କିଛି ୟୁଜର୍ସ କ୍ୟାସ୍ ବ୍ୟାକ୍ରେ ପାଇଥିବା ଏ ଟଙ୍କାକୁ ଫେରସ୍ତ ପାଇଁ ଦାବି କରିଥିବା ବେଳେ Google Pay କିଛି ୟୁଜର୍ସଙ୍କୁ ଟଙ୍କା ଫେରାଇନିଆଯିବ ନାହିଁ ବୋଲି କହିଛି ।
ଆପଣ ଅନଲାଇନ କାରବାର କରୁଛନ୍ତି କି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖବର। ଏବେ ଅନଲାଇନ ପେମେଣ୍ଟ କଲେ ମିଳିବ ୫୧ ଟଙ୍କା କ୍ୟାସବ୍ୟାକ୍। କେମିତି ଉଠାଇବେ ଏହାର ଫାଇଦା। ଏ ଅଫର ବିଷୟରେ ଏବେ ହିଁ ଜାଣନ୍ତୁ।