ୍ମାନ୍ଙ୍କୁ ପସନ୍ଦ ଆସି ନ ଥିଲା।
ଜୀବନ ନେଉଛି ଲୌହ ଦାନବ । ଦିନକୁ ଦିନ ଦେଶରେ ବଢ଼ୁଛି ଟ୍ରେନ୍ ଦୁର୍ଘଟଣା । ସାମାନ୍ୟ ଅସାବଧାନତା ଯୋଗୁଁ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟରୁ ଏହି ସୂଚନା ମିଳିଛି
ମଧ୍ୟପ୍ରଦେଶର ବେତୁଲରେ ପଛୁଆ ବର୍ଗର ଜଣେ ନର୍ସିଂ ଛାତ୍ରୀ ଦଲିତ ଯୁବକଙ୍କୁ ବିବାହ କରିବା ଯୋଗୁଁ ତାଙ୍କ ବାପା ନର୍ମଦା ନଦୀରେ ସ୍ନାନ କରାଇ ଶୁଦ୍ଧି କରାଯାଇଥିବା ପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଅନର୍ କିଲିଂ ଭୟରେ ଦମ୍ପତି ବର୍ତ୍ତମାନ ପୋଲିସର ସୁରକ୍ଷା ଲୋଡିଛନ୍ତି
ଡେରାଡୁନରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସାରା ଦୁନିଆରେ ଜଳବାୟୁ ପରିପର୍ତ୍ତନ ଅନେକ ସମସ୍ୟାର କାରଣ ହୋଇଛି। ଏହା ମଧ୍ୟରୁ ପିଇବା ପାଣି ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ୨୦୩୦ ସୁଦ୍ଧା ପୃଥିବୀରେ ୪୦ ପ୍ରତିଶତ ପାଣି ହ୍ରାସ ପାଇବ ବୋଲି ଏକ ଆକଳନରୁ ଜଣାପଡିଛି। ସଂଯୁକ୍ତ ରାଷ୍ଟ୍ର ଏହାକୁ ଏକ ବଡ ସମସ୍ୟା ଭାବେ ନେଇଛି। ତେବେ ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ଲାଗିଛନ୍ତି। ସେମାନେ ବର୍ତ୍ତମାନ ବାୟୁରୁ ଜଳ ତିଆରି କରିବା ଟେକ୍ନିକ୍ ବିକଶିତ କରିବା ଯୋଜନା କରୁଛନ୍ତି।
ସରିଲା ଅକ୍ଟେବାର ମାସ। ଆସନ୍ତା କାଲି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର। ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ସହ ନଭେମ୍ବର ପହିଲାରୁ ଦେଶ ତଥା ରାଜ୍ୟରେ ବହୁ କାର୍ଯ୍ୟକ୍ରମ କରାଯିବାର ରହିଛି। ଚୁଲି ମୁଣ୍ଡଠାରୁ ଆରମ୍ଭ ବୁଲିବା ପର୍ଯ୍ୟନ୍ତ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଏବେ ହିଁ ଜାଣନ୍ତୁ।
ଲେମନ ଟି ଅର୍ଥାତ ଲେମ୍ବୁ ଚା ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ । ଲେମନ ଟିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି l ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଲେମ୍ବୁ ଚା କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ ।
ସରିଲା ଅକ୍ଟେବାର ମାସ। ଆସନ୍ତା କାଲି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର। ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ସହ ନଭେମ୍ବର ପହିଲାରୁ ଦେଶ ତଥା ରାଜ୍ୟରେ ବହୁ କାର୍ଯ୍ୟକ୍ରମ କରାଯିବାର ରହିଛି
ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ। ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା ପାଇଁ ସେ ୨ ଜଣ ପୋଲିସ୍ କର୍ମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି।
ଆଜି ଖେଳାଯିବ ଏକ ଦମ୍ଦାର୍ ମ୍ୟାଚ୍। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ କର ବା ମର ଭଳି। ଏହି ମ୍ୟାଚ୍ରେ ଯେଉଁ ଟିମ୍ ଜିତିବ, ସେହି ଟିମ୍ର ସେମିଫାଇନାଲ ପ୍ରବେଶ ଆଶା ରହିବ।
ଆଜି୨୦୨୧ ମସିହା, ଅକ୍ଟୋବର ମାସ, ୩୧ ତାରିଖ, ରବିବାର, ତୁଳା ୧୫ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ଦଶମୀତିଥି, ମଘାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
G20 ସମ୍ମିଳନୀରେ ସାମିଲ ହୋଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
କଥାରେ ଅଛି ପ୍ରେମକୁ ପ୍ରେମରେ ହିଁ ଜିତାଯାଏ। ପୁଣି କୁହାଯାଏ ମଣିଷ ଅପେକ୍ଷା ପଶୁ-ପକ୍ଷୀମାନେ ଅଧିକ ପ୍ରେମର ଭାଷାକୁ ବୁଝିଥାନ୍ତି। ଆଉ ଟିକିଏ ପ୍ରେମ ପାଇଲେ ସେମାନେ ଅତି ଆପଣାର ବି ହୋଇଯାଆନ୍ତି। ଏମିତି ବି ଦେଖାଯାଏ ଯେ ଦୁଃଖ ଓ ବିପଦ ସମୟରେ ନିଜ ଭାଇ ବନ୍ଧୁ କୁଟୁମ୍ବମାନେ ମଧ୍ୟ ପାଖରେ ଠିଆ ହୁଅନ୍ତି ନାହିଁ। କିନ୍ତୁ ପଶୁ ପକ୍ଷୀମାନେ ସବୁ ସମୟରେ ହିଁ ସାଥ୍ ଦେଇଥାନ୍ତି। ସେମାନେ ମାଲିକର ବିପଦର ପ୍ରକୃତ ବନ୍ଧୁ ହୋଇଥାନ୍ତି।
ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅଦ୍ଭୁତ ଗୁଣ ନେଇ ଚର୍ଚ୍ଚାରେ ରୁହନ୍ତି। କିଏ ଦାନ୍ତରେ ଟ୍ରେନ୍ ଟାଣିକି ତ କିଏ ଛାତିରେ ରୋଲର୍ ଚଢେଇ ହେଉ ବା ମୁଣ୍ଡରେ ପଥର ଭାଙ୍ଗି ନିଜକୁ ଲୋକଲୋଚନକୁ ଆଣିଥାନ୍ତି। ଏହି ଅବସରରେ ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ଉପରେ କହିବାକୁ ଯାଉଛି ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କର ବି ଆଖି ଟେରା ହୋଇଯିବ। ଏହି ମହିଳା ଜଣଙ୍କ ଘରର କାନ୍ଥକୁ ବି ଖାଇଯାଆନ୍ତି। ଆଜିଯାଏ ଆପଣ ଦେଖିଥିବେ ଯେ ଆପଣଙ୍କ ଛୋଟ ପିଲାମାନେ ଏଭଳି କିଛି କରିବାର। କିନ୍ତୁ ଏଭଳି ଜଣେ ମହିଳା କାନ୍ଥ ଖାଇଯାଉଥିବା କଥା ଶୁଣିଲେ ଆପଣ ହୁଏତ ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ।
ହିନ୍ଦୁ ମହାକାବ୍ୟ ରାମାୟଣ ଏମିତି ଏକ କାହାଣୀ ଯାହାକୁ ଜାଣିବା ନେଇ ସମସ୍ତଙ୍କର ଆଗ୍ରହ ଥାଏ। ଏହାକୁ ଯେତେ ଜାଣିଲେ ବି ପୂରା ହୁଏନି କାହାଣୀ। କୁହାଯାଏ ଯେ ରାମାୟଣ ଓ ଭଗବାନ ରାମଙ୍କ ସହ ଜଡିତ ଅନେକ ପ୍ରତୀକ ଓ ପ୍ରମାଣ ଆଜି ବି ଶ୍ରୀଲଙ୍କାରେ ରହିଛି, ଯାହା ବିଷୟରେ ଜାଣିବା ନେଇ ସମସ୍ତେ ଇଛା ପ୍ରକାଶ କରନ୍ତି। ଏହି ସ୍ଥାନଗୁଡିକ ଭଗବାନ ରାମ ଓ ରାବଣ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥାଏ।
ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଉ ସେଠାରେ ସେ ଦଳ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି
ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି(ବିଏସ୍ପି)କୁ ବଡ଼ ଝଟ୍କା। ବିଏସ୍ପିର ୬ ଜଣ ବିଧାୟକ ଓ ଜଣେ ବିଜେପି ବିଧାୟକ ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଏମାନେ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।
ହାଡ଼ଭଙ୍ଗା ଶୀତର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଯୋଗାଇଦାବକୁ ନିବେଦନ କରିଛନ୍ତି ତାଲିବାନ ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ (ନିଯୁକ୍ତ) ସୁହେଲ ଶାହିନ୍
ନର୍ଗିସ୍ ଫାଖ୍ରୀ ବଲିଉଡର ଏକ ଆଗଧାଡିର ନାଁ। ନର୍ଗିସ୍ ଇଣ୍ଡଷ୍ଟ୍ରୀର ଏମିତି ଏକ ପରିଚିତ ନାଁ ଯାହା ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଫିଲ୍ମ୍ ‘ରକ୍ଷ୍ଟାର୍’ ହିଁ ତାଙ୍କୁ ରାତାରାତି ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ବଲିଉଡ୍ରେ ଯଦି ସବୁ ସୁନ୍ଦରୀ ଓ ଗ୍ଲାମରସ୍ ଅଭିନେତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଏ ତେବେ ନର୍ଗିସ୍ ଫାଖ୍ରୀଙ୍କ ନାମ ବାଦ ପଡିବ ନାହିଁ। ସେ ମାତ୍ର ୧୬ ବର୍ଷ ବୟସରୁ ଗ୍ଲାମର୍ ଦୁନିଆରେ ପାଦ ଦେଇଥିଲେ ଓ ଆରମ୍ଭ କରିଥିଲେ ମଡେଲିଂରେ କ୍ୟାରିୟର୍।
ଦୀପାବଳୀ ଓ ଧନତେରାସ ପୂର୍ବରୁ କମିଲା ସୁନା ଦର। ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ ଅଳ୍ପ ପରିବର୍ତ୍ତନ ଆସିଛି ।