ସଡ଼କ ତିଆରି ହୋଇ ପାରିଲାନି ବୋଲି ଇସ୍ତଫା ଦେଲେ ବିଧାୟକ । ଲୋକଙ୍କ ସେବା ପାଇଁ ନିର୍ବାଚିତ ହୋଇଥିବା ବେଳେ ଲୋକଙ୍କ କାମରେ ନଲାଗିବାରୁ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।