/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631330232.jpg)
Road Accident
ଡେରାଡୁନ: ଉତ୍ତରାଖଣ୍ଡର ଡେରାଡୁନରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବୁଲ୍ହାଦ୍-ବୈଲା ରୋଡ୍ରେ ଏହି ଦୁର୍ଘଟଣା ଘଟିଛି।
Advertisment
Uttarakhand: 11 people died, 4 injured in a road accident at Bulhad-Baila road in Chakrata tehsil of Dehradun district. SDM Chakrata rushed to the spot with Police and SDRF. Details awaited.
— ANI (@ANI) October 31, 2021
ଖବରପାଇ ଚକରାତା ଏସ୍ଡିଏମ୍ ପୋଲିସ୍ ଓ SDRF ଟିମ୍ ସହ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ୍ ଟିମ୍ ସହ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)